Shuru
Apke Nagar Ki App…
ଥରେ ଶୁଣି ନିଅନ୍ତୁ ....... ଦୀର୍ଘ ୪ ବର୍ଷ ଭିତରେ ଭଦ୍ରକ ସହରରେ କେତେ ହୋଇଛି ବିକାଶ
AT News
ଥରେ ଶୁଣି ନିଅନ୍ତୁ ....... ଦୀର୍ଘ ୪ ବର୍ଷ ଭିତରେ ଭଦ୍ରକ ସହରରେ କେତେ ହୋଇଛି ବିକାଶ
More news from ଓଡ଼ିଶା and nearby areas
- ବାଲେଶ୍ୱର ବ୍ରିଟ କଲ୍ୟାଣ ମଣ୍ଡପ ରେ ରସଗୋଲା ମହୋତ୍ସବ କଲ୍ୟାଣ ମଣ୍ଡପରେ ଆଜି ରସୋଗୁଲା ମହୋତ୍ସବ ବଡ଼ ଉତ୍ସାହ ଓ ଆନନ୍ଦର ସହିତ ପାଳନ କରାଗଲା। ଏହି ଅବସରରେ ସ୍ଥାନୀୟ ଲୋକମାନେ ବହୁ ସଂଖ୍ୟାରେ ଯୋଗଦେଇ ଓଡ଼ିଶାର ପ୍ରସିଦ୍ଧ ମିଠା ‘ରସୋଗୁଲା’ର ସ୍ବାଦ ଉପଭୋଗ କରିଥିଲେ। ମହୋତ୍ସବରେ ବିଭିନ୍ନ ପ୍ରକାରର ରସୋଗୁଲା ପ୍ରଦର୍ଶନ ଓ ବିକ୍ରୟ ବ୍ୟବସ୍ଥା ହୋଇଥିଲା। ଏହା ସହିତ ସାଙ୍ଗେ ସାଙ୍ଗେ ସାଂସ୍କୃତିକ କାର୍ୟକ୍ରମ, ସଙ୍ଗୀତ ଓ ନୃତ୍ୟ ମଧ୍ୟ ଆୟୋଜିତ ହୋଇଥିଲା, ଯାହା ଦର୍ଶକମାନଙ୍କ ମନକୁ ଆକର୍ଷିଥିଲା। ଏହି ପର୍ବ ମାଧ୍ୟମରେ ଓଡ଼ିଆ ସଂସ୍କୃତି ଓ ପାରମ୍ପରିକ ଖାଦ୍ୟ ପ୍ରତି ଲୋକମାନଙ୍କ ଆଗ୍ରହକୁ ବଢ଼ାଇବା ଉଦ୍ଦେଶ୍ୟ ରହିଛି।1
- ବାଲେଶ୍ବର ରେ ପାଳିତ ହେଲା ରସଗୋଲା ମହୋତ୍ସବ । ବାଲେଶ୍ବର ପ୍ରତିଭା ବିକାଶ ଟ୍ରଷ୍ଟ ଦ୍ଵାରା ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପ ରେ ରସଗୋଲା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।2
- Post by ନିଷ୍ଠୁର ଦୁନିଆ Live1
- Post by Tapasdas 63727887051
- ବିରୋଧୀ ବିଧାନ ସଭାକୁ ଗୋଟେ ହାଟ ଭଳି ଭାବି ଦେଲେ କି ସରକାର ଙ୍କ ପକ୍ଷରୁ ଆୟୋଜିତ ଗୋଟେ ଯାତ୍ରା ପାର୍ଟି ଭଳି ଲାଗୁଛି1
- Post by Khabar1
- Post by ନିଷ୍ଠୁର ଦୁନିଆ Live1
- Post by Jitendra raj1
- Post by MN.NEWS ODIA1