Shuru
Apke Nagar Ki App…
https://www.facebook.com/share/v/16jQCPeZ2E/
Rajib Behera
More news from ଓଡ଼ିଶା and nearby areas
- Post by MN.NEWS ODIA1
- ଭୁବନେଶ୍ୱର ଠାରେ ନୂତନ ଭିଜା ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।1
- ଓଡ଼ିଶା ଦିବସ ଅବସରରେ ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ ସମସ୍ତ ଓଡ଼ିଆଙ୍କୁ ହୃଦୟପୂର୍ଣ୍ଣ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେ ନିଜ ବାର୍ତ୍ତାରେ କହିଛନ୍ତି ଯେ, ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ଭାଷାକୁ ଆମେ ସମସ୍ତେ ମିଶି ସୁରକ୍ଷିତ ରଖିବା ଆବଶ୍ୟକ। ଏହି ପବିତ୍ର ଦିନରେ ରାଜ୍ୟର ଉନ୍ନତି ପାଇଁ ସମସ୍ତଙ୍କୁ ଏକତାର ସହିତ କାମ କରିବାକୁ ସେ ଆହ୍ୱାନ କରିଥିଲେ। ବିଧାୟକ ଆହୁରି କହିଥିଲେ ଯେ, ଓଡ଼ିଶାର ଗୌରବମୟ ଇତିହାସ ଓ ପରମ୍ପରାକୁ ଆଗକୁ ନେବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ। ଉଲ୍ଲେଖ୍ୟ, ବାଲେଶ୍ୱର ନିର୍ବାଚନ ମଣ୍ଡଳୀରୁ ମାନସ କୁମାର ଦତ୍ତ ୨୦୨୪ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। � Wikipedia1
- ପ୍ରଥମ ଡିଜିଟାଲ୍ ଜନଗଣନାର ଶୁଭାରମ୍ଭ l ଏହି ଡିଜିଟାଲ୍ ଜନଗଣନାର ବିଶେଷତ୍ୱ ହେଉଛି ଯେ , ଗଣନାକାରୀ ଆଇଡି ତୁରନ୍ତ ପ୍ରସ୍ତୁତ କରାଯିବ ଏବଂ ସାଧାରଣ ଜନତା ମୋବାଇଲ୍ ନମ୍ବର ମାଧ୍ୟମରେ ନିଜ ଘରକୁ ଗଣନା କରିପାରିବେ। ଡିଜିଟାଲ୍ ମାଧ୍ୟମରେ ଏହି ଗଣନା ପ୍ରଥମ ଥର ଆରମ୍ଭ ହୋଇଛି, ଯାହାଫଳରେ ଗଣନା ପ୍ରକ୍ରିୟା ଅଧିକ ସହଜ ଏବଂ ସ୍ୱଚ୍ଛ ହେବ। ଏହି ସ୍ୱ-ଗଣନା ପ୍ରକ୍ରିୟା ୧ ଏପ୍ରିଲରୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ l1
- Post by NEWS7ODIA1
- Post by ଯାଜପୁର ଖବର ପ୍ରସାରିତ1
- ବର୍ତ୍ତମାନ ଆଠଗଡ଼ ଘଟଣା ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ 👇 ଏପଟେ ଗୋ ରକ୍ଷା ପାଇଁ ଲଢ଼ୁଥିବା ଯୁବକଙ୍କ ଜୀବନ ଯାଉଛି । କେହି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି, କେହି ଜେଲରେ, କେହି ମାମଲାରେ ଜଡ଼ାଇ ଘରେ ବସିଛନ୍ତି, ଆଉ କେହି ଫେରାର ଅଛନ୍ତି । କିନ୍ତୁ ସେପଟେ ପ୍ରଶ୍ନ ଉଠୁଛି — 👉 ସରକାର, ନେତା, ପୋଲିସ ଓ ମାଫିଆଙ୍କ ମଧ୍ୟରେ କଣ ଚାଲିଛି? 👉 ଯଦି ଓଡ଼ିଶାରେ ଆଇନ ସମ୍ମତ କଂସେଇଖାନା ନାହିଁ, ତେବେ ଏତେ ବଡ଼ ପରିମାଣରେ ଗୋମାଂସ କେଉଁଠୁ ଆସୁଛି? 👉 ଛୋଟ ଛୋଟ ଅପରାଧ ଧରାପଡ଼ୁଛି, କିନ୍ତୁ ବଡ଼ ଟ୍ରକ ଓ ଏହି ବ୍ୟବସ୍ଥା କେମିତି ଲୁଚି ରହୁଛି? ⚠️ ଏହା କେବଳ ଏକ ଘଟଣା ନୁହେଁ, ଏହା ଏକ ବ୍ୟବସ୍ଥା ଉପରେ ପ୍ରଶ୍ନ । ଧର୍ମ ସହ ଖେଳ କରି କେହି ଦୀର୍ଘଦିନ ପର୍ଯ୍ୟନ୍ତ ବଞ୍ଚିପାରିନାହାନ୍ତି । ଇତିହାସ ସାକ୍ଷୀ — ଅନ୍ୟାୟର ଶେଷ ଅବଶ୍ୟ ହୁଏ । 👉 ସତ୍ୟ ଓ ନ୍ୟାୟ ପାଇଁ ଆବାଜ ଉଠିବା ଆବଶ୍ୟକ । 👉 ପ୍ରଶ୍ନ କରିବା ଆମର ଅଧିକାର । #ଆଠଗଡ଼_ଘଟଣା #ନ୍ୟାୟ_ଦାବି #ଓଡ଼ିଶା #ସଚେତନତା1
- ଓଡ଼ିଶା ଦିବସ ଅବସରରେ ରାଜ୍ୟ ବାସୀଙ୍କ ପାଇଁ ବାର୍ତ୍ତା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।1
- ବାଲେଶ୍ୱର ବ୍ରିଟ କଲ୍ୟାଣ ମଣ୍ଡପ ରେ ରସଗୋଲା ମହୋତ୍ସବ କଲ୍ୟାଣ ମଣ୍ଡପରେ ଆଜି ରସୋଗୁଲା ମହୋତ୍ସବ ବଡ଼ ଉତ୍ସାହ ଓ ଆନନ୍ଦର ସହିତ ପାଳନ କରାଗଲା। ଏହି ଅବସରରେ ସ୍ଥାନୀୟ ଲୋକମାନେ ବହୁ ସଂଖ୍ୟାରେ ଯୋଗଦେଇ ଓଡ଼ିଶାର ପ୍ରସିଦ୍ଧ ମିଠା ‘ରସୋଗୁଲା’ର ସ୍ବାଦ ଉପଭୋଗ କରିଥିଲେ। ମହୋତ୍ସବରେ ବିଭିନ୍ନ ପ୍ରକାରର ରସୋଗୁଲା ପ୍ରଦର୍ଶନ ଓ ବିକ୍ରୟ ବ୍ୟବସ୍ଥା ହୋଇଥିଲା। ଏହା ସହିତ ସାଙ୍ଗେ ସାଙ୍ଗେ ସାଂସ୍କୃତିକ କାର୍ୟକ୍ରମ, ସଙ୍ଗୀତ ଓ ନୃତ୍ୟ ମଧ୍ୟ ଆୟୋଜିତ ହୋଇଥିଲା, ଯାହା ଦର୍ଶକମାନଙ୍କ ମନକୁ ଆକର୍ଷିଥିଲା। ଏହି ପର୍ବ ମାଧ୍ୟମରେ ଓଡ଼ିଆ ସଂସ୍କୃତି ଓ ପାରମ୍ପରିକ ଖାଦ୍ୟ ପ୍ରତି ଲୋକମାନଙ୍କ ଆଗ୍ରହକୁ ବଢ଼ାଇବା ଉଦ୍ଦେଶ୍ୟ ରହିଛି।1