logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସ୍ୱାମୀ ପାଲଟିଲା ରାକ୍ଷସ,ସ୍ତ୍ରୀକୁ ଜୀବନ ରୁ ମାରିଦେବା ପାଇଁ ଶଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲା ସ୍ବାମୀ , ଝିଅ କୁ ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଏବଂ ଶଳା ନିଂଆ ରେ ପୋଡି ଗୁରୁତର ହୋଇଛନ୍ତି

3 hrs ago
user_Chandan Baliapal ସାମ୍ବାଦିକ
Chandan Baliapal ସାମ୍ବାଦିକ
Baliapal, Baleshwar•
3 hrs ago

ସ୍ୱାମୀ ପାଲଟିଲା ରାକ୍ଷସ,ସ୍ତ୍ରୀକୁ ଜୀବନ ରୁ ମାରିଦେବା ପାଇଁ ଶଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲା ସ୍ବାମୀ , ଝିଅ କୁ ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଏବଂ ଶଳା ନିଂଆ ରେ ପୋଡି ଗୁରୁତର ହୋଇଛନ୍ତି

More news from ଓଡ଼ିଶା and nearby areas
  • ଆଖୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ଗୁରୁତର।
    1
    ଆଖୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ଗୁରୁତର।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    18 hrs ago
  • ବିଜେଡି ବିଧାୟକ ରାଜା ସ୍ୱାଇଁ ଙ୍କ ଉପରେ ଉଠିଲା ପ୍ରଶ୍ନ ଗରିବ ଙ୍କ ନାମରେ ଉଠିଛି ଟଙ୍କା ଖର୍ଚ୍ଚ ହେଇଚି କଉଠି
    1
    ବିଜେଡି ବିଧାୟକ ରାଜା ସ୍ୱାଇଁ ଙ୍କ ଉପରେ ଉଠିଲା  ପ୍ରଶ୍ନ ଗରିବ ଙ୍କ ନାମରେ ଉଠିଛି ଟଙ୍କା ଖର୍ଚ୍ଚ ହେଇଚି କଉଠି
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    7 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 16.02.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update 
Date - 16.02.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    8 hrs ago
  • Post by Mayurbhanj Live
    1
    Post by Mayurbhanj Live
    user_Mayurbhanj Live
    Mayurbhanj Live
    Business Analyst ଝରପୋଖରିଆ, ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • ଉଦଳା ଖଣ୍ଡିହୁଡି ମା ତାରିଣୀଙ୍କ ପବିତ୍ର ପୀଠରେ ଦେବ ଦେବ ମହାଦେବ ମହାକାଳେଶ୍ୱରଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଶ୍ରୀକ୍ଷେତ୍ର ପୁରୀ ରୁ ଆସିଲା ଆଜ୍ଞାମାଳ। ଉଦଳାରେ ଆଜ୍ଞାମାଳ ପହଞ୍ଚିବା ପରେ ଭକ୍ତିମୟ ପରିବେଶରେ ଭବ୍ୟ ଶୋଭାଯାତ୍ରା ଆରମ୍ଭ ହୋଇଛି। ଢୋଲ, ଘଣ୍ଟ, ହରିନାମ ଓ ଜୟଘୋଷରେ ଗୁଞ୍ଜିଉଠିଛି ସମଗ୍ର ଅଞ୍ଚଳ। ଭକ୍ତମାନେ ଦୀପ, ଧୂପ ଓ ପୁଷ୍ପ ନେଇ ଭଗବାନଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି। ମହାଦେବଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ଓ ଆଧ୍ୟାତ୍ମିକ ଉତ୍ସାହ ଦେଖାଦେଇଛି। ଶତାଧିକ ଭକ୍ତଙ୍କ ସମାଗମରେ ଉଦଳା ଭକ୍ତିର ମହୋତ୍ସବରେ ପରିଣତ ହୋଇଛି
    1
    ଉଦଳା ଖଣ୍ଡିହୁଡି ମା ତାରିଣୀଙ୍କ ପବିତ୍ର ପୀଠରେ ଦେବ ଦେବ ମହାଦେବ ମହାକାଳେଶ୍ୱରଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଶ୍ରୀକ୍ଷେତ୍ର ପୁରୀ ରୁ ଆସିଲା ଆଜ୍ଞାମାଳ।
ଉଦଳାରେ ଆଜ୍ଞାମାଳ ପହଞ୍ଚିବା ପରେ ଭକ୍ତିମୟ ପରିବେଶରେ ଭବ୍ୟ ଶୋଭାଯାତ୍ରା ଆରମ୍ଭ ହୋଇଛି। ଢୋଲ, ଘଣ୍ଟ, ହରିନାମ ଓ ଜୟଘୋଷରେ ଗୁଞ୍ଜିଉଠିଛି ସମଗ୍ର ଅଞ୍ଚଳ। ଭକ୍ତମାନେ ଦୀପ, ଧୂପ ଓ ପୁଷ୍ପ ନେଇ ଭଗବାନଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି।
ମହାଦେବଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ଓ ଆଧ୍ୟାତ୍ମିକ ଉତ୍ସାହ ଦେଖାଦେଇଛି। ଶତାଧିକ ଭକ୍ତଙ୍କ ସମାଗମରେ ଉଦଳା ଭକ୍ତିର ମହୋତ୍ସବରେ ପରିଣତ ହୋଇଛି
    user_Rajib Behera
    Rajib Behera
    ସାମ୍ବାଦିକ Mayurbhanj, Odisha•
    8 min ago
  • ପରିତ୍ରଣ ଟାଇମ୍ସ, ଭଦ୍ରକ: ଭଦ୍ରକ ଜିଲ୍ଲାର ଅସୁରାଳୀ ଅଞ୍ଚଳରେ ଆଜି ଦିନ ମଧ୍ୟାହ୍ନ ସମୟରେ ଅଚାନକ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ଅସୁରାଳୀ ସ୍କୁଲ ନିକଟରେ ଏକ ଚାରିଚକିଆ ଗାଡ଼ି କୌଣସି ପ୍ରାକୃତିକ ବା ଯାନ୍ତ୍ରିକ କାରଣବଶତଃ କିଛି ସମୟ ପାଇଁ ରାସ୍ତା ମଧ୍ୟରେ ଅଟକି ରହିଯାଇଥିବାରୁ ଯାତାୟାତ ବ୍ୟବସ୍ଥା ବ୍ୟାହତ ହୋଇଥିଲା। ସୂଚନା ଅନୁସାରେ, ଗାଡ଼ିଟି ହଠାତ୍ ବନ୍ଦ ହୋଇଯିବାରୁ ରାସ୍ତାର ଦୁଇ ପାର୍ଶ୍ୱରେ ଦୀର୍ଘ ଯାନ ଶ୍ରେଣୀ ଲାଗିଯାଇଥିଲା। ପ୍ରାୟ ୧୦୦ରୁ ୨୦୦ ପର୍ଯ୍ୟନ୍ତ ଦୁଇଚକିଆ, ତିନିଚକିଆ ଓ ଚାରିଚକିଆ ଯାନ କିଛି ସମୟ ପାଇଁ ଅଟକି ରହିଥିଲେ। ବିଶେଷକରି ସ୍କୁଲ ସମୟ ଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
    1
    ପରିତ୍ରଣ ଟାଇମ୍ସ, ଭଦ୍ରକ:
ଭଦ୍ରକ ଜିଲ୍ଲାର ଅସୁରାଳୀ ଅଞ୍ଚଳରେ ଆଜି ଦିନ ମଧ୍ୟାହ୍ନ ସମୟରେ ଅଚାନକ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ଅସୁରାଳୀ ସ୍କୁଲ ନିକଟରେ ଏକ ଚାରିଚକିଆ ଗାଡ଼ି କୌଣସି ପ୍ରାକୃତିକ ବା ଯାନ୍ତ୍ରିକ କାରଣବଶତଃ କିଛି ସମୟ ପାଇଁ ରାସ୍ତା ମଧ୍ୟରେ ଅଟକି ରହିଯାଇଥିବାରୁ ଯାତାୟାତ ବ୍ୟବସ୍ଥା ବ୍ୟାହତ ହୋଇଥିଲା।
ସୂଚନା ଅନୁସାରେ, ଗାଡ଼ିଟି ହଠାତ୍ ବନ୍ଦ ହୋଇଯିବାରୁ ରାସ୍ତାର ଦୁଇ ପାର୍ଶ୍ୱରେ ଦୀର୍ଘ ଯାନ ଶ୍ରେଣୀ ଲାଗିଯାଇଥିଲା। ପ୍ରାୟ ୧୦୦ରୁ ୨୦୦ ପର୍ଯ୍ୟନ୍ତ ଦୁଇଚକିଆ, ତିନିଚକିଆ ଓ ଚାରିଚକିଆ ଯାନ କିଛି ସମୟ ପାଇଁ ଅଟକି ରହିଥିଲେ। ବିଶେଷକରି ସ୍କୁଲ ସମୟ ଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
    user_Paritran times
    Paritran times
    ତିହିଡ଼ି, ଭଦ୍ରକ, ଓଡ଼ିଶା•
    19 min ago
  • ଶିକ୍ଷାର୍ଥୀ ଙ୍କୁ ଉଚିତ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରଦୀପ ମହାରଥୀ ଙ୍କ ପତ୍ନୀ ଙ୍କ କଥା ଶୁଣି ସ୍କୁଲ ଛାତ୍ରଛାତ୍ରୀଙ୍କ ଉତ୍ସାହ
    1
    ଶିକ୍ଷାର୍ଥୀ ଙ୍କୁ ଉଚିତ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରଦୀପ ମହାରଥୀ ଙ୍କ ପତ୍ନୀ ଙ୍କ କଥା ଶୁଣି ସ୍କୁଲ ଛାତ୍ରଛାତ୍ରୀଙ୍କ ଉତ୍ସାହ
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    15 hrs ago
  • Post by Mayurbhanj Live
    1
    Post by Mayurbhanj Live
    user_Mayurbhanj Live
    Mayurbhanj Live
    Business Analyst ଝରପୋଖରିଆ, ମୟୂରଭଞ୍ଜ, ଓଡ଼ିଶା•
    8 hrs ago
  • Post by Rajib Behera
    3
    Post by Rajib Behera
    user_Rajib Behera
    Rajib Behera
    ସାମ୍ବାଦିକ Mayurbhanj, Odisha•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.