Shuru
Apke Nagar Ki App…
ଢେଙ୍କାନାଳ ମେଳା ରୈ ପ୍ରାଣୀ ସମ୍ପଦ ଅଧିକାରୀ ଙ୍କ ବାର୍ତ୍ତ।
Dipak Kumar Nayak
ଢେଙ୍କାନାଳ ମେଳା ରୈ ପ୍ରାଣୀ ସମ୍ପଦ ଅଧିକାରୀ ଙ୍କ ବାର୍ତ୍ତ।
More news from Odisha and nearby areas
- Slug - ଗଁଦିଆ ଘରେ ଯୋର ଜବରଦସ୍ତ ପଶି ମହିଳାଙ୍କୁ ଦୃବେବହାର କରି ଗାଡି ଟାଣି ନେଉଛନ୍ତି କାମାକ୍ଷା ନଗର ପୋଲିସ ଅଞ୍ଚର - ଢେଙ୍କାନାଳ ଜିଲ୍ଲା ଗଁଦିଆ ଖଙ୍କର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳୁଛି l ଖଙ୍କର ଗ୍ରାମର ସୁଜିତ ରାଉତ ଏବଂ ମିନତୀ ରାଉତ ଙ୍କ ଘରେ ପଶି ଯୋର ଜବରଦସ୍ତ ତାଙ୍କ ଘରୁ ଗାଡି ନବା ପାଇଁ ପ୍ରୟାସ ଚାଲିଛିl କାମାକ୍ଷା ନଗର iic କାହିଁକି ଗାଡିଟି ଜଣକ ଘରେ ପଶି ଗାଡି ନେବା ପାଇଁ ଏତେ ତରତର ହେଉଛନ୍ତି l ଏଗ୍ରିମେଣ୍ଟ ରେ ଆଣିଥିବା ସୁଜିତ ରାଉତ ଘରେ ନଥିବା ସମୟ ରେ ତାଙ୍କ ଘରେ ପଶି ଗାଡି ଟାଣିକି ନେବା କେତେଦୂର ଠିକ ଅଛି ନା ଏଠି ମୋଟା ଙ୍କର ଟଙ୍କାର ଖେଳ ଖେଳାଯାଉଛି l ଏଠି ଉପରସ୍ତ ଅଧିକାରୀ କାହିଁକି ଏହା ଉପରେ କାର୍ଯ୍ୟନୁଷ୍ଠା ନେଉଛନ୍ତି1
- ଢେଙ୍କାନାଳ ମେଳା ରୈ ପ୍ରାଣୀ ସମ୍ପଦ ଅଧିକାରୀ ଙ୍କ ବାର୍ତ୍ତ।1
- ପାଖେଇ ଆସୁଛି ବିଶ୍ଵ ପ୍ରସିଦ୍ଧ ମହିମା ମେଳା ଯୋରନ୍ଦା ଗାଦିରେ ସାଧୁ ସନ୍ଥଙ୍କ ଭିଡ଼ ଦେଖିବାକୁ ମିଳୁଛି...1
- ଭାଗବତ ବଞ୍ଚିଲେ ଭାରତ ବଞ୍ଚିବ ଆଜି କଟକ ଜଗତ ପୁର ନିମୁପର ଖେଳ ପଡିଆ ପାଖରେ କାର୍ଯ୍ୟକ୍ରମ ଆରମ୍ବ ତା 9/01/2026 ଚାରିଦିନ ଚାଲିବ ଉଦଯାପନୀ 12/01/2026 ଏହି କାର୍ଯ୍ୟକ୍ରମ ଟି ପତିବର୍ଷ ଜଗତ ପୁର ସୋନ୍ୟ ବ୍ରହ୍ମ ଆଶ୍ରମ ଠାରେ ଅନୁଷ୍ଠିତ ହୋଇ ଥାଏ ବାୟାବାବା ଙ୍କ ଦ୍ୱରା କାର୍ଯ୍ୟକ୍ରମ ଟି ହୋଇ ଥାଏ,ପତିଦିନ 20000/-ରୁ 30000/- ଭକ୍ତ ମାନଙ୍କ ପାଇଁ ଖାଇବା ର ଵେବସ୍ତା ହୋଇ ଥାଏ, ମଞ୍ଚ ପରିଚାଳନା କରି ଥିଲେ ଜ୍ଞାନ ରଞ୍ଜନ ସାମନ୍ତରାୟ, ବିଶ୍ୱଜିତ ସୂଯ୍ୟ ବଂଶୀ ବରିଷ୍ଠ ସମାଜ ସେବି, ବାୟାବାବା ବ୍ରହ୍ମା ନନ୍ଦ ସରସ୍ବତୀ ଅନ୍ୟ ସାଧୁଶାଂଥ, କଟକ ଜିଲ୍ଲା ର ବରିଷ୍ଠ BJP ନେତା ନୟନ କିଶୋର ମୋହାନ୍ତି, କଟକ ଜିଲ୍ଲା ସଦର BJP MLA ପ୍ରକାଶ ସେଠି ମୋହଦ୍ୟୟ, କଟକ ଜିଲ୍ଲା ସଦର BJP ସଭାପତି ରାମ ନାରାୟଣ ମୋହାନ୍ତି, କଟକ BJP ନଗର ସଭାପତି ଲଲାଟେନ୍ଦୁ ବଡୁ, ଢେଙ୍କାନାଳ ଜିଲ୍ଲା ପଭାରୀ BJP ଶ୍ରମତି ସ୍ମୃତି ପଟ୍ଟନାୟକ, ସମସ୍ତ ସାନମାନିତ ଅତିଥି ମୋହଦୟ, ((ବାୟାବାବାକି ଜୟ ))4
- ପ୍ରଦୂଷଣ ସହିତ ବକେୟା ଫାଇନର କଣ ସମ୍ପର୍କ ଅଛି:କଂଗ୍ରେସ#highlights1
- https://www.youtube.com/@PRIMETIMEODIANEWS1
- ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନର ଐତିହାସିକ ସ୍ମୃତି ବହନ କରୁଥିବା ବାଜି ରାଉତ ଛାତ୍ରାବାସ ବିପଦରେ ପଡ଼ିଥିବା ନେଇ ଗୁରୁତର ଅଭିଯୋଗ ଆସିଛି। ଛାତ୍ରାବାସକୁ ବଦନାମ କରିବା ସହ ଏହାର ସ୍ଥାବର–ଅସ୍ଥାବର ସମ୍ପତ୍ତି ହଡ଼ପ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ କରିଛନ୍ତି ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ଓ ଛାତ୍ରାବାସର କାର୍ଯ୍ୟକର୍ତ୍ତାମାନେ। ସାମ୍ବାଦିକ ସମ୍ମିଳନୀରେ କୃଷ୍ଣା ମହାନ୍ତି କହିଛନ୍ତି ଯେ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ତାଙ୍କ ପତ୍ନୀ, ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ ଅନୁଗୋଳରେ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ବାଜି ରାଉତ ଛାତ୍ରାବାସ ପ୍ରତିଷ୍ଠା କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ୧୯୯୬ ମସିହାରେ ମାଳତୀ ଚୌଧୁରୀ ଏକ ୱିଲ୍ ମାଧ୍ୟମରେ ନିଜ କ୍ରୟ ଜମିରୁ ୨.୨୩ ଏକର ଜମି ବାଜି ରାଉତ ଛାତ୍ରାବାସକୁ ଦାନ କରିଥିଲେ। ଟିକସ ଅଭାବରୁ ଦୀର୍ଘ ସମୟ ଧରି ଏହି ଜମି ଛାତ୍ରାବାସ ନାମରେ ପଞ୍ଜିକୃତ ହୋଇପାରିନଥିଲେ ମଧ୍ୟ, ଗତବର୍ଷ ଆଧିକାରିକ ଭାବେ ଛାତ୍ରାବାସ ନାମରେ ପଟ୍ଟା କରାଯାଇଛି। ତେବେ ଏହି ସମ୍ପତ୍ତି ଉପରେ ଅଧିକାର ଦାବି କରି କୃଷ୍ଣା ମହାନ୍ତିଙ୍କ ପୁଅ ଅମ୍ଳାନ ମହାନ୍ତି ଓ ତାଙ୍କ ପତ୍ନୀ ଅଦାଲତରେ ମାମଲା ଦାୟର କରିଥିବା ଅଭିଯୋଗ ହୋଇଛି। ଛାତ୍ରାବାସର ସ୍ୱାର୍ଥକୁ ଗୁରୁତ୍ୱ ଦେବାରୁ କୃଷ୍ଣା ମହାନ୍ତି ଶାରୀରିକ ନିର୍ଯାତନାର ସିକାର ହୋଇଥିବା ଓ ତାଙ୍କ ହାତ ଆଙ୍ଗୁଠି ଭାଙ୍ଗିଯାଇଥିବା ମଧ୍ୟ ସେ କହିଛନ୍ତି। ଭୟଭୀତ ପରିସ୍ଥିତିରେ ବର୍ତ୍ତମାନ ସେ ଛାତ୍ରାବାସ ପରିସରରେ ଥିବା ନୁମା–ବାପୀ କୁଟୀରରେ ରହୁଛନ୍ତି, ଯାହା ପୂର୍ବରୁ ମ୍ୟୁଜିୟମ୍ ଭାବେ ବ୍ୟବହୃତ ହୋଇଆସୁଥିଲା। ସେହିପରି ଛାତ୍ରାବାସର ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ଏହି ପରିସ୍ଥିତିରେ ଛାତ୍ରାବାସ ଜମିର ଡି-ମାର୍କେସନ୍ କରି ପାଚେରି ନିର୍ମାଣ ପାଇଁ ପ୍ରଶାସନକୁ ଦାବି କରାଯାଇଛି। ମାମଲାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଥିବାବେଳେ, ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ।6
- ଢେଙ୍କାନାଳ ମେଳା ରେ ମତ୍ସ୍ୟ ଅଧିକାରୀ ଙ୍କ ବାର୍ତ୍ତା1