logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାମରା ରେଳ ଷ୍ଟେସନ ରେ ଦକ୍ଷିଣ ବିହାର ଟ୍ରେନ ର ଏସି ବଗି ରୁ ବାହାରିଲା ଧୂଆଁ, ଯାତ୍ରୀ ଙ୍କ ମଧ୍ୟ ରେ ଆତଙ୍କ l ବାମରା ରେଳ ଷ୍ଟେସନ ଠାରେ ଆରା ଦୁର୍ଗ ଦକ୍ଷିଣ ବିହାର ଏକ୍ସପ୍ରେସ ଟ୍ରେନ ର ଏସି ବଗିରୁ ଧୂଆଁ ବାହାରୁଥିବାରୁ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସୂଚନା ଅନୁସାରେ ଆରା ଦୁର୍ଗ ଦକ୍ଷିଣ ବିହାର ଏକ୍ସପ୍ରେସର ତୃତୀୟ ଶ୍ରେଣୀ AC B1 କୋଚ ର ପ୍ୟାନେଲରେ ଏକ ମୂଷା, ତାର କାଟି ଦେବାରୁ ସର୍ଟସର୍କିଟ୍ ହୋଇ ଧୂଆଁ ବାହାରୁଥିବାରୁ ଟ୍ରେନ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଟ୍ରେନଟି ଶନିବାର ଦିନ ତାର ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ସାଢ଼େ ଆଠ ଘଣ୍ଟା ବିଳମ୍ବରେ ସନ୍ଧ୍ୟା ୭.୪୯ ମିନିଟ ରେ ବାମରା ରେଳ ଷ୍ଟେସନରେ ପହଞ୍ଚିଥିଲା। ହେଲେ ଟ୍ରେନ ର ଏସି ବଗି ରୁ ଧୁଆ ବାହାରୁଥିବା ସୂଚନା ପାଇ ବାମରା ଠାରେ ରେଳ କର୍ମଚାରୀ ମାନେ ପ୍ୟାନେଲ କୁ ମରାମତି କରିଥିଲେ। ପରେ ପ୍ରାୟ ୨୦ ମିନିଟ୍ ବାମରା ଠାରେ ଅଟକି ରହିବା ପରେ ରାତି ୮.୧୧ ରେ ଟ୍ରେନଟି ଛାଡିଥିବା ସୂଚନା ରହିଛି।

13 hrs ago
user_Suresh Kumar Ghosh
Suresh Kumar Ghosh
Social worker ମାହୁଲପାଲି, ସମ୍ବଲପୁର, ଓଡ଼ିଶା•
13 hrs ago

ବାମରା ରେଳ ଷ୍ଟେସନ ରେ ଦକ୍ଷିଣ ବିହାର ଟ୍ରେନ ର ଏସି ବଗି ରୁ ବାହାରିଲା ଧୂଆଁ, ଯାତ୍ରୀ ଙ୍କ ମଧ୍ୟ ରେ ଆତଙ୍କ l ବାମରା ରେଳ ଷ୍ଟେସନ ଠାରେ ଆରା ଦୁର୍ଗ ଦକ୍ଷିଣ ବିହାର ଏକ୍ସପ୍ରେସ ଟ୍ରେନ ର ଏସି ବଗିରୁ ଧୂଆଁ ବାହାରୁଥିବାରୁ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସୂଚନା ଅନୁସାରେ ଆରା ଦୁର୍ଗ ଦକ୍ଷିଣ ବିହାର ଏକ୍ସପ୍ରେସର ତୃତୀୟ ଶ୍ରେଣୀ AC B1 କୋଚ ର ପ୍ୟାନେଲରେ ଏକ ମୂଷା, ତାର କାଟି ଦେବାରୁ ସର୍ଟସର୍କିଟ୍ ହୋଇ ଧୂଆଁ ବାହାରୁଥିବାରୁ ଟ୍ରେନ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଟ୍ରେନଟି ଶନିବାର ଦିନ ତାର ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ସାଢ଼େ ଆଠ ଘଣ୍ଟା ବିଳମ୍ବରେ ସନ୍ଧ୍ୟା ୭.୪୯ ମିନିଟ ରେ ବାମରା ରେଳ ଷ୍ଟେସନରେ ପହଞ୍ଚିଥିଲା। ହେଲେ ଟ୍ରେନ ର ଏସି ବଗି ରୁ ଧୁଆ ବାହାରୁଥିବା ସୂଚନା ପାଇ ବାମରା ଠାରେ ରେଳ କର୍ମଚାରୀ ମାନେ ପ୍ୟାନେଲ କୁ ମରାମତି କରିଥିଲେ। ପରେ ପ୍ରାୟ ୨୦ ମିନିଟ୍ ବାମରା ଠାରେ ଅଟକି ରହିବା ପରେ ରାତି ୮.୧୧ ରେ ଟ୍ରେନଟି ଛାଡିଥିବା ସୂଚନା ରହିଛି।

More news from Jharsuguda and nearby areas
  • ।।ବେଲପାହାଡ଼ ଉଚ୍ଛବ୍ ‘ମଚାନ୍‌’ ଉଦଯାପିତ। ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ।। #belpahar #BelpaharUchhab2026 #Machan #PalishriMela
    1
    ।।ବେଲପାହାଡ଼ ଉଚ୍ଛବ୍ ‘ମଚାନ୍‌’ ଉଦଯାପିତ। ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ।।
#belpahar #BelpaharUchhab2026 #Machan #PalishriMela
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    4 hrs ago
  • ସୁବର୍ଣ୍ଣପାଲି ତେଲନଦୀ ଘାଟରେ ବିନା ସୂଚନା ଫଳକରେ ପାହାଚ ନିର୍ମାଣ, ବୁଦ୍ଧିଜୀବିଙ୍କ ପ୍ରତିକ୍ରିୟା ରବିବାର ଦିନ 11 ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ପଞ୍ଚାୟତ ସୁବର୍ଣ୍ଣପାଲି ତେଲନଦୀ ଘାଟରେ ବିନା ସୂଚନା ଫଳକରେ ପାହାଚ ନିର୍ମାଣ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି ବୁଦ୍ଧିଜୀବି ଆବୁ ବକର ସିଦ୍ଧିକ ଖଁl l ତା ସହିତ ଉକ୍ତ ଘାଟ ପାହାଚ କାମ ଅତି ନିମ୍ନ ମାନର ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି | କାମ ଯେନତେନ ପ୍ରକାରେ ସାରି ଦିଆ ଯାଇଥିବା ବେଳେ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ନଥିବା ହେତୁ ଠିକାଦାର କିଏ, କେଉଁ ଅନୁଦାନରେ କେତେ ଟଙ୍କାର ବ୍ୟୟ ଅଟକଳରେ କରା ଯାଇଛି ସେ ସମ୍ପର୍କରେ ଜନ ସାଧାରଣ ଅନ୍ଧାରରେ ଥିବା ଅଭିଯୋଗ ହୋଇଛି | କାର୍ଯ୍ୟ ସମ୍ପର୍କରେ ସୂଚନା ଜାଣିବା ପାଇଁ କଣ୍ଟାମାଳ ବିଡ଼ିଓ ଓ ସହକାରୀ ଜନ୍ତ୍ରୀଙ୍କ ମୋବାଇଲ୍ ସୁଇଚ୍ ଅପ୍ ଓ ପଞ୍ଚାୟତ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ଫୋନ୍ ଉଠାଉ ନଥିବା ଶ୍ରୀ ଖାଁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି |
    1
    ସୁବର୍ଣ୍ଣପାଲି ତେଲନଦୀ ଘାଟରେ ବିନା ସୂଚନା ଫଳକରେ ପାହାଚ ନିର୍ମାଣ, ବୁଦ୍ଧିଜୀବିଙ୍କ ପ୍ରତିକ୍ରିୟା
ରବିବାର ଦିନ 11 ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ପଞ୍ଚାୟତ ସୁବର୍ଣ୍ଣପାଲି ତେଲନଦୀ ଘାଟରେ ବିନା ସୂଚନା ଫଳକରେ ପାହାଚ ନିର୍ମାଣ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି ବୁଦ୍ଧିଜୀବି ଆବୁ ବକର ସିଦ୍ଧିକ ଖଁl l ତା ସହିତ ଉକ୍ତ ଘାଟ ପାହାଚ କାମ ଅତି ନିମ୍ନ ମାନର ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି | କାମ ଯେନତେନ ପ୍ରକାରେ ସାରି ଦିଆ ଯାଇଥିବା ବେଳେ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ନଥିବା ହେତୁ ଠିକାଦାର କିଏ, କେଉଁ ଅନୁଦାନରେ କେତେ ଟଙ୍କାର ବ୍ୟୟ ଅଟକଳରେ କରା ଯାଇଛି ସେ ସମ୍ପର୍କରେ ଜନ ସାଧାରଣ ଅନ୍ଧାରରେ ଥିବା ଅଭିଯୋଗ ହୋଇଛି | କାର୍ଯ୍ୟ ସମ୍ପର୍କରେ ସୂଚନା ଜାଣିବା ପାଇଁ କଣ୍ଟାମାଳ ବିଡ଼ିଓ ଓ ସହକାରୀ ଜନ୍ତ୍ରୀଙ୍କ ମୋବାଇଲ୍ ସୁଇଚ୍ ଅପ୍ ଓ ପଞ୍ଚାୟତ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ଫୋନ୍ ଉଠାଉ ନଥିବା ଶ୍ରୀ ଖାଁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି |
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    4 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମେଣ୍ଡାମାଲ ରେ ରାମାୟଣ ର ସିତାଚୋରୀ ଗିତିନାଟ୍ୟ ଅଭିନିତ।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମେଣ୍ଡାମାଲ ରେ ରାମାୟଣ ର ସିତାଚୋରୀ ଗିତିନାଟ୍ୟ ଅଭିନିତ।
    user_Shree News
    Shree News
    ବୀରମହାରାଜପୁର, ସୋନପୁର, ଓଡ଼ିଶା•
    14 hrs ago
  • ମହିଳା ସମନ୍ୱୟ ବୈଠକ ଅନୁଷ୍ଠିତ ସୁବର୍ଣ୍ଣପୁର: ମହିଳା ସମନ୍ୱୟ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ମହିଳା ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତକୁ ପରମ ବୈଭବଶାଳୀ କରିବା ଲକ୍ଷ୍ୟରେ ରାଷ୍ଟ୍ର ପାଇଁ କାର୍ଯ୍ୟ କରୁଥିବା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନେ ଯୋଗ ଦେଇଥିଲେ। ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଦୁଇ ଦିନ ଧରି ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ରକୁ ବିଶ୍ଵ ଗୁରୁ କରିବା ପାଇଁ ପଞ୍ଚ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
    1
    ମହିଳା ସମନ୍ୱୟ ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର: ମହିଳା ସମନ୍ୱୟ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ମହିଳା ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତକୁ ପରମ ବୈଭବଶାଳୀ କରିବା ଲକ୍ଷ୍ୟରେ ରାଷ୍ଟ୍ର ପାଇଁ କାର୍ଯ୍ୟ କରୁଥିବା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନେ ଯୋଗ ଦେଇଥିଲେ। ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଦୁଇ ଦିନ ଧରି ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ରକୁ ବିଶ୍ଵ ଗୁରୁ କରିବା ପାଇଁ ପଞ୍ଚ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    3 hrs ago
  • Post by Banaja SAHOO samay Live news repoter
    1
    Post by Banaja SAHOO samay Live news repoter
    user_Banaja SAHOO samay Live news repoter
    Banaja SAHOO samay Live news repoter
    Plumber କୋଲିୟରୀ, ଅନୁଗୁଳ, ଓଡ଼ିଶା•
    4 hrs ago
  • मतदान वाले दिन TMC के गुंडे आपको जितना भी डराएं, आपको कानून पर भरोसा रखना है। इस चुनाव में बंगाल से भय भागेगा। भाजपा की महाविजय से भरोसा जागेगा। #PMModiji
    1
    मतदान वाले दिन TMC के गुंडे आपको जितना भी डराएं, आपको कानून पर भरोसा रखना है। इस चुनाव में बंगाल से भय भागेगा। भाजपा की महाविजय से भरोसा जागेगा। #PMModiji
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    2 hrs ago
  • #ସୁବର୍ଣ୍ଣପୁର_ପୋଲିସକୁ_ମିଳିଛି_ବଡ଼_ସଫଳତା #୨୫ପେଟି_କଫ_ସିରଫ_ସହ_୨ଯୁବକ_ଗିରଫ ସୁବର୍ଣ୍ଣପୁର: ସୋନପୁର ସହର ବ୍ଲକ ଛକରେ ଗୋଟିଏ ଥଣ୍ଡା ପାନୀୟ ବୋଝେଇ ପିକଅପ ଭ୍ୟାନରୁ ୨୫ ପେଟିର ୩୭୫୦ ବୋତଲ କଫ ସିରପ ଜବତ ସହ ୨ଜଣ ଯୁବକଙ୍କୁ ଗିରଫ କରିଛି ସୁବର୍ଣ୍ଣପୁର ପୋଲିସ। ଭୁବନେଶ୍ବର ରୁ ବଲାଙ୍ଗୀର ଯାଉଥିବା ଗୋଟିଏ ଥଣ୍ଡା ପାନୀୟ ବୋଝେଇ ବୋଲେରୋ ପିକଅପ ଭେନକୁ ବ୍ଲକ ଛକରେ ସନ୍ଦେହରେ ଅଟକ ରଖି ଯାଞ୍ଚ କରିଥିଲା ପୋଲିସ। ମାଜିଷ୍ଟ୍ରେଟ ଏବଂ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଉପସ୍ଥିତିରେ ଯାଞ୍ଚ ପରେ ବିପୁଳ ପରିମାଣରେ କଫ ସିରପ ବୋତଲ ବାହାରିଥିଲା। ବୋଲେରୋ ପିକଅପ ଭ୍ୟାନ ସହ ୨ଜଣ ଯୁବକଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ସୁବର୍ଣ୍ଣପୁର ପୋଲିସ। ଗିରଫ ଯୁବକ ଦ୍ବୟ ବଲାଙ୍ଗିର ନିବାସୀ ନିଖିଲ ଅଦାବର ୨୨ ଓ ଶିବା ବାଗ ୨୪ ବୋଲି ଜଣାପଡିଛି।
    1
    #ସୁବର୍ଣ୍ଣପୁର_ପୋଲିସକୁ_ମିଳିଛି_ବଡ଼_ସଫଳତା
#୨୫ପେଟି_କଫ_ସିରଫ_ସହ_୨ଯୁବକ_ଗିରଫ
ସୁବର୍ଣ୍ଣପୁର: ସୋନପୁର ସହର ବ୍ଲକ ଛକରେ ଗୋଟିଏ ଥଣ୍ଡା ପାନୀୟ ବୋଝେଇ ପିକଅପ ଭ୍ୟାନରୁ ୨୫ ପେଟିର ୩୭୫୦ ବୋତଲ କଫ ସିରପ ଜବତ ସହ ୨ଜଣ ଯୁବକଙ୍କୁ ଗିରଫ କରିଛି ସୁବର୍ଣ୍ଣପୁର ପୋଲିସ। ଭୁବନେଶ୍ବର ରୁ ବଲାଙ୍ଗୀର ଯାଉଥିବା ଗୋଟିଏ ଥଣ୍ଡା ପାନୀୟ ବୋଝେଇ ବୋଲେରୋ ପିକଅପ ଭେନକୁ ବ୍ଲକ ଛକରେ ସନ୍ଦେହରେ ଅଟକ ରଖି ଯାଞ୍ଚ କରିଥିଲା ପୋଲିସ। ମାଜିଷ୍ଟ୍ରେଟ ଏବଂ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଉପସ୍ଥିତିରେ ଯାଞ୍ଚ ପରେ ବିପୁଳ ପରିମାଣରେ କଫ ସିରପ ବୋତଲ ବାହାରିଥିଲା। ବୋଲେରୋ ପିକଅପ ଭ୍ୟାନ ସହ ୨ଜଣ ଯୁବକଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ସୁବର୍ଣ୍ଣପୁର ପୋଲିସ। ଗିରଫ ଯୁବକ ଦ୍ବୟ ବଲାଙ୍ଗିର ନିବାସୀ ନିଖିଲ ଅଦାବର ୨୨ ଓ ଶିବା ବାଗ ୨୪ ବୋଲି ଜଣାପଡିଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.