Shuru
Apke Nagar Ki App…
ଥାନା ହାଜତ ରୁ ଚମ୍ପଟ ମାରିଥିବା ଚୋରକୁ କାବୁ କଲା ବ୍ରହ୍ମବରଦା ପୋଲିସ। ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ସହଯୋଗୀଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୩ଟି ମୋବାଇଲ, ୧ଟି ଟାବଲେଟ, ଗୋଟିଏ ବାଇକ ସହ କିଛି ରାସନ। ଏମାନଙ୍କ ନାମରେ ମାମଲା ଥିବା ସୂଚନା ଦେଇଛନ୍ତି ଯାଜପୁର ଏସ୍ଡ଼ିପିଓ ଶରତ ଚନ୍ଦ୍ର ପାତ୍ର।
ଯାଜପୁର ଖବର ପ୍ରସାରିତ

More news from ଓଡ଼ିଶା and nearby areas
- Post by ଯାଜପୁର ଖବର ପ୍ରସାରିତ1
- Post by NEWS7ODIA1
- ପ୍ରଥମ ଡିଜିଟାଲ୍ ଜନଗଣନାର ଶୁଭାରମ୍ଭ l ଏହି ଡିଜିଟାଲ୍ ଜନଗଣନାର ବିଶେଷତ୍ୱ ହେଉଛି ଯେ , ଗଣନାକାରୀ ଆଇଡି ତୁରନ୍ତ ପ୍ରସ୍ତୁତ କରାଯିବ ଏବଂ ସାଧାରଣ ଜନତା ମୋବାଇଲ୍ ନମ୍ବର ମାଧ୍ୟମରେ ନିଜ ଘରକୁ ଗଣନା କରିପାରିବେ। ଡିଜିଟାଲ୍ ମାଧ୍ୟମରେ ଏହି ଗଣନା ପ୍ରଥମ ଥର ଆରମ୍ଭ ହୋଇଛି, ଯାହାଫଳରେ ଗଣନା ପ୍ରକ୍ରିୟା ଅଧିକ ସହଜ ଏବଂ ସ୍ୱଚ୍ଛ ହେବ। ଏହି ସ୍ୱ-ଗଣନା ପ୍ରକ୍ରିୟା ୧ ଏପ୍ରିଲରୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ l1
- Post by ନିଷ୍ଠୁର ଦୁନିଆ Live1
- location କେନ୍ଦୁଝର ନର୍ଣପୂର୍ ଭାଇ ଜଣଙ୍କ ରୋଡ ସାଇଟ୍ ରେ ଦହିବରା ବେପାର କରୁଛନ୍ତି ବହୁତ୍ ବଡିଆ ଲାଗୁଚି ତାଙ୍କ କଥା ବାର୍ତ୍ତା ବହୁତ୍ ଭଲ ଆପଣ ମାନେ ଯଦି କେବେ ଯିବେ କେନ୍ଦୁଝର ନର୍ଣପୂର୍ ତାହାଲେ ଖାଇବା କୁ କେବେ ଭୂଳିବେନି mu Dhenkanal Toka Soumya Jay Jagannath 🙏1
- Post by Tapasdas 63727887052
- ନିଜ ସ୍ୱାମୀ ଓ ଛୁଆକୁ ଛାଡ଼ି ଅନ୍ୟ ପୁରୁଷ ସହ ପଳାଇଲା। ଏବେ ସେ ପୁରୁଷର ସ୍ତ୍ରୀକୁ ମାଗୁଛି ଭିକ। ତା ସ୍ତ୍ରୀ ମୋତେ ଦେବ ସିନ୍ଦୁରରୁ ଭାଗ। ତାର ଯେତିକି ଅଧିକାର ମୋର ସେତିକି ଅଧିକାର।1
- Post by AT News1