ପ୍ରଶାସନ ବାଲେଶ୍ୱରଙ୍କ ଅଧୀନରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ବାଲେଶ୍ୱର ପକ୍ଷରୁ “ଅଧିକ ସମର୍ଥନ ଆବଶ୍ୟକ ଥିବା ବ୍ୟକ୍ତିମାନଙ୍କ” (High Support Group) ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ Rights of Persons with Disabilities Act–୨୦୧୬ ଅନୁଯାୟୀ ଆୟୋଜିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ବାଲେଶ୍ୱରଙ୍କ ଅଧୀନରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ବାଲେଶ୍ୱର ପକ୍ଷରୁ “ଅଧିକ ସମର୍ଥନ ଆବଶ୍ୟକ ଥିବା ବ୍ୟକ୍ତିମାନଙ୍କ” (High Support Group) ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ Rights of Persons with Disabilities Act–୨୦୧୬ ଅନୁଯାୟୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଭିନ୍ନକ୍ଷମ କମିଶନର ଶ୍ରୀମତୀ ବ୍ରତତି ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମଜନଙ୍କ ଅଧିକାର, ସରକାରୀ ସୁବିଧା ଓ ବିଭିନ୍ନ ସହାୟତାମୂଳକ ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ। ସେ ଉଚ୍ଚ ସମର୍ଥନ ଯୋଗ୍ୟ ଗୋଷ୍ଠୀଙ୍କ ପରିଚୟ ଓ ସମଗ୍ର ସହାୟତା ପ୍ରଦାନରେ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିଲେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ। ସେ ଭିନ୍ନକ୍ଷମଙ୍କ ପାଇଁ ସମନ୍ୱିତ ସେବା ପ୍ରଦାନ, ସମାବେଶୀ ଉନ୍ନତି ଓ ସମାଜରେ ସମାନ ସୁଯୋଗ ସୃଷ୍ଟିରେ ପ୍ରଶାସନର ଅତୁଟ ସଙ୍କଳ୍ପକୁ ପୁନରୁଚ୍ଚାରଣ କରିଥିଲେ। ମାନ୍ୟବର ଅତିଥି ଭାବେ ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ, ଉପଜିଲ୍ଲାପାଳ ନୀଳଗିରି ଶ୍ରୀମତୀ ଶୁଭଶ୍ରୀ ରଥ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପ୍ରତିନିଧି, ଆଶା କର୍ମୀ ଓ ଜିଲ୍ଲାର ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ରିସୋର୍ସ ପର୍ସନ ଭାବେ ଶ୍ରୀ ରାମ କିଶୋର ଶର୍ମା ଏବଂ ଏସଏସଇପିଡି ବିଭାଗର ଡେପୁଟି ସେକ୍ରେଟାରୀ ଶ୍ରୀ ସନ୍ୟାସୀ ବେହେରା ସହିତ ଅନ୍ୟମାନେ RPwD ଆଇନ–୨୦୧୬ ଅନୁଯାୟୀ ହାଇ ସପଟ୍ ଗ୍ରୁପଙ୍କ ପରିଚୟ, ମୂଲ୍ୟାୟନ ପ୍ରକ୍ରିୟା ଓ ସରକାରୀ ସହାୟତା ବ୍ୟବସ୍ଥା ବିଷୟରେ ବିସ୍ତୃତ ଅଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଭିନ୍ନକ୍ଷମଜନଙ୍କ ସାମାଜିକ ସୁରକ୍ଷା, ସରକାରୀ ଯୋଜନାର ସଠିକ୍ କାର୍ଯ୍ୟକାରୀ ଓ ସଚେତନତା ବୃଦ୍ଧି ଉପରେ ବିଶେଷ ଜୋର ଦିଆଯାଇଥିଲା। ଶେଷରେ ସମନ୍ୱିତ ପ୍ରୟାସ ଓ ସଚେତନତା ମାଧ୍ୟମରେ ଉଚ୍ଚ ସମର୍ଥନ ଗୋଷ୍ଠୀଙ୍କ ଜୀବନମାନ ଉନ୍ନତି କରିବାକୁ ସମସ୍ତଙ୍କ ମଧ୍ୟରେ ସଙ୍କଳ୍ପ ଗ୍ରହଣ କରାଯାଇଥିଲା।
ପ୍ରଶାସନ ବାଲେଶ୍ୱରଙ୍କ ଅଧୀନରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ବାଲେଶ୍ୱର ପକ୍ଷରୁ “ଅଧିକ ସମର୍ଥନ ଆବଶ୍ୟକ ଥିବା ବ୍ୟକ୍ତିମାନଙ୍କ” (High Support Group) ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ Rights of Persons with Disabilities Act–୨୦୧୬ ଅନୁଯାୟୀ ଆୟୋଜିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ବାଲେଶ୍ୱରଙ୍କ ଅଧୀନରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ବାଲେଶ୍ୱର ପକ୍ଷରୁ “ଅଧିକ ସମର୍ଥନ ଆବଶ୍ୟକ ଥିବା ବ୍ୟକ୍ତିମାନଙ୍କ” (High Support Group) ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ Rights of Persons with Disabilities Act–୨୦୧୬ ଅନୁଯାୟୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଭିନ୍ନକ୍ଷମ କମିଶନର ଶ୍ରୀମତୀ ବ୍ରତତି ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମଜନଙ୍କ ଅଧିକାର, ସରକାରୀ ସୁବିଧା ଓ ବିଭିନ୍ନ ସହାୟତାମୂଳକ ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ। ସେ ଉଚ୍ଚ ସମର୍ଥନ ଯୋଗ୍ୟ ଗୋଷ୍ଠୀଙ୍କ ପରିଚୟ ଓ ସମଗ୍ର ସହାୟତା ପ୍ରଦାନରେ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିଲେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ। ସେ ଭିନ୍ନକ୍ଷମଙ୍କ ପାଇଁ ସମନ୍ୱିତ ସେବା
ପ୍ରଦାନ, ସମାବେଶୀ ଉନ୍ନତି ଓ ସମାଜରେ ସମାନ ସୁଯୋଗ ସୃଷ୍ଟିରେ ପ୍ରଶାସନର ଅତୁଟ ସଙ୍କଳ୍ପକୁ ପୁନରୁଚ୍ଚାରଣ କରିଥିଲେ। ମାନ୍ୟବର ଅତିଥି ଭାବେ ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ, ଉପଜିଲ୍ଲାପାଳ ନୀଳଗିରି ଶ୍ରୀମତୀ ଶୁଭଶ୍ରୀ ରଥ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପ୍ରତିନିଧି, ଆଶା କର୍ମୀ ଓ ଜିଲ୍ଲାର ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ରିସୋର୍ସ ପର୍ସନ ଭାବେ ଶ୍ରୀ ରାମ କିଶୋର ଶର୍ମା ଏବଂ ଏସଏସଇପିଡି ବିଭାଗର ଡେପୁଟି ସେକ୍ରେଟାରୀ ଶ୍ରୀ ସନ୍ୟାସୀ ବେହେରା ସହିତ ଅନ୍ୟମାନେ RPwD ଆଇନ–୨୦୧୬ ଅନୁଯାୟୀ ହାଇ ସପଟ୍ ଗ୍ରୁପଙ୍କ ପରିଚୟ, ମୂଲ୍ୟାୟନ ପ୍ରକ୍ରିୟା ଓ ସରକାରୀ ସହାୟତା ବ୍ୟବସ୍ଥା ବିଷୟରେ ବିସ୍ତୃତ ଅଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଭିନ୍ନକ୍ଷମଜନଙ୍କ ସାମାଜିକ ସୁରକ୍ଷା, ସରକାରୀ ଯୋଜନାର ସଠିକ୍ କାର୍ଯ୍ୟକାରୀ ଓ ସଚେତନତା ବୃଦ୍ଧି ଉପରେ ବିଶେଷ ଜୋର ଦିଆଯାଇଥିଲା। ଶେଷରେ ସମନ୍ୱିତ ପ୍ରୟାସ ଓ ସଚେତନତା ମାଧ୍ୟମରେ ଉଚ୍ଚ ସମର୍ଥନ ଗୋଷ୍ଠୀଙ୍କ ଜୀବନମାନ ଉନ୍ନତି କରିବାକୁ ସମସ୍ତଙ୍କ ମଧ୍ୟରେ ସଙ୍କଳ୍ପ ଗ୍ରହଣ କରାଯାଇଥିଲା।
- ବନବିଭାଗ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ମୃତ ମୁଖରୁ ବଞ୍ଚିଲା କାଳିଆ।1
- #ପାଣି_ଚିନ୍ତାରେ_ଗାଁ_ଲୋକେ । 🟥ବାରମ୍ବାର ଅଫିସ ଆସି ଫେରୁଛନ୍ତି ଦେଖା ମିଳୁନି କି ପାଣି ମିଳୁନି । 🟥ପିଇବା ପାଣି ସମସ୍ୟା ନେଇ ତାତିଲେ ବସ୍ତା ବ୍ଲକ ଦୁଧ ହଂସା ପଞ୍ଚାୟତ ବେଢାକଣା ଗାଁ ର ମହିଳା ଓ ଯୁବନେତା ସୁଧାଂଶୁ ଜେନା ।1
- ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବଣିଆଡିହା ପଂଚାୟତ ରେ ଜଣେ ବିଧବା ମହିଳା ଦିର୍ଘ ୨ବର୍ଷ ହେଲା ଆବେଦନ ପରେ ବି ଆଜି ଯାଏଁ ମିଳିନାହିଁ ଭତ୍ତା ସେ ନେଇ ରଖିଲେ ପ୍ରତିକ୍ରିୟା1
- ସ୍ୱାମୀ ପାଲଟିଲା ରାକ୍ଷସ,ସ୍ତ୍ରୀକୁ ଜୀବନ ରୁ ମାରିଦେବା ପାଇଁ ଶଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲା ସ୍ବାମୀ , ଝିଅ କୁ ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଏବଂ ଶଳା ନିଂଆ ରେ ପୋଡି ଗୁରୁତର ହୋଇଛନ୍ତି1
- ବାରିପଦା ସ୍ଥିତ ଫରେଷ୍ଟ କଲୋନୀ ଥରେ ନବନିର୍ମିତ ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ଅବସରରେ ସହରରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହିତ ପ୍ରାୟ 3 ହଜାରରୁ ଉର୍ଦ୍ଧ୍ଵ ମହିଳାଙ୍କ କଳସ ସହ ନଗର ପରିକ୍ରମା।ଦୀର୍ଘ ୨୭ ବର୍ଷ ପରେ ସ୍ବପ୍ନ ସକର ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କଲେ ମନ୍ତ୍ରୀ ଶ୍ରୀ ମହାପାତ୍ର4
- ବାରିପଦା - ସିଦ୍ଧି ବିନାୟକ ମନ୍ଦିର ପ୍ତତିଷ୍ଠା ଅବସରରେ ବାଙ୍ଗିରିପୋଷି ବିଧାୟିକାଙ୍କ ପ୍ରତିକ୍ରିୟା।1
- ନବୀନ ପଟ୍ଟନାୟକ ପଳେଇଗଲେ କଣ ପାଇଁ ବିଧାନସଭାରୁ1
- ବିପର୍ଯ୍ୟସ୍ତ ପରିମଳ ସେବାର ନଗ୍ନ ଚିତ୍ର। କାମାକ୍ଷାନଗର ଚିକିତ୍ସାଳୟ ଫାଟକରେ ଲାଟିନ ଟାଙ୍କିର ମଇଳା ପାଣି ପ୍ରବାହିତ।1