logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନାରାୟଣୀ ମନ୍ଦିରକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ତିବ୍ର ଗୋଷ୍ଠୀ ସଂଘର୍ଷ। ୪୦ରୁ ଅଧିକ ଆହତ, ୧୦ ଜଣ ଗୁରୁତର।ସତ୍ୟବାଦୀ ଥାନା ଆଗରେ ଶତାଧିକ ମହିଳାଙ୍କ ଧରଣା। ୫ ଜଣ ଅଟକ, ପୋଲିସ୍ ତଦନ୍ତ ଜାରି। ସତ୍ୟବାଦୀ ଥାନା ଅନ୍ତର୍ଗତ ମୂଳଅଳସା ଗ୍ରାମପଞ୍ଚାୟତର ବଗୁଲାପାରି ଓ ତେନ୍ତୁଳିଆ ଗ୍ରାମ ମଧ୍ୟରେ ନାରାୟଣୀ ଠାକୁରାଣୀ ମନ୍ଦିରକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଘଟଣାରେ ୪୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୧୦ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପୁରୀ ବଡ ଡାକ୍ତରଖାନାକୁ ପଠାଯାଇଛି। ବର୍ଷବର୍ଷ ଧରି ଚାଲୁଥିବା ବିବାଦକୁ ନେଇ ଏହି ଘଟଣା ଘଟିଥିବା ଅଭିଯୋଗ ରହିଛି। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏପଟେ ବଗୁଲାପାରି ଗ୍ରାମର ଶତାଧିକ ମହିଳା ସତ୍ୟବାଦୀ ଥାନା ସମ୍ମୁଖରେ ଧରଣା ଦେଇ ପୋଲିସ୍‌ ବିରୋଧରେ ଏକପାଖିଆ କାର୍ଯ୍ୟାନୁଷ୍ଠାନର ଅଭିଯୋଗ ଉଠାଇଛନ୍ତି।ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥାକରାଯାଇଛି।

7 hrs ago
user_Manoj kumar baliyarsingh
Manoj kumar baliyarsingh
ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•

More news from ଓଡ଼ିଶା and nearby areas
  • Post by Manoj kumar baliyarsingh
    3
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    6 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    12 hrs ago
  • Post by Chitaranjan mohanty
    1
    Post by Chitaranjan mohanty
    user_Chitaranjan mohanty
    Chitaranjan mohanty
    ବ୍ରହ୍ମଗିରି, ପୁରୀ, ଓଡ଼ିଶା•
    15 hrs ago
  • ଜଟଣୀ ମେଟ୍ରୋ କିଙ୍ଗ ପ୍ରକଳ୍ପ ରେ ଚାଷୀଙ୍କ ହଂଗାମା, ମେଟ୍ରୋ କିଙ୍ଗ ନାଁରେ ଆଣିଲେ ସାଙ୍ଘାତିକ ଅଭିଯୋଗ। ଚାଷ ଜମିକୁ ବେଆଇନ ଜବରଦଖାଳ କରିବା ସହିତ ସେହି ଜମିରେ ଘର ନିର୍ମାଣ କରିବା, ଚାଷ ଜମିକୁ ପାଣି ଓ ରାସ୍ତା ବନ୍ଦ କରିବା ଭଳି ଅଭିଯୋଗ ଆଣିଛନ୍ତି ଚାଷୀ। ଅଦାଲତରେ ଜମିଜମାକୁ ନେଇ ମାମଲା ଚାଲିଥିଲେ ସୁଦ୍ଧା ଅଦାଲତ ର ନିର୍ଦେଶ ନାମକୁ ଖାତିର କରୁନି ମେଟ୍ରୋ କିଙ୍ଗ। ଘଟଣା ସ୍ଥଳରେ ଉତେଜନା କୁ ନଜର ରେ ରଖି ଜଟଣୀ ପୋଲିସ ମୁତୟନ। ପୋଲିସ ଙ୍କ ବୁଝା ସୁଝା ସତେ ଚାଷୀଙ୍କ ଆନ୍ଦୋଳନ ଜାରି।
    5
    ଜଟଣୀ ମେଟ୍ରୋ କିଙ୍ଗ ପ୍ରକଳ୍ପ ରେ ଚାଷୀଙ୍କ ହଂଗାମା, ମେଟ୍ରୋ କିଙ୍ଗ ନାଁରେ ଆଣିଲେ ସାଙ୍ଘାତିକ ଅଭିଯୋଗ। ଚାଷ ଜମିକୁ ବେଆଇନ ଜବରଦଖାଳ କରିବା ସହିତ ସେହି ଜମିରେ ଘର ନିର୍ମାଣ କରିବା, ଚାଷ ଜମିକୁ ପାଣି ଓ ରାସ୍ତା ବନ୍ଦ କରିବା ଭଳି ଅଭିଯୋଗ ଆଣିଛନ୍ତି ଚାଷୀ। ଅଦାଲତରେ ଜମିଜମାକୁ ନେଇ ମାମଲା ଚାଲିଥିଲେ ସୁଦ୍ଧା ଅଦାଲତ ର ନିର୍ଦେଶ ନାମକୁ ଖାତିର କରୁନି ମେଟ୍ରୋ କିଙ୍ଗ। ଘଟଣା ସ୍ଥଳରେ ଉତେଜନା କୁ ନଜର ରେ ରଖି ଜଟଣୀ ପୋଲିସ ମୁତୟନ। ପୋଲିସ ଙ୍କ ବୁଝା ସୁଝା ସତେ ଚାଷୀଙ୍କ ଆନ୍ଦୋଳନ ଜାରି।
    user_Journalist Suresh Moharana
    Journalist Suresh Moharana
    Actuary ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    19 hrs ago
  • nuapata word no 04 bmc
    1
    nuapata word no 04 bmc
    user_DIBYA PATTANAIK REAL ESTATE BUSINESSES
    DIBYA PATTANAIK REAL ESTATE BUSINESSES
    ମଞ୍ଚେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    8 hrs ago
  • ଭୁବନେଶ୍ୱର ପିମଜି ଠାରେ CT & B.Ed ବେକାରୀ ପକୋଡ଼ି ବିକି ଅଭିନଵ ପ୍ରତିବାଦ
    1
    ଭୁବନେଶ୍ୱର ପିମଜି ଠାରେ CT & B.Ed ବେକାରୀ ପକୋଡ଼ି ବିକି ଅଭିନଵ ପ୍ରତିବାଦ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    9 hrs ago
  • ଭୁବନେଶ୍ୱର: ମଙ୍ଗଳବାରଠୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋନ ଚରଣ ମାଝୀଙ୍କ ସମେତ ବିଭିନ୍ନ ଦଳର ବିଧାୟକମାନେ ଗୃହରେ ନିର୍ଦ୍ଧାରିତ ସମୟରେ ପ୍ରବେଶ କରିଥିଲେ। ଦେଖନ୍ତୁ ଭିଡିଓ।
    1
    ଭୁବନେଶ୍ୱର: ମଙ୍ଗଳବାରଠୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋନ ଚରଣ ମାଝୀଙ୍କ ସମେତ ବିଭିନ୍ନ ଦଳର ବିଧାୟକମାନେ ଗୃହରେ ନିର୍ଦ୍ଧାରିତ ସମୟରେ ପ୍ରବେଶ କରିଥିଲେ। ଦେଖନ୍ତୁ ଭିଡିଓ।
    user_Saroj Kumar Mohapatra
    Saroj Kumar Mohapatra
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    15 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.