logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ranigoda gramo ra bonya pani baharu nahi sarkar kichi podokhopo nou nahanti ranigoda gramo balasore

4 hrs ago
user_M B GAMING
M B GAMING
Baleshwar (M), Odisha•
4 hrs ago

ranigoda gramo ra bonya pani baharu nahi sarkar kichi podokhopo nou nahanti ranigoda gramo balasore

More news from Odisha and nearby areas
  • ranigoda gramo ra bonya pani baharu nahi sarkar kichi podokhopo nou nahanti ranigoda gramo balasore
    1
    ranigoda gramo ra bonya  pani baharu nahi sarkar kichi podokhopo nou nahanti
ranigoda gramo  balasore
    user_M B GAMING
    M B GAMING
    Baleshwar (M), Odisha•
    4 hrs ago
  • ଲଘୁଚାପ ପ୍ରଭାବରେ ଗତରାତି ୯ ରୁ ୧୨ ଟା ମଧ୍ୟରେ ଶିମିଳିପାଳ ଅଭୟାରଣ୍ୟରେ କମିଲା ବର୍ଷା; କର୍ତ୍ତୃପକ୍ଷ ଦେଲେ ସୂଚନା ଲଘୁଚାପଜନିତ ବର୍ଷା ଶିମିଳିପାଳ ଅଭୟାରଣ୍ୟ ଜାରି ରହିଥିଲା। ତେବେ ଗତକାଲି ଅର୍ଥାତ୍ ମଙ୍ଗଳବାର ରାତି ୯ ରୁ ମଧ୍ୟରାତ୍ରି ପ୍ରାୟ ୧୨ ଟା ମଧ୍ୟରେ ବର୍ଷା ମାତ୍ର କମ୍ ହୋଇଥିବା ନେଇ ସୂଚନା ମିଳିଛି। ପିଠାବଟା ରେଞ୍ଜରେ ୨.୫୪ ମିଲି ମିଟର ବୃଷ୍ଟିପାତ ରେକର୍ଡ ହୋଇଛି। ସେହିପରି ବାରିପଦା ରେ ୧.୫୨୪ ମିଲି ମିଟର, ଭଞ୍ଜବସା ରେ ୩.୩୦୨, କୁଳିପାଳ ରେ ୪.୫୭୨, ଉପର ବାରହା କାମୁଡ଼ା ରେ ୨.୨ ମିଲିମିଟର ବର୍ଷା ହୋଇଥିବା ନେଇ ରେକର୍ଡ ହୋଇଛି। ଏନେଇ ଶିମିଳିପାଳ କତୃପକ୍ଷ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।
    2
    ଲଘୁଚାପ ପ୍ରଭାବରେ ଗତରାତି ୯ ରୁ ୧୨ ଟା ମଧ୍ୟରେ ଶିମିଳିପାଳ ଅଭୟାରଣ୍ୟରେ କମିଲା ବର୍ଷା; କର୍ତ୍ତୃପକ୍ଷ ଦେଲେ ସୂଚନା
ଲଘୁଚାପଜନିତ ବର୍ଷା ଶିମିଳିପାଳ ଅଭୟାରଣ୍ୟ ଜାରି ରହିଥିଲା। ତେବେ ଗତକାଲି ଅର୍ଥାତ୍ ମଙ୍ଗଳବାର ରାତି ୯ ରୁ ମଧ୍ୟରାତ୍ରି ପ୍ରାୟ ୧୨ ଟା ମଧ୍ୟରେ ବର୍ଷା ମାତ୍ର କମ୍ ହୋଇଥିବା ନେଇ ସୂଚନା ମିଳିଛି। ପିଠାବଟା ରେଞ୍ଜରେ ୨.୫୪ ମିଲି ମିଟର ବୃଷ୍ଟିପାତ ରେକର୍ଡ ହୋଇଛି। ସେହିପରି ବାରିପଦା ରେ ୧.୫୨୪ ମିଲି ମିଟର, ଭଞ୍ଜବସା ରେ ୩.୩୦୨, କୁଳିପାଳ ରେ ୪.୫୭୨, ଉପର ବାରହା କାମୁଡ଼ା ରେ ୨.୨ ମିଲିମିଟର ବର୍ଷା ହୋଇଥିବା ନେଇ ରେକର୍ଡ ହୋଇଛି। ଏନେଇ ଶିମିଳିପାଳ କତୃପକ୍ଷ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • ବନ୍ୟା ପରିସ୍ଥିତି ପ୍ରସ୍ତୁତିକୁ ନେଇ ଜିଲ୍ଲାପାଳ ଙ୍କୁ ଭେଟିଲେ ଭଣ୍ଡାରିପୋଖରୀ ବିଧାୟକ, ଅବ୍ୟବସ୍ଥାକୁ ନେଇ ବିଧାୟକଙ୍କ କ୍ଷୋଭ.... ଲଘୁଚାପ ଜନିତ ବର୍ଷା ହେବାରୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ବୈତରଣୀ ସାଳନ୍ଦୀ ରେ ବନ୍ୟା ଆସିଛି , ବୈତରଣୀ ରେ ବନ୍ୟା ହେବା ଦ୍ୱାରା ଭଣ୍ଡାରିପୋଖରୀ ବ୍ଲକ ରେ ବିଭିନ୍ନ ପଞ୍ଚାୟତ ରେ ଲୋକେ ଜଳବନ୍ଦୀ ଅଛନ୍ତି, ପ୍ରଶାସନ ତରଫରୁ ରିଲିଫ ବ୍ୟବସ୍ତକୁ ନେଇ ଜିଲ୍ଲାପାଳ ଙ୍କୁ ଭେଟି କ୍ଷୋଭ ପ୍ରକାଶ କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ତୁରନ୍ତ ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇ ଦେବାକୁ କହିଛନ୍ତି ସେହିପରି ଭଦ୍ରକ ବ୍ଲକ ରେ କିଛି ପଂଚାୟତ ରେ ପାଣି ପଶିଛି ତୁରନ୍ତ ରିଲିଫ ଯୋଗାଇ ଦେବାକୁ କହିଛନ୍ତି...
    1
    ବନ୍ୟା ପରିସ୍ଥିତି ପ୍ରସ୍ତୁତିକୁ ନେଇ ଜିଲ୍ଲାପାଳ ଙ୍କୁ ଭେଟିଲେ ଭଣ୍ଡାରିପୋଖରୀ ବିଧାୟକ, ଅବ୍ୟବସ୍ଥାକୁ ନେଇ ବିଧାୟକଙ୍କ କ୍ଷୋଭ....
ଲଘୁଚାପ ଜନିତ ବର୍ଷା ହେବାରୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ବୈତରଣୀ ସାଳନ୍ଦୀ ରେ ବନ୍ୟା ଆସିଛି , ବୈତରଣୀ ରେ ବନ୍ୟା ହେବା ଦ୍ୱାରା ଭଣ୍ଡାରିପୋଖରୀ ବ୍ଲକ ରେ ବିଭିନ୍ନ ପଞ୍ଚାୟତ ରେ ଲୋକେ ଜଳବନ୍ଦୀ ଅଛନ୍ତି, ପ୍ରଶାସନ ତରଫରୁ ରିଲିଫ ବ୍ୟବସ୍ତକୁ ନେଇ ଜିଲ୍ଲାପାଳ ଙ୍କୁ ଭେଟି କ୍ଷୋଭ ପ୍ରକାଶ କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ତୁରନ୍ତ ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇ ଦେବାକୁ କହିଛନ୍ତି ସେହିପରି ଭଦ୍ରକ ବ୍ଲକ ରେ କିଛି ପଂଚାୟତ ରେ ପାଣି ପଶିଛି ତୁରନ୍ତ ରିଲିଫ ଯୋଗାଇ ଦେବାକୁ କହିଛନ୍ତି...
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    2 hrs ago
  • ବାଲେଶ୍ବର ଜିଲ୍ଲା ର ବନ୍ୟା ପରିସ୍ଥିତି ସମ୍ପର୍କରେ ସୂଚନା ଦେଲେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଚିନ୍ମୟ ରାଉତ।
    1
    ବାଲେଶ୍ବର ଜିଲ୍ଲା ର ବନ୍ୟା ପରିସ୍ଥିତି ସମ୍ପର୍କରେ ସୂଚନା ଦେଲେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଚିନ୍ମୟ ରାଉତ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    53 min ago
  • ଚାନ୍ଦବାଲି ବ୍ଲକ ଆରଡ଼ି ରେ ବିଭିନ୍ନ ଅଞ୍ଚଳ ରେ ବନ୍ୟା ଜଳମଗ୍ନ....
    1
    ଚାନ୍ଦବାଲି ବ୍ଲକ ଆରଡ଼ି ରେ ବିଭିନ୍ନ ଅଞ୍ଚଳ ରେ ବନ୍ୟା ଜଳମଗ୍ନ....
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    3 hrs ago
  • #ବନ୍ୟାପାଣିରେ_ଭାସି_ଯାଉଥିଲେ_ଯୁବକ ବାଲେଶ୍ବରରୁ ସାମ୍ନାକୁ ଆସିଛି ଭୟଙ୍କର ଚିତ୍ର। ବନ୍ୟାପାଣିରେ ଭାସି ଯାଉଥିଲେ ଜଣେ ଯୁବକ। ତାଙ୍କୁ ଉଦ୍ଧାର କରିଛନ୍ତି NDRF ଟିମ୍‌।
    2
    #ବନ୍ୟାପାଣିରେ_ଭାସି_ଯାଉଥିଲେ_ଯୁବକ
ବାଲେଶ୍ବରରୁ ସାମ୍ନାକୁ ଆସିଛି ଭୟଙ୍କର ଚିତ୍ର। ବନ୍ୟାପାଣିରେ ଭାସି ଯାଉଥିଲେ ଜଣେ ଯୁବକ। ତାଙ୍କୁ ଉଦ୍ଧାର କରିଛନ୍ତି NDRF ଟିମ୍‌।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    53 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.