logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କୁ ଭେଟିଲେ ଟିଏଫଏଲ ର ଏମଡି ! ତାଳଚେର :ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଲୋକସଭା ରେ ବାରମ୍ବାର ତାଳଚେର ସାର କାରଖାନା ଟିଏଫଏଲ ସମ୍ପର୍କ ରେ ପ୍ରଶ୍ନ ଉଥାପନ କରି ଆସିଛନ୍ତି |କେନ୍ଦ୍ର ସାର ରସାୟନ ମନ୍ତ୍ରୀ ଜେପି ନଡ୍ଡା ସାଂସଦ ଶ୍ରୀ ପାଣି ଙ୍କୁ ଲିଖିତ ଭାବେ ଉତ୍ତର ମଧ୍ୟ ଜଣାଇଛନ୍ତି |ଆଜି ଗୁରୁବାର ଟିଏଫ ଏଲ ର ଏମ ଡି ବିବେକ ଶ୍ରୀବାସ୍ତବ ଙ୍କ ସମେତ ସମସ୍ତ ପଦାଧିକାରୀ ଢେଙ୍କାନାଳ ସାଂସଦ ଶ୍ରୀ ପାଣି ଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ଟିଏଫ ଏଲ କାର୍ଯ୍ୟ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ |ଟିଏଫ ଏଲ ୨୦୨୭ ରେ କାର୍ଯ୍ୟକ୍ଷମ ହେବ ଏବଂ ଟିଏଫ ଏଲ ରେ ଏଫ ସି ଆଇ ର ପୂର୍ବ କର୍ମଚାରୀ ଙ୍କର ଉତ୍ତରାଧିକାରୀ କ୍ଷତିଗ୍ରସ୍ତ ପ୍ରଜା ଓ ସ୍ଥାନୀୟ ବେକାର ଯୁବକ ଯୁବତୀ ଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତି ଦେବା ଉପରେ ଆଲୋଚନା କରାଯାଇଥିଲା |ଆଜିର ଉକ୍ତ ବୈଠକ ରେ ସାଂସଦ ଙ୍କ ସହ ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ଜୋନାଲ ମିଡିଆସେଲ ସଂଯୋଜକ ପର୍ଶୁରାମ ବାରିକ, ଜିଲ୍ଲା କୋଷାଧକ୍ଷ ବିଶ୍ୱଜିତ ମିଶ୍ର, ଜଗଦୀଶ ମିଶ୍ର, ମଣ୍ଡଳ ସଭାପତି ରାଜେଶ ଦଳେଇ ଟିଏଫ ଏଲ ଏମ ଡି ଶ୍ରୀଯୁକ୍ତ ବିବେକ ଶ୍ରୀବାସ୍ତବ, ଏଚ ଓ ଡି ଏଚ ଆର ଅନନ୍ତ ଆଚାର୍ଯ୍ୟ, ଚିଫ ମ୍ୟାନେଜର ସୁମନ୍ତ ପ୍ରଧାନ ଙ୍କ ସମେତ ବହୁ ଅଧିକାରୀ ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |

1 day ago
user_BIMBADHAR MOHAPATRA
BIMBADHAR MOHAPATRA
Journalist, Matrubhasa Talcher Sadar, Anugul•
1 day ago
7ad8db41-7535-4803-8a0e-f4bb46dddfb8

ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କୁ ଭେଟିଲେ ଟିଏଫଏଲ ର ଏମଡି ! ତାଳଚେର :ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଲୋକସଭା ରେ ବାରମ୍ବାର ତାଳଚେର ସାର କାରଖାନା ଟିଏଫଏଲ ସମ୍ପର୍କ ରେ ପ୍ରଶ୍ନ ଉଥାପନ କରି ଆସିଛନ୍ତି |କେନ୍ଦ୍ର ସାର ରସାୟନ ମନ୍ତ୍ରୀ ଜେପି ନଡ୍ଡା ସାଂସଦ ଶ୍ରୀ ପାଣି ଙ୍କୁ ଲିଖିତ ଭାବେ ଉତ୍ତର ମଧ୍ୟ ଜଣାଇଛନ୍ତି |ଆଜି ଗୁରୁବାର ଟିଏଫ ଏଲ ର ଏମ ଡି ବିବେକ ଶ୍ରୀବାସ୍ତବ ଙ୍କ ସମେତ ସମସ୍ତ ପଦାଧିକାରୀ ଢେଙ୍କାନାଳ ସାଂସଦ ଶ୍ରୀ ପାଣି ଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ଟିଏଫ ଏଲ କାର୍ଯ୍ୟ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ |ଟିଏଫ ଏଲ ୨୦୨୭ ରେ କାର୍ଯ୍ୟକ୍ଷମ ହେବ ଏବଂ ଟିଏଫ ଏଲ ରେ ଏଫ ସି ଆଇ ର ପୂର୍ବ କର୍ମଚାରୀ ଙ୍କର ଉତ୍ତରାଧିକାରୀ କ୍ଷତିଗ୍ରସ୍ତ ପ୍ରଜା ଓ ସ୍ଥାନୀୟ ବେକାର ଯୁବକ ଯୁବତୀ ଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତି ଦେବା ଉପରେ ଆଲୋଚନା କରାଯାଇଥିଲା |ଆଜିର ଉକ୍ତ ବୈଠକ ରେ ସାଂସଦ ଙ୍କ ସହ ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ଜୋନାଲ ମିଡିଆସେଲ ସଂଯୋଜକ ପର୍ଶୁରାମ ବାରିକ, ଜିଲ୍ଲା କୋଷାଧକ୍ଷ ବିଶ୍ୱଜିତ ମିଶ୍ର, ଜଗଦୀଶ ମିଶ୍ର, ମଣ୍ଡଳ ସଭାପତି ରାଜେଶ ଦଳେଇ ଟିଏଫ ଏଲ ଏମ ଡି ଶ୍ରୀଯୁକ୍ତ ବିବେକ ଶ୍ରୀବାସ୍ତବ, ଏଚ ଓ ଡି ଏଚ ଆର ଅନନ୍ତ ଆଚାର୍ଯ୍ୟ, ଚିଫ ମ୍ୟାନେଜର ସୁମନ୍ତ ପ୍ରଧାନ ଙ୍କ ସମେତ ବହୁ ଅଧିକାରୀ ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |

More news from Odisha and nearby areas
  • ସବୁ ବେଳେ ଗୋଟେ ପୁଅ ଗୋଟେ ଝିଅକୁ କହିଥାଏ ତତେ ମୁଁ ରାଣୀ କରୀ ରଖିବି କିନ୍ତୁ ଗୋଟେ ଝିଅ ମୁଁ ହଁ ରୁ ଶୁଣି ଛନ୍ତୀ
    1
    ସବୁ ବେଳେ ଗୋଟେ ପୁଅ ଗୋଟେ ଝିଅକୁ କହିଥାଏ ତତେ ମୁଁ ରାଣୀ କରୀ ରଖିବି କିନ୍ତୁ ଗୋଟେ ଝିଅ ମୁଁ ହଁ ରୁ ଶୁଣି ଛନ୍ତୀ
    user_Gobinda
    Gobinda
    Actor Anugul, Odisha•
    4 hrs ago
  • Post by ଟଙ୍କଧର .ମେହେର
    1
    Post by ଟଙ୍କଧର .ମେହେର
    user_ଟଙ୍କଧର .ମେହେର
    ଟଙ୍କଧର .ମେହେର
    Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
    12 hrs ago
  • କଣିହାଁ ଠାରେ ଇଂରାଜୀ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଲେ ଜଲିଓଡ଼ ସିଙ୍ଗର ଓମ କୁମାର
    1
    କଣିହାଁ ଠାରେ ଇଂରାଜୀ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଲେ ଜଲିଓଡ଼ ସିଙ୍ଗର ଓମ କୁମାର
    user_Basant Kumar Nayak
    Basant Kumar Nayak
    କଣିହା, ଅନୁଗୁଳ, ଓଡ଼ିଶା•
    14 hrs ago
  • ଢେଙ୍କାନାଳ ମେଳା ରୈ ପ୍ରାଣୀ ସମ୍ପଦ ଅଧିକାରୀ ଙ୍କ ବାର୍ତ୍ତ।
    1
    ଢେଙ୍କାନାଳ ମେଳା ରୈ ପ୍ରାଣୀ ସମ୍ପଦ ଅଧିକାରୀ ଙ୍କ ବାର୍ତ୍ତ।
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    1 hr ago
  • ଯୋରନ୍ଦା ମାଘମେଳା ଆୟୋଜନ ନିମନ୍ତେ ଦ୍ୱତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
    1
    ଯୋରନ୍ଦା ମାଘମେଳା ଆୟୋଜନ ନିମନ୍ତେ ଦ୍ୱତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
    user_Tapasdas 6372788705
    Tapasdas 6372788705
    Journalist Dhenkanal Sadar, Odisha•
    11 hrs ago
  • ପାଖେଇ ଆସୁଛି ବିଶ୍ଵ ପ୍ରସିଦ୍ଧ ମହିମା ମେଳା ଯୋରନ୍ଦା ଗାଦିରେ ସାଧୁ ସନ୍ଥଙ୍କ ଭିଡ଼ ଦେଖିବାକୁ ମିଳୁଛି...
    1
    ପାଖେଇ ଆସୁଛି ବିଶ୍ଵ ପ୍ରସିଦ୍ଧ ମହିମା ମେଳା ଯୋରନ୍ଦା ଗାଦିରେ ସାଧୁ ସନ୍ଥଙ୍କ ଭିଡ଼ ଦେଖିବାକୁ ମିଳୁଛି...
    user_Mahima TV Live
    Mahima TV Live
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    11 hrs ago
  • କବି ଯଦୁମଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଇଟାମାଟି ଠାରେ ପାଳିତ ହୋଇଛି। #amajadumani
    1
    କବି ଯଦୁମଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଇଟାମାଟି ଠାରେ ପାଳିତ ହୋଇଛି। #amajadumani
    user_ଜାଗ୍ରତ ନିୟୁଜ
    ଜାଗ୍ରତ ନିୟୁଜ
    Dyeworks ଇଟାମାଟି, ନୟାଗଡ଼, ଓଡ଼ିଶା•
    3 hrs ago
  • Post by ଟଙ୍କଧର .ମେହେର
    1
    Post by ଟଙ୍କଧର .ମେହେର
    user_ଟଙ୍କଧର .ମେହେର
    ଟଙ୍କଧର .ମେହେର
    Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.