logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମଧୁପୁରା ଗ୍ରାମପଞ୍ଚାୟତ ପୋଖରୀ ବୁଜିବା ଘଟଣା ଉଚ୍ଚନ୍ୟାୟାଳୟର ଛାଟ ପରେ ପ୍ରଶାସନର ଚେତା ଫେରିଲା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସରଜମୀନ ତଦନ୍ତ ।

3 hrs ago
user_Pradeep Jena 9090008815
Pradeep Jena 9090008815
ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
3 hrs ago

ମଧୁପୁରା ଗ୍ରାମପଞ୍ଚାୟତ ପୋଖରୀ ବୁଜିବା ଘଟଣା ଉଚ୍ଚନ୍ୟାୟାଳୟର ଛାଟ ପରେ ପ୍ରଶାସନର ଚେତା ଫେରିଲା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସରଜମୀନ ତଦନ୍ତ ।

More news from Odisha and nearby areas
  • ranigoda gramo ra bonya pani baharu nahi sarkar kichi podokhopo nou nahanti ranigoda gramo balasore
    1
    ranigoda gramo ra bonya  pani baharu nahi sarkar kichi podokhopo nou nahanti
ranigoda gramo  balasore
    user_M B GAMING
    M B GAMING
    Baleshwar (M), Odisha•
    11 hrs ago
  • ଲଘୁଚାପ ପ୍ରଭାବରେ ଗତରାତି ୯ ରୁ ୧୨ ଟା ମଧ୍ୟରେ ଶିମିଳିପାଳ ଅଭୟାରଣ୍ୟରେ କମିଲା ବର୍ଷା; କର୍ତ୍ତୃପକ୍ଷ ଦେଲେ ସୂଚନା ଲଘୁଚାପଜନିତ ବର୍ଷା ଶିମିଳିପାଳ ଅଭୟାରଣ୍ୟ ଜାରି ରହିଥିଲା। ତେବେ ଗତକାଲି ଅର୍ଥାତ୍ ମଙ୍ଗଳବାର ରାତି ୯ ରୁ ମଧ୍ୟରାତ୍ରି ପ୍ରାୟ ୧୨ ଟା ମଧ୍ୟରେ ବର୍ଷା ମାତ୍ର କମ୍ ହୋଇଥିବା ନେଇ ସୂଚନା ମିଳିଛି। ପିଠାବଟା ରେଞ୍ଜରେ ୨.୫୪ ମିଲି ମିଟର ବୃଷ୍ଟିପାତ ରେକର୍ଡ ହୋଇଛି। ସେହିପରି ବାରିପଦା ରେ ୧.୫୨୪ ମିଲି ମିଟର, ଭଞ୍ଜବସା ରେ ୩.୩୦୨, କୁଳିପାଳ ରେ ୪.୫୭୨, ଉପର ବାରହା କାମୁଡ଼ା ରେ ୨.୨ ମିଲିମିଟର ବର୍ଷା ହୋଇଥିବା ନେଇ ରେକର୍ଡ ହୋଇଛି। ଏନେଇ ଶିମିଳିପାଳ କତୃପକ୍ଷ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।
    2
    ଲଘୁଚାପ ପ୍ରଭାବରେ ଗତରାତି ୯ ରୁ ୧୨ ଟା ମଧ୍ୟରେ ଶିମିଳିପାଳ ଅଭୟାରଣ୍ୟରେ କମିଲା ବର୍ଷା; କର୍ତ୍ତୃପକ୍ଷ ଦେଲେ ସୂଚନା
ଲଘୁଚାପଜନିତ ବର୍ଷା ଶିମିଳିପାଳ ଅଭୟାରଣ୍ୟ ଜାରି ରହିଥିଲା। ତେବେ ଗତକାଲି ଅର୍ଥାତ୍ ମଙ୍ଗଳବାର ରାତି ୯ ରୁ ମଧ୍ୟରାତ୍ରି ପ୍ରାୟ ୧୨ ଟା ମଧ୍ୟରେ ବର୍ଷା ମାତ୍ର କମ୍ ହୋଇଥିବା ନେଇ ସୂଚନା ମିଳିଛି। ପିଠାବଟା ରେଞ୍ଜରେ ୨.୫୪ ମିଲି ମିଟର ବୃଷ୍ଟିପାତ ରେକର୍ଡ ହୋଇଛି। ସେହିପରି ବାରିପଦା ରେ ୧.୫୨୪ ମିଲି ମିଟର, ଭଞ୍ଜବସା ରେ ୩.୩୦୨, କୁଳିପାଳ ରେ ୪.୫୭୨, ଉପର ବାରହା କାମୁଡ଼ା ରେ ୨.୨ ମିଲିମିଟର ବର୍ଷା ହୋଇଥିବା ନେଇ ରେକର୍ଡ ହୋଇଛି। ଏନେଇ ଶିମିଳିପାଳ କତୃପକ୍ଷ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    16 hrs ago
  • ବୈତରଣୀ ନଦୀ ରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଜଳବନ୍ଦୀ ରେ ସାଧାରଣ ଜନତାଙ୍କ ନିକଟରେ ପହଁଚି ପାରିଲା ନାହିଁ ସରକାରୀ ସହାୟତା ଜଳବନ୍ଦୀ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ସମେତ ଆବଶ୍ୟକ ସାମଗ୍ରୀ ପଠାଇଲେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ
    1
    ବୈତରଣୀ ନଦୀ ରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଜଳବନ୍ଦୀ ରେ ସାଧାରଣ ଜନତାଙ୍କ ନିକଟରେ ପହଁଚି ପାରିଲା ନାହିଁ ସରକାରୀ ସହାୟତା ଜଳବନ୍ଦୀ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ସମେତ ଆବଶ୍ୟକ ସାମଗ୍ରୀ ପଠାଇଲେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    4 hrs ago
  • ମୁସ୍ତଫାପୁରର ଘୋଡ଼ାଗଣ୍ଡ ନାଳ ପାଖରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଧାମନଗର-ଦୋବଲ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି,​ଏହାସହ ମୁସ୍ତଫାପୁର ମଦ୍ରାସା ନିକଟସ୍ଥ ରନ୍ଧାଖାଦ୍ୟ ବିତରଣ କେନ୍ଦ୍ର ପରିଦର୍ଶନ କରି ବନ୍ୟା ପ୍ରଭାବିତ ଲୋକଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ
    1
    ମୁସ୍ତଫାପୁରର ଘୋଡ଼ାଗଣ୍ଡ ନାଳ ପାଖରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଧାମନଗର-ଦୋବଲ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି,​ଏହାସହ ମୁସ୍ତଫାପୁର ମଦ୍ରାସା ନିକଟସ୍ଥ ରନ୍ଧାଖାଦ୍ୟ ବିତରଣ କେନ୍ଦ୍ର ପରିଦର୍ଶନ କରି ବନ୍ୟା ପ୍ରଭାବିତ ଲୋକଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    5 hrs ago
  • #ବାବାରେ_କି_ମାଛ #ଫକ୍_ଫକ୍_ଡେଇଁଲେ ଆଖୁଆପଦାଠାରେ ଫୁଲୁଛି ବୈତରଣୀ ନଦୀ। ବନ୍ୟା ପାଣିରେ ଛଟପଟ ଖାଲି ଜୀଅନ୍ତା ମାଛ। ବନ୍ୟା ପାଣିରେ ବିପଦଜ୍ଜନକ ଭାବେ ମାଛ ଧରୁଛନ୍ତି ଲୋକ। ଦେଖନ୍ତୁ ଚିତ୍ର..
    1
    #ବାବାରେ_କି_ମାଛ
#ଫକ୍_ଫକ୍_ଡେଇଁଲେ 
 ଆଖୁଆପଦାଠାରେ ଫୁଲୁଛି ବୈତରଣୀ ନଦୀ। ବନ୍ୟା ପାଣିରେ ଛଟପଟ ଖାଲି ଜୀଅନ୍ତା ମାଛ। ବନ୍ୟା ପାଣିରେ ବିପଦଜ୍ଜନକ ଭାବେ ମାଛ ଧରୁଛନ୍ତି ଲୋକ।  ଦେଖନ୍ତୁ ଚିତ୍ର..
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.