Shuru
Apke Nagar Ki App…
#ବିଜ୍ଞାପନ_ନଦେବାରୁ_ବ୍ଲାକମେଲ୍_ବାନ୍ଧିଲା_ପୋଲିସ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ବ୍ଲାକମେଲ । ସମ୍ମାନହାନି ଅଭିଯୋଗରେ ସାହାରା ଟାଇମ୍ସର ନ୍ୟୁଜ୍ ଏଡିଟର୍ ତଥା ମାଲିକ ସୁଶାନ୍ତ କୁମାର ସାହୁଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ସହିଦ ନଗର ଥାନାରେ ରୁଜୁ ହୋଇଥିବା ମାମଲାରେ ତଦନ୍ତ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
Rajib Behera
#ବିଜ୍ଞାପନ_ନଦେବାରୁ_ବ୍ଲାକମେଲ୍_ବାନ୍ଧିଲା_ପୋଲିସ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ବ୍ଲାକମେଲ । ସମ୍ମାନହାନି ଅଭିଯୋଗରେ ସାହାରା ଟାଇମ୍ସର ନ୍ୟୁଜ୍ ଏଡିଟର୍ ତଥା ମାଲିକ ସୁଶାନ୍ତ କୁମାର ସାହୁଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ସହିଦ ନଗର ଥାନାରେ ରୁଜୁ ହୋଇଥିବା ମାମଲାରେ ତଦନ୍ତ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
More news from ଓଡ଼ିଶା and nearby areas
- #ବିଜ୍ଞାପନ_ନଦେବାରୁ_ବ୍ଲାକମେଲ୍_ବାନ୍ଧିଲା_ପୋଲିସ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ବ୍ଲାକମେଲ । ସମ୍ମାନହାନି ଅଭିଯୋଗରେ ସାହାରା ଟାଇମ୍ସର ନ୍ୟୁଜ୍ ଏଡିଟର୍ ତଥା ମାଲିକ ସୁଶାନ୍ତ କୁମାର ସାହୁଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ସହିଦ ନଗର ଥାନାରେ ରୁଜୁ ହୋଇଥିବା ମାମଲାରେ ତଦନ୍ତ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।1
- ମୟୂରଭଞ୍ଜ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବାଲିଡିହା ଡ୍ୟାମ ରେ ଜଳ ସ୍ତର ବୃଦ୍ଧି; ପାଣି ଭିତରକୁ ଯାଇ ଗାଧୋଇବା ପାଇଁ ମନା ମୟୂରଭଞ୍ଜ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷାର ପ୍ରଭାବରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପେକ୍ଷୀରେ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବାଲିଡିହା ଡ୍ୟାମ ରେ ଜଳ ସ୍ତର ବୃଦ୍ଧି ପାଇ ତାହାର କରାଳ ରୂପ ଦେଖିବାକୁ ମିଳିଛି। ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଏଠାରେ ପ୍ରବାହିତ ହୋଇଛି। ତେବେ ଏହି ସମୟରେ କେହି ପର୍ଯ୍ୟଟକ ପାଣି ମଧ୍ୟକୁ ଗାଧୋଇବା ପାଇଁ ପାଣି ଭିତରକୁ ନଯିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।1
- Breaking News Today Headlines Current Affairs BREAKING1
- 5kg choulo douchonti ahu kamo kichi koru nahanti ranigoda1
- ମଧୁପୁରା ଗ୍ରାମପଞ୍ଚାୟତ ପୋଖରୀ ବୁଜିବା ଘଟଣା ଉଚ୍ଚନ୍ୟାୟାଳୟର ଛାଟ ପରେ ପ୍ରଶାସନର ଚେତା ଫେରିଲା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସରଜମୀନ ତଦନ୍ତ ।2
- ସିମୁଳିଆ ପୋଲିସର ସଫଳତା, ଦାମୀ ମୋବାଇଲ ଫେରି ପାଇଲେ ମାଲିକ l ସିମୁଳିଆ ସିମୁଳିଆ ପୋଲିସର ସଫଳତା, ଦାମୀ ମୋବାଇଲ ଫେରି ପାଇଲେ ମାଲିକ l ସିମୁଳିଆ1
- ରେମୁଣା ଗୋଲେଇ ରୁ ବାଲେଶ୍ଵର ଟାଉନ ମୁଖ୍ୟ ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି। #remunagolei #balasoretown #baleswarkhabar ରେମୁଣା ଗୋଲେଇ ରୁ ବାଲେଶ୍ଵର ଟାଉନ ମୁଖ୍ୟ ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି। #remunagolei #balasoretown #baleswarkhabar1