logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଢେଙ୍କାନାଳ ସହରର ୧୦ ନଂ ୱ।ଡ2 ଅମିତ ନିଖୋଜ ଯେଉଁ ବ୍ୟକ୍ରି ପିଲାଟି ର ଖବର ପାଇବେ ଜଣାଇ ବାକୁ ଅନୁରୋଧ ଅମିତ ନାଏକ (10 ବର୍ଷ ) ପିତା - ସ୍ୱ ରବି ନାଏକ, ମାତା - ବାଜି ନାଏକ, ୱାର୍ଡ ନଂ ୧୦, ସରଜଙ୍ଗସାହି, ଢେଙ୍କାନାଳ, ଗତ ୨୮ ଜୁଲାଇ ସକାଳ ୯ ଟା ଠାରୁ ଢେଙ୍କାନାଳ ସହରର ଜବାହାର ଚୌକ ଛକ ପାଖରୁ ନିରୁଦିଷ୍ଟ ହୋଇଯାଇଛି। ପିଲାଟି ଜନ୍ମରୁ ମାନସିକ ଅନାଗ୍ରସର। ବାପା ନଥିବାରୁ ମାଆ ବିଭିନ୍ନ ଘର, ହୋଟେଲ ଇତ୍ୟାଦିରେ ଧୂଆପୋଛା କାମ କରେ। ସେଦିନ ମାଆ ବାଜି ଜବାହାର ଚୌକ ଛକ ପାଖରେ ଗୋଟିଏ ଛୋଟ ହୋଟେଲରେ ପୋଛା ଲଗାଉ ଥିବାବେଳ ପୁଅଟି ସେହିଠାରୁ କେଉଁ ଆଡ଼େ ନିଖୋଜ ହୋଇଯାଇଛି। ଯଦି କେହି ସହୃଦୟ ବ୍ୟକ୍ତି କିଛି ସନ୍ଧାନ ପାଆନ୍ତି ତେବେ ଦୟାକରି ମୋ ନଂ 8249862602 ସଞ୍ଜିତ ନାଏକ ଙ୍କୁ ସୂଚନା ଦେବାପାଇଁ ଅନୁରୋଧ । ଜୁଲାଇ ୨୮ ତାରିଖରେ ଟାଉନ ଥାନାରେ ଅଭିଯୋଗ କରାଯାଇଛି। ଟାଉନର ବହୁତ ସ୍ଥାନରେ ସିସିଟିସି ଲାଗିଛି। କିନ୍ତୁ କିଛି ସନ୍ଧାନ ମିଳିନାହିଁ।

2 hrs ago
user_Dipak Kumar Nayak
Dipak Kumar Nayak
Voice of people Dhenkanal Sadar, Odisha•
2 hrs ago
3ec86824-7ef1-4ede-bef2-9015315a9f33
3993d99b-a237-4d31-8a6d-be35a8d50b2c

ଢେଙ୍କାନାଳ ସହରର ୧୦ ନଂ ୱ।ଡ2 ଅମିତ ନିଖୋଜ ଯେଉଁ ବ୍ୟକ୍ରି ପିଲାଟି ର ଖବର ପାଇବେ ଜଣାଇ ବାକୁ ଅନୁରୋଧ ଅମିତ ନାଏକ (10 ବର୍ଷ ) ପିତା - ସ୍ୱ ରବି ନାଏକ, ମାତା - ବାଜି ନାଏକ, ୱାର୍ଡ ନଂ ୧୦, ସରଜଙ୍ଗସାହି, ଢେଙ୍କାନାଳ, ଗତ ୨୮ ଜୁଲାଇ ସକାଳ ୯ ଟା ଠାରୁ ଢେଙ୍କାନାଳ ସହରର ଜବାହାର ଚୌକ ଛକ ପାଖରୁ ନିରୁଦିଷ୍ଟ ହୋଇଯାଇଛି। ପିଲାଟି ଜନ୍ମରୁ ମାନସିକ ଅନାଗ୍ରସର। ବାପା ନଥିବାରୁ ମାଆ ବିଭିନ୍ନ ଘର, ହୋଟେଲ ଇତ୍ୟାଦିରେ ଧୂଆପୋଛା କାମ କରେ। ସେଦିନ ମାଆ ବାଜି ଜବାହାର ଚୌକ ଛକ ପାଖରେ ଗୋଟିଏ ଛୋଟ ହୋଟେଲରେ ପୋଛା ଲଗାଉ ଥିବାବେଳ ପୁଅଟି ସେହିଠାରୁ କେଉଁ ଆଡ଼େ ନିଖୋଜ ହୋଇଯାଇଛି। ଯଦି କେହି ସହୃଦୟ ବ୍ୟକ୍ତି କିଛି ସନ୍ଧାନ ପାଆନ୍ତି ତେବେ ଦୟାକରି ମୋ ନଂ 8249862602 ସଞ୍ଜିତ ନାଏକ ଙ୍କୁ ସୂଚନା ଦେବାପାଇଁ ଅନୁରୋଧ । ଜୁଲାଇ ୨୮ ତାରିଖରେ ଟାଉନ ଥାନାରେ ଅଭିଯୋଗ କରାଯାଇଛି। ଟାଉନର ବହୁତ ସ୍ଥାନରେ ସିସିଟିସି ଲାଗିଛି। କିନ୍ତୁ କିଛି ସନ୍ଧାନ ମିଳିନାହିଁ।

More news from Odisha and nearby areas
  • #ଆବାସ_ସର୍ଭ_କୁ_ନେଇ_ନିର୍ବାହୀ_ଅଧିକାରୀ_ଉପରେ_ବର୍ଷିଲେ_ଯୋଗାଣ_ମନ୍ତ୍ରୀ.... ଘଟଣାସ୍ଥଳ ପରିଦର୍ଶନ ବେଳେ ଅଧିକାରୀଙ୍କ ଉପରେ ବର୍ଷିଲେ ମନ୍ତ୍ରୀପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଥିଲା । ଏହାର ସମୀକ୍ଷା କରିବା ପାଇଁ ଘଟଣାସ୍ଥଳ ପରିଦର୍ଶନରେ ଯାଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେଠାରେ ଯୋଗ୍ୟ ହିତାଧିକାରୀ ଘର ନ ପାଇଥ‌ିବା ଦେଖି ଢେଙ୍କାନାଳ ସଦର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ ବର୍ଷିଥିଲେ ମନ୍ତ୍ରୀ.. #KrishnaChandraPatra #PMAY #Dhenkanal #OdishaPolitics #HousingScheme #GovernmentScheme #Beneficiarylssue #OdishaNews #DhenkanalnewsOdisha
    1
    #ଆବାସ_ସର୍ଭ_କୁ_ନେଇ_ନିର୍ବାହୀ_ଅଧିକାରୀ_ଉପରେ_ବର୍ଷିଲେ_ଯୋଗାଣ_ମନ୍ତ୍ରୀ....

ଘଟଣାସ୍ଥଳ ପରିଦର୍ଶନ ବେଳେ ଅଧିକାରୀଙ୍କ ଉପରେ
ବର୍ଷିଲେ ମନ୍ତ୍ରୀପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଥିଲା । ଏହାର ସମୀକ୍ଷା କରିବା ପାଇଁ ଘଟଣାସ୍ଥଳ ପରିଦର୍ଶନରେ ଯାଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେଠାରେ ଯୋଗ୍ୟ ହିତାଧିକାରୀ ଘର ନ ପାଇଥ‌ିବା ଦେଖି ଢେଙ୍କାନାଳ ସଦର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ନିର୍ବାହୀ
ଅଧିକାରୀଙ୍କ ଉପରେ ବର୍ଷିଥିଲେ ମନ୍ତ୍ରୀ..

#KrishnaChandraPatra #PMAY #Dhenkanal
#OdishaPolitics #HousingScheme
#GovernmentScheme #Beneficiarylssue
#OdishaNews #DhenkanalnewsOdisha
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    38 min ago
  • ଢେଙ୍କାନାଳ ଟାଟା ପକ୍ଷରୁ ୫ମ ଶ୍ରେଣୀ ପାସ କରିଥିବା ଯୁବକ ଯୁବତୀ ମାନଙ୍କ ପାଇଁ ରୋଜଗାର କରିବା ପାଇଁ ସୁଯୋଗ
    1
    ଢେଙ୍କାନାଳ ଟାଟା ପକ୍ଷରୁ ୫ମ ଶ୍ରେଣୀ ପାସ କରିଥିବା ଯୁବକ ଯୁବତୀ ମାନଙ୍କ ପାଇଁ ରୋଜଗାର କରିବା ପାଇଁ ସୁଯୋଗ
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    9 hrs ago
  • ତିଗିରିଆ ବ୍ଲକ ଗଦାଧର ପୁର ପଞ୍ଚାୟତ କଳିବିରି ଗ୍ରାମରେ ବନ୍ୟା ବିପନ୍ନଙ୍କ ଶୁଖିଲା ଖାଦ୍ଯ ଯୋଗାଇଲେ ଆଠଗଡ ତିଗିରିଆ ବିଜେପି ନେତା ଅଭୟ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀ ତିଗିରିଆ ବ୍ଳକ ବଡନାଉପୁଟ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡହତା , ବଉଳାଙ୍ଗ, ଶାଳୀଜଙ୍ଗା, ଗ୍ରାମ ମାନଙ୍କରେ ବନ୍ୟା ପ୍ରଭାବିତ ପରିଦର୍ଶନ କରି ଲୋକଙ୍କ ସହ ଆଲୋଚନା କଲେ , ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶ୍ରୀଯୁକ୍ତ ଅଭୟ କୁମାର ବାରିକ। ପ୍ରତ୍ୟେକ ବନ୍ୟା ବିପନ୍ନଙ୍କ ନିକଟରେ ଆବଶ୍ୟକ ରିଲିଫ୍ ସାମଗ୍ରୀ ଶୀଘ୍ର ପହଞ୍ଚାଇବା ଏବଂ ଖଣ୍ଡହତା ରେ ନଦୀବନ୍ଧ ଭାଙ୍ଗିଛି ସେ ବିଷୟ ରେ ତିଗିରିଆ ତହସିଲଦାରଙ୍କ ସହିତ ଆଲୋଚନା କଲେ, ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶ୍ରୀଯୁକ୍ତ ଅଭୟ କୁମାର ବାରିକ।
    1
    ତିଗିରିଆ ବ୍ଲକ ଗଦାଧର ପୁର ପଞ୍ଚାୟତ କଳିବିରି ଗ୍ରାମରେ ବନ୍ୟା ବିପନ୍ନଙ୍କ ଶୁଖିଲା ଖାଦ୍ଯ ଯୋଗାଇଲେ ଆଠଗଡ ତିଗିରିଆ ବିଜେପି  ନେତା ଅଭୟ 
ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀ ତିଗିରିଆ ବ୍ଳକ ବଡନାଉପୁଟ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡହତା , ବଉଳାଙ୍ଗ, ଶାଳୀଜଙ୍ଗା, ଗ୍ରାମ ମାନଙ୍କରେ ବନ୍ୟା ପ୍ରଭାବିତ ପରିଦର୍ଶନ କରି ଲୋକଙ୍କ ସହ ଆଲୋଚନା କଲେ , ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶ୍ରୀଯୁକ୍ତ ଅଭୟ କୁମାର ବାରିକ। ପ୍ରତ୍ୟେକ ବନ୍ୟା ବିପନ୍ନଙ୍କ ନିକଟରେ ଆବଶ୍ୟକ ରିଲିଫ୍ ସାମଗ୍ରୀ ଶୀଘ୍ର ପହଞ୍ଚାଇବା ଏବଂ ଖଣ୍ଡହତା ରେ ନଦୀବନ୍ଧ ଭାଙ୍ଗିଛି ସେ ବିଷୟ ରେ ତିଗିରିଆ ତହସିଲଦାରଙ୍କ ସହିତ ଆଲୋଚନା କଲେ, ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶ୍ରୀଯୁକ୍ତ ଅଭୟ କୁମାର ବାରିକ।
    user_MANAS SAHOO
    MANAS SAHOO
    Local News Reporter ଆଠଗଡ଼, କଟକ, ଓଡ଼ିଶା•
    23 hrs ago
  • ନେହୁର ଯୁବ କେନ୍ଦ୍ର ପକ୍ଷରୁ ନିଶାମୁକ୍ତ ଯୁବ ବିକଶିତ ଭାରତ ଶୀର୍ଷକ ଜ଼ିଲ୍ଲା ସ୍ତରୀୟ ପ୍ରତିଯୋଗିତା ନେହୁର ଯୁବ କେନ୍ଦ୍ର ପକ୍ଷରୁ ନିଶାମୁକ୍ତ ଯୁବ ବିକଶିତ ଭାରତ ଶୀର୍ଷକ ଜ଼ିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
    1
    ନେହୁର ଯୁବ କେନ୍ଦ୍ର ପକ୍ଷରୁ ନିଶାମୁକ୍ତ ଯୁବ ବିକଶିତ ଭାରତ ଶୀର୍ଷକ ଜ଼ିଲ୍ଲା ସ୍ତରୀୟ ପ୍ରତିଯୋଗିତା 
ନେହୁର ଯୁବ କେନ୍ଦ୍ର ପକ୍ଷରୁ ନିଶାମୁକ୍ତ ଯୁବ ବିକଶିତ ଭାରତ ଶୀର୍ଷକ ଜ଼ିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    3 hrs ago
  • ପୁରୀ ଠାରେ ଦଶ ଅବତାର ଆଶ୍ରମରେ ସାଧୁସନ୍ଥ୍ ଓ ଭକ୍ତମାନେ ପ୍ରସାଦ ସେବନ ପୂର୍ବରୁ ମନ୍ତ୍ର ପାଠ
    1
    ପୁରୀ ଠାରେ ଦଶ ଅବତାର ଆଶ୍ରମରେ ସାଧୁସନ୍ଥ୍ ଓ ଭକ୍ତମାନେ ପ୍ରସାଦ ସେବନ ପୂର୍ବରୁ ମନ୍ତ୍ର ପାଠ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    18 min ago
  • ବାଲିଅନ୍ତା ଭିଡ଼ିଓ ଅପାରଗତାରଶ୍ମିତା ସରପଞ୍ଚ କୁ ଭିଡ଼ିଓ କଲେ ଦୁବେବହାର। ରଶ୍ମିତା ସରପଞ୍ଚ କୁ ଭିଡ଼ିଓ କଲେ ଦୁବେବହାର।
    1
    ବାଲିଅନ୍ତା ଭିଡ଼ିଓ ଅପାରଗତାରଶ୍ମିତା ସରପଞ୍ଚ କୁ ଭିଡ଼ିଓ କଲେ ଦୁବେବହାର।
ରଶ୍ମିତା ସରପଞ୍ଚ କୁ ଭିଡ଼ିଓ କଲେ ଦୁବେବହାର।
    user_M NEWS ଓଡ଼ିଶା TV
    M NEWS ଓଡ଼ିଶା TV
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • ଢେଙ୍କାନାଳ ଜିଲ୍ଲରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତିର ନିଜେ ସମୀକ୍ଷା କରି ମନ୍ତ୍ରୀ ଦେଖାଇଲେ ନାଲିଆଖି. ଢେଙ୍କାନାଳ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀ ହାତଗୁଞ୍ଜା ନଦେଇ ପାରିବାରୁ ସରକାରୀ ବାବୁ ଗରିବଙ୍କ ଘର କାଟି ଦେଲେ. ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜେ ଘରକୁ ଘର ଯାଇ ସମୀକ୍ଷା କରିବା ସହ ଅଫିସର ଙ୍କୁ ବଦଳି କରିବାକୁ ଦେଲେ କଡା ଚେତାବନୀ.
    1
    ଢେଙ୍କାନାଳ ଜିଲ୍ଲରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତିର ନିଜେ ସମୀକ୍ଷା କରି ମନ୍ତ୍ରୀ ଦେଖାଇଲେ ନାଲିଆଖି.
ଢେଙ୍କାନାଳ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀ ହାତଗୁଞ୍ଜା ନଦେଇ ପାରିବାରୁ ସରକାରୀ ବାବୁ ଗରିବଙ୍କ ଘର କାଟି ଦେଲେ. ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜେ ଘରକୁ ଘର ଯାଇ ସମୀକ୍ଷା କରିବା ସହ ଅଫିସର ଙ୍କୁ ବଦଳି କରିବାକୁ ଦେଲେ କଡା ଚେତାବନୀ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    4 hrs ago
  • ୧୩ ହଜାର ଆଦିବାସୀ କଳାକାରଙ୍କ ଧିମ୍ସା ନୃତ୍ୟରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ l Dhenkanal news odisha l
    1
    ୧୩ ହଜାର ଆଦିବାସୀ କଳାକାରଙ୍କ ଧିମ୍ସା ନୃତ୍ୟରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ l Dhenkanal news odisha l
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.