logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତି ପ୍ରତିବାଦରେ ଆଜି ନିମାପଡାରେ ବିଜେଡ଼ିର ପୁରୀ ଜିଲ୍ଲାସ୍ତରୀୟ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଛି । ନିମାପଡା: ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତି ପ୍ରତିବାଦରେ ଆଜି ନିମାପଡାରେ ବିଜେଡ଼ିର ପୁରୀ ଜିଲ୍ଲାସ୍ତରୀୟ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଛି । ପୁରୀ ଜିଲ୍ଲା ବିଜେଡ଼ି ସଭାପତି ଉମା ସାମନ୍ତରାୟଙ୍କ ସଭାପତିତ୍ବରେ ଆୟୋଜିତ ଏହି ପ୍ରତିବାଦ ସଭାରେ ଜିଲ୍ଲାର ବହୁ ଆଗଧାଡିର ବିଜେଡ଼ି ନେତା,ବିଧାୟକ ,ସାଂସଦ ଯୋଗ ଦେଇଥିଲେ। ବିଜେପି ର ଡବଲ ଇଞ୍ଜିନ ସରକାର ଚାଷୀ ମାରଣା ନୀତି ଆପଣାଇଛି। ଧାନ ମଣ୍ଡିରେ ଅବ୍ୟବସ୍ଥା ଲାଗିରହିଛି। ନିର୍ବାଚନ ସମୟରେ ବିଜେପି ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି। ମଣ୍ତିରେ କଟନ ଛଟନୀ ଚାଲିଥିବା ବେଳେ ଧାନ କୁଇଣ୍ଟାଲର ସହାୟକ ମୂଲ୍ୟ ୩୧୦୦ ଟଙ୍କା ଦେବା ପାଇଁ ସରକାର ଧାର‌୍ୟ୍ୟ କରିଥିଲେ ତେବେ ୮୦୦ ଟଙ୍କା ଇନପୁଟ ସହାୟତା ରାଶି କାହିଁ ବୋଲି ବିଜେଡ଼ି ନେତା ପ୍ରଶ୍ନ କରି ବିଜେପି ସରକାରକୁ ସମାଲୋଚନା କରିଛନ୍ତି। ଏହି ଅବସରରେ ନୂଆ ବସଷ୍ଟାଣ୍ଡ ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ଟାଉନ ହଲ ପଡ଼ିଆରେ ପହଞ୍ଚିଥିଲା। ସମାବେଶରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ବିଜେଡ଼ି କର୍ମୀ ଓ ଚାଷୀ ଯୋଗ ଦେଇଥିଲେ।

5 hrs ago
user_Bibhuti TV
Bibhuti TV
ସାମ୍ବାଦିକ ନିମାପଡା, ପୁରୀ, ଓଡ଼ିଶା•
5 hrs ago
2a1ed94c-32f0-43ee-ba01-31772fd31e2d

ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତି ପ୍ରତିବାଦରେ ଆଜି ନିମାପଡାରେ ବିଜେଡ଼ିର ପୁରୀ ଜିଲ୍ଲାସ୍ତରୀୟ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଛି । ନିମାପଡା: ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତି ପ୍ରତିବାଦରେ ଆଜି ନିମାପଡାରେ ବିଜେଡ଼ିର ପୁରୀ ଜିଲ୍ଲାସ୍ତରୀୟ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଛି । ପୁରୀ ଜିଲ୍ଲା ବିଜେଡ଼ି ସଭାପତି ଉମା ସାମନ୍ତରାୟଙ୍କ ସଭାପତିତ୍ବରେ ଆୟୋଜିତ ଏହି ପ୍ରତିବାଦ ସଭାରେ ଜିଲ୍ଲାର ବହୁ ଆଗଧାଡିର ବିଜେଡ଼ି ନେତା,ବିଧାୟକ ,ସାଂସଦ ଯୋଗ ଦେଇଥିଲେ। ବିଜେପି ର ଡବଲ ଇଞ୍ଜିନ ସରକାର ଚାଷୀ ମାରଣା ନୀତି ଆପଣାଇଛି। ଧାନ ମଣ୍ଡିରେ ଅବ୍ୟବସ୍ଥା ଲାଗିରହିଛି। ନିର୍ବାଚନ ସମୟରେ ବିଜେପି ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି। ମଣ୍ତିରେ କଟନ ଛଟନୀ ଚାଲିଥିବା ବେଳେ ଧାନ କୁଇଣ୍ଟାଲର ସହାୟକ ମୂଲ୍ୟ ୩୧୦୦ ଟଙ୍କା ଦେବା ପାଇଁ ସରକାର ଧାର‌୍ୟ୍ୟ କରିଥିଲେ ତେବେ ୮୦୦ ଟଙ୍କା ଇନପୁଟ ସହାୟତା ରାଶି କାହିଁ ବୋଲି ବିଜେଡ଼ି ନେତା ପ୍ରଶ୍ନ କରି ବିଜେପି ସରକାରକୁ ସମାଲୋଚନା କରିଛନ୍ତି। ଏହି ଅବସରରେ ନୂଆ ବସଷ୍ଟାଣ୍ଡ ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ଟାଉନ ହଲ ପଡ଼ିଆରେ ପହଞ୍ଚିଥିଲା। ସମାବେଶରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ବିଜେଡ଼ି କର୍ମୀ ଓ ଚାଷୀ ଯୋଗ ଦେଇଥିଲେ।

More news from Odisha and nearby areas
  • भुवनेश्वर सिंदूरपड़ा में जो छत पर बॉम्ब बिसपोरन हत्या इसकी वीडियो फुटेज मिलने का बाद पुलिस ने क्या एक्शन लेगा आगे देखना हे
    1
    भुवनेश्वर सिंदूरपड़ा में जो छत पर बॉम्ब बिसपोरन हत्या इसकी वीडियो फुटेज मिलने का बाद पुलिस ने क्या एक्शन लेगा आगे देखना हे
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    11 hrs ago
  • Post by Manoj kumar baliyarsingh
    3
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    2 hrs ago
  • nuapata word no 04 bmc
    1
    nuapata word no 04 bmc
    user_DIBYA PATTANAIK REAL ESTATE BUSINESSES
    DIBYA PATTANAIK REAL ESTATE BUSINESSES
    ମଞ୍ଚେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • ଭୁବନେଶ୍ୱର ପିମଜି ଠାରେ CT & B.Ed ବେକାରୀ ପକୋଡ଼ି ବିକି ଅଭିନଵ ପ୍ରତିବାଦ
    1
    ଭୁବନେଶ୍ୱର ପିମଜି ଠାରେ CT & B.Ed ବେକାରୀ ପକୋଡ଼ି ବିକି ଅଭିନଵ ପ୍ରତିବାଦ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    8 hrs ago
  • ଭୁବନେଶ୍ୱର: ମଙ୍ଗଳବାରଠୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋନ ଚରଣ ମାଝୀଙ୍କ ସମେତ ବିଭିନ୍ନ ଦଳର ବିଧାୟକମାନେ ଗୃହରେ ନିର୍ଦ୍ଧାରିତ ସମୟରେ ପ୍ରବେଶ କରିଥିଲେ। ଦେଖନ୍ତୁ ଭିଡିଓ।
    1
    ଭୁବନେଶ୍ୱର: ମଙ୍ଗଳବାରଠୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋନ ଚରଣ ମାଝୀଙ୍କ ସମେତ ବିଭିନ୍ନ ଦଳର ବିଧାୟକମାନେ ଗୃହରେ ନିର୍ଦ୍ଧାରିତ ସମୟରେ ପ୍ରବେଶ କରିଥିଲେ। ଦେଖନ୍ତୁ ଭିଡିଓ।
    user_Saroj Kumar Mohapatra
    Saroj Kumar Mohapatra
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    11 hrs ago
  • Post by Thabira Majhi
    1
    Post by Thabira Majhi
    user_Thabira Majhi
    Thabira Majhi
    Bhubaneswar (M.Corp.), Khordha•
    12 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.