ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ମହମ୍ମଦ ଅହମଦ ଖାନ୍ ବନାମ ଶାହବାନୋ ବେଗମ ଓ ଅନ୍ୟମାନେ (ଫୌଜଦାରୀ ଅପିଲ ନଂ. ୧୦୩/୧୯୮୧) ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଖରିଆର ରୋଡ ସ୍ଥିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ମହମ୍ମଦ ଅହମଦ ଖାନ୍ ବନାମ ଶାହବାନୋ ବେଗମ ଓ ଅନ୍ୟମାନେ (ଫୌଜଦାରୀ ଅପିଲ ନଂ. ୧୦୩/୧୯୮୧) ସମ୍ବନ୍ଧୀୟ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାୟକ, ପ୍ରାଧୀକରଣର ପ୍ୟାନେଲ ଓକିଲ ବଳଦେବ ରଥ, ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରବୋଧ କୁମାର ହୋତା, ଶିକ୍ଷକଗଣ, ଛାତ୍ରୀ ଏବଂ ପ୍ରାଧିକରଣ ର ଅଧିକାର ମିତ୍ର ସାବିତ୍ରୀ ସାହୁ ଓ ଅନ୍ୟ ମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଙ୍କର ଦ୍ଵାରା ମୋହମ୍ମଦ ଅହମଦ ଖାନ୍ ବନାମ ଶାହ ବାନୋ ବେଗମ ଓ ଅନ୍ୟମାନେ (ଫୌଜଦାରୀ ଅପିଲ ନଂ. ୧୦୩/୧୯୮୧) ରେ ପାରିତ ହୋଇଥିବା ରାୟ ର ଓଡ଼ିଆ ଅନୁବାଦ ବିଷୟରେ ଉପସ୍ଥିତ ଛାତ୍ରୀଙ୍କୁ ବୁଝାଇଥିଲେ । ସେ ମଧ୍ୟ ମହିଳା ମାନଙ୍କ ପ୍ରତି ଘଟୁଥିବା ଘରୋଇ ହିଂସା, ଯୌତୁକ ଜନିତ ହିଂସା, ଭରଣା ପୋଷଣ, ମହିଳାଙ୍କ ଅଧିକାର ଇତ୍ୟାଦି ବିଷୟରେ ଆଲୋଚନା କରିବା ସହ ମହିଳାମାନଙ୍କ ଅଧିକାରର ସୁରକ୍ଷା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦାନ କରାଯାଉଥିବା ମାଗଣା ଆଇନ ସେବା ବିଷୟରେ ଆଲୋକପାତ କରିଥିଲେ। ଏହା ବ୍ୟତୀତ ପ୍ୟାନେଲ ଓକିଲ ବଳଦେବ ରଥ ଆଇନ ସେବା ଅଧିନିୟମ, ୧୯୮୬, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଭୂମିକା ଓ କାର୍ଯ୍ୟପ୍ରଣାଳୀ, ମାଗଣା ଆଇନ ସେବା ଯୋଗାଇବାରେ ପ୍ୟାନେଲ ଓକିଲ ଓ ଅଧିକାରମିତ୍ରଙ୍କ ଭୂମିକା ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ । ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

- देशहित व जनहित के प्रति दोहरी नीति वाली इंडी गठबंधन !! *लापता या मौन !!* राहुल गांधी कहां हैं??? झारखंड के छात्र भी इसी देश के हैं! इंडी गठबंधन और राहुल गांधी के लिए क्या छात्रों का दर्द राज्य और सरकार देखकर तय होता है?? झारखंड में JPSC-JSSC व अन्य परीक्षाओं में सत्ता के संरक्षण में अधिकारियों और माफियाओं द्वारा की गई कथित संगठित धांधली को लेकर लाखों युवा सड़क पर हैं, लेकिन देश के तथाकथित, छद्म वेशधारी "युवा हितैषियों" को शायद झारखंड का रास्ता ही नहीं मिल रहा!! NEET के माध्यम से अराजकता फैलाने के प्रयास में प्रेस कॉन्फ्रेंस और सोशल मीडिया पोस्ट की बाढ़ लाने वालों की उंगलियां झारखंड आते ही क्यों थम गईं?? ::: श्रीमती अन्नपूर्णा देवी जी, केन्द्रीय मंत्री भारत सरकार संकलक:: कुमार विश्वजीत जमशेदपुर झारखंड1
- ଯୁଗିଯୁଗିଏନ ପ୍ରକଳ୍ପକୁ ବିରୋଧ: ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଗ୍ରାମବାସୀ ଯୁଗିଯୁଗିଏନ ପ୍ରକଳ୍ପକୁ ବିରୋଧ: ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଗ୍ରାମବାସୀ1
- ଖରିଆର ରୋଡ଼ ପୌର ପରିଷଦରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ @first news odisha #ନୂଆପଡ଼ା ଖରିଆର ରୋଡ଼ ପୌର ପରିଷଦରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ @first news odisha #ନୂଆପଡ଼ା1
- ग्राम व पोस्ट काईमऊ जिला हरदोई का मन मिला है कैसे निकालते होंगे इन गलियों से लोग जो कि इतनी बारिश में निकलने में हो रही परेशानी लोगों को गलियों में इंटरलॉकिंग परी है लेकिन किस काम की इंटरलॉकिंग जो किसी के काम ना आ सके पानी निकालने का कोई भी प्रबंध नहीं किसी भी प्रकार की घरों का पानी बरसात का पानी इंटरलॉकिंग पर भरा हुआ है लोगों ने सोचा धान लगाने के लिए1
- यह झंझट साल भर से चल रहा है इस झंझट को अभी तक कोई सुझाव नहीं मिला है किसने मुखिया गिरी थाना भी मिला हुआ है 112 भी मिला हुआ है1
- सावन के प्रथम दिवस कर्तव्य पथ फाउंडेशन ने किया वृक्षारोपण अभियान का शुभारंभ1
- गणेश बिहार निलकट भोलारोड मेरठ वाड 15 पीन कोड 250002माता वाली गली मे नाली निर्माण इसलिए टुट रहा है खाली पलोटो की बोडरी व भराव नही है ओर का उल्टा भाहव इसलिए हो रहा है भोलारोड से सूर्य मंदिर तक मन्दिर तक नाली ढकी हूइ है सभी ने स्लीप डाल रखे है जी कारण सफाई नहीं हो पाती कूडा कचरा व गाद जमी हुई है व नाली हम जैसे लोगो ने मसाला डालकर कही उची कही नीची कर रखी है इसलिए पानी का उल्टा भाहव हो रहा है ठेकेदार व सफाई कर्मचारीयो द्वारा अपना काम बार बार जिम्मेदारी के साथ निभा रहे है व सभासद जी हर काम को लेकर पैनी नजर रहती है हर काम वफादारी से करते व कराते हैं इसलिए सड़क व नाली निर्माण व सफाई कर्मचारीयो की कही कोई गलती नजर नहीं आ रही हैं ठेकेदार खूद के पैसे से ऐक हो काम बार बार करा रहे हैं ये कहना नगर निगम का है तो ठेकेदार का भी परिवार व खर्चे है असे तो परेशानी बढती है फिर भी जाच का विषय है की जीये मगर खाली पलोटो व नाली प स्लीप को ध्यान मे जरूर रखे जन हित मे अपने अधिकार के लिए लिख रही हूँ मेरी सब्दो मे गलती लगे तो सोरी माफी चाहूगी ठेकेदार जी का कहना है मैने तैलीय से तैलीय मिलाकर नाली बनाइ है व पानी उल्टा भाहव है तो आगे की नाली हालत देखो जब देखा तो नाली ढकी होने से आगे पानी नहीं जा रहा हमे हमे विभागीय अधिकारियों ठेकेदार सभासद व सरकार पर पूरा भरोसा है की सब काम ठीक होगे मेरे लिए सभी सम्मानित है पुलिस प्रशासन भी जय हिंद जय भारत जय श्रीराम हर हर महादेव4
- ଏରେଣ୍ଡେଇ ଠାରୁ କୁମୁଳାବାହାଳି କୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ଏରେଣ୍ଡେଇ ରୁ କୁମୁଳାବାହାଳି ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ବର୍ଷା ଯୋଗୁଁ ରାସ୍ତାରେ ବଡ଼ବଡ଼ ଖାଲ ଓ ପାଣି ଜମି ରହିଥିବାରୁ ଯାତାୟାତ ବ୍ୟବସ୍ଥା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରତିଦିନ ଏହି ରାସ୍ତାରେ ଦୁଇଚକିଆ ଓ ଚାରିଚକିଆ ଯାନବାହନ ଚଳାଚଳ କରୁଥିବା ବେଳେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବାଆସିବା କରନ୍ତି । ଖରାପ ରାସ୍ତା ଯୋଗୁଁ ସେମାନେ ପ୍ରତିଦିନ ବିପଦପୂର୍ଣ୍ଣ ପରିସ୍ଥିତିରେ ଯାତାୟାତ କରୁଛନ୍ତି । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ୧୦୮ ଆମ୍ବୁଲାନ୍ସ ମଧ୍ୟ ଏହି ରାସ୍ତା ଦେଇ ସହଜରେ ଯାଇପାରୁ ନାହିଁ ଗ୍ରାମବାସୀମାନେ ପ୍ରଶାସନକୁ ତୁରନ୍ତ ରାସ୍ତାର ମରାମତି କରିବାକୁ ଦାବି କରିଛନ୍ତି ଦାବି ପୂରଣ ନହେଲେ ଆଗାମୀ ଦିନରେ ରାସ୍ତା ଅବରୋଧ କରିବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି କେନ୍ଦୁଝର ଜିଲ୍ଲା ପ୍ରତିନିଧି ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ୍ ନିଉଜ ଓଡ଼ିଶା1