Shuru
Apke Nagar Ki App…
ବାବା ସାହେବ ଭିମରାଓ ଆମ୍ବେଦକର ଙ୍କ ଜନ୍ମଜୟନ୍ତୀ ଅବସରରେ ସମାଜସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଆମ୍ବେଦକର ଇଣ୍ଟରନାସନଲ ସେଣ୍ଟର ପକ୍ଷରୀ କଟକ ର ସମାଜସେବୀ ଜଗତ ଜ୍ୟୋତି ପଟ୍ଟନାୟକ ଙ୍କୁ “ସେବା ରତ୍ନ ସମ୍ମାନ ୨୦୨୬” ରେ ଭୁବନେଶ୍ୱର ସ୍ଥିତ ଫିଜିକ୍ସ ଅଡିଟୋରୀୟ ରେ ଜଷ୍ଟିସ ବିପି ଚୌଧୁରୀଙ୍କ ଦ୍ୱାରା ସମ୍ମାନିତ କରାଯାଇଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
GANESH PANlGRAHl
ବାବା ସାହେବ ଭିମରାଓ ଆମ୍ବେଦକର ଙ୍କ ଜନ୍ମଜୟନ୍ତୀ ଅବସରରେ ସମାଜସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଆମ୍ବେଦକର ଇଣ୍ଟରନାସନଲ ସେଣ୍ଟର ପକ୍ଷରୀ କଟକ ର ସମାଜସେବୀ ଜଗତ ଜ୍ୟୋତି ପଟ୍ଟନାୟକ ଙ୍କୁ “ସେବା ରତ୍ନ ସମ୍ମାନ ୨୦୨୬” ରେ ଭୁବନେଶ୍ୱର ସ୍ଥିତ ଫିଜିକ୍ସ ଅଡିଟୋରୀୟ ରେ ଜଷ୍ଟିସ ବିପି ଚୌଧୁରୀଙ୍କ ଦ୍ୱାରା ସମ୍ମାନିତ କରାଯାଇଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
More news from ଓଡ଼ିଶା and nearby areas
- ଡ୍ୟାମ ନାଁରେ ହଡ଼ପ କରାଯାଇଛି ରାଜସ୍ୱ ସମ୍ପତି ଗଣେଶ ପାଣିଗ୍ରାହୀ ରିପୋର୍ଟ1
- Post by Ansubhai Pandey3
- Post by Rabindra Mandal1
- ପିଅନ ଯୁଗଳ ବାବୁଙ୍କୁ ଘଣ୍ଟ ଘଡାଉ ଛନ୍ତି ବିଧାୟକ ଅରୁଣ ସାହୁ ଏବଂ ରମେଶ ବେହେରା #spnewstvliveodia #BreakingNews #nayagarhnews1
- ତା. 15/04/2026 ରିଖ ଇଣ୍ଡୋ-ନରୱ୍ବେ ଟିମ ର ପ୍ରତିନିଧି ମାନେ ଆଜି ପୁରୀ ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପକୁ ପରିଦର୍ଶନ କରିଛନ୍ତି।ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଜ୍ଞାନ ଓ ବୈଷୟିକ ଜ୍ଞାନ ଚିତ୍ରା ଅରୁମୁଗମ ଙ୍କ ନେତୃତ୍ୱରେ ଆସିଥିବା ଏହି ଟିମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତଥା ନୋଡାଲ ଅଫିସର ଶରତ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ବାଗତ କରିଥିଲେ।ଇଣ୍ଡୋ-ନରୱ୍ବେ ସହଯୋଗିତା ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ କୁ ଟିମର ପ୍ରତିନିଧି ମାନେ ଅନୁଧ୍ୟାନ କରିବା ସହ ଦାୟିତ୍ୱ ରେ ଥିବା ଅଧିକାରୀ କର୍ମଚାରୀ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।ପ୍ରଥମେ ନୂଆନଈ ବାଲୁଖଣ୍ଡ ଠାରେ ସି ମାଉଥ ସ୍ଥାନରେ ପହଞ୍ଚି ମୃତ୍ତିକା କ୍ଷୟ ରୋକିବା ଓ ଜଳର ତାପମାତ୍ରା ନିୟନ୍ତ୍ରଣ କରିବା ପ୍ରକଳ୍ପ ଯାହାକି ଏକ କେଶ ଷ୍ଟଡି କୁ ନିରୀକ୍ଷଣ କରିବା ପରେ ଇକୋ ରିଟ୍ରିଟ ପରିଦର୍ଶନ କରିଥିଲେ।ପରେ ଚନ୍ଦ୍ରଭାଗା ଏଫଏଲସି ବା ମତ୍ସ୍ୟ ଅବତରଣ କେନ୍ଦ୍ର କୁ ଅନୁଧ୍ୟାନ କରିବା ସହ ଚିଙ୍ଗୁଡ଼ି ଜାଆଁଳ ହାଚେରୀ ସମ୍ପର୍କରେ ପଚାରି ବୁଝିଥିଲେ।ପରେ ପରେ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ।ଏହି ଗସ୍ତ ସମୟରେ ନରୱ୍ବେ ପ୍ରତିନିଧି ମଣ୍ଡଳ,ବିଜ୍ଞାନ ଓ ବୈଷୟିକ ଅତିରିକ୍ତ ସଚିବ ପୂଜା ମିଶ୍ର,ଉପ ନିର୍ଦ୍ଦେଶକ ଡଃ ଏଚ କେ ଦାସ, ଏସିଏଫ ଅଶୋକ କୁମାର ବେହେରା, ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଅମୀୟ ସେଠ୍ , ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଅଜୟ କୁମାର ବସ୍ତିଆ, ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା, ଭୁବନେଶ୍ୱର।1
- ବେଆଇନ ଜବରଦଖଲ ଉଚ୍ଛେଦ ନେଇ ରଣପୁର ତହସିଲଦାର ଙ୍କୁ ଗ୍ରାମବାସୀ ଙ୍କ ବିରୋଧ । ଗ୍ରାମବାସୀ ଙ୍କ ବିରୋଧ ପାଇଁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ । ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଲୋଧଚୁଆ ରାଜସ୍ୱ ନିରୀକ୍ଷକଙ୍କ ସର୍କଲ ରେ ଥିବା ବାଙ୍କପୁର ମୈଜା ର ଖାତା ନଂ -୨୩୬,ପ୍ଲଟ ନଂ -୪୩୨ ବଗାୟତ ୨ ଅନାବାଦୀ କିସମ ଜମିକୁ ଗ୍ରାମବାସୀ ଭୋଗଦଖଲ କରିଆସୁଥିବା ବେଳେ ସେହି ଗ୍ରାମ ର ପୃଥିରାଜ ସାମନ୍ତରାୟ ଏହାକୁ ନିଜର ପୈତୃକ ସମ୍ପତ୍ତି ବୋଲି ଦାବି କରି ଆସୁଥିଲେ । ଏହାକୁ ଗ୍ରାମବାସୀ ବିରୋଧ କରିବା ସହ ଗ୍ରାମ ର କିଛି ଗରିବ ଶ୍ରେଣୀ ର ବାସହୀନ ଲୋକଙ୍କୁ ଘର କରିବା ପାଇଁ ଦେଇଥିଲେ ଏବଂ କିଛି ଜଣ ମଧ୍ୟ ଏହି ଜାଗା ରେ ଘର କରି ବସବାସ କରୁଥିଲେ । ଏହାକୁ ନେଇ ପୃଥିରାଜ ସାମନ୍ତରାୟ ମାନ୍ୟବର ହାଇକୋର୍ଟ ଙ୍କ ନିକଟରେ ୦୮/୦୯/୨୦୨୫ ରେ O.P.L.E କେସ ନଂ ୩୬/୨୫-୨୬ ଏକ ମାମଲା ରୁଜୁ କରିଥିଲେ । ମାନ୍ୟବର ହାଇକୋର୍ଟ ୨୯/୦୯/୨୦୨୫ ରେ ଚିଠି ନଂ ୨୩୯୧୭/୨୫ ରେ ନୟାଗଡ଼ ସବ୍ କଲେକ୍ଟର ଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରଣପୁର ତହସିଲଦାର ଓ ଲୋଧଚୁଆ ରାଜସ୍ୱ ବିଭାଗ ଏହାର ତଦନ୍ତ କରି ସବ୍ କଲେକ୍ଟର ଙ୍କୁ ରିପୋର୍ଟ ଦେଲାପରେ ରଣପୁର ତହସିଲଦାର ୨୬/୦୩/୨୦୨୬ ଚିଠି ନଂ ୨୪୯୭ ରେ ଜବରଦଖଲକାରୀ ଙ୍କୁ ଜାଗା ଖାଲି କରିବା ପାଇଁ ନୋଟିସ ଦେଇଥିଲେ ।ଆଜି ରଣପୁର ତହସିଲଦାର ଏନଫୋର୍ସମେଣ୍ଟ ଟିମ୍ ର ସହାୟତା ରେ ଜବରଦଖଲ ଉଚ୍ଛେଦ ପାଇଁ ଆସିଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ ପରେ ରଣପୁର ତହସିଲଦାର ଓ ପୋଲିସ ଅଧିକାରୀ ଲୋକଙ୍କୁ ବୁଝସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।ବାଧ୍ୟ ହୋଇ ପ୍ରଶାସନ ଆଜିର ଉଚ୍ଛେଦ ପ୍ରକ୍ରିୟା କୁ ସ୍ଥଗିତ ରଖିଥିବା ବେଳେ ରଣପୁର ପୋଲିସ ସରକାରୀ କାର୍ଯ୍ୟ ରେ ବାଧା ଦେବା ପାଇଁ ଗ୍ରାମବାସୀ ଙ୍କ ବିରୋଧ ରେ ମାମଲା ରୁଜୁ କରିଛି।1
- ଗ୍ରାମ ମାରଲାଙ୍ଗା ଗାଁ ଦୁରିକୁପୁଡ଼ା ମହୁଲ ଭଜା ଜାତରା ହଇ ଥିଲା ଅପଣଙ୍କ ଦେଖାଉ ଛି1
- ଅରିଲୋ ପଞ୍ଚାୟତ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ଜଗତସିଂହପୁର ତା =15/4/26 ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ପଞ୍ଚାୟତ ସମିତି ଅନ୍ତର୍ଗତ ଅରିଲୋ ପଞ୍ଚାୟତ ର ନୂତନ କଲ୍ୟାଣ ମଣ୍ଡପ, ଉଜ୍ବଳ ଆଲୋକ ସେବା, ନେତପୁର ଠାରେ ନୂତନ ଯଜ୍ଞ ମଣ୍ଡପ, ଏକ ଲକ୍ଷ୍ୟ କ୍ଷମତା ବିଶିଷ୍ଟ ବସୁଧା ପାଣି ଟାଙ୍କି ଆଦି ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥିଭାବେ ଜଗତସିଂହପୁର ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ | ସଂମ୍ମାନିତ ଅତିଥିଭାବେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା | ବାଲିକୁଦା ପଞ୍ଚାୟତ ସମିତି ଅଧକ୍ଷ୍ୟ ପ୍ରକାଶ ଚନ୍ଦ୍ର ପ୍ରଧାନ | ଉପାଧକ୍ଷା ପ୍ରିୟମ୍ବଦା ପଲାଉରୀ | ଜ଼ିଲ୍ଲା ପରିଷଦ ସଭ୍ୟା ଡଲି ପଣ୍ଡା | ମଣ୍ଡଳ ଉନ୍ନୟନ ଅଧିକାରୀ ସାଗର କୁମାର ନନ୍ଦ | ସରପଞ୍ଚ ପ୍ରଶାନ୍ତ କୁମାର ବାରିକ | ନ୍ୟାୟବ ସରପଞ୍ଚ ଯାଜ୍ଞସେନୀ ସ୍ୱାଇଁ ପ୍ରମୁଖ ଯୋଗଦେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ କରିଥିଲେ | ଏ ସମସ୍ତ କାର୍ଯ୍ୟକ୍ରମ କୁ ସାଂସଦ ଙ୍କ ପ୍ରତିନିଧି ପ୍ରଶାନ୍ତ ସ୍ୱାଇଁ, ବରିଷ୍ଟ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ କୁମାର ମହାନ୍ତି, ଶ୍ରୀକାନ୍ତ ଦାସ, ମୋହିତ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ | ଜଗତସିଂହପୁର ରୁ ଗଣେଶ ପାଣିଗ୍ରାହୀ ଙ୍କ ରିପୋର୍ଟ1