logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଏମ୍‌ସିଏଲ୍ ଆମ୍ବୁଲାନସ୍ ଡିଭିଜନ୍ ପକ୍ଷରୁ ଭରତପୁର ଓସିପି ର ପ୍ରୋଜେକ୍ଟ ଅଫିସରଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ଓ ସମ୍ବର୍ଦ୍ଧନା ତାଳଚେର(୦୭/୧୧/୨୦୨୫):-ତାଳଚେର ସେଂଟ୍ ଜନ୍ ଆମ୍ବୁଲାନସ୍ ଏମ୍‌ସିଏଲ୍ ଆମ୍ବୁଲାନସ୍ ଡିଭିଜନ୍ ପକ୍ଷରୁ ଭରତପୁର ଓ ସି ପି ର ପ୍ରକଳ୍ପ ଅଧିକାରୀ ଦିବାକର ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ଅବସରରେ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏମ୍‌ସିଏଲ୍ ଆମ୍ବୁଲାନସ୍ ଡିଭିଜନ୍ କମାଣ୍ଡର ତଥା ଅନୁଗୋଳ ଜିଲ୍ଲା ଅବୈତନିକ ଯୁଗ୍ମ ସଂପାଦକ ଦିନବନ୍ଧୁ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କାର୍ଯ୍ୟାଳୟ ଠାରେ ସାକ୍ଷାତ କରି ପୁଷ୍ପଗୁଚ୍ଛ, ଉତରୀୟ ପ୍ରଦାନ କରାଯିବା ସହିତ ଅନୁଷ୍ଠାନ ବିଷୟରେ ଆଲୋଚନା କରାଯାଇଥିଲା । କୋଲିୟରୀ ପ୍ରକଳ୍ପ ଅଧିକାରୀ ଶ୍ରୀ ମାଝୀ ଜଣେ ମେଳାପୀ, ସ୍ପଷ୍ଟବାଦୀ, ବିଚକ୍ଷଣ, ସୁଦକ୍ଷ, ସହାନୁଭୂତି ସଂପନ୍ନ ଓ ନୀତିବାନ୍ ଅଧିକାରୀ ଭାବେ ପରିଚିତ ଅଛନ୍ତି । ତାଙ୍କ ମାର୍ଗ ଦର୍ଶନରେ ଏମ୍‌.ସି.ଏଲ୍‌. ସହିତ ସାରା ଓଡିଶାରେ ବିଭିନ୍ନ ପ୍ରକାର ଅସୁବିଧା ଯଥା-ଦୁର୍ଘଟଣା, ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ, ଭୂମିକମ୍ପ, ବାତ୍ୟା, ବନ୍ୟା, ଗଣଦୌଡ, ସାଧାରଣ ସଭା, ପ୍ରଦର୍ଶନୀ, ମେଳା, ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ପ୍ରଭୃତି ସେଂଟ୍ ଜନ୍ ଆମ୍ବୁଲାନସ୍ ଗାଇଡ୍ ଲାଇନ୍ ଅନୁଯାୟୀ ସମସ୍ୟା ବହୁ ମାତ୍ରାରେ ସମାଧାନ ହେବା ସହିତ ସମାଜ ଉପକୃତ ହୋଇପାରିବ ବୋଲି କୁହାଯାଇଛି । ଏହି ସାକ୍ଷାତ ଆଲୋଚନା ବେଳେ ଏସ ଓ ମାଇନିଂ ବିପିନି ବିହାରି ସାହୁ, କୋଲିୟରୀ ମ୍ୟାନେଜର ସୁକାନ୍ତ କୁମାର ସୁବୁଦ୍ଧି, ସୁରକ୍ଷା ଅଧିକାରୀ ବିମ୍ବାଧର ରାୟ, ଆମ୍ବୁଲାନସ୍ ଅଫିସର ହିମାଂଶୁ ଭୂଷଣ ପ୍ରଧାନ, ସନ୍ଦୀପ କୁମାର ପ୍ରଧାନ, ଦିଲ୍ଲୀପ ସାମଲ, ସନ୍ତୋଷ କୁମାର ସାହୁ, ସୁକାନ୍ତ କୁମାର ଦେହୁରୀ, ଅରୁଣ କୁମାର ଗଡ଼ନାୟକ ଓ ଆମ୍ବୁଲାନ୍ସ ଡ୍ରାଇଭର ତ୍ରିନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

on 7 November
user_Priyamadhaba Das
Priyamadhaba Das
Journalists Talcher Sadar, Anugul•
on 7 November

ଏମ୍‌ସିଏଲ୍ ଆମ୍ବୁଲାନସ୍ ଡିଭିଜନ୍ ପକ୍ଷରୁ ଭରତପୁର ଓସିପି ର ପ୍ରୋଜେକ୍ଟ ଅଫିସରଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ଓ ସମ୍ବର୍ଦ୍ଧନା ତାଳଚେର(୦୭/୧୧/୨୦୨୫):-ତାଳଚେର ସେଂଟ୍ ଜନ୍ ଆମ୍ବୁଲାନସ୍ ଏମ୍‌ସିଏଲ୍ ଆମ୍ବୁଲାନସ୍ ଡିଭିଜନ୍ ପକ୍ଷରୁ ଭରତପୁର ଓ ସି ପି ର ପ୍ରକଳ୍ପ ଅଧିକାରୀ ଦିବାକର ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ଅବସରରେ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏମ୍‌ସିଏଲ୍ ଆମ୍ବୁଲାନସ୍ ଡିଭିଜନ୍ କମାଣ୍ଡର ତଥା ଅନୁଗୋଳ ଜିଲ୍ଲା ଅବୈତନିକ ଯୁଗ୍ମ ସଂପାଦକ ଦିନବନ୍ଧୁ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କାର୍ଯ୍ୟାଳୟ ଠାରେ ସାକ୍ଷାତ କରି ପୁଷ୍ପଗୁଚ୍ଛ, ଉତରୀୟ ପ୍ରଦାନ କରାଯିବା ସହିତ ଅନୁଷ୍ଠାନ ବିଷୟରେ ଆଲୋଚନା କରାଯାଇଥିଲା । କୋଲିୟରୀ ପ୍ରକଳ୍ପ ଅଧିକାରୀ ଶ୍ରୀ ମାଝୀ ଜଣେ ମେଳାପୀ, ସ୍ପଷ୍ଟବାଦୀ, ବିଚକ୍ଷଣ, ସୁଦକ୍ଷ, ସହାନୁଭୂତି ସଂପନ୍ନ ଓ ନୀତିବାନ୍ ଅଧିକାରୀ ଭାବେ ପରିଚିତ ଅଛନ୍ତି । ତାଙ୍କ ମାର୍ଗ

ଦର୍ଶନରେ ଏମ୍‌.ସି.ଏଲ୍‌. ସହିତ ସାରା ଓଡିଶାରେ ବିଭିନ୍ନ ପ୍ରକାର ଅସୁବିଧା ଯଥା-ଦୁର୍ଘଟଣା, ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ, ଭୂମିକମ୍ପ, ବାତ୍ୟା, ବନ୍ୟା, ଗଣଦୌଡ, ସାଧାରଣ ସଭା, ପ୍ରଦର୍ଶନୀ, ମେଳା, ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ପ୍ରଭୃତି ସେଂଟ୍ ଜନ୍ ଆମ୍ବୁଲାନସ୍ ଗାଇଡ୍ ଲାଇନ୍ ଅନୁଯାୟୀ ସମସ୍ୟା ବହୁ ମାତ୍ରାରେ ସମାଧାନ ହେବା ସହିତ ସମାଜ ଉପକୃତ ହୋଇପାରିବ ବୋଲି କୁହାଯାଇଛି । ଏହି ସାକ୍ଷାତ ଆଲୋଚନା ବେଳେ ଏସ ଓ ମାଇନିଂ ବିପିନି ବିହାରି ସାହୁ, କୋଲିୟରୀ ମ୍ୟାନେଜର ସୁକାନ୍ତ କୁମାର ସୁବୁଦ୍ଧି, ସୁରକ୍ଷା ଅଧିକାରୀ ବିମ୍ବାଧର ରାୟ, ଆମ୍ବୁଲାନସ୍ ଅଫିସର ହିମାଂଶୁ ଭୂଷଣ ପ୍ରଧାନ, ସନ୍ଦୀପ କୁମାର ପ୍ରଧାନ, ଦିଲ୍ଲୀପ ସାମଲ, ସନ୍ତୋଷ କୁମାର ସାହୁ, ସୁକାନ୍ତ କୁମାର ଦେହୁରୀ, ଅରୁଣ କୁମାର ଗଡ଼ନାୟକ ଓ ଆମ୍ବୁଲାନ୍ସ ଡ୍ରାଇଭର ତ୍ରିନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

  • user_User10432
    User10432
    Purusottampur, Ganjam
    👏
    on 11 November
  • user_User7689
    User7689
    Sundargarh, Odisha
    🤝
    on 9 November
  • user_User5427
    User5427
    Puri (M), Odisha
    👏
    on 8 November
More news from ଓଡ଼ିଶା and nearby areas
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    17 hrs ago
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସାତମାଇଲ ବଜାର ରୁ କ୍ରମାଗତ ବାଇକ ଚୋରି ରାକେଟ ସକ୍ରିୟ. ଆଜି ଜଣେ ବାଇକ ଚୋରୀ କରି ପଳାଇବା ବେଳେ ଲୋକେ କାବୁ କରି ପୋଲିସ ଜିମା ଦେଇଥିବା ବେଳେ ତାଙ୍କ ପରିଚୟ ଜଣାପଡୁନାହିଁ.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସାତମାଇଲ ବଜାର ରୁ କ୍ରମାଗତ ବାଇକ ଚୋରି  ରାକେଟ ସକ୍ରିୟ. ଆଜି ଜଣେ ବାଇକ ଚୋରୀ କରି ପଳାଇବା ବେଳେ ଲୋକେ କାବୁ କରି ପୋଲିସ ଜିମା ଦେଇଥିବା ବେଳେ ତାଙ୍କ ପରିଚୟ ଜଣାପଡୁନାହିଁ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    20 hrs ago
  • Post by ଯିରିମିୟ ଗନ୍ତାୟତ 🙋🙋🙋
    1
    Post by ଯିରିମିୟ ଗନ୍ତାୟତ 🙋🙋🙋
    user_ଯିରିମିୟ ଗନ୍ତାୟତ 🙋🙋🙋
    ଯିରିମିୟ ଗନ୍ତାୟତ 🙋🙋🙋
    Grain Trader ଛେଣ୍ଡିପଦା, ଅନୁଗୁଳ, ଓଡ଼ିଶା•
    21 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    1 hr ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    12 hrs ago
  • ଢେଙ୍କାନାଳ ସହରର ପ୍ରମୁଖ ସ୍ଥାନ ଗଣେଶ ବଜାରର ଗୋପବନ୍ଧୁ ଟାଉନ ହଲ ନିକଟରେ ବିଜୁ ଯୁବ ଚୁାତ୍ର ଜନତା ଦଳ ପକ୍ଷରୁ କୁଷ ପୁତଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡିଶାର ବରପୁତ୍ର, ମହାନ ଜନନାୟକ, ସାଧୀନତା ସଂଗ୍ରାମୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ମିଥ୍ୟା, ଅପମାନସୂଚକ ମନ୍ତବ୍ୟ ବିରୋଧରେ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ତୁରନ୍ତ କ୍ଷମା ପ୍ରାର୍ଥନା ପାଇଁ ଦାବି କରିଛନ୍ତି । ଶତାଧିକ ବିଜୁ ଯୁବ-ଛାତ୍ର ଜନତା ଦଳ କର୍ମକର୍ତା ଓ ସଦସ୍ୟମାନେ ଉପସ୍ଥିତ ରହିଥିଲେ । ପ୍ରଥମେ ଏକ ଶୋଭାଯାତ୍ରାରେ ଯାଇଥିଲେ । ଶେଷରେ ଦୁବେଙ୍କ କୁଷ ପୁତଳିକା ଦାହ କରାଯାଇଥିଲା ।
    1
    ଢେଙ୍କାନାଳ ସହରର ପ୍ରମୁଖ ସ୍ଥାନ ଗଣେଶ ବଜାରର ଗୋପବନ୍ଧୁ ଟାଉନ ହଲ ନିକଟରେ ବିଜୁ ଯୁବ ଚୁାତ୍ର ଜନତା ଦଳ ପକ୍ଷରୁ କୁଷ ପୁତଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡିଶାର ବରପୁତ୍ର, ମହାନ ଜନନାୟକ, ସାଧୀନତା ସଂଗ୍ରାମୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ମିଥ୍ୟା, ଅପମାନସୂଚକ ମନ୍ତବ୍ୟ ବିରୋଧରେ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ତୁରନ୍ତ କ୍ଷମା ପ୍ରାର୍ଥନା ପାଇଁ ଦାବି କରିଛନ୍ତି । ଶତାଧିକ ବିଜୁ ଯୁବ-ଛାତ୍ର ଜନତା ଦଳ କର୍ମକର୍ତା ଓ ସଦସ୍ୟମାନେ ଉପସ୍ଥିତ ରହିଥିଲେ । ପ୍ରଥମେ ଏକ ଶୋଭାଯାତ୍ରାରେ ଯାଇଥିଲେ । ଶେଷରେ ଦୁବେଙ୍କ କୁଷ ପୁତଳିକା ଦାହ କରାଯାଇଥିଲା ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    13 hrs ago
  • ବାରକୋଟ ଗଡ଼ଭଙ୍ଗା ପ୍ରାଥମିକ ବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ବାରକୋଟ, ୩୧/୦୩/୨୦୨୬: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଗଡ଼ଭଙ୍ଗା ପ୍ରାଥମିକ ବିଦ୍ୟାଳୟରେ ୩୨ତମ ବାର୍ଷିକ ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମାକାନ୍ତ ପ୍ରଧାନ ଏବଂ ବର୍ତ୍ତମାନର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ସାହୁଙ୍କ ମିଳିତ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିଥି ବୃନ୍ଦ: ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ କଣ୍ଢଳ ପତିତପାବନ ସାହିତ୍ୟ ସାଂସଦର ସଭାପତି ଅନିରୁଦ୍ଧ ନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ: * ବିଜୟ କୁମାର ସାହୁ (ସହକାରୀ ବ୍ଲକ ଶିକ୍ଷା ଅଧିକାରୀ) * ରୁଦ୍ରନାରାୟଣ ସାହୁ (ଅବସରପ୍ରାପ୍ତ ଅଧ୍ୟକ୍ଷ, ବାରକୋଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ) * ଫଗୁ ପାତ୍ର (CRCC) * ରଣନ୍ଦୀପ ପ୍ରଧାନ (ସରପଞ୍ଚ, ବଲଣ୍ଡା ପଞ୍ଚାୟତ) * ଦୁଃଖବନ୍ଧୁ ଭୂୟାଁ (ସମିତି ସଭ୍ୟ) * ହରିହର ସାହୁ ଓ ପରାସର ସାହୁ (ଅବସରପ୍ରାପ୍ତ ଶିକ୍ଷକ) ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଶିକ୍ଷା ଓ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ: ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଶେଷ କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ନୃତ୍ୟ ଓ ଅଭିନୟ ମାଧ୍ୟମରେ ପିଲାମାନେ ସାମ୍ବିଧାନିକ ଇତିହାସ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିଲେ। ପରିଚାଳନା: ବିଦ୍ୟାଳୟର ଶ୍ରେଣୀ ଶିକ୍ଷକ ଶିଵରାମ ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଅଭିଭାବକ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ରିପୋର୍ଟ :ଦେବଗଡ ଜିଲ୍ଲା ବାରକୋଟ ବ୍ଲକରୁ ବିବେକାନନ୍ଦ ସାହୁ ।
    1
    ବାରକୋଟ ଗଡ଼ଭଙ୍ଗା ପ୍ରାଥମିକ ବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ବାରକୋଟ, ୩୧/୦୩/୨୦୨୬: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଗଡ଼ଭଙ୍ଗା ପ୍ରାଥମିକ ବିଦ୍ୟାଳୟରେ ୩୨ତମ ବାର୍ଷିକ ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମାକାନ୍ତ ପ୍ରଧାନ ଏବଂ ବର୍ତ୍ତମାନର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ସାହୁଙ୍କ ମିଳିତ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଅତିଥି ବୃନ୍ଦ:
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ କଣ୍ଢଳ ପତିତପାବନ ସାହିତ୍ୟ ସାଂସଦର ସଭାପତି ଅନିରୁଦ୍ଧ ନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ:
* ବିଜୟ କୁମାର ସାହୁ (ସହକାରୀ ବ୍ଲକ ଶିକ୍ଷା ଅଧିକାରୀ)
* ରୁଦ୍ରନାରାୟଣ ସାହୁ (ଅବସରପ୍ରାପ୍ତ ଅଧ୍ୟକ୍ଷ, ବାରକୋଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ)
* ଫଗୁ ପାତ୍ର (CRCC)
* ରଣନ୍ଦୀପ ପ୍ରଧାନ (ସରପଞ୍ଚ, ବଲଣ୍ଡା ପଞ୍ଚାୟତ)
* ଦୁଃଖବନ୍ଧୁ ଭୂୟାଁ (ସମିତି ସଭ୍ୟ)
* ହରିହର ସାହୁ ଓ ପରାସର ସାହୁ (ଅବସରପ୍ରାପ୍ତ ଶିକ୍ଷକ)
ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଶିକ୍ଷା ଓ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ।
ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ:
ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଶେଷ କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।
ପରେ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ନୃତ୍ୟ ଓ ଅଭିନୟ ମାଧ୍ୟମରେ ପିଲାମାନେ ସାମ୍ବିଧାନିକ ଇତିହାସ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିଲେ।
ପରିଚାଳନା:
ବିଦ୍ୟାଳୟର ଶ୍ରେଣୀ ଶିକ୍ଷକ ଶିଵରାମ ବେହେରା ମଞ୍ଚ ପରିଚାଳନା କରିଥିବାବେଳେ  ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଅଭିଭାବକ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ରିପୋର୍ଟ :ଦେବଗଡ ଜିଲ୍ଲା ବାରକୋଟ ବ୍ଲକରୁ ବିବେକାନନ୍ଦ ସାହୁ ।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    12 hrs ago
  • ଢେଙ୍କାନାଳ ସଦର ଥାନା ଚନ୍ଦ୍ର ଶେଖର ପ୍ରସାଦ ଗ୍ରାମ ପଞ୍ଚାୟତ ଗଞ୍ଜେଇଡିହି ଗ୍ରାମରେ କିଛି ପରିବାର ପୁରୁଷ ଧରି ବାପ ଜେଜ ଅମଳରୁ କିଛି ଜମି ରଖି ସେଥିରେ ଦାମୀ ଗଛ ଲଗାଇ ସେଥିରେ କୋଠକାମ କରାଯାଉଥିଲା । ହେଲେ ସେହି ଜମିକୁ ଅନ୍ୟ ଜିଲ୍ଲାର ଜଣେ ବ୍ୟକ୍ତି ତାଙ୍କ ଜମି କହି ଯୋର ଜବରଦସ୍ତ ନେଇ ଯିବାକୁ ବସିଛନ୍ତି । ଏପରିକି ଦାମି ଗଛ କାଟିଦେଇ ପ୍ରାଚିର ନିର୍ମାଣ କରିବା ପାଇଁ ମସୁଧା କରିଛନ୍ତି । ଗ୍ରାମବାସୀମାନେ ବିରୋଧ କରିବାରୁ ଧମକ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି I ଏପରିକି ନିକଟସ୍ଥ ଭାପୁର ଫରେଷ୍ଟ ସେକ୍ସନରେ ଜଣାଇ ଫେଲ ମାରିଛନ୍ତି । ତୁରନ୍ତ ଯେଉଁ ଜଙ୍ଗଲ ଜମିକୁ ଉକ୍ତ ବ୍ୟକ୍ତି ନେବାକୁ ଚାହୁଁଛନ୍ତି ତାଙ୍କ କବଳରୁ ଜମି ଫେରାଇ ଆଣିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
    1
    ଢେଙ୍କାନାଳ ସଦର ଥାନା ଚନ୍ଦ୍ର ଶେଖର ପ୍ରସାଦ ଗ୍ରାମ ପଞ୍ଚାୟତ ଗଞ୍ଜେଇଡିହି ଗ୍ରାମରେ କିଛି ପରିବାର ପୁରୁଷ ଧରି ବାପ ଜେଜ ଅମଳରୁ କିଛି ଜମି ରଖି ସେଥିରେ ଦାମୀ ଗଛ ଲଗାଇ ସେଥିରେ କୋଠକାମ କରାଯାଉଥିଲା । ହେଲେ ସେହି ଜମିକୁ ଅନ୍ୟ ଜିଲ୍ଲାର ଜଣେ ବ୍ୟକ୍ତି ତାଙ୍କ ଜମି କହି ଯୋର ଜବରଦସ୍ତ ନେଇ ଯିବାକୁ ବସିଛନ୍ତି । ଏପରିକି ଦାମି ଗଛ କାଟିଦେଇ ପ୍ରାଚିର ନିର୍ମାଣ କରିବା ପାଇଁ ମସୁଧା କରିଛନ୍ତି । ଗ୍ରାମବାସୀମାନେ ବିରୋଧ କରିବାରୁ ଧମକ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି I ଏପରିକି ନିକଟସ୍ଥ ଭାପୁର ଫରେଷ୍ଟ ସେକ୍ସନରେ ଜଣାଇ ଫେଲ ମାରିଛନ୍ତି । ତୁରନ୍ତ ଯେଉଁ ଜଙ୍ଗଲ ଜମିକୁ ଉକ୍ତ ବ୍ୟକ୍ତି ନେବାକୁ ଚାହୁଁଛନ୍ତି ତାଙ୍କ କବଳରୁ ଜମି ଫେରାଇ ଆଣିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.