Shuru
Apke Nagar Ki App…
ଗଞ୍ଜାମ ଜିଲ୍ଲାରେ ଆଷାଢ଼ ପୂର୍ଣ୍ଣିମା ମାସର କଣ୍ଢେଇ ଯାତ୍ରା....
ରମେଶ ଚନ୍ଦ୍ର ଜେନା
ଗଞ୍ଜାମ ଜିଲ୍ଲାରେ ଆଷାଢ଼ ପୂର୍ଣ୍ଣିମା ମାସର କଣ୍ଢେଇ ଯାତ୍ରା....
More news from ଓଡ଼ିଶା and nearby areas
- ବିଜେଡି ନେତା ସୁଶାନ୍ତ ସିଂଙ୍କ ପରଲୋକ,କାନ୍ଦୁଛନ୍ତି ଜନତା,ଛାଡ଼ି ଯାଉଛନ୍ତି ପ୍ରିୟ ନେତା, ଜନନେତା ସୁଶାନ୍ତଙ୍କୁ ଶେଷ ବିଦାୟ.. ବିଜେଡି ନେତା ସୁଶାନ୍ତ ସିଂଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି ।ସେ ଦୀର୍ଘଦିନ ଧରି ସେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳଙ୍କୁ ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲାସେ ଭଟଲି ବିଧାନସଭା ଆସନରୁ ୨୦୦୯, ୨୦୧୪, ୨୦୧୯ରେ ବିଜେଡିରୁ ହୋଇଥିଲେ ବିଧାୟକ ଓ ମନ୍ତ୍ରୀ ହୋଇଥିଲେ । ବରଗଡ଼ ତଥା ପଶ୍ଚିମ ଓଡିଶାରେ ସେ ଦଳର ମୁଖ୍ୟ ଚେହେରା ଥିଲେ । ସେ ଜଣେ ଜଣେ ଦୃଢ଼ ସଂଗଠକ ଭାବେ ବେଶ ଜଣାଶୁଣା ଥିଲେ ସୁଶାନ୍ତ ।1
- ବୈତରଣୀ ଉଞ୍ଚ ବିଦ୍ୟାଳୟ ରେ ଅଣ୍ଡା ଘୋଟଲା ବେଳେ ଧରିଲେ ଅଭିଭାବକ ସନାତନ ପଣ୍ଡା ଗଣମାଧ୍ୟମ ରେ BEO DEO ଙ୍କ ତଦନ୍ତ ପାଇଁ ଦାବୀl #News19Odisha #BaitaraniHighSchool #EggScam #MidDayMeal #JusticeForStudents #SchoolCorruption #BEO #DEO #Collector #MLA #AkashDasnayak #OdishaNews #Jajpur #BreakingNews #OdiaNews #Education #SchoolNews #PublicDemand #Investigation #Transparency #ParentsVoice #SaveEducation #ViralNews #Odisha #NewsUpdate #ExposeCorruption #Accountability #SanatanPanda1
- ଜଳବନ୍ଦୀ ଅବସ୍ଥାରେ କୁମାରୀ ପଞ୍ଚାୟତର ଜାମୁଵଣିଆ ୱାର୍ଡ ବାସିନ୍ଦା ଜଳ ନିଷ୍କାସନ ସୁବିଧା ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଳବନ୍ଦୀ ଅବସ୍ଥାରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୁମାରୀ ପଞ୍ଚାୟତର ଜାମୁଵଣିଆ ୱାର୍ଡ ବାସିନ୍ଦା। ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାସ୍ତା ଉପରେ ବର୍ଷା ଜଳ ପ୍ରବାହିତ। ଫଳରେ ଲୋକେ ଘରୁ ବାହାରିବା ମୁସ୍କିଲ। ଏପରିକି ବର୍ଷା ଜଳ ଘର ଭିତରେ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ଜଳ ନିଷ୍କାସନ ସୁବିଧା ନଥିବାରୁ ଏହି ୱାର୍ଡ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।1
- ବନ୍ୟା ପରିସ୍ଥିତି ପ୍ରସ୍ତୁତିକୁ ନେଇ ଜିଲ୍ଲାପାଳ ଙ୍କୁ ଭେଟିଲେ ଭଣ୍ଡାରିପୋଖରୀ ବିଧାୟକ, ଅବ୍ୟବସ୍ଥାକୁ ନେଇ ବିଧାୟକଙ୍କ କ୍ଷୋଭ.... ଲଘୁଚାପ ଜନିତ ବର୍ଷା ହେବାରୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ବୈତରଣୀ ସାଳନ୍ଦୀ ରେ ବନ୍ୟା ଆସିଛି , ବୈତରଣୀ ରେ ବନ୍ୟା ହେବା ଦ୍ୱାରା ଭଣ୍ଡାରିପୋଖରୀ ବ୍ଲକ ରେ ବିଭିନ୍ନ ପଞ୍ଚାୟତ ରେ ଲୋକେ ଜଳବନ୍ଦୀ ଅଛନ୍ତି, ପ୍ରଶାସନ ତରଫରୁ ରିଲିଫ ବ୍ୟବସ୍ତକୁ ନେଇ ଜିଲ୍ଲାପାଳ ଙ୍କୁ ଭେଟି କ୍ଷୋଭ ପ୍ରକାଶ କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ତୁରନ୍ତ ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇ ଦେବାକୁ କହିଛନ୍ତି ସେହିପରି ଭଦ୍ରକ ବ୍ଲକ ରେ କିଛି ପଂଚାୟତ ରେ ପାଣି ପଶିଛି ତୁରନ୍ତ ରିଲିଫ ଯୋଗାଇ ଦେବାକୁ କହିଛନ୍ତି...1
- ବନ୍ୟା ଜଳ ରେ ଭାସିଗଲା ଜେସିବି ଢେଙ୍କାନାଳ ଜିଲ୍ଲା ରାମିଆ ବ୍ରିଜ୍ ଉପରେ ଜେସିବି ପରିହେଉଥିବା ବେଳେ ଭାସିଗଲା ଜେସିବି1