ଜିଲ୍ଲାରେ ସକାଳୁଆ ସରକାରୀ ଅଫିସ କାର୍ଯ୍ୟଳୟ ପାଲଟିଛି ପ୍ରହସନ। ଜିଲ୍ଲାରେ ସକାଳୁଆ ସରକାରୀ ଅଫିସ କାର୍ଯ୍ୟଳୟ ପାଲଟିଛି ପ୍ରହସନ। ଢେ଼ଙ୍କାନାଳ ସଦର : ଜିଲ୍ଲାର ସମସ୍ତ ସରକାରୀ ଅଫିସ କାର୍ଯ୍ୟଳୟ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ସରକାରୀ କାର୍ଯ୍ୟାଳୟ ସକାଳୁଆ ଆରମ୍ଭ କରାଯାଇଛି। ଅଫିସ ସକାଳୁଆ ହୋଇଥିଲେ ମଧ୍ୟ ଅନେକ କର୍ମଚାରୀ ପୂର୍ବପରି ବିଳମ୍ବରେ ଆସୁଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଫିସରୁ ଚାଲିଯାଉଛନ୍ତି। କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀ ଅଧିକାଂଶ ସମୟରେ ସମୟ ଅନୁପସ୍ଥିତ ରହୁଛନ୍ତି। ଅଧିକାରୀମାନେ ଅନୁପସ୍ଥିତ ରହୁଥିବାରୁ ଦୂରଦୂରାନ୍ତରୁ ବିଭିନ୍ନ କାର୍ଯ୍ୟ ଲାଗି ଆସୁଥିବା ଲୋକେ ସେବା ପାଇପାରୁ ନାହାନ୍ତି। ଏପରିକି ସରକାରୀ କାର୍ଯ୍ୟାଳୟରେ କିଏ କେଉଁ ବିଭାଗର କାର୍ଯ୍ୟ କରୁଛି ଓ ଅଧିକାରୀଙ୍କ ଯୋଗାଯୋଗ ନମ୍ବର ସହଜରେ ସାଧାରଣ ଲୋକଙ୍କୁ ମିଳିପାରୁନାହିଁ। ଯାହାକୁ ନେଇ ସ୍ବଚ୍ଛ ସେବା ଏକ ପ୍ରହସନ ପାଲଟିଛି। ବ୍ଲକ,ତହସିଲଠାରୁ ଆରମ୍ଭ କରି କୃଷି ବିଭାଗ,ଉଦ୍ୟାନ ବିଭାଗ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ବିଭିନ୍ନ ବିଭାଗରେ କର୍ମଚାରୀମାନେ ମନଇଚ୍ଛା କାର୍ଯ୍ୟାଳୟକୁ ଆସୁଛନ୍ତି। ସାଧାରଣ ସୂଚନା ଲାଗି ଅଧିକାଂଶ ଅଧିକାଂଶ ଅଧିକାରୀ ଗଣମାଧ୍ଯମକୁ ଅସହଯୋଗ କରୁଛନ୍ତି। ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏ ଦିଗରେ ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟିଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି। Dhenkanal District Administration Dhenkanal News Dhenkanal Tehelka Tehelka Dhenkanal DHENKANAL NEWS Dhenkanal Update Krushna Patra Krushna Chandra Patra CMO Odisha

- Post by Dhenkanal News1
- ଜନ ଗଣନା ବେଳେ ଦିଦି ଙ୍କୁ ମାଡ଼ ମାରିଥିବା ଓ ଗାଡି ଭାଙ୍ଗିଥିବା ଅଭିଯୋଗ ରେ ପୋଲିସ ପକ୍ଷରୁ ଆସାମୀଙ୍କୁ ଘୋଷାରି ଘୋଷାରି ଗିରଫ କଲା କାମାକ୍ଷାନଗର ପୋଲିସ #newsodiaodisha #public #kamakhyanagar #dhenkanal #ᴠᴀɪʀᴀʟ#shuru1
- Post by Dipak Kumar Nayak1
- ଭାରତରେ ପଙ୍ଖାରେ ୩ ଟି ବ୍ଲେଡ କିନ୍ତୁ ଆମେରିକା ରେ ୫ ଟି ବ୍ଲେଡ କଣ ପାଇଁ ଜାଣନ୍ତୁ ପଛର ରହସ୍ୟ #LatestNews #UpdateNews #apanankakhabara #news #OdishaNews #Odisha1
- ଆଲୋ ଆଲୋ ଇଏ କାଳେ କରିବ ସିନେମା।ବେହିଆଙ୍କର ବାର ଭାଟି ଚାଷ। ସ୍ୱାମୀ ଛୁଆଙ୍କୁ ଛାଡ଼ି ଅନ୍ୟ ପୁରୁଷ ସହ ପଳେଇଲା।ଏବେ ପୁଣି ସିନେମା କରିବ।1
- ଜନଗଣନା କର୍ମଚାରୀଙ୍କୁ ମାଡ଼ ମାରିଲେ ଏବଂ ଗାଡ଼ି ମଧ୍ୟ ଭାଙ୍ଗିଦେଲେ | ଘଟଣା ସ୍ଥଳରେ ଉପ ଜିଲ୍ଲାପାଳ, ଏସଡିପିଓ ଓ କାମାକ୍ଷାନଗର ପୋଲିସ ପହଞ୍ଚି ଆକ୍ରମଣକାରୀଙ୍କୁ ଉଠାଇ ନେଇ ଅଧିକ ତଦନ୍ତ ଚଳାଇଛି | କାମାକ୍ଷାନଗର, ଢ଼େଙ୍କାନାଳ, ଓଡ଼ିଶା #Kamakhyanagar #Dhenkanal #Odisha1
- Post by Gagan Bhoi1
- Post by Dhenkanal News1