logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଘୋଡାଡିଆଁ ନାଳ ନିକଟରେ ହାତୀ ଆକ୍ରମଣରେ ମହିଳା ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଢେଙ୍କାନାଳ ବନ ଖଣ୍ଡ ରେ ହାତୀ ଉପଦ୍ରବ ଥମିବାରେ ନା ଧରୁନି । ଗତ କିଛିଦିନ ଧରି ହାତୀ ଆକ୍ରମଣରେ କ୍ରମାଗତ ମୃତାହତ ହେଉଛନ୍ତି। ପୁଣି ଆଜି ସଦର ବନାଞ୍ଚଳର ଘୋଡା ଡିଆଁ ଗ୍ରାମ ନାଳ ନିକଟରେ ଜଣେ ମହିଳାଙ୍କୁ ହାତୀ ଶୁଣ୍ଢରେ ଟେକି ଫୋପାଡ଼ି ଦେଇଛି । ଗ୍ରାମବାସୀ ମାନେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରିଛନ୍ତି । ଗୁରୁତର ମହିଳା ମୋଟଙ୍ଗା ଥାନା ଅନ୍ତର୍ଗତ ଘୋଡା ଡିଆଁ ଗ୍ରାମର ଗିରୀଶ ବାରିକଙ୍କ ୫୫ବର୍ଷୀୟା ପତ୍ନୀ ଜାନକୀ ବାରିକ ବୋଲି ଜଣାପଡିଛି ।

1 day ago
user_Amani Sahoo
Amani Sahoo
ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
1 day ago

ଘୋଡାଡିଆଁ ନାଳ ନିକଟରେ ହାତୀ ଆକ୍ରମଣରେ ମହିଳା ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଢେଙ୍କାନାଳ ବନ ଖଣ୍ଡ ରେ ହାତୀ ଉପଦ୍ରବ ଥମିବାରେ ନା ଧରୁନି । ଗତ କିଛିଦିନ ଧରି ହାତୀ ଆକ୍ରମଣରେ କ୍ରମାଗତ ମୃତାହତ ହେଉଛନ୍ତି। ପୁଣି ଆଜି ସଦର ବନାଞ୍ଚଳର ଘୋଡା ଡିଆଁ ଗ୍ରାମ ନାଳ ନିକଟରେ ଜଣେ ମହିଳାଙ୍କୁ ହାତୀ ଶୁଣ୍ଢରେ ଟେକି ଫୋପାଡ଼ି ଦେଇଛି । ଗ୍ରାମବାସୀ ମାନେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରିଛନ୍ତି । ଗୁରୁତର ମହିଳା ମୋଟଙ୍ଗା ଥାନା ଅନ୍ତର୍ଗତ ଘୋଡା ଡିଆଁ ଗ୍ରାମର ଗିରୀଶ ବାରିକଙ୍କ ୫୫ବର୍ଷୀୟା ପତ୍ନୀ ଜାନକୀ ବାରିକ ବୋଲି ଜଣାପଡିଛି ।

More news from Odisha and nearby areas
  • ଢେଙ୍କାନାଳରେ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଶୁଭାରମ୍ଭ ଢେଙ୍କାନାଳ : 10/03: ଜନସାଧାରଣଙ୍କୁ ଶ୍ରୀମନ୍ଦିର ଦର୍ଶନର ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଶୁଭାରମ୍ଭ କାର୍ଯ୍ୟକ୍ରମ ଆଜି ଢ଼େଙ୍କାନାଳ ମିନି ଷ୍ଟାଡିୟମଠାରେ ଭବ୍ୟ ଭାବରେ ଅନୁଷ୍ଠିତ ହେଇଯାଇଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଭକ୍ତମାନଙ୍କୁ ପୁରୀରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ବସ୍ ଯୋଗେ ଯାତ୍ରାରେ ପଠାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପ୍ରତିନିଧି ଭାବେ ଶ୍ରୀ ନବ କିଶୋର ଗୁରୁ, ମାନ୍ୟବର ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣିଙ୍କ ପ୍ରତିନିଧି ଭାବେ ଶ୍ରୀ ନରେଶ ମହାପାତ୍ର, ତଥା ଉପସ୍ଥିତ ଥିବା ମାନ୍ୟବର ଅତିଥିମାନେ ବସ୍‌ଗୁଡିକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ସେମାନେ ଏହି ଯୋଜନା ମାଧ୍ୟମରେ ସାଧାରଣ ଲୋକମାନେ ସହଜରେ ଶ୍ରୀମନ୍ଦିର ଦର୍ଶନ କରିପାରୁଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ ଓ ଏହାକୁ ଏକ ସାର୍ଥକ ପଦକ୍ଷେପ ବୋଲି କହିଥିଲେ। ଏହି ଯୋଜନାରେ ବିଶେଷ କରି ବୃଦ୍ଧ, ମହିଳା ଓ ଆର୍ଥିକ ଭାବେ ଅସମର୍ଥ ଭକ୍ତମାନଙ୍କୁ ପ୍ରାଥମିକତା ଦିଆଯାଇଛି। ଯାତ୍ରୀମାନଙ୍କ ପାଇଁ ଯାତାୟାତ, ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ସୁନିଶ୍ଚିତ କରାଯାଇଛି। ଏହି ଅବସରରେ ଜିଲ୍ଲା ପ୍ରଶାସନର ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ।
    1
    ଢେଙ୍କାନାଳରେ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଶୁଭାରମ୍ଭ 
ଢେଙ୍କାନାଳ : 10/03: ଜନସାଧାରଣଙ୍କୁ ଶ୍ରୀମନ୍ଦିର ଦର୍ଶନର ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଶୁଭାରମ୍ଭ କାର୍ଯ୍ୟକ୍ରମ ଆଜି ଢ଼େଙ୍କାନାଳ ମିନି ଷ୍ଟାଡିୟମଠାରେ ଭବ୍ୟ ଭାବରେ ଅନୁଷ୍ଠିତ ହେଇଯାଇଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଭକ୍ତମାନଙ୍କୁ ପୁରୀରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ବସ୍ ଯୋଗେ ଯାତ୍ରାରେ ପଠାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପ୍ରତିନିଧି ଭାବେ ଶ୍ରୀ ନବ କିଶୋର ଗୁରୁ, ମାନ୍ୟବର ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣିଙ୍କ  ପ୍ରତିନିଧି ଭାବେ ଶ୍ରୀ ନରେଶ ମହାପାତ୍ର,  ତଥା ଉପସ୍ଥିତ ଥିବା ମାନ୍ୟବର ଅତିଥିମାନେ ବସ୍‌ଗୁଡିକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ସେମାନେ ଏହି ଯୋଜନା ମାଧ୍ୟମରେ ସାଧାରଣ ଲୋକମାନେ ସହଜରେ ଶ୍ରୀମନ୍ଦିର ଦର୍ଶନ କରିପାରୁଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ ଓ ଏହାକୁ ଏକ ସାର୍ଥକ ପଦକ୍ଷେପ ବୋଲି କହିଥିଲେ।
ଏହି ଯୋଜନାରେ ବିଶେଷ କରି ବୃଦ୍ଧ, ମହିଳା ଓ ଆର୍ଥିକ ଭାବେ ଅସମର୍ଥ ଭକ୍ତମାନଙ୍କୁ ପ୍ରାଥମିକତା ଦିଆଯାଇଛି। ଯାତ୍ରୀମାନଙ୍କ ପାଇଁ ଯାତାୟାତ, ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ସୁନିଶ୍ଚିତ କରାଯାଇଛି। ଏହି ଅବସରରେ ଜିଲ୍ଲା ପ୍ରଶାସନର ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି  ଉପସ୍ଥିତ ଥିଲେ।
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    2 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    4 hrs ago
  • ଢେଙ୍କାନାଳ ସହରର ମିନି ଷ୍ଟାଡିୟମଠାରୁ ୪ଟି ବସ ଯୋଗେ ୧୪୮ଜଣ ତ୍ରିର୍ଥଯାତ୍ରୀମାନେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ବାହାରିଥିଲେ ।ରାଜ୍ୟ ସରକାରଙ୍କ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଜିଲ୍ଲାର ସମସ୍ତ ବ୍ଲକରୁ ୬୦ ରୁ ୭୫ ବର୍ଷ ବୟସ୍କ ଏବଂ ବିଧାବା ମହିଳାମାନଙ୍କୁ ନେଇ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ବାହାରୀ ଥିଲା l ଏହି କାର୍ଯ୍ୟକ୍ରମକୁ ଅତିଥିମାନେ ନଡିଆ ଭାଙ୍ଗି ପତାକା ଦେଖାଇ ଶୁଭାରମ୍ଭ କରିବାପରେ ୪ଟି ବସ ମିନି ଷ୍ଟାଡିୟମ ଠାରୁ ବସ ପୁରୀ ଅଭିମୁଖେ ଗଡିଥିଲା ।
    1
    ଢେଙ୍କାନାଳ ସହରର ମିନି ଷ୍ଟାଡିୟମଠାରୁ ୪ଟି ବସ ଯୋଗେ ୧୪୮ଜଣ ତ୍ରିର୍ଥଯାତ୍ରୀମାନେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ବାହାରିଥିଲେ ।ରାଜ୍ୟ ସରକାରଙ୍କ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଜିଲ୍ଲାର ସମସ୍ତ ବ୍ଲକରୁ ୬୦ ରୁ ୭୫ ବର୍ଷ ବୟସ୍କ ଏବଂ ବିଧାବା ମହିଳାମାନଙ୍କୁ ନେଇ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ବାହାରୀ ଥିଲା l ଏହି କାର୍ଯ୍ୟକ୍ରମକୁ ଅତିଥିମାନେ ନଡିଆ ଭାଙ୍ଗି ପତାକା ଦେଖାଇ ଶୁଭାରମ୍ଭ କରିବାପରେ ୪ଟି ବସ ମିନି ଷ୍ଟାଡିୟମ ଠାରୁ ବସ ପୁରୀ ଅଭିମୁଖେ ଗଡିଥିଲା ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    5 hrs ago
  • Post by Ranjan Nayak
    1
    Post by Ranjan Nayak
    user_Ranjan Nayak
    Ranjan Nayak
    Mechanic ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    8 hrs ago
  • ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ପଞ୍ଚାୟତ ଅlତିଣ୍ଡା ଗ୍ରାମ ଉପ୍ରା ସ୍କୁଲ ସାମ୍ନାରେ ଦୃଘଟଣା ଗାଡି ନମ୍ବର ସ୍କ୍ରିନ ରେ ଦେଖନ୍ତୁ କିଭଳି ପଡ଼ିଥିଲେ ବ୍ୟକ୍ତି ୨ ଗୁରୁତର ନାଠୁଆ ଗ୍ରାମର ବୋଲି ସୂଚନା
    1
    ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ପଞ୍ଚାୟତ ଅlତିଣ୍ଡା ଗ୍ରାମ ଉପ୍ରା ସ୍କୁଲ ସାମ୍ନାରେ ଦୃଘଟଣା ଗାଡି ନମ୍ବର ସ୍କ୍ରିନ ରେ ଦେଖନ୍ତୁ କିଭଳି ପଡ଼ିଥିଲେ ବ୍ୟକ୍ତି ୨ ଗୁରୁତର ନାଠୁଆ ଗ୍ରାମର ବୋଲି ସୂଚନା
    user_Tapasdas 6372788705
    Tapasdas 6372788705
    Gandia, Dhenkanal•
    1 hr ago
  • କଟକ ଗଣ୍ଡରପୁରରେ ରୋଡ଼ ଜାମ୍। ଜଗତପୁର ଆଡୁ ଆସୁଥିବା ଅନେକ ଗାଡ଼ି ଘଣ୍ଟା ଘଣ୍ଟା ଧରି ଫସି ରହିଥିବା ଦେଖିବାକୁ ମିଳିଛି। ଗଣ୍ଡରପୁର ରାସ୍ତାରେ ଏକ କଣ୍ଟେନର ଟ୍ରକ ଟି ଖରାପ ହୋଇଯିବା କାରଣରୁ ରୋଡ଼ ଜାମ୍ ହୋଇଥିବା ଦେଖିବାକୁ ମିଳିଛି।
    1
    କଟକ ଗଣ୍ଡରପୁରରେ ରୋଡ଼ ଜାମ୍। ଜଗତପୁର ଆଡୁ ଆସୁଥିବା ଅନେକ ଗାଡ଼ି ଘଣ୍ଟା ଘଣ୍ଟା ଧରି ଫସି ରହିଥିବା ଦେଖିବାକୁ ମିଳିଛି। ଗଣ୍ଡରପୁର ରାସ୍ତାରେ ଏକ କଣ୍ଟେନର ଟ୍ରକ ଟି ଖରାପ ହୋଇଯିବା କାରଣରୁ ରୋଡ଼ ଜାମ୍ ହୋଇଥିବା ଦେଖିବାକୁ ମିଳିଛି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    1 hr ago
  • ଘଟଣା ବାବଦ ରେ କଣ ଏତେ ଜୋର୍ ରେ ଶବ୍ଦ ହେଲା ବୋଲି ଲୋକେ ଶବ୍ଦ ଉପୁଜିଥିବା ସ୍ଥାନ କୁ ଆସିଲାବେଳକୁ ପୋଲିସ ଏଠାରେ ବେଆଇନ୍ ଜବତ ବାଣ କୁ ନଷ୍ଟ କରାଯାଉଛି ବୋଲି ସ୍ଥାନିୟ ଲୋକ ଙ୍କୁ ପ୍ରତିକ୍ରିୟା ଦେବାପରେ ସ୍ଥାନୀୟ ଅଞ୍ଚଳ ଲୋକ ଙ୍କ ମଧ୍ୟ ରେ ଏ ଘଟଣା କୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏ ଭଳି କାର୍ଯ୍ୟ ଏଠାରେ ଜନବସତି ଅଞ୍ଚଳରେ କରିବା ଠିକ୍ ନୁହଁ ବୋଲି ସ୍ଥାନୀୟ ଲୋକ ଖୋଭ ପ୍ରକାଶ କରିଥିଲେ । ଶବ୍ଦ ର ତୀବ୍ରତା ଏତେ ଜୋର୍ ଥିଲା ଯେ ଶବ୍ଦ ହେବା ସ୍ଥାନ ଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଶବ୍ଦ ଶୁଣାଯିବା ସହ କିଛି ଲୋକ ଙ୍କ ଘର ର କାଚ ଝରକା ଭାଙ୍ଗି ଯାଇଛି ବୋଲି ଲୋକ ପ୍ରତିକ୍ରିୟା ଦେଇଛନ୍ତି । Byt - ସ୍ଥାନୀୟ ବାସିନ୍ଦା
    3
    ଘଟଣା ବାବଦ ରେ କଣ ଏତେ ଜୋର୍ ରେ ଶବ୍ଦ ହେଲା ବୋଲି ଲୋକେ ଶବ୍ଦ ଉପୁଜିଥିବା ସ୍ଥାନ କୁ ଆସିଲାବେଳକୁ ପୋଲିସ ଏଠାରେ ବେଆଇନ୍ ଜବତ ବାଣ କୁ ନଷ୍ଟ କରାଯାଉଛି ବୋଲି ସ୍ଥାନିୟ ଲୋକ ଙ୍କୁ ପ୍ରତିକ୍ରିୟା ଦେବାପରେ ସ୍ଥାନୀୟ ଅଞ୍ଚଳ ଲୋକ ଙ୍କ ମଧ୍ୟ ରେ ଏ  ଘଟଣା କୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏ ଭଳି କାର୍ଯ୍ୟ  ଏଠାରେ ଜନବସତି ଅଞ୍ଚଳରେ  କରିବା ଠିକ୍ ନୁହଁ ବୋଲି ସ୍ଥାନୀୟ ଲୋକ ଖୋଭ ପ୍ରକାଶ କରିଥିଲେ । ଶବ୍ଦ ର ତୀବ୍ରତା ଏତେ ଜୋର୍ ଥିଲା ଯେ ଶବ୍ଦ ହେବା ସ୍ଥାନ ଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଶବ୍ଦ ଶୁଣାଯିବା ସହ କିଛି ଲୋକ ଙ୍କ ଘର ର କାଚ ଝରକା ଭାଙ୍ଗି ଯାଇଛି ବୋଲି ଲୋକ ପ୍ରତିକ୍ରିୟା ଦେଇଛନ୍ତି ।
Byt - ସ୍ଥାନୀୟ ବାସିନ୍ଦା
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    4 hrs ago
  • ଢେଙ୍କାନାଳ ମୂନିଷିପାଲିଟ ର ୯ନଂ ୱ୍ୱାଡ ର କିଛି ବାସିନ୍ଦା ନା ପଇବା ପାଇଁ ପାଣି ନା ରାସ୍ତା ନା ଏଠାକୁ ଆସନ୍ତି ସଫେଇ କର୍ମଚାରୀ ମାର୍ଚ୍ଚମାସ ଆରମ୍ଭ ରୁ ଜଳକଷ୍ଟ ଅନୁଭବ କରୁଛନ୍ତି ସ୍ଥାନୀୟ ବାସିନ୍ଦା ବର୍ଷାଦିନ ରେ ଆଣ୍ଠୁଏ ପାଣି ଚାଲି କି ଯିବା କଷ୍ଟ ଏ ବିଷୟରେ ବାରମ୍ଵାର ପୌରଧ୍ଯକ୍ଷା ଏବଂ କାର୍ଯ୍ୟଳୟରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି, ସତରେ ଏ ସ୍ଥାନୀୟ ବାସିନ୍ଦା କଣ ଭୋଟର ନୁହନ୍ତି ଏମାନେ କଣ ଭୋଟ ଦେଇ ନାହାନ୍ତି ଏମାନଙ୍କ କଥା ବୁଝିବ କିଏ
    1
    ଢେଙ୍କାନାଳ ମୂନିଷିପାଲିଟ ର ୯ନଂ ୱ୍ୱାଡ ର କିଛି ବାସିନ୍ଦା ନା ପଇବା ପାଇଁ ପାଣି ନା ରାସ୍ତା ନା ଏଠାକୁ ଆସନ୍ତି ସଫେଇ କର୍ମଚାରୀ ମାର୍ଚ୍ଚମାସ ଆରମ୍ଭ ରୁ ଜଳକଷ୍ଟ ଅନୁଭବ କରୁଛନ୍ତି ସ୍ଥାନୀୟ ବାସିନ୍ଦା 
ବର୍ଷାଦିନ ରେ ଆଣ୍ଠୁଏ ପାଣି ଚାଲି କି ଯିବା କଷ୍ଟ ଏ ବିଷୟରେ ବାରମ୍ଵାର ପୌରଧ୍ଯକ୍ଷା ଏବଂ କାର୍ଯ୍ୟଳୟରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି, ସତରେ ଏ ସ୍ଥାନୀୟ ବାସିନ୍ଦା କଣ ଭୋଟର ନୁହନ୍ତି ଏମାନେ କଣ ଭୋଟ ଦେଇ ନାହାନ୍ତି ଏମାନଙ୍କ କଥା ବୁଝିବ କିଏ
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.