logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବେଆଇନ ଜବରଦଖଲ ଉଚ୍ଛେଦ ବେଳେ ରଣପୁର ତହସିଲଦାର୍ ଙ୍କୁ ଗ୍ରାମବାସୀ ଙ୍କ ବିରୋଧ । ବେଆଇନ ଜବରଦଖଲ ଉଚ୍ଛେଦ ନେଇ ରଣପୁର ତହସିଲଦାର ଙ୍କୁ ଗ୍ରାମବାସୀ ଙ୍କ ବିରୋଧ । ଗ୍ରାମବାସୀ ଙ୍କ ବିରୋଧ ପାଇଁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ । ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଲୋଧଚୁଆ ରାଜସ୍ୱ ନିରୀକ୍ଷକଙ୍କ ସର୍କଲ ରେ ଥିବା ବାଙ୍କପୁର ମୈଜା ର ଖାତା ନଂ -୨୩୬,ପ୍ଲଟ ନଂ -୪୩୨ ବଗାୟତ ୨ ଅନାବାଦୀ କିସମ ଜମିକୁ ଗ୍ରାମବାସୀ ଭୋଗଦଖଲ କରିଆସୁଥିବା ବେଳେ ସେହି ଗ୍ରାମ ର ପୃଥିରାଜ ସାମନ୍ତରାୟ ଏହାକୁ ନିଜର ପୈତୃକ ସମ୍ପତ୍ତି ବୋଲି ଦାବି କରି ଆସୁଥିଲେ । ଏହାକୁ ଗ୍ରାମବାସୀ ବିରୋଧ କରିବା ସହ ଗ୍ରାମ ର କିଛି ଗରିବ ଶ୍ରେଣୀ ର ବାସହୀନ ଲୋକଙ୍କୁ ଘର କରିବା ପାଇଁ ଦେଇଥିଲେ ଏବଂ କିଛି ଜଣ ମଧ୍ୟ ଏହି ଜାଗା ରେ ଘର କରି ବସବାସ କରୁଥିଲେ । ଏହାକୁ ନେଇ ପୃଥିରାଜ ସାମନ୍ତରାୟ ମାନ୍ୟବର ହାଇକୋର୍ଟ ଙ୍କ ନିକଟରେ ୦୮/୦୯/୨୦୨୫ ରେ O.P.L.E କେସ ନଂ ୩୬/୨୫-୨୬ ଏକ ମାମଲା ରୁଜୁ କରିଥିଲେ । ମାନ୍ୟବର ହାଇକୋର୍ଟ ୨୯/୦୯/୨୦୨୫ ରେ ଚିଠି ନଂ ୨୩୯୧୭/୨୫ ରେ ନୟାଗଡ଼ ସବ୍ କଲେକ୍ଟର ଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରଣପୁର ତହସିଲଦାର ଓ ଲୋଧଚୁଆ ରାଜସ୍ୱ ବିଭାଗ ଏହାର ତଦନ୍ତ କରି ସବ୍ କଲେକ୍ଟର ଙ୍କୁ ରିପୋର୍ଟ ଦେଲାପରେ ରଣପୁର ତହସିଲଦାର ୨୬/୦୩/୨୦୨୬ ଚିଠି ନଂ ୨୪୯୭ ରେ ଜବରଦଖଲକାରୀ ଙ୍କୁ ଜାଗା ଖାଲି କରିବା ପାଇଁ ନୋଟିସ ଦେଇଥିଲେ ।ଆଜି ରଣପୁର ତହସିଲଦାର ଏନଫୋର୍ସମେଣ୍ଟ ଟିମ୍ ର ସହାୟତା ରେ ଜବରଦଖଲ ଉଚ୍ଛେଦ ପାଇଁ ଆସିଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ ପରେ ରଣପୁର ତହସିଲଦାର ଓ ପୋଲିସ ଅଧିକାରୀ ଲୋକଙ୍କୁ ବୁଝସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।ବାଧ୍ୟ ହୋଇ ପ୍ରଶାସନ ଆଜିର ଉଚ୍ଛେଦ ପ୍ରକ୍ରିୟା କୁ ସ୍ଥଗିତ ରଖିଥିବା ବେଳେ ରଣପୁର ପୋଲିସ ସରକାରୀ କାର୍ଯ୍ୟ ରେ ବାଧା ଦେବା ପାଇଁ ଗ୍ରାମବାସୀ ଙ୍କ ବିରୋଧ ରେ ମାମଲା ରୁଜୁ କରିଛି।

2 hrs ago
user_Biswajit Nayak
Biswajit Nayak
Court reporter ରଣପୁର, ନୟାଗଡ଼, ଓଡ଼ିଶା•
2 hrs ago

ବେଆଇନ ଜବରଦଖଲ ଉଚ୍ଛେଦ ବେଳେ ରଣପୁର ତହସିଲଦାର୍ ଙ୍କୁ ଗ୍ରାମବାସୀ ଙ୍କ ବିରୋଧ । ବେଆଇନ ଜବରଦଖଲ ଉଚ୍ଛେଦ ନେଇ ରଣପୁର ତହସିଲଦାର ଙ୍କୁ ଗ୍ରାମବାସୀ ଙ୍କ ବିରୋଧ । ଗ୍ରାମବାସୀ ଙ୍କ ବିରୋଧ ପାଇଁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ । ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଲୋଧଚୁଆ ରାଜସ୍ୱ ନିରୀକ୍ଷକଙ୍କ ସର୍କଲ ରେ ଥିବା ବାଙ୍କପୁର ମୈଜା ର ଖାତା ନଂ -୨୩୬,ପ୍ଲଟ ନଂ -୪୩୨ ବଗାୟତ ୨ ଅନାବାଦୀ କିସମ ଜମିକୁ ଗ୍ରାମବାସୀ ଭୋଗଦଖଲ କରିଆସୁଥିବା ବେଳେ ସେହି ଗ୍ରାମ ର ପୃଥିରାଜ ସାମନ୍ତରାୟ ଏହାକୁ ନିଜର ପୈତୃକ ସମ୍ପତ୍ତି ବୋଲି ଦାବି କରି ଆସୁଥିଲେ । ଏହାକୁ ଗ୍ରାମବାସୀ ବିରୋଧ କରିବା ସହ ଗ୍ରାମ ର କିଛି ଗରିବ ଶ୍ରେଣୀ ର ବାସହୀନ ଲୋକଙ୍କୁ ଘର କରିବା ପାଇଁ ଦେଇଥିଲେ ଏବଂ କିଛି ଜଣ ମଧ୍ୟ ଏହି ଜାଗା ରେ ଘର କରି ବସବାସ କରୁଥିଲେ । ଏହାକୁ ନେଇ ପୃଥିରାଜ ସାମନ୍ତରାୟ ମାନ୍ୟବର ହାଇକୋର୍ଟ ଙ୍କ ନିକଟରେ ୦୮/୦୯/୨୦୨୫ ରେ O.P.L.E କେସ ନଂ ୩୬/୨୫-୨୬ ଏକ ମାମଲା ରୁଜୁ କରିଥିଲେ । ମାନ୍ୟବର ହାଇକୋର୍ଟ ୨୯/୦୯/୨୦୨୫ ରେ ଚିଠି ନଂ ୨୩୯୧୭/୨୫ ରେ ନୟାଗଡ଼ ସବ୍ କଲେକ୍ଟର ଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରଣପୁର ତହସିଲଦାର ଓ ଲୋଧଚୁଆ ରାଜସ୍ୱ ବିଭାଗ ଏହାର ତଦନ୍ତ କରି ସବ୍ କଲେକ୍ଟର ଙ୍କୁ ରିପୋର୍ଟ ଦେଲାପରେ ରଣପୁର ତହସିଲଦାର ୨୬/୦୩/୨୦୨୬ ଚିଠି ନଂ ୨୪୯୭ ରେ ଜବରଦଖଲକାରୀ ଙ୍କୁ ଜାଗା ଖାଲି କରିବା ପାଇଁ ନୋଟିସ ଦେଇଥିଲେ ।ଆଜି ରଣପୁର ତହସିଲଦାର ଏନଫୋର୍ସମେଣ୍ଟ ଟିମ୍ ର ସହାୟତା ରେ ଜବରଦଖଲ ଉଚ୍ଛେଦ ପାଇଁ ଆସିଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ ପରେ ରଣପୁର ତହସିଲଦାର ଓ ପୋଲିସ ଅଧିକାରୀ ଲୋକଙ୍କୁ ବୁଝସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।ବାଧ୍ୟ ହୋଇ ପ୍ରଶାସନ ଆଜିର ଉଚ୍ଛେଦ ପ୍ରକ୍ରିୟା କୁ ସ୍ଥଗିତ ରଖିଥିବା ବେଳେ ରଣପୁର ପୋଲିସ ସରକାରୀ କାର୍ଯ୍ୟ ରେ ବାଧା ଦେବା ପାଇଁ ଗ୍ରାମବାସୀ ଙ୍କ ବିରୋଧ ରେ ମାମଲା ରୁଜୁ କରିଛି।

More news from ଓଡ଼ିଶା and nearby areas
  • ବେଆଇନ ଜବରଦଖଲ ଉଚ୍ଛେଦ ନେଇ ରଣପୁର ତହସିଲଦାର ଙ୍କୁ ଗ୍ରାମବାସୀ ଙ୍କ ବିରୋଧ । ଗ୍ରାମବାସୀ ଙ୍କ ବିରୋଧ ପାଇଁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ । ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଲୋଧଚୁଆ ରାଜସ୍ୱ ନିରୀକ୍ଷକଙ୍କ ସର୍କଲ ରେ ଥିବା ବାଙ୍କପୁର ମୈଜା ର ଖାତା ନଂ -୨୩୬,ପ୍ଲଟ ନଂ -୪୩୨ ବଗାୟତ ୨ ଅନାବାଦୀ କିସମ ଜମିକୁ ଗ୍ରାମବାସୀ ଭୋଗଦଖଲ କରିଆସୁଥିବା ବେଳେ ସେହି ଗ୍ରାମ ର ପୃଥିରାଜ ସାମନ୍ତରାୟ ଏହାକୁ ନିଜର ପୈତୃକ ସମ୍ପତ୍ତି ବୋଲି ଦାବି କରି ଆସୁଥିଲେ । ଏହାକୁ ଗ୍ରାମବାସୀ ବିରୋଧ କରିବା ସହ ଗ୍ରାମ ର କିଛି ଗରିବ ଶ୍ରେଣୀ ର ବାସହୀନ ଲୋକଙ୍କୁ ଘର କରିବା ପାଇଁ ଦେଇଥିଲେ ଏବଂ କିଛି ଜଣ ମଧ୍ୟ ଏହି ଜାଗା ରେ ଘର କରି ବସବାସ କରୁଥିଲେ । ଏହାକୁ ନେଇ ପୃଥିରାଜ ସାମନ୍ତରାୟ ମାନ୍ୟବର ହାଇକୋର୍ଟ ଙ୍କ ନିକଟରେ ୦୮/୦୯/୨୦୨୫ ରେ O.P.L.E କେସ ନଂ ୩୬/୨୫-୨୬ ଏକ ମାମଲା ରୁଜୁ କରିଥିଲେ । ମାନ୍ୟବର ହାଇକୋର୍ଟ ୨୯/୦୯/୨୦୨୫ ରେ ଚିଠି ନଂ ୨୩୯୧୭/୨୫ ରେ ନୟାଗଡ଼ ସବ୍ କଲେକ୍ଟର ଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରଣପୁର ତହସିଲଦାର ଓ ଲୋଧଚୁଆ ରାଜସ୍ୱ ବିଭାଗ ଏହାର ତଦନ୍ତ କରି ସବ୍ କଲେକ୍ଟର ଙ୍କୁ ରିପୋର୍ଟ ଦେଲାପରେ ରଣପୁର ତହସିଲଦାର ୨୬/୦୩/୨୦୨୬ ଚିଠି ନଂ ୨୪୯୭ ରେ ଜବରଦଖଲକାରୀ ଙ୍କୁ ଜାଗା ଖାଲି କରିବା ପାଇଁ ନୋଟିସ ଦେଇଥିଲେ ।ଆଜି ରଣପୁର ତହସିଲଦାର ଏନଫୋର୍ସମେଣ୍ଟ ଟିମ୍ ର ସହାୟତା ରେ ଜବରଦଖଲ ଉଚ୍ଛେଦ ପାଇଁ ଆସିଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ ପରେ ରଣପୁର ତହସିଲଦାର ଓ ପୋଲିସ ଅଧିକାରୀ ଲୋକଙ୍କୁ ବୁଝସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।ବାଧ୍ୟ ହୋଇ ପ୍ରଶାସନ ଆଜିର ଉଚ୍ଛେଦ ପ୍ରକ୍ରିୟା କୁ ସ୍ଥଗିତ ରଖିଥିବା ବେଳେ ରଣପୁର ପୋଲିସ ସରକାରୀ କାର୍ଯ୍ୟ ରେ ବାଧା ଦେବା ପାଇଁ ଗ୍ରାମବାସୀ ଙ୍କ ବିରୋଧ ରେ ମାମଲା ରୁଜୁ କରିଛି।
    1
    ବେଆଇନ ଜବରଦଖଲ ଉଚ୍ଛେଦ ନେଇ ରଣପୁର ତହସିଲଦାର ଙ୍କୁ ଗ୍ରାମବାସୀ ଙ୍କ ବିରୋଧ ।  
ଗ୍ରାମବାସୀ ଙ୍କ ବିରୋଧ ପାଇଁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ।
ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଲୋଧଚୁଆ  ରାଜସ୍ୱ ନିରୀକ୍ଷକଙ୍କ ସର୍କଲ ରେ ଥିବା ବାଙ୍କପୁର ମୈଜା ର ଖାତା ନଂ -୨୩୬,ପ୍ଲଟ ନଂ -୪୩୨ ବଗାୟତ ୨ ଅନାବାଦୀ କିସମ ଜମିକୁ ଗ୍ରାମବାସୀ ଭୋଗଦଖଲ କରିଆସୁଥିବା ବେଳେ ସେହି ଗ୍ରାମ ର ପୃଥିରାଜ ସାମନ୍ତରାୟ ଏହାକୁ ନିଜର  ପୈତୃକ ସମ୍ପତ୍ତି ବୋଲି ଦାବି କରି ଆସୁଥିଲେ । ଏହାକୁ ଗ୍ରାମବାସୀ ବିରୋଧ କରିବା ସହ ଗ୍ରାମ ର କିଛି ଗରିବ ଶ୍ରେଣୀ ର ବାସହୀନ ଲୋକଙ୍କୁ ଘର କରିବା ପାଇଁ ଦେଇଥିଲେ ଏବଂ କିଛି ଜଣ ମଧ୍ୟ ଏହି ଜାଗା ରେ ଘର  କରି ବସବାସ କରୁଥିଲେ   । ଏହାକୁ ନେଇ ପୃଥିରାଜ ସାମନ୍ତରାୟ ମାନ୍ୟବର ହାଇକୋର୍ଟ ଙ୍କ ନିକଟରେ  ୦୮/୦୯/୨୦୨୫ ରେ  O.P.L.E  କେସ ନଂ ୩୬/୨୫-୨୬ ଏକ ମାମଲା ରୁଜୁ କରିଥିଲେ । ମାନ୍ୟବର ହାଇକୋର୍ଟ ୨୯/୦୯/୨୦୨୫ ରେ ଚିଠି  ନଂ ୨୩୯୧୭/୨୫ ରେ  ନୟାଗଡ଼ ସବ୍ କଲେକ୍ଟର ଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରଣପୁର ତହସିଲଦାର ଓ ଲୋଧଚୁଆ ରାଜସ୍ୱ ବିଭାଗ ଏହାର ତଦନ୍ତ କରି ସବ୍ କଲେକ୍ଟର ଙ୍କୁ ରିପୋର୍ଟ ଦେଲାପରେ ରଣପୁର ତହସିଲଦାର ୨୬/୦୩/୨୦୨୬  ଚିଠି ନଂ ୨୪୯୭ ରେ ଜବରଦଖଲକାରୀ ଙ୍କୁ  ଜାଗା ଖାଲି କରିବା ପାଇଁ  ନୋଟିସ ଦେଇଥିଲେ ।ଆଜି ରଣପୁର ତହସିଲଦାର ଏନଫୋର୍ସମେଣ୍ଟ ଟିମ୍ ର ସହାୟତା ରେ ଜବରଦଖଲ ଉଚ୍ଛେଦ ପାଇଁ ଆସିଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ ପରେ ରଣପୁର ତହସିଲଦାର ଓ ପୋଲିସ ଅଧିକାରୀ ଲୋକଙ୍କୁ ବୁଝସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।ବାଧ୍ୟ ହୋଇ ପ୍ରଶାସନ ଆଜିର ଉଚ୍ଛେଦ ପ୍ରକ୍ରିୟା କୁ ସ୍ଥଗିତ ରଖିଥିବା ବେଳେ ରଣପୁର ପୋଲିସ ସରକାରୀ କାର୍ଯ୍ୟ ରେ ବାଧା ଦେବା ପାଇଁ ଗ୍ରାମବାସୀ ଙ୍କ ବିରୋଧ ରେ ମାମଲା ରୁଜୁ କରିଛି।
    user_Biswajit Nayak
    Biswajit Nayak
    Court reporter ରଣପୁର, ନୟାଗଡ଼, ଓଡ଼ିଶା•
    2 hrs ago
  • ପିଅନ ଯୁଗଳ ବାବୁଙ୍କୁ ଘଣ୍ଟ ଘଡାଉ ଛନ୍ତି ବିଧାୟକ ଅରୁଣ ସାହୁ ଏବଂ ରମେଶ ବେହେରା #spnewstvliveodia #BreakingNews #nayagarhnews
    1
    ପିଅନ ଯୁଗଳ ବାବୁଙ୍କୁ ଘଣ୍ଟ ଘଡାଉ ଛନ୍ତି ବିଧାୟକ ଅରୁଣ ସାହୁ ଏବଂ ରମେଶ ବେହେରା #spnewstvliveodia #BreakingNews #nayagarhnews
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    7 hrs ago
  • Post by Sujit Tripathy
    1
    Post by Sujit Tripathy
    user_Sujit Tripathy
    Sujit Tripathy
    Accountant ଗାଡ଼ିସାଗଡ଼ା, ପୁରୀ, ଓଡ଼ିଶା•
    2 hrs ago
  • Significant Women Empowerment and Support by PM Modi ji which is a historic step.
    1
    Significant Women Empowerment and Support by PM Modi ji which is a historic step.
    user_Susanta Kumar Patnaik
    Susanta Kumar Patnaik
    Building society ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    9 hrs ago
  • ehaku pariskar darkar sabu dina
    2
    ehaku pariskar darkar sabu dina
    user_Badala kumar sahoo
    Badala kumar sahoo
    ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    23 hrs ago
  • Post by ପ୍ରଶାନ୍ତ କୁମାର ଯାଦବ
    3
    Post by ପ୍ରଶାନ୍ତ କୁମାର ଯାଦବ
    user_ପ୍ରଶାନ୍ତ କୁମାର ଯାଦବ
    ପ୍ରଶାନ୍ତ କୁମାର ଯାଦବ
    Brahmagiri, Puri•
    8 hrs ago
  • ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୂଳିଙ୍ଗି ଗ୍ରାମ ପଞ୍ଚାୟତର ତେଲାପଲ୍ଲୀ ଗ୍ରାମରେ ବହୁ ପ୍ରାଚୀନ କାଳରୁ ଗାଁ ଶେଷ ମୁଣ୍ଡରେ ପୂଜା ପାଉଥିବା ଏକ ଦେବୀ ବା ଶକ୍ତି ସଂକେତ ପ୍ରତିମା l ଏକ ପଥରରେ ସିନ୍ଦୂର ଆଦି ବୋଳି ତାହା ଚାରିପଟେ ମାଟି ଘୋଡାରେ ସଜାଇ ଶଙ୍ଖା, ଶାଢିରେ ସଜାଇ ପ୍ରତୀକାତ୍ମକ ଭାବେ ପୂଜା କରାଯାଏ l ମା ମାଳୁଆଣି, ବୁଢ଼ୀ ଠାକୁରାଣୀ, ନେଲା ଆମ୍ମା , ଚଞ୍ଚଳା ଆମ୍ମମା ଗ୍ରାମଦେବତୀ ରୂପରେ ପୂଜା ପାଇ ଆସୁଛନ୍ତି l ତେଲାପଲ୍ଲୀ ଗ୍ରାମର ସେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ହୋଇଥିବାରୁ ପ୍ରତ୍ୟେକଶୁଭ କାର୍ଯ୍ୟ ଯଥା ବିବାହ ବ୍ରତ ଆଦି କାର୍ଯ୍ୟରେ ପ୍ରଥମେ ମାଙ୍କ ପାଖରେ ଶରଣଗତ ହୋଇଥାନ୍ତି l ମା ମାଳୁଆଣି ପ୍ରତ୍ୟକ୍ଷ ଠାକୁରାଣୀ ଡାକିଲେ ଶୁଣନ୍ତି l ପ୍ରତ୍ୟକ୍ଷ ଠାକୁରାଣୀ ବୋଲି ଚାରିଆଡ଼େ ମାଆଙ୍କର ହୁରିପଡେ l ଲୋକମାନଙ୍କର ଅଗାଧ ବିଶ୍ବାସକୁ ମା ପଣତକାନିରେ ଘୋଡାଇ ଅନନ୍ତ ଚକ୍ଷୁର ଆଡୁଆଳରେ ଗ୍ରାମର ପ୍ରତ୍ୟେକ ବ୍ୟକ୍ତିଙ୍କୁ ରଖିଛନ୍ତି l ମାଙ୍କର ଇତିହାସ ଜେଜେ ମାଙ୍କ ଗପ ପେଡିରୁ କେବେ ସରିନି ତ ସତ ସେହିପରି ଅଲୌକିକ ଘଟଣା ଗ୍ରାମବାସୀଙ୍କ ଜୀବନରେ ଘଟିଛି l ସେହି ମାଳୁଆଣି ମାଆଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଗଞ୍ଜାମର ସୁପରିଚିତ ଜଣା ଶୁଣା ମଞ୍ଚ ନାଟ୍ୟ ନିର୍ଦ୍ଦେଶକ ଗୁରୁ ଶ୍ରୀ CH.ରାଜୀବ ଲୋଚନ ରେଡ୍ଡୀ ସାରଙ୍କ ଜନ୍ମ ମାଟି ତେଲାପଲ୍ଲୀ ଅଜି ଚଳ ଚଞ୍ଚଳ l ଗ୍ରାମବାସୀଙ୍କ ଆନନ୍ଦ ନ କହିଲେ ସରେ ଚଳିତ ୨୦.୦୪.୨୦୨୬ ସୋମବାର ଠାରୁ ୨୪.୦୪.୨୦୨୬ ଶୁକ୍ରବାର ପର୍ଯ୍ୟନ୍ତ ପଞ୍ଚଦିନ ବ୍ୟାପି ତେଲାପଲ୍ଲୀ ଗ୍ରାମରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ l ପ୍ରତି ଦିନ ଘୃତ ଯଜ୍ଞ , ଅର୍ଣ୍ଣ ଯଜ୍ଞ, ନାମ ଯଜ୍ଞ, ଜ୍ଞାନଯଜ୍ଞାଦି ମହା ସମରରେ ଅନୁଷ୍ଠିତ ହବ ସେଥିରେ ମୂଖ୍ୟ ପଣ୍ଡିତ ସରୋଜ କୁମାର ଶତପଥି, ମୁଖ୍ୟ ପୁରୋହିତ କାଳୁ ଚରଣ ରଥ , ମହନ୍ତ ଶ୍ରୀ ସନାତନ ଦାସ ଜି ମହାରାଜ, ବାବାଜୀ ଶ୍ରୀ ନାରାୟଣ ଦାସ ଜି ମହାରାଜ ଯୋଗଦାନ ଦେଇ କାର୍ଯ୍ୟକୁ ସଫାଲ୍ୟ ମଣ୍ଡିତ କରିବେ l ସହପରିବାର ଓ ସବା ନ୍ଧବ ଉକ୍ତ ଧାର୍ମିକ ଅନୁଷ୍ଠାନରେ ସହଯୋଗ କରି ବିଭୁକୃପା ଲାଭ କରିବାକୁ ତେଲାପଲ୍ଲୀ ଗ୍ରାମବାସୀଙ୍କ ଓ ମଞ୍ଚ ନାଟ୍ୟ ନିର୍ଦ୍ଦେଶକ ଗୁରୁଶ୍ରୀ ରାଜୀବ ରେଡ୍ଡୀସାରଙ୍କ ଏକାନ୍ତ ନିବେଦନ l
    1
    ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୂଳିଙ୍ଗି ଗ୍ରାମ ପଞ୍ଚାୟତର  ତେଲାପଲ୍ଲୀ ଗ୍ରାମରେ ବହୁ ପ୍ରାଚୀନ କାଳରୁ ଗାଁ ଶେଷ ମୁଣ୍ଡରେ ପୂଜା ପାଉଥିବା ଏକ ଦେବୀ ବା ଶକ୍ତି ସଂକେତ ପ୍ରତିମା l ଏକ ପଥରରେ ସିନ୍ଦୂର ଆଦି ବୋଳି ତାହା ଚାରିପଟେ ମାଟି ଘୋଡାରେ ସଜାଇ ଶଙ୍ଖା, ଶାଢିରେ ସଜାଇ ପ୍ରତୀକାତ୍ମକ ଭାବେ ପୂଜା କରାଯାଏ l ମା ମାଳୁଆଣି, ବୁଢ଼ୀ ଠାକୁରାଣୀ, ନେଲା ଆମ୍ମା , ଚଞ୍ଚଳା ଆମ୍ମମା ଗ୍ରାମଦେବତୀ ରୂପରେ ପୂଜା ପାଇ ଆସୁଛନ୍ତି l  ତେଲାପଲ୍ଲୀ ଗ୍ରାମର ସେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ହୋଇଥିବାରୁ ପ୍ରତ୍ୟେକଶୁଭ କାର୍ଯ୍ୟ ଯଥା ବିବାହ ବ୍ରତ ଆଦି କାର୍ଯ୍ୟରେ ପ୍ରଥମେ ମାଙ୍କ ପାଖରେ ଶରଣଗତ ହୋଇଥାନ୍ତି l ମା  ମାଳୁଆଣି ପ୍ରତ୍ୟକ୍ଷ ଠାକୁରାଣୀ ଡାକିଲେ ଶୁଣନ୍ତି l ପ୍ରତ୍ୟକ୍ଷ ଠାକୁରାଣୀ ବୋଲି ଚାରିଆଡ଼େ ମାଆଙ୍କର ହୁରିପଡେ l ଲୋକମାନଙ୍କର ଅଗାଧ ବିଶ୍ବାସକୁ ମା ପଣତକାନିରେ ଘୋଡାଇ ଅନନ୍ତ ଚକ୍ଷୁର ଆଡୁଆଳରେ ଗ୍ରାମର ପ୍ରତ୍ୟେକ ବ୍ୟକ୍ତିଙ୍କୁ ରଖିଛନ୍ତି l ମାଙ୍କର ଇତିହାସ ଜେଜେ ମାଙ୍କ ଗପ ପେଡିରୁ କେବେ ସରିନି ତ ସତ ସେହିପରି ଅଲୌକିକ ଘଟଣା ଗ୍ରାମବାସୀଙ୍କ ଜୀବନରେ ଘଟିଛି l ସେହି ମାଳୁଆଣି ମାଆଙ୍କ  ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଗଞ୍ଜାମର ସୁପରିଚିତ ଜଣା ଶୁଣା ମଞ୍ଚ ନାଟ୍ୟ ନିର୍ଦ୍ଦେଶକ ଗୁରୁ ଶ୍ରୀ CH.ରାଜୀବ ଲୋଚନ ରେଡ୍ଡୀ ସାରଙ୍କ ଜନ୍ମ ମାଟି ତେଲାପଲ୍ଲୀ ଅଜି ଚଳ ଚଞ୍ଚଳ l ଗ୍ରାମବାସୀଙ୍କ ଆନନ୍ଦ ନ କହିଲେ ସରେ ଚଳିତ ୨୦.୦୪.୨୦୨୬ ସୋମବାର ଠାରୁ ୨୪.୦୪.୨୦୨୬ ଶୁକ୍ରବାର ପର୍ଯ୍ୟନ୍ତ ପଞ୍ଚଦିନ ବ୍ୟାପି ତେଲାପଲ୍ଲୀ ଗ୍ରାମରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ l  ପ୍ରତି ଦିନ ଘୃତ ଯଜ୍ଞ , ଅର୍ଣ୍ଣ ଯଜ୍ଞ, ନାମ ଯଜ୍ଞ, ଜ୍ଞାନଯଜ୍ଞାଦି ମହା ସମରରେ ଅନୁଷ୍ଠିତ ହବ ସେଥିରେ ମୂଖ୍ୟ ପଣ୍ଡିତ ସରୋଜ କୁମାର ଶତପଥି, ମୁଖ୍ୟ ପୁରୋହିତ କାଳୁ ଚରଣ ରଥ , ମହନ୍ତ ଶ୍ରୀ ସନାତନ ଦାସ ଜି ମହାରାଜ, ବାବାଜୀ ଶ୍ରୀ ନାରାୟଣ ଦାସ ଜି ମହାରାଜ ଯୋଗଦାନ ଦେଇ କାର୍ଯ୍ୟକୁ ସଫାଲ୍ୟ ମଣ୍ଡିତ କରିବେ l  ସହପରିବାର ଓ ସବା ନ୍ଧବ ଉକ୍ତ ଧାର୍ମିକ ଅନୁଷ୍ଠାନରେ ସହଯୋଗ କରି ବିଭୁକୃପା ଲାଭ କରିବାକୁ  ତେଲାପଲ୍ଲୀ ଗ୍ରାମବାସୀଙ୍କ ଓ ମଞ୍ଚ ନାଟ୍ୟ ନିର୍ଦ୍ଦେଶକ ଗୁରୁଶ୍ରୀ  ରାଜୀବ ରେଡ୍ଡୀସାରଙ୍କ ଏକାନ୍ତ ନିବେଦନ l
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • ଉଦଘାଟନ ହୋଇଯାଇଛି ଦୁଲଣା ମହୋତ୍ସବ 2026 #spnewstvliveodia #dulanamohostav #cuttacknews
    1
    ଉଦଘାଟନ ହୋଇଯାଇଛି ଦୁଲଣା ମହୋତ୍ସବ 2026 #spnewstvliveodia #dulanamohostav #cuttacknews
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.