Shuru
Apke Nagar Ki App…
ସିମୁଳିଆ ପୋଲିସର ସଫଳତା, ଦାମୀ ମୋବାଇଲ ଫେରି ପାଇଲେ ମାଲିକ l ସିମୁଳିଆ ସିମୁଳିଆ ପୋଲିସର ସଫଳତା, ଦାମୀ ମୋବାଇଲ ଫେରି ପାଇଲେ ମାଲିକ l ସିମୁଳିଆ
PP NEWS ODISHA
ସିମୁଳିଆ ପୋଲିସର ସଫଳତା, ଦାମୀ ମୋବାଇଲ ଫେରି ପାଇଲେ ମାଲିକ l ସିମୁଳିଆ ସିମୁଳିଆ ପୋଲିସର ସଫଳତା, ଦାମୀ ମୋବାଇଲ ଫେରି ପାଇଲେ ମାଲିକ l ସିମୁଳିଆ
More news from ଓଡ଼ିଶା and nearby areas
- ସିମୁଳିଆ ପୋଲିସର ସଫଳତା, ଦାମୀ ମୋବାଇଲ ଫେରି ପାଇଲେ ମାଲିକ l ସିମୁଳିଆ ସିମୁଳିଆ ପୋଲିସର ସଫଳତା, ଦାମୀ ମୋବାଇଲ ଫେରି ପାଇଲେ ମାଲିକ l ସିମୁଳିଆ1
- ଗୁରୁ ପୂର୍ଣ୍ଣମୀରେ ବିଜେପି ଚନ୍ଦନେଶ୍ଵର ମଣ୍ଡଳ ତରଫରୁ ଗୁରୁ ପୂଜନ: ଗୁରୁ ପୂର୍ଣ୍ଣମୀରେ ବିଜେପି ଚନ୍ଦନେଶ୍ଵର ମଣ୍ଡଳ ତରଫରୁ ଗୁରୁ ପୂଜନ: ଭୋଗରାଇ,୨୯/୭: ଭାରତ ସମେତ ସମଗ୍ର ବିଶ୍ଵର ଜ୍ଞାନାକାଶକୁ ଯିଏ ଏକଦା ଋଦ୍ଧିମନ୍ତ କରିଥିଲେ। ଚାରି ବେଦକୁ ସଂକଳନ କରିବା ସହିତ ବେଦାନ୍ତ, ଆରଣ୍ୟକ, ବ୍ରାହ୍ମଣ ଶାସ୍ତ୍ରକୁ ରଚନା କରିଥିଲେ। ମହାଭାରତ, ଶ୍ରୀମଦ୍ ଭାଗବତ ଗୀତା, ଭାଗବତ, ବ୍ରହ୍ମସୂତ୍ର ଓ ଅଷ୍ଟାଦଶ ପୁରାଣକୁ ରଚନା କରିଥିଲେ। ସେହି ମହାନ ଋଷି, କବି, ଯୁଗ ବତାର ଜଗତ ଗୁରୁ ବ୍ୟାସ ଦେବଙ୍କ ଜନ୍ମ ଦିବସ ଅବସରରେ ବିଜେପି ଭୋଗରାଇର ଚନ୍ଦନେଶ୍ଵର ମଣ୍ଡଳ ତରଫରୁ ବୁଧବାର ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ଗାଁକୁ ଯାଇ ଗୁରୁ ପୂଜନ କରାଯାଇଛି । ବିଜେପି ଚନ୍ଦନେଶ୍ଵର ମଣ୍ଡଳ ସଭାପତି ଚନ୍ଦନ ପ୍ରଧାନ, ରବିନ୍ଦ୍ର ପ୍ରଧାନ, କନକ ପ୍ରଧାନ, ଯୁବମୋର୍ଚ୍ଚା ସଭାପତି ଅଘୋରତୋଷ ପଣ୍ଡା, ଉପଦେଷ୍ଟା ହରିଚନ୍ଦନ ଶତପଥୀଙ୍କ ନେତୃତ୍ୱରେ ଏକ ଟିମ ବାହାରି ମଣ୍ଡଳ ଅନ୍ତର୍ଗତ ଚକପଦ୍ମପୁର ଗାଁର ଗୁରୁ ଶୁଧାଂଶୁ ପ୍ରଧାନ, ଗାଜିପୁର ଗାଁର ଗୁରୁ ହରିହର ପଣ୍ଡା, ଅଚିନ୍ତ ଦାସ, ସୁବଲ ଦାସ , ନସ୍କରପୁର ଗାଁର ଗୁରୁ ଅନିଲ କୁମାର ପାତ୍ର, ଡଃ. ସନ୍ତୋଷ କୁମାର ପାତ୍ର, ଶ୍ଯାମାନନ୍ଦୀପୁର ଗାଁର ଗୁରୁ ଜୟକୃଷ୍ଣ ପ୍ରଧାନ, ଗୋଛିଦାତେଘରୀରେ ଗୁରୁ ସରୋଜ କୁମାର ଦେ, ଆମ୍ବଚୁଆ ଗାଁର ଗୁରୁ ରଜନୀ କାନ୍ତ ବାରିକ ପ୍ରମୁଖଙ୍କ ଘରକୁ ଯାଇ ଗୁରୁ ପୂଜନ କରାଯାଇଛି । ପ୍ରାୟତଃ ସେପ୍ଟେମ୍ବର ୫ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଉଥିବା ବେଳେ ବ୍ୟାସ ଦେବଙ୍କ ଜନ୍ମ ଦିବସ ଗୁରୁପୂର୍ଣ୍ଣିମା ଦିନ ହିଁ ପ୍ରକୃତ ଗୁରୁଦିବସ ପାଳନର ଦିନ ବୋଲି ସେମାନେ କହିଥିଲେ।2
- ମଧୁପୁରା ଗ୍ରାମପଞ୍ଚାୟତ ପୋଖରୀ ବୁଜିବା ଘଟଣା ଉଚ୍ଚନ୍ୟାୟାଳୟର ଛାଟ ପରେ ପ୍ରଶାସନର ଚେତା ଫେରିଲା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସରଜମୀନ ତଦନ୍ତ ।2
- Breaking News Today Headlines Current Affairs BREAKING1
- 5kg choulo douchonti ahu kamo kichi koru nahanti ranigoda1
- ମୟୂରଭଞ୍ଜ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବାଲିଡିହା ଡ୍ୟାମ ରେ ଜଳ ସ୍ତର ବୃଦ୍ଧି; ପାଣି ଭିତରକୁ ଯାଇ ଗାଧୋଇବା ପାଇଁ ମନା ମୟୂରଭଞ୍ଜ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷାର ପ୍ରଭାବରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପେକ୍ଷୀରେ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବାଲିଡିହା ଡ୍ୟାମ ରେ ଜଳ ସ୍ତର ବୃଦ୍ଧି ପାଇ ତାହାର କରାଳ ରୂପ ଦେଖିବାକୁ ମିଳିଛି। ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଏଠାରେ ପ୍ରବାହିତ ହୋଇଛି। ତେବେ ଏହି ସମୟରେ କେହି ପର୍ଯ୍ୟଟକ ପାଣି ମଧ୍ୟକୁ ଗାଧୋଇବା ପାଇଁ ପାଣି ଭିତରକୁ ନଯିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।1
- ରେମୁଣା ଗୋଲେଇ ରୁ ବାଲେଶ୍ଵର ଟାଉନ ମୁଖ୍ୟ ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି। #remunagolei #balasoretown #baleswarkhabar ରେମୁଣା ଗୋଲେଇ ରୁ ବାଲେଶ୍ଵର ଟାଉନ ମୁଖ୍ୟ ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି। #remunagolei #balasoretown #baleswarkhabar1