logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମୋହନା କୋର୍ଟ ରେ ହଜାର ହେଲେ ମାଓ ନେତା ଆଜାଦ ଗଜପତି ଜିଲ୍ଲା ଅଡବା ଥାନା ରେ ରହିଥିଲା 17ଟି ମାମଲା ଆଜାଦ ନାମ ରେ ବିଭିନ୍ନ ହିଂସା କାଣ୍ଡ ଓଁ ବୋଷ ଜାଳିବା ଅନ୍ଧାରି ଘାଟି ଉଡାଇବା ଭଳି ସଙ୍ଗିନୀ ଅଭିଯୋଗ ରହିଛି ଝାଡ଼ପଡା କାରାଗାର ରୁ ମୋହନା କୋର୍ଟ କୁ ଅଣାଯାଇଥିଲା କଡା ସୁରକ୍ଷା ରେ

6 hrs ago
user_Ansubhai Pandey
Ansubhai Pandey
Journalist ମୋହନା, ଗଜପତି, ଓଡ଼ିଶା•
6 hrs ago

ମୋହନା କୋର୍ଟ ରେ ହଜାର ହେଲେ ମାଓ ନେତା ଆଜାଦ ଗଜପତି ଜିଲ୍ଲା ଅଡବା ଥାନା ରେ ରହିଥିଲା 17ଟି ମାମଲା ଆଜାଦ ନାମ ରେ ବିଭିନ୍ନ ହିଂସା କାଣ୍ଡ ଓଁ ବୋଷ ଜାଳିବା ଅନ୍ଧାରି ଘାଟି ଉଡାଇବା ଭଳି ସଙ୍ଗିନୀ ଅଭିଯୋଗ ରହିଛି ଝାଡ଼ପଡା କାରାଗାର ରୁ ମୋହନା କୋର୍ଟ କୁ ଅଣାଯାଇଥିଲା କଡା ସୁରକ୍ଷା ରେ

More news from ଓଡ଼ିଶା and nearby areas
  • ରାୟଗଡ ବସ୍ ଷ୍ଟାଣ୍ଡ ଠାରେ ୭୭ ତମ ଗଣତନ୍ତ୍ର ଦିବସ ପାଳିତ। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସ୍ଥିତ ବସ୍ ଷ୍ଟାଣ୍ଡ ନିକଟରେ ଆଜି ୭୭ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ବାରିକ ତ୍ରିରଙ୍ଗା ପତକା ଉତ୍ତୋଳନ କରି ଗଣତନ୍ତ୍ର ଦିବସର ମହତ୍ତ୍ଵ ସମ୍ପର୍କରେ ବାର୍ତ୍ତା ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ରାୟଗଡ଼ ବ୍ଲକ ର ସମାଜ ସେବୀ ତଥା ପୂର୍ବତନ ସମିତି ସଭ୍ୟ ମଫିଏଲ୍ ସ୍ଵାଲସିଂ ଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ବେଳେ, ରାୟଗଡ ର ବହୁ ବୁଦ୍ଧିଜିବୀ ଓ ସମାଜ ସେବୀ ଏବଂ ଯୁବକଙ୍କ ସହ କୁମୁଳାସିଂ ଓ ଜଲାଙ୍ଗ ଗ୍ରାମର ଅଟୋ ଡ୍ରାଇଭର ମାନେ ଉପସ୍ଥିତ ଥିଲେ। ଏହି ପରୀପ୍ରେକ୍ଷୀରେ ରାୟଗଡ ବସଷ୍ଟାଣ୍ଡ ନିକଟରୁ ଏକ ବାଇକ୍ ଶୋଭା ଯାତ୍ରା ପଦ୍ମପୁର ପର୍ଯ୍ୟନ୍ତ ବାହାରି ସହର ପରିକ୍ରମା କରି ଗଣତନ୍ତ୍ର ଦିବସ ଉପଲକ୍ଷେ ଜନସାଧାରଣ ମାନଙ୍କୁ ସଚେତନ କରାଯାଇଥିଲା। ରାୟଗଡ ରୁ
    1
    ରାୟଗଡ ବସ୍ ଷ୍ଟାଣ୍ଡ ଠାରେ ୭୭ ତମ ଗଣତନ୍ତ୍ର ଦିବସ ପାଳିତ। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସ୍ଥିତ ବସ୍ ଷ୍ଟାଣ୍ଡ ନିକଟରେ ଆଜି ୭୭ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ବାରିକ ତ୍ରିରଙ୍ଗା ପତକା ଉତ୍ତୋଳନ କରି ଗଣତନ୍ତ୍ର ଦିବସର ମହତ୍ତ୍ଵ ସମ୍ପର୍କରେ ବାର୍ତ୍ତା ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ରାୟଗଡ଼ ବ୍ଲକ ର ସମାଜ ସେବୀ ତଥା ପୂର୍ବତନ ସମିତି ସଭ୍ୟ ମଫିଏଲ୍ ସ୍ଵାଲସିଂ ଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ବେଳେ, ରାୟଗଡ ର ବହୁ ବୁଦ୍ଧିଜିବୀ ଓ ସମାଜ ସେବୀ ଏବଂ ଯୁବକଙ୍କ ସହ କୁମୁଳାସିଂ ଓ ଜଲାଙ୍ଗ ଗ୍ରାମର ଅଟୋ ଡ୍ରାଇଭର ମାନେ ଉପସ୍ଥିତ ଥିଲେ। ଏହି ପରୀପ୍ରେକ୍ଷୀରେ ରାୟଗଡ ବସଷ୍ଟାଣ୍ଡ ନିକଟରୁ ଏକ ବାଇକ୍ ଶୋଭା ଯାତ୍ରା ପଦ୍ମପୁର ପର୍ଯ୍ୟନ୍ତ ବାହାରି ସହର ପରିକ୍ରମା କରି ଗଣତନ୍ତ୍ର ଦିବସ ଉପଲକ୍ଷେ ଜନସାଧାରଣ ମାନଙ୍କୁ ସଚେତନ କରାଯାଇଥିଲା। ରାୟଗଡ ରୁ
    user_GUMMA UPDATE NEWS
    GUMMA UPDATE NEWS
    Journalist ସେରଙ୍ଗୋ, ଗଜପତି, ଓଡ଼ିଶା•
    23 hrs ago
  • ତକ୍ଷଶିଳା ରେସିଡେନ୍ସିଆଲ ସ୍କୁଲ ରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ
    1
    ତକ୍ଷଶିଳା ରେସିଡେନ୍ସିଆଲ ସ୍କୁଲ ରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ
    user_Live Odisha NewsUpdate District reporter
    Live Odisha NewsUpdate District reporter
    Reporter ବ୍ରହ୍ମପୁର ସଦର, ଗଞ୍ଜାମ, ଓଡ଼ିଶା•
    23 hrs ago
  • Post by Jay kala _ jay Kalinga
    1
    Post by Jay kala _ jay Kalinga
    user_Jay kala _ jay Kalinga
    Jay kala _ jay Kalinga
    ଭଞ୍ଜନଗର, ଗଞ୍ଜାମ, ଓଡ଼ିଶା•
    13 min ago
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    30 min ago
  • ଛେଳି ଚୋରି ବେଳେ ୨ ଚୋର କୁ ଧରି ପୋଲିସକୁ ଜିମା ଦେଲେ ଗ୍ରାମବାସି ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଗ୍ରାମରେ ଛେଳି ଚୋରି କରିବା ବେଳେ ୨ ଜଣ ଚୋରଙ୍କୁ ଧରି ପୋଲିସକୁ ଜିମା ଦେଲେ ଗ୍ରାମବାସୀ l ମିଳିଥିବା ସୂଚନା ମୁତାବକ ଚମାଖଣ୍ଡି ଗ୍ରାମରେ ଦୀର୍ଘ ଦିନ ଧରି ବାଇକ, ପେଟ୍ରୋଲ, ଡିଜେଲ, ଛେଳି ଆଦି ଚୋରି ହେଉଥିଲା l ଗ୍ରାମବାସି ମାନେ ଚୋରକୁ ଧରିବା ପାଇଁ ଯୋଜନା ବଦ୍ଧ ଭାବେ ଜଗି ବସିଥିଲେ l ଆଜି ଚିକିଟି ଅଞ୍ଚଳରୁ ଦୁଇ ଜଣ ଚୋର ଏକ ବାଇକ ଯୋଗେ ଆସି ଗ୍ରାମରେ ଛେଳି ଚୋରି କରୁଥିବା ବେଳେ ଗ୍ରାମବାସୀ ମାନେ ତାଙ୍କୁ ଧରି ପୋଲିସ କୁ ଜିମା ଦେଇଥିଲେ l ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ପରେ ଚମାଖଣ୍ଡି ଥାନା ପୋଲିସ ପହଞ୍ଚି ଦୁଇ ଜଣ ଚୋରଙ୍କୁ ନେଇଥିଲେ l ସୂଚନା ପ୍ରକାରେ, ଦୀର୍ଘ ଦିନ ଧରି ଉକ୍ତ ଦୁଇ ଜଣ ଚୋର ଗ୍ରାମକୁ ଗ୍ରାମ ବୁଲି ପେଟ୍ରୋଲ ଡିଜେଲ ଛେଳି ଭଳି ବିଭିନ୍ନ ଆସ ବାବ ପତ୍ର ଚୋରି କରୁଥିଲେ l ଆଜି ସେମାନଙ୍କୁ ଗ୍ରାମବାସୀ ମାନେ ଧରିଛନ୍ତି l
    1
    ଛେଳି ଚୋରି ବେଳେ ୨ ଚୋର କୁ ଧରି ପୋଲିସକୁ ଜିମା ଦେଲେ ଗ୍ରାମବାସି 
ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଗ୍ରାମରେ ଛେଳି ଚୋରି କରିବା ବେଳେ ୨ ଜଣ ଚୋରଙ୍କୁ ଧରି ପୋଲିସକୁ ଜିମା ଦେଲେ ଗ୍ରାମବାସୀ l ମିଳିଥିବା ସୂଚନା ମୁତାବକ ଚମାଖଣ୍ଡି ଗ୍ରାମରେ ଦୀର୍ଘ ଦିନ ଧରି ବାଇକ, ପେଟ୍ରୋଲ, ଡିଜେଲ, ଛେଳି ଆଦି ଚୋରି ହେଉଥିଲା l ଗ୍ରାମବାସି ମାନେ ଚୋରକୁ ଧରିବା ପାଇଁ ଯୋଜନା ବଦ୍ଧ ଭାବେ ଜଗି ବସିଥିଲେ l ଆଜି ଚିକିଟି ଅଞ୍ଚଳରୁ ଦୁଇ ଜଣ ଚୋର ଏକ ବାଇକ ଯୋଗେ ଆସି ଗ୍ରାମରେ ଛେଳି ଚୋରି କରୁଥିବା ବେଳେ ଗ୍ରାମବାସୀ ମାନେ ତାଙ୍କୁ ଧରି ପୋଲିସ କୁ ଜିମା ଦେଇଥିଲେ l ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ପରେ ଚମାଖଣ୍ଡି ଥାନା ପୋଲିସ ପହଞ୍ଚି ଦୁଇ ଜଣ ଚୋରଙ୍କୁ ନେଇଥିଲେ l ସୂଚନା ପ୍ରକାରେ, ଦୀର୍ଘ ଦିନ ଧରି ଉକ୍ତ ଦୁଇ ଜଣ ଚୋର ଗ୍ରାମକୁ ଗ୍ରାମ ବୁଲି ପେଟ୍ରୋଲ ଡିଜେଲ ଛେଳି ଭଳି ବିଭିନ୍ନ ଆସ ବାବ ପତ୍ର ଚୋରି କରୁଥିଲେ l ଆଜି ସେମାନଙ୍କୁ ଗ୍ରାମବାସୀ ମାନେ ଧରିଛନ୍ତି l
    user_Santosh Kumar Sahu
    Santosh Kumar Sahu
    Journalist ଛତ୍ରପୁର, ଗଞ୍ଜାମ, ଓଡ଼ିଶା•
    10 hrs ago
  • ଆମ ଗାଁ ରାସ୍ତା ଭଲ ନାହିଁ purusottompur to ranigam to karandapalli Village ରାସ୍ତା ଭଲ ନାହିଁ
    1
    ଆମ ଗାଁ ରାସ୍ତା ଭଲ ନାହିଁ 
purusottompur to ranigam to karandapalli Village  
ରାସ୍ତା ଭଲ ନାହିଁ
    user_G ABHIREDDY Reddy
    G ABHIREDDY Reddy
    ଛତ୍ରପୁର, ଗଞ୍ଜାମ, ଓଡ଼ିଶା•
    10 hrs ago
  • ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଲଣ୍ଡାଜୁଆଳି ମା ମାଛଖାଇ ପାହାଡ ନିକଟସ୍ଥ ଜଙ୍ଗଲ ରୁ ଏକ ଗଳିତ ମୃତ ଦେହ ଠାବ ହୋଇଛି l ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଲଣ୍ଡାଜୁଆଳି ମା ମାଛଖାଇ ପାହାଡ ନିକଟସ୍ଥ ଜଙ୍ଗଲ ରୁ  ଏକ ଗଳିତ ମୃତ ଦେହ ଠାବ ହୋଇଛି l ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    4 hrs ago
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    1 hr ago
  • ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମରେ ବୋମା ମାଡ଼
    1
    ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମରେ ବୋମା ମାଡ଼
    user_Santosh Kumar Sahu
    Santosh Kumar Sahu
    Journalist ଛତ୍ରପୁର, ଗଞ୍ଜାମ, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.