Shuru
Apke Nagar Ki App…
ବିଜେଡି ନେତା ସୁଶାନ୍ତ ସିଂଙ୍କ ପରଲୋକ,କାନ୍ଦୁଛନ୍ତି ଜନତା,ଛାଡ଼ି ଯାଉଛନ୍ତି ପ୍ରିୟ ନେତା, ଜନନେତା ସୁଶାନ୍ତଙ୍କୁ ଶେଷ ବିଦାୟ.. ବିଜେଡି ନେତା ସୁଶାନ୍ତ ସିଂଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି ।ସେ ଦୀର୍ଘଦିନ ଧରି ସେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳଙ୍କୁ ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲାସେ ଭଟଲି ବିଧାନସଭା ଆସନରୁ ୨୦୦୯, ୨୦୧୪, ୨୦୧୯ରେ ବିଜେଡିରୁ ହୋଇଥିଲେ ବିଧାୟକ ଓ ମନ୍ତ୍ରୀ ହୋଇଥିଲେ । ବରଗଡ଼ ତଥା ପଶ୍ଚିମ ଓଡିଶାରେ ସେ ଦଳର ମୁଖ୍ୟ ଚେହେରା ଥିଲେ । ସେ ଜଣେ ଜଣେ ଦୃଢ଼ ସଂଗଠକ ଭାବେ ବେଶ ଜଣାଶୁଣା ଥିଲେ ସୁଶାନ୍ତ ।
ସୁଧାଂଶୁ ଶେଖର ନାୟକ

More news from ଓଡ଼ିଶା and nearby areas
- ବୈତରଣୀ ଉଞ୍ଚ ବିଦ୍ୟାଳୟ ରେ ଅଣ୍ଡା ଘୋଟଲା ବେଳେ ଧରିଲେ ଅଭିଭାବକ ସନାତନ ପଣ୍ଡା ଗଣମାଧ୍ୟମ ରେ BEO DEO ଙ୍କ ତଦନ୍ତ ପାଇଁ ଦାବୀl #News19Odisha #BaitaraniHighSchool #EggScam #MidDayMeal #JusticeForStudents #SchoolCorruption #BEO #DEO #Collector #MLA #AkashDasnayak #OdishaNews #Jajpur #BreakingNews #OdiaNews #Education #SchoolNews #PublicDemand #Investigation #Transparency #ParentsVoice #SaveEducation #ViralNews #Odisha #NewsUpdate #ExposeCorruption #Accountability #SanatanPanda1
- ଲଘୁଚାପ ଜନିତ ବର୍ଷା, ରେ ଘରେ ପଶିଲା ପାଣି ଭଦ୍ରକ ସହର ଜଗନ୍ନାଥ କଲୋନୀ ରେ ଘରେ ପଶିଲା ବର୍ଷା ଜଳ1
- ଜଳବନ୍ଦୀ ଅବସ୍ଥାରେ କୁମାରୀ ପଞ୍ଚାୟତର ଜାମୁଵଣିଆ ୱାର୍ଡ ବାସିନ୍ଦା ଜଳ ନିଷ୍କାସନ ସୁବିଧା ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଳବନ୍ଦୀ ଅବସ୍ଥାରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୁମାରୀ ପଞ୍ଚାୟତର ଜାମୁଵଣିଆ ୱାର୍ଡ ବାସିନ୍ଦା। ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାସ୍ତା ଉପରେ ବର୍ଷା ଜଳ ପ୍ରବାହିତ। ଫଳରେ ଲୋକେ ଘରୁ ବାହାରିବା ମୁସ୍କିଲ। ଏପରିକି ବର୍ଷା ଜଳ ଘର ଭିତରେ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ଜଳ ନିଷ୍କାସନ ସୁବିଧା ନଥିବାରୁ ଏହି ୱାର୍ଡ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।1
- ଢେଙ୍କାନାଳ ବାଜିଚୌକ ସ୍ଥିତ ମା' ମଙ୍ଗଳା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଲୁଟ୍.....1
- ଶୋଇଥିଲେ ଲୋକେ ll ବୁଡିଗଲା ପୁରା ବାଲେଶ୍ୱର ll Big Breaking News ll ଶୋଇଥିଲେ ଲୋକେ ll ବୁଡିଗଲା ପୁରା ବାଲେଶ୍ୱର ll Big Breaking News ll1