ଚାଷଜମି କ୍ଷୟକ୍ଷତି ପାଇଁ ଆଦୌ ଚିନ୍ତିତ ନ ହେବା ପାଇଁ କହିଛନ୍ତି ରାଜସ୍ବ ମନ୍ତ୍ରୀ । କୃଷକଙ୍କ ସହ ଚଟାଣ ପରି ଛିଡ଼ା ହୋଇଛନ୍ତି ରାଜ୍ୟ ସରକାର l ଲୋକସେବା ଭବନଠାରେ ମାନ୍ୟବର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାପାଳମାନଙ୍କ ସହିତ ବନ୍ୟା ପରିସ୍ଥିତି ସମ୍ପର୍କରେ ସୁବିସ୍ତୃତ ସମୀକ୍ଷା କରିଛନ୍ତି l ୧୫ଟି ଜିଲ୍ଲାର ୫୭ଟି ବ୍ଲକର ୪୪୬ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୩୬୨ଟି ଗ୍ରାମ ଏବଂ ୧୧ଟି ପୌରାଞ୍ଚଳର ୧୭୪ ୱାର୍ଡର ପ୍ରାୟ ୭,୯୧,୮୪୬ ଜଣ ଲୋକ ବନ୍ୟା ଦ୍ଵାରା ପ୍ରଭାବିତ ହୋଇଛନ୍ତି l ବୈଠକରେ ଯେଉଁ ପର୍ଯ୍ୟନ୍ତ ବନ୍ୟା ଜଳ ସମ୍ପୂର୍ଣ୍ଣ ନିଷ୍କାସିତ ହୋଇ ମାଟି ଶୁଖିଲା ନ ହୋଇଛି, ସେ ପର୍ଯ୍ୟନ୍ତ ସମସ୍ତ ରିଲିଫ କେନ୍ଦ୍ରରେ ସେବା ପ୍ରଦାନ କରି ରଖିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ବନ୍ୟା ଜଳ ଛାଡିବାର ୭୨ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ଚାଷଜମିର କ୍ଷୟକ୍ଷତି ଆକଳନ କରି ଜିଲ୍ଲାପାଳମାନେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି l କୃଷି ବିଭାଗ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମନ୍ଵିତ ଭାବେ ସର୍ବେକ୍ଷଣ କରାଯାଇ ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ ତୁରନ୍ତ ମିଳିତ ସହଯୋଗ ତଥା କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ସୂଚନା ଦେଇଛନ୍ତି l କୃଷକଭାଇଭଉଣୀମାନଙ୍କୁ କ୍ଷୟକ୍ଷତି ପାଇଁ ଆଦୌ ବ୍ୟସ୍ତ ନ ହୋଇ ଏପରି ପ୍ରତିକୂଳ ସମୟରେ ସେମାନଙ୍କ ସହ ରାଜ୍ୟ ସରକାର ଚଟାଣ ପରି ଛିଡ଼ା ହୋଇଛନ୍ତି ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି l

- 💫💫*आज का राषिफल*💫💫.................................1
- ଉପକୂଳ ଓଡ଼ିଶାରେ ମାଡୁଛି ପାଣି ବଢୁଛି ଭୟ,ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା। ଉପକୂଳ ଓଡ଼ିଶାରେ ବନ୍ୟାର ପ୍ରକୋପ ଜାରି; ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଥିବାବେଳେ ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା।1
- ହୋଟେଲ ଖାଦ୍ୟକୁ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ହୋଟେଲ୍ ମାଲିକ1
- ବନ୍ତ ବ୍ଲକ୍ ର ନିଶ୍ଚଳ ମହାନ୍ତି ନିଟ ପରୀକ୍ଷାରେ ସଫଳତା ଆଣିଲେ । ବନ୍ତ ବ୍ଲକ୍ ର ନିଶ୍ଚଳ ମହାନ୍ତି ନିଟ ପରୀକ୍ଷାରେ ସଫଳତା ଆଣିଲେ ।1
- ପତ୍ନୀ ଓ ସନ୍ତାନ ପାଇଁ ରଖିଥିବା ମାନସିକ ପୂରଣ ହେବାରୁ ଝାଡେଶ୍ୱର ମନ୍ଦିରରୁ ବାରିଗାଁ ମନ୍ଦିର ଯାଏଁ ବାପାର ଦଣ୍ଡ ଯାତ୍ରା। ପତ୍ନୀ ଓ ସନ୍ତାନ ପାଇଁ ରଖିଥିବା ମାନସିକ ପୂରଣ ହେବାରୁ ଝାଡେଶ୍ୱର ମନ୍ଦିରରୁ ବାରିଗାଁ ମନ୍ଦିର ଯାଏଁ ବାପାର ଦଣ୍ଡ ଯାତ୍ରା।1
- ଆଜିର ମୁଖ୍ୟ ଖାବର ହିନ୍ଦୀରେ (ତା.01.08.2026ରିଖ, ଶନିବାର )...1
- ବୈତରଣୀ ନଦୀ ବନ୍ୟା ଜଳ ରେ ଆଜ୍ଞା ମୋ ଘର ଭାସିଗଲା ମୋତେ ଟିକେ ସାହାଯ୍ୟ କର କୋରେଇ ମୂଳାପାଳ ପଞ୍ଚାୟତ ଶାଳବା ଗ୍ରାମ #FloodVictims #FloodRelief #HelpFloodVictims #OdishaFlood #Jajpur #CollectorJajpur #BDOKorei #RIKorei #CMOdisha #OdishaGovernment #DisasterRelief #SaveFloodVictims #News19ଓଡ଼ିଶା #OdishaNews #ReliefNeeded #BreakingNews #HumanityFirst #EmergencyRelief #ViralNews1