Shuru
Apke Nagar Ki App…
ମଟର ସାଇକେଲ ରେ ରାସ୍ତା ଅବରୋଧ, ଜନସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି। ବସ୍ତା ବ୍ଳକ ମଥାନୀ ପଞ୍ଚାୟତ ସାନଖୁଡି ଜଳକା ପ୍ରଜେକ୍ଟ ସ୍ଥିତ ପାଗଲାସିଂହ ମାକେର୍ଟ ରେ ରାସ୍ତା ଅବରୋଧକୁ ନେଇ ଜନସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାରୁ ପ୍ରକାଶ ପ୍ରତିଦିନ ପରି ଆଜିମଧ୍ଯ ସଂଧ୍ଯା ୬ଟାରୁ ରାତ୍ରୀ ୯ଟା ପର୍ଯ୍ଯନ୍ତ ମଥାନୀରୁ ହଳଦୀପାଳ ଯିବା ରାସ୍ତା ପାଗଲାସିଂହ ମାର୍କେଟରେ ରାସ୍ତା ଅବରୋଧ କରି ମଟର ସାଇକେଲ ରାସ୍ତା ଉପରେ ରଖୁଛନ୍ତି। ଯାହାଫଳରେ ଆମ୍ବଲାନ୍ସ, ଦମକଳ ଗାଡି ଓ ସାଧାରଣ ଯାତ୍ରୀ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହେଉଛି। ଏ ନେଇ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ। ଯଥାଶିଘ୍ର ବସ୍ତା ଥାନା ଅଧିକାରୀ ଦୃଷ୍ଟିଦେବା ସହିତ ଆଇନ ସଂଗତ ପଦକ୍ଷେପ ନେବାକୁ ସର୍ବସାଧାରଣରେ ଦାବୀ ହୋଇଛି।
Sk Ajaruddin

More news from ଓଡ଼ିଶା and nearby areas
- ନଦୀ ରୁ ଉଠିବା ପରେ କେମିତି ଅଛି ଦୁର୍ଘଟଣାରେ ଶିକାର ହୋଇଥିବା ଟ୍ରକ । ଦେଖନ୍ତୁ ଭିଡିଓ। #mahimatv # Basta #balasore #odisha1
- ବାଲିଆପାଳ ବ୍ଲକ ବଣିଆଡିହା ପଞ୍ଚାୟତା ଲଙ୍ଗଳେଶ୍ୱର ଗ୍ରାମର ଦେଖି ବାକୁ ମିଳିଛି l ବିଧବା ଗୁରୁବାରୀ ଏବଂ ରବିବାରୀ ସ୍ୱମୀ ଦୁଇ ବର୍ଷ ଧରି ମୃତ୍ୟୁ ହୋଇଥିବା ବେଳେ ବିଧବା ଭତା ପାଇଁ ବାଲିଆପାଳ ବ୍ଲକ ରେ ଥିବା ବିଡିଓ ଙ୍କୁ ବାରମ୍ବାର କହିବା ସତେ ଦୁଇ ବିଧବା ଙ୍କ କଥା ବିଡିଓ ଶୁଣୁ ନାହାନ୍ତି ବୋଲି କହିଛନ୍ତି ଏବଂ ପଞ୍ଚାୟତ କର୍ଯ୍ୟାଳୟ କୁ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି, ଅସହାୟ ଗରିବ ଗୁରୁବାରୀ ଏବଂ ରବିବାରୀ ଙ୍କ ଦୁଃଖ କେହି ବୁଝିବା ପାଇଁ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ପେଟକୁ ଦୁଇ ଓଳି ଖାଦ୍ୟ ଯୋଗାଡ଼ କରିବା ତାଙ୍କ ପାଇଁ କଷ୍ଟ ସାଧ୍ୟ୍ୟ ହୋଇ ପଡିଛନ୍ତି l1
- ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ।1
- ଶିକ୍ଷାର୍ଥୀ ଙ୍କୁ ଉଚିତ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରଦୀପ ମହାରଥୀ ଙ୍କ ପତ୍ନୀ ଙ୍କ କଥା ଶୁଣି ସ୍କୁଲ ଛାତ୍ରଛାତ୍ରୀଙ୍କ ଉତ୍ସାହ1
- Post by Khabar1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 15.02.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- Post by Mayurbhanj Live1
- ଆଖୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ଗୁରୁତର।1