logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପ୍ରକୃତି କବି ଗଂଗାଧର ମେହେର ଜୟନ୍ତୀ ଅବସରରେ ପ୍ରାକ ପ୍ରାଥମିକ ବିଦ୍ୟାଳୟରୁ ଯୁବବର୍ଗ ଯାଏଁ ବିଭିନ୍ନ ପ୍ରତିଯୋଗୀତା ମ.ରାମପୁର:- କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ପ୍ରକୃତି କବି ଗଙ୍ଗାଧର ମେହେର ଜୟନ୍ତୀ ଅବସରରେ ପ୍ରାକ୍ ପ୍ରାଥମିକ ବିଦ୍ୟାଳୟଠାରୁ ଯୁବବର୍ଗ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ସଭାପତି ପଦ୍ମ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ବିଡ଼ିଓ ଶରତ କୁମାର ସେଠୀ,ସମ୍ମାନୀତ ଅତିଥି ସହକାରୀ ନିର୍ବାହୀ ଯନ୍ତ୍ରୀ ବଳ ବିନ୍ଦର ସିଂ ଯାଦବ ଯୋଗଦେଇ ଯୁଗଯାତ୍ରୀ ସାହିତ୍ୟ ସଂସଦ ର ଦୀର୍ଘ ୫୨ବର୍ଷରେ ପଦାର୍ପଣ କରିଥିବା ସାହିତ୍ୟ ଯାତ୍ରାକୁ ପ୍ରଶଂସା କରିଥିଲେ । ସଂପାଦକ ହେମନ୍ତ ସାହୁ ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ପ୍ରାକ୍ ପ୍ରାଥମିକ ବିଦ୍ୟାଳୟରୁ ଯୁବବର୍ଗ ମଧ୍ୟରେ ତେରଗୋଟି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବେ ରଜନୀକାନ୍ତ ମହାଖୁଡ଼,ବିଭୂତି ଭୂଷଣ ପ୍ରହରାଜ,ସନ୍ତୋଷ ଦୁବେ,ଅବିନାଶ ଶତପଥୀ, ରୀତେଶ ଶତପଥୀ,ପୁନମ ଜୈନ,ଆକାଂକ୍ଷା ମିଶ୍ର,ସ୍ୱରୂପାରାଣୀ ହୋତା ପ୍ରମୁଖ ଯୋଗଦେଇଥିବାବେଳେ ଉପସଭାପତି ରାକେଶ ଶତପଥୀ,ସହ ସଂପାଦକ ପରମାନନ୍ଦ ବିଶି, କୋଷାଧ୍ୟକ୍ଷ ଉଦୟ ନାୟକ,ସଦସ୍ୟ ସୁଶାନ୍ତ ମିଶ,୍ର ମାନସ ରଞ୍ଜନ ପ୍ରହରାଜ,ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତାକାଲି ୧୬୫ତମ ଗଂଗାଧର ମେହେର ଜୟନ୍ତୀ ଅବସରରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହିତ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ,ସାରସ୍ୱତ ସଭା ଅନୁଷ୍ଠିତ ହେବ ବୋଲି ସଂପାଦକ ଶ୍ରୀ ସାହୁ ସୂଚନା ପ୍ରଦାନ କରିଛନ୍ତି ।

9 hrs ago
user_Uddhaba Panda
Uddhaba Panda
କଳାହାଣ୍ଡି, ଓଡ଼ିଶା•
9 hrs ago
8ce535f8-a57d-455f-86c5-c681117d4a61

ପ୍ରକୃତି କବି ଗଂଗାଧର ମେହେର ଜୟନ୍ତୀ ଅବସରରେ ପ୍ରାକ ପ୍ରାଥମିକ ବିଦ୍ୟାଳୟରୁ ଯୁବବର୍ଗ ଯାଏଁ ବିଭିନ୍ନ ପ୍ରତିଯୋଗୀତା ମ.ରାମପୁର:- କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ପ୍ରକୃତି କବି ଗଙ୍ଗାଧର ମେହେର ଜୟନ୍ତୀ ଅବସରରେ ପ୍ରାକ୍ ପ୍ରାଥମିକ ବିଦ୍ୟାଳୟଠାରୁ ଯୁବବର୍ଗ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ସଭାପତି ପଦ୍ମ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ବିଡ଼ିଓ ଶରତ କୁମାର ସେଠୀ,ସମ୍ମାନୀତ ଅତିଥି ସହକାରୀ ନିର୍ବାହୀ ଯନ୍ତ୍ରୀ ବଳ ବିନ୍ଦର ସିଂ ଯାଦବ ଯୋଗଦେଇ ଯୁଗଯାତ୍ରୀ ସାହିତ୍ୟ ସଂସଦ ର ଦୀର୍ଘ ୫୨ବର୍ଷରେ ପଦାର୍ପଣ କରିଥିବା ସାହିତ୍ୟ ଯାତ୍ରାକୁ ପ୍ରଶଂସା କରିଥିଲେ । ସଂପାଦକ ହେମନ୍ତ ସାହୁ ମଂଚ

3a728ae3-73f3-4898-839b-3c268027cf84

ପରିଚାଳନା କରିଥିଲେ । ଏହି ଅବସରରେ ପ୍ରାକ୍ ପ୍ରାଥମିକ ବିଦ୍ୟାଳୟରୁ ଯୁବବର୍ଗ ମଧ୍ୟରେ ତେରଗୋଟି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବେ ରଜନୀକାନ୍ତ ମହାଖୁଡ଼,ବିଭୂତି ଭୂଷଣ ପ୍ରହରାଜ,ସନ୍ତୋଷ ଦୁବେ,ଅବିନାଶ ଶତପଥୀ, ରୀତେଶ ଶତପଥୀ,ପୁନମ ଜୈନ,ଆକାଂକ୍ଷା ମିଶ୍ର,ସ୍ୱରୂପାରାଣୀ ହୋତା ପ୍ରମୁଖ ଯୋଗଦେଇଥିବାବେଳେ ଉପସଭାପତି ରାକେଶ ଶତପଥୀ,ସହ ସଂପାଦକ ପରମାନନ୍ଦ ବିଶି, କୋଷାଧ୍ୟକ୍ଷ ଉଦୟ ନାୟକ,ସଦସ୍ୟ ସୁଶାନ୍ତ ମିଶ,୍ର ମାନସ ରଞ୍ଜନ ପ୍ରହରାଜ,ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତାକାଲି ୧୬୫ତମ ଗଂଗାଧର ମେହେର ଜୟନ୍ତୀ ଅବସରରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହିତ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ,ସାରସ୍ୱତ ସଭା ଅନୁଷ୍ଠିତ ହେବ ବୋଲି ସଂପାଦକ ଶ୍ରୀ ସାହୁ ସୂଚନା ପ୍ରଦାନ କରିଛନ୍ତି ।

More news from ଓଡ଼ିଶା and nearby areas
  • ଆଜି ମ ରାମପୁର ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ କବି ଗଙ୍ଗା ଧର ମେହେର ଙ୍କ ଜୟନ୍ତୀ ଉଦ୍ଘାଟନ ଉତ୍ସବରେ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ର ସଭାପତି ପଦ୍ମଲୋଚନ ମିଶ୍ର, ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରଦ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ ବଳବିନ୍ଦର ସିଂ ଯାଦବ ଯୋଗ ଦେଇ କବି ମେହେର ଙ୍କ ଜୟନ୍ତୀ ଉପରେ ନିଜ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସଂଯୋଜନା କରିଥିଲେ ସଂସଦ ର ସମ୍ପାଦକ ହେମନ୍ତ କୁମାର ସାହୁ।
    1
    ଆଜି ମ ରାମପୁର ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ କବି ଗଙ୍ଗା ଧର ମେହେର ଙ୍କ ଜୟନ୍ତୀ ଉଦ୍ଘାଟନ ଉତ୍ସବରେ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ର ସଭାପତି ପଦ୍ମଲୋଚନ ମିଶ୍ର, ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରଦ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ ବଳବିନ୍ଦର ସିଂ ଯାଦବ ଯୋଗ ଦେଇ କବି ମେହେର ଙ୍କ ଜୟନ୍ତୀ ଉପରେ ନିଜ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସଂଯୋଜନା କରିଥିଲେ ସଂସଦ ର ସମ୍ପାଦକ ହେମନ୍ତ କୁମାର ସାହୁ।
    user_Uddhaba Panda
    Uddhaba Panda
    କଳାହାଣ୍ଡି, ଓଡ଼ିଶା•
    15 hrs ago
  • ଦେଖନ୍ତୁ 🙏🙏🙏
    1
    ଦେଖନ୍ତୁ 🙏🙏🙏
    user_ବାଲେଶ୍ୱର ନାଏକ
    ବାଲେଶ୍ୱର ନାଏକ
    ଥୁଆମୂଳ ରାମପୁର, କଳାହାଣ୍ଡି, ଓଡ଼ିଶା•
    16 hrs ago
  • Slug: କେସିଙ୍ଗା ପୋଲିସର ବଡ଼ ସଫଳତା, ୬ ଲୁଟେରା ଗିରଫ Anchor: କଳାହାଣ୍ଡି ଜିଲ୍ଲା କେସିଙ୍ଗା ୱାର୍ଡ ନମ୍ବର ୩ ରେ ଗତ ଜୁଲାଇ ୨୧ ତାରିଖରେ ପୁନମ ଅଗ୍ରୱାଲଙ୍କ ଘରୁ ଚୋରି ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୬ ଜଣ ଲୁଟେରାଙ୍କୁ ଆଜି କେସିଙ୍ଗା ପୋଲିସ ଗିରଫ କରିଛି। ଘଟଣା ସମ୍ପର୍କରେ ଏସ୍‌ପି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବେ। କେସିଙ୍ଗା ପୋଲିସକୁ ମିଳିଛି ବଡ଼ ସଫଳତା। ଗତ ଜୁଲାଇ ୨୧ ତାରିଖରେ କେସିଙ୍ଗା ୱାର୍ଡ ନମ୍ବର ୩ରେ ପୁନମ ଅଗ୍ରୱାଲଙ୍କ ଘରୁ ଚୋରି ହୋଇଥିଲା। ଏହି ଘଟଣାର ତଦନ୍ତ କରି ପୋଲିସ ୬ ଜଣ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଲୁଟେରାମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ ହୋଇଛି କି ନାହିଁ ଏବଂ ଏହି ଗ୍ୟାଙ୍ଗ୍‌ରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଏହି ଘଟଣା ସମ୍ପର୍କରେ ଏସ୍‌ପି ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେବେ। କଳାହାଣ୍ଡି ଜିଲ୍ଲା ରୁ ମାମନ କୁମାର ନାଏକ ଙ୍କ ରିପୋର୍ଟ ଉତ୍କଳ ଓଡ଼ିଆ
    1
    Slug: କେସିଙ୍ଗା ପୋଲିସର ବଡ଼ ସଫଳତା, ୬ ଲୁଟେରା ଗିରଫ
Anchor:
କଳାହାଣ୍ଡି ଜିଲ୍ଲା କେସିଙ୍ଗା ୱାର୍ଡ ନମ୍ବର ୩ ରେ ଗତ ଜୁଲାଇ ୨୧ ତାରିଖରେ ପୁନମ ଅଗ୍ରୱାଲଙ୍କ ଘରୁ ଚୋରି ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୬ ଜଣ ଲୁଟେରାଙ୍କୁ ଆଜି କେସିଙ୍ଗା ପୋଲିସ ଗିରଫ କରିଛି। ଘଟଣା ସମ୍ପର୍କରେ ଏସ୍‌ପି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବେ।
କେସିଙ୍ଗା ପୋଲିସକୁ ମିଳିଛି ବଡ଼ ସଫଳତା। ଗତ ଜୁଲାଇ ୨୧ ତାରିଖରେ କେସିଙ୍ଗା ୱାର୍ଡ ନମ୍ବର ୩ରେ ପୁନମ ଅଗ୍ରୱାଲଙ୍କ ଘରୁ ଚୋରି ହୋଇଥିଲା। ଏହି ଘଟଣାର ତଦନ୍ତ କରି ପୋଲିସ ୬ ଜଣ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଲୁଟେରାମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ ହୋଇଛି କି ନାହିଁ ଏବଂ ଏହି ଗ୍ୟାଙ୍ଗ୍‌ରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଏହି ଘଟଣା ସମ୍ପର୍କରେ ଏସ୍‌ପି ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେବେ।
କଳାହାଣ୍ଡି ଜିଲ୍ଲା ରୁ ମାମନ କୁମାର ନାଏକ ଙ୍କ ରିପୋର୍ଟ ଉତ୍କଳ ଓଡ଼ିଆ
    user_ମାନସ କୁମାର ନାଏକ
    ମାନସ କୁମାର ନାଏକ
    ଥୁଆମୂଳ ରାମପୁର, କଳାହାଣ୍ଡି, ଓଡ଼ିଶା•
    18 hrs ago
  • 🇹🇯🌹💋🥺😄♥️🌹
    1
    🇹🇯🌹💋🥺😄♥️🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    19 hrs ago
  • ଆଉ କିଛି ଦିନ ପରେ ଭାଇ ଭଉଣୀ ଙ୍କ ଅତୁଟ ବିଶ୍ୱାସ ର ପର୍ବ ରାକ୍ଷୀ! ଏହି ରାକ୍ଷୀ ରେ ମିଠା କିଣୁଥିଲେ ହୋଇ ଯାଆନ୍ତୁ ସାବଧାନ! ଆଉ କିଛି ଦିନ ପରେ ଭାଇ ଭଉଣୀ ଙ୍କ ଅତୁଟ ବିଶ୍ୱାସ ର ପର୍ବ ରାକ୍ଷୀ! ଏହି ରାକ୍ଷୀ ରେ ମିଠା କିଣୁଥିଲେ ହୋଇ ଯାଆନ୍ତୁ ସାବଧାନ!
    1
    ଆଉ କିଛି ଦିନ ପରେ ଭାଇ ଭଉଣୀ ଙ୍କ ଅତୁଟ ବିଶ୍ୱାସ ର ପର୍ବ ରାକ୍ଷୀ! ଏହି ରାକ୍ଷୀ ରେ ମିଠା କିଣୁଥିଲେ ହୋଇ ଯାଆନ୍ତୁ ସାବଧାନ! 
ଆଉ କିଛି ଦିନ ପରେ ଭାଇ ଭଉଣୀ ଙ୍କ ଅତୁଟ ବିଶ୍ୱାସ ର ପର୍ବ ରାକ୍ଷୀ! ଏହି ରାକ୍ଷୀ ରେ ମିଠା କିଣୁଥିଲେ ହୋଇ ଯାଆନ୍ତୁ ସାବଧାନ!
    user_Basanta Sarabu mbc tv
    Basanta Sarabu mbc tv
    Local News Reporter କୋକସରା, କଳାହାଣ୍ଡି, ଓଡ଼ିଶା•
    15 hrs ago
  • ବଙ୍ଗୋମୁଣ୍ଡା ରେ ନାରୀ ସଂଗଠନ ପକ୍ଷରୁ ଅସହାୟ ଓ ଗରିବ ଲୋକ ଙ୍କୁ ଶାଢ଼ୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
    1
    ବଙ୍ଗୋମୁଣ୍ଡା ରେ ନାରୀ ସଂଗଠନ ପକ୍ଷରୁ ଅସହାୟ ଓ ଗରିବ ଲୋକ ଙ୍କୁ ଶାଢ଼ୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
    user_HULESWAR HANS YADAV
    HULESWAR HANS YADAV
    Local News Reporter କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    8 hrs ago
  • କଣ୍ଟାବାଞ୍ଜି ରେ ଭାଇଚାରାର ବାର୍ତ୍ତା ଦେଲା ଇଦ୍-ଏ-ମିଲାଦ ଶୋଭାଯାତ୍ରା ଇସଲାମ ଧର୍ମର ପ୍ରବକ୍ତା ହଜରତ ମହମ୍ମଦଙ୍କ ଜନ୍ମଦିନ ସ୍ମରଣ ଅବସରରେ ବୁଧବାର କଣ୍ଟାବାଞ୍ଜି ସହରରେ ଇଦ୍-ଏ-ମିଲାଦ ଅର୍ଥାତ୍ ମିଲାଦୁନ ନବୀ ଉତ୍ସବ ପାଳିତ ହୋଇଛି। କଣ୍ଟାବାଞ୍ଜି ୟୁଥ୍ ମୁସଲିମ ସଂଗଠନ ପକ୍ଷରୁ ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । କଣ୍ଟାବାଞ୍ଜି ଆଶ୍ରମ ପଡ଼ାରୁ ଶୋଭାଯାତ୍ରା ବାହାରି ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ମୁସଲିମ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ସାମିଲ ହୋଇ ଶାନ୍ତି, ସମ୍ପ୍ରୀତି ଓ ଭାଇଚାରାର ବାର୍ତ୍ତା ଦେଇଥିଲେ। ଶୋଭାଯାତ୍ରା ସହରର ବିଭିନ୍ନ ଛକ ଦେଇ ଯାଉଥିବା ସମୟରେ ବିଭିନ୍ନ ହିନ୍ଦୁ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ। ସେମାନେ ଶୋଭାଯାତ୍ରାରେ ସାମିଲ ଲୋକଙ୍କୁ ଥଣ୍ଡା ପାଣି ଓ ମିଠା ବଣ୍ଟନ କରିଥିଲେ। ଏହି ଦୃଶ୍ୟ କଣ୍ଟାବାଞ୍ଜି ସହରର ହିନ୍ଦୁ-ମୁସଲିମ ଭାଇଚାରା ଓ ସାମ୍ପ୍ରଦାୟିକ ସମ୍ପ୍ରୀତିର ଏକ ସୁନ୍ଦର ଉଦାହରଣ ପାଲଟିଥିଲା। ଉଭୟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ପରସ୍ପର ସମ୍ମାନ ଓ ସଦ୍‌ଭାବ ଏହି ଅବସରରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା। ଶାନ୍ତି ଓ ଭାଇଚାରାର ବାର୍ତ୍ତା ନେଇ ପାଳିତ ଏହି ଇଦ୍-ଏ-ମିଲାଦ ଉତ୍ସବ ସହରବାସୀଙ୍କ ମଧ୍ୟରେ ଏକତାର ଭାବନାକୁ ଆହୁରି ମଜବୁତ କରିଥିଲା।
    1
    କଣ୍ଟାବାଞ୍ଜି ରେ ଭାଇଚାରାର ବାର୍ତ୍ତା ଦେଲା ଇଦ୍-ଏ-ମିଲାଦ ଶୋଭାଯାତ୍ରା

ଇସଲାମ ଧର୍ମର ପ୍ରବକ୍ତା ହଜରତ ମହମ୍ମଦଙ୍କ ଜନ୍ମଦିନ ସ୍ମରଣ ଅବସରରେ ବୁଧବାର କଣ୍ଟାବାଞ୍ଜି ସହରରେ ଇଦ୍-ଏ-ମିଲାଦ ଅର୍ଥାତ୍ ମିଲାଦୁନ ନବୀ ଉତ୍ସବ ପାଳିତ ହୋଇଛି। କଣ୍ଟାବାଞ୍ଜି ୟୁଥ୍ ମୁସଲିମ ସଂଗଠନ ପକ୍ଷରୁ ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । କଣ୍ଟାବାଞ୍ଜି ଆଶ୍ରମ ପଡ଼ାରୁ  ଶୋଭାଯାତ୍ରା ବାହାରି ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ମୁସଲିମ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ସାମିଲ ହୋଇ ଶାନ୍ତି, ସମ୍ପ୍ରୀତି ଓ ଭାଇଚାରାର ବାର୍ତ୍ତା ଦେଇଥିଲେ। ଶୋଭାଯାତ୍ରା ସହରର ବିଭିନ୍ନ ଛକ ଦେଇ ଯାଉଥିବା ସମୟରେ ବିଭିନ୍ନ ହିନ୍ଦୁ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ। ସେମାନେ ଶୋଭାଯାତ୍ରାରେ ସାମିଲ ଲୋକଙ୍କୁ ଥଣ୍ଡା ପାଣି ଓ ମିଠା ବଣ୍ଟନ କରିଥିଲେ। ଏହି ଦୃଶ୍ୟ କଣ୍ଟାବାଞ୍ଜି ସହରର ହିନ୍ଦୁ-ମୁସଲିମ ଭାଇଚାରା ଓ ସାମ୍ପ୍ରଦାୟିକ ସମ୍ପ୍ରୀତିର ଏକ ସୁନ୍ଦର ଉଦାହରଣ ପାଲଟିଥିଲା। ଉଭୟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ପରସ୍ପର ସମ୍ମାନ ଓ ସଦ୍‌ଭାବ ଏହି ଅବସରରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା। ଶାନ୍ତି ଓ ଭାଇଚାରାର ବାର୍ତ୍ତା ନେଇ ପାଳିତ ଏହି ଇଦ୍-ଏ-ମିଲାଦ ଉତ୍ସବ ସହରବାସୀଙ୍କ ମଧ୍ୟରେ ଏକତାର ଭାବନାକୁ ଆହୁରି ମଜବୁତ କରିଥିଲା।
    user_କଣ୍ଟାବାଞ୍ଜି ଖବର
    କଣ୍ଟାବାଞ୍ଜି ଖବର
    କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    10 hrs ago
  • ନାହିଁ ନାହିଁ ରେ ଚାଲିଛି ଧର୍ମଗଡ ଉପଖଣ୍ଡ ଡାକ୍ତଖାନା, ଡାକ୍ତର ଙ୍କ ଅଭାବ ହେତୁ ଚିକିତ୍ସା ରେ ବାଧାପ୍ରାପ୍ତ ନାହିଁ ନାହିଁ ରେ ଚାଲିଛି ଧର୍ମଗଡ ଉପଖଣ୍ଡ ଡାକ୍ତଖାନା, ଡାକ୍ତର ଙ୍କ ଅଭାବ ହେତୁ ଚିକିତ୍ସା ରେ ବାଧାପ୍ରାପ୍ତ
    1
    ନାହିଁ ନାହିଁ ରେ ଚାଲିଛି ଧର୍ମଗଡ ଉପଖଣ୍ଡ ଡାକ୍ତଖାନା, ଡାକ୍ତର ଙ୍କ ଅଭାବ ହେତୁ ଚିକିତ୍ସା ରେ ବାଧାପ୍ରାପ୍ତ
ନାହିଁ ନାହିଁ ରେ ଚାଲିଛି ଧର୍ମଗଡ ଉପଖଣ୍ଡ ଡାକ୍ତଖାନା, ଡାକ୍ତର ଙ୍କ ଅଭାବ ହେତୁ ଚିକିତ୍ସା ରେ ବାଧାପ୍ରାପ୍ତ
    user_Basanta Sarabu mbc tv
    Basanta Sarabu mbc tv
    Local News Reporter କୋକସରା, କଳାହାଣ୍ଡି, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.