Shuru
Apke Nagar Ki App…
ଆଜିର ସମ୍ବାଦ ସୁନ୍ଦରଗଡ଼ ଲାଇଭ ରେ ଆପଣଙ୍କ ଗାଁ ସହର ର ଲୋକାଲ ନୁଜ ଜୟ ଯବାନ ଜୟ କିସାନ 🙏🙏
Ballabha Oram
ଆଜିର ସମ୍ବାଦ ସୁନ୍ଦରଗଡ଼ ଲାଇଭ ରେ ଆପଣଙ୍କ ଗାଁ ସହର ର ଲୋକାଲ ନୁଜ ଜୟ ଯବାନ ଜୟ କିସାନ 🙏🙏
More news from Jharsuguda and nearby areas
- ।।ବେଲପାହାଡ଼ ଉଚ୍ଛବ୍ ‘ମଚାନ୍’ ଉଦଯାପିତ। ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ।। #belpahar #BelpaharUchhab2026 #Machan #PalishriMela1
- मुख्यमंत्री @MohanMOdisha ने प्रवेशोत्सव और"खड़ी धरा',"कार्यक्रम #OdiaPakhya में भाग लेते हुए कहा कि हर पंचायत में पांच एकड़ जमीन पर गोदावरीश मिश्र मॉडल स्कूल बनाया जाएगा1
- ଗତକାଲି ପ୍ରାୟ ଅପରାହ୍ନ ୩ଟା ୩୦ମିନିଟ ସମୟ ରେ ତଲସରା ଥାନା ଅନ୍ତର୍ଗତ କୁରେଇ ଗ୍ରାମ ପଞ୍ଚାୟତ ମୁଣ୍ଡା ପଡା ଠାରେ କିଛି ଦୁର୍ବୁତ୍ତ ଏକ ଗୋରୁ କୁ ମାରି ମାଂସ କାଟୁଥିବା ସମୟ ରେ ସେହି ଗ୍ରାମର ଗ୍ରାମବାସି ପ୍ରଥମେ ସେହି ସ୍ଥାନ ର ଠାବ କରି ପରେ ଅଭିଯୁକ୍ତଙ୍କୁ କାବୁ କରିଥିଲେ l କାବୁ କରିବା ସମୟ ରେ କିଛି ଦୁର୍ବୁତ୍ତ ଫେରାର ହୋଇ ଯାଇଥିବା ବେଳେ ୨ଜଣ ଙ୍କୁ କାବୁ କରି ତଲସରା ଥାନା କୁ ଫୋନ ମାଧ୍ୟମରେ ଅବଗତ କରାଇଥିଲେ l ଉକ୍ତ ଅଭିଯୁକ୍ତ ଜ୍ୟୋତି ଭେଙ୍ଗରା ଓ ଜେଣ୍ଡାର ଭେଙ୍ଗରା ହୋଇଥିବା ବେଳେ ଏମାନେ କରେଇ ପଞ୍ଚାୟତ ମୁଣ୍ଡା ପଡ଼ାର ବୋଲି ସୂଚନା ରହିଛି । ଖବର ପାଇ ତଲସରା ଥାନା ଅଧିକାରୀ ସଦଳବଳ ନେଇ ଉକ୍ତ ସ୍ଥାନ କୁ ପହଞ୍ଚି ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ଗୋ ମାଂସ ଓ କାଟିବା ଜିନିଷ ଯଥା -ପନିଖି, କୁରାଢ଼ୀ, ଛୁରୀ, ରସି, ଇତ୍ୟାଦି ଜବତ କରିଥିଲେ ।1
- ବାମରା ରେଳ ଷ୍ଟେସନ ଠାରେ ଆରା ଦୁର୍ଗ ଦକ୍ଷିଣ ବିହାର ଏକ୍ସପ୍ରେସ ଟ୍ରେନ ର ଏସି ବଗିରୁ ଧୂଆଁ ବାହାରୁଥିବାରୁ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସୂଚନା ଅନୁସାରେ ଆରା ଦୁର୍ଗ ଦକ୍ଷିଣ ବିହାର ଏକ୍ସପ୍ରେସର ତୃତୀୟ ଶ୍ରେଣୀ AC B1 କୋଚ ର ପ୍ୟାନେଲରେ ଏକ ମୂଷା, ତାର କାଟି ଦେବାରୁ ସର୍ଟସର୍କିଟ୍ ହୋଇ ଧୂଆଁ ବାହାରୁଥିବାରୁ ଟ୍ରେନ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଟ୍ରେନଟି ଶନିବାର ଦିନ ତାର ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ସାଢ଼େ ଆଠ ଘଣ୍ଟା ବିଳମ୍ବରେ ସନ୍ଧ୍ୟା ୭.୪୯ ମିନିଟ ରେ ବାମରା ରେଳ ଷ୍ଟେସନରେ ପହଞ୍ଚିଥିଲା। ହେଲେ ଟ୍ରେନ ର ଏସି ବଗି ରୁ ଧୁଆ ବାହାରୁଥିବା ସୂଚନା ପାଇ ବାମରା ଠାରେ ରେଳ କର୍ମଚାରୀ ମାନେ ପ୍ୟାନେଲ କୁ ମରାମତି କରିଥିଲେ। ପରେ ପ୍ରାୟ ୨୦ ମିନିଟ୍ ବାମରା ଠାରେ ଅଟକି ରହିବା ପରେ ରାତି ୮.୧୧ ରେ ଟ୍ରେନଟି ଛାଡିଥିବା ସୂଚନା ରହିଛି।3
- ମହିଳା ସମନ୍ୱୟ ବୈଠକ ଅନୁଷ୍ଠିତ ସୁବର୍ଣ୍ଣପୁର: ମହିଳା ସମନ୍ୱୟ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ମହିଳା ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତକୁ ପରମ ବୈଭବଶାଳୀ କରିବା ଲକ୍ଷ୍ୟରେ ରାଷ୍ଟ୍ର ପାଇଁ କାର୍ଯ୍ୟ କରୁଥିବା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନେ ଯୋଗ ଦେଇଥିଲେ। ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଦୁଇ ଦିନ ଧରି ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ରକୁ ବିଶ୍ଵ ଗୁରୁ କରିବା ପାଇଁ ପଞ୍ଚ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତା-୦୫/୦୪/୨୦୨୬ ରବିବାର ଦେଖନ୍ତୁ ଦେଶ ବିଦେଶର ଖବର ତଥା ଓଡିଶା ର ଵିଭିନ୍ନ ଜିଲ୍ଲାର ଖବର । BREAKING NEWS: Ajira Samachar1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମେଣ୍ଡାମାଲ ରେ ରାମାୟଣ ର ସିତାଚୋରୀ ଗିତିନାଟ୍ୟ ଅଭିନିତ।1
- ।।ବେଲପାହାଡ଼ ଉଚ୍ଛବ୍ ‘ମଚାନ୍’ ଉଦଯାପିତ। ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ।। #belpahar #BelpaharUchhab2026 #Machan #PalishriMela1