logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରେମୁଣା ଗୋଲେଇ ରୁ ବାଲେଶ୍ଵର ଟାଉନ ମୁଖ୍ୟ ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି। #remunagolei #balasoretown #baleswarkhabar ରେମୁଣା ଗୋଲେଇ ରୁ ବାଲେଶ୍ଵର ଟାଉନ ମୁଖ୍ୟ ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି। #remunagolei #balasoretown #baleswarkhabar

3 hrs ago
user_Sk Ajaruddin
Sk Ajaruddin
Local News Reporter Basta, Baleshwar•
3 hrs ago

ରେମୁଣା ଗୋଲେଇ ରୁ ବାଲେଶ୍ଵର ଟାଉନ ମୁଖ୍ୟ ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି। #remunagolei #balasoretown #baleswarkhabar ରେମୁଣା ଗୋଲେଇ ରୁ ବାଲେଶ୍ଵର ଟାଉନ ମୁଖ୍ୟ ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି। #remunagolei #balasoretown #baleswarkhabar

More news from ଓଡ଼ିଶା and nearby areas
  • Breaking News Today Headlines Current Affairs BREAKING
    1
    Breaking News
Today
Headlines
Current Affairs
BREAKING
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    1 hr ago
  • ସିମୁଳିଆ ପୋଲିସର ସଫଳତା, ଦାମୀ ମୋବାଇଲ ଫେରି ପାଇଲେ ମାଲିକ l ସିମୁଳିଆ ସିମୁଳିଆ ପୋଲିସର ସଫଳତା, ଦାମୀ ମୋବାଇଲ ଫେରି ପାଇଲେ ମାଲିକ l ସିମୁଳିଆ
    1
    ସିମୁଳିଆ ପୋଲିସର ସଫଳତା, ଦାମୀ ମୋବାଇଲ ଫେରି ପାଇଲେ ମାଲିକ l ସିମୁଳିଆ 
ସିମୁଳିଆ ପୋଲିସର ସଫଳତା, ଦାମୀ ମୋବାଇଲ ଫେରି ପାଇଲେ ମାଲିକ l ସିମୁଳିଆ
    user_PP NEWS ODISHA
    PP NEWS ODISHA
    ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    1 hr ago
  • ମଧୁପୁରା ଗ୍ରାମପଞ୍ଚାୟତ ପୋଖରୀ ବୁଜିବା ଘଟଣା ଉଚ୍ଚନ୍ୟାୟାଳୟର ଛାଟ ପରେ ପ୍ରଶାସନର ଚେତା ଫେରିଲା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସରଜମୀନ ତଦନ୍ତ ।
    2
    ମଧୁପୁରା ଗ୍ରାମପଞ୍ଚାୟତ ପୋଖରୀ  ବୁଜିବା   ଘଟଣା
ଉଚ୍ଚନ୍ୟାୟାଳୟର ଛାଟ ପରେ ପ୍ରଶାସନର  ଚେତା ଫେରିଲା
ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସରଜମୀନ ତଦନ୍ତ ।
    user_Pradeep Jena 9090008815
    Pradeep Jena 9090008815
    ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    3 hrs ago
  • 5kg choulo douchonti ahu kamo kichi koru nahanti ranigoda
    1
    5kg choulo douchonti ahu kamo kichi koru nahanti ranigoda
    user_M B GAMING
    M B GAMING
    Baleshwar (M), Odisha•
    7 hrs ago
  • ମୟୂରଭଞ୍ଜ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବାଲିଡିହା ଡ୍ୟାମ ରେ ଜଳ ସ୍ତର ବୃଦ୍ଧି; ପାଣି ଭିତରକୁ ଯାଇ ଗାଧୋଇବା ପାଇଁ ମନା ମୟୂରଭଞ୍ଜ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷାର ପ୍ରଭାବରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପେକ୍ଷୀରେ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବାଲିଡିହା ଡ୍ୟାମ ରେ ଜଳ ସ୍ତର ବୃଦ୍ଧି ପାଇ ତାହାର କରାଳ ରୂପ ଦେଖିବାକୁ ମିଳିଛି। ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଏଠାରେ ପ୍ରବାହିତ ହୋଇଛି। ତେବେ ଏହି ସମୟରେ କେହି ପର୍ଯ୍ୟଟକ ପାଣି ମଧ୍ୟକୁ ଗାଧୋଇବା ପାଇଁ ପାଣି ଭିତରକୁ ନଯିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।
    1
    ମୟୂରଭଞ୍ଜ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବାଲିଡିହା ଡ୍ୟାମ ରେ ଜଳ ସ୍ତର ବୃଦ୍ଧି; ପାଣି ଭିତରକୁ ଯାଇ ଗାଧୋଇବା ପାଇଁ ମନା
ମୟୂରଭଞ୍ଜ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷାର ପ୍ରଭାବରେ  ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପେକ୍ଷୀରେ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବାଲିଡିହା ଡ୍ୟାମ ରେ ଜଳ ସ୍ତର ବୃଦ୍ଧି ପାଇ ତାହାର କରାଳ ରୂପ ଦେଖିବାକୁ ମିଳିଛି। ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଏଠାରେ ପ୍ରବାହିତ ହୋଇଛି। ତେବେ ଏହି ସମୟରେ କେହି ପର୍ଯ୍ୟଟକ ପାଣି ମଧ୍ୟକୁ ଗାଧୋଇବା ପାଇଁ ପାଣି ଭିତରକୁ ନଯିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    16 hrs ago
  • #ବିଜ୍ଞାପନ_ନଦେବାରୁ_ବ୍ଲାକମେଲ୍_ବାନ୍ଧିଲା_ପୋଲିସ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ବ୍ଲାକମେଲ । ସମ୍ମାନହାନି ଅଭିଯୋଗରେ ସାହାରା ଟାଇମ୍ସର ନ୍ୟୁଜ୍ ଏଡିଟର୍ ତଥା ମାଲିକ ସୁଶାନ୍ତ କୁମାର ସାହୁଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ସହିଦ ନଗର ଥାନାରେ ରୁଜୁ ହୋଇଥିବା ମାମଲାରେ ତଦନ୍ତ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
    1
    #ବିଜ୍ଞାପନ_ନଦେବାରୁ_ବ୍ଲାକମେଲ୍_ବାନ୍ଧିଲା_ପୋଲିସ 
ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ବ୍ଲାକମେଲ । ସମ୍ମାନହାନି ଅଭିଯୋଗରେ ସାହାରା ଟାଇମ୍ସର ନ୍ୟୁଜ୍ ଏଡିଟର୍ ତଥା ମାଲିକ ସୁଶାନ୍ତ କୁମାର ସାହୁଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ସହିଦ ନଗର ଥାନାରେ ରୁଜୁ ହୋଇଥିବା ମାମଲାରେ ତଦନ୍ତ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • ବାଲେଶ୍ୱରରେ ୧ ଟଙ୍କାରେ ହଜାର ହଜାର ଲୋକଙ୍କୁ ଖାଦ୍ୟ ବଣ୍ଟନ, ଦ୍ରୌପଦୀ ଯୋଜନାର ଶୁଭାରମ୍ଭ।
    1
    ବାଲେଶ୍ୱରରେ ୧ ଟଙ୍କାରେ ହଜାର ହଜାର ଲୋକଙ୍କୁ ଖାଦ୍ୟ ବଣ୍ଟନ, ଦ୍ରୌପଦୀ ଯୋଜନାର ଶୁଭାରମ୍ଭ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    4 hrs ago
  • ରେମୁଣା ଗୋଲେଇ ରୁ ବାଲେଶ୍ଵର ଟାଉନ ମୁଖ୍ୟ ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି। #remunagolei #balasoretown #baleswarkhabar ରେମୁଣା ଗୋଲେଇ ରୁ ବାଲେଶ୍ଵର ଟାଉନ ମୁଖ୍ୟ ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି। #remunagolei #balasoretown #baleswarkhabar
    1
    ରେମୁଣା ଗୋଲେଇ ରୁ ବାଲେଶ୍ଵର ଟାଉନ ମୁଖ୍ୟ ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି।
#remunagolei #balasoretown #baleswarkhabar
ରେମୁଣା ଗୋଲେଇ ରୁ ବାଲେଶ୍ଵର ଟାଉନ ମୁଖ୍ୟ ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି।
#remunagolei #balasoretown #baleswarkhabar
    user_Sk Ajaruddin
    Sk Ajaruddin
    Local News Reporter Basta, Baleshwar•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.