Shuru
Apke Nagar Ki App…
National Youth Day.
User5115 Susanta Kumar Pattnaik
National Youth Day.
More news from Puri and nearby areas
- Jay Jagannath 🙏1
- ଚଳିତମାସ ୨୨ ତାରିଖ ରେ ଢେଙ୍କ।ନାଳ ମୁନିସିପାଲିଟ ପରିବା ମାକୋଟ୍ରେ ରେ ବାର୍ଷିକ ଉତ୍ସବ2
- ଜଣ୍ଟିଲୋ ଆଇବି ଠାରେ ଜିଲା ସ୍ତରୀୟ ପାଣି ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ1
- କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି | ଆଜିର ଶିବିରରେ ମୋଟ ୧୩୭ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୧୨୫ଟି ବ୍ୟକ୍ତିଗତ ଏବଂ ୧୨ ଟି ସାମୁହିକ ଅଭିଯୋଗ ପଞ୍ଜିକୃତ ହୋଇଥିଲା | ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୪ ଜଣଙ୍କୁ ୫୨ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି | ୧୯ ଟି ଅଭିଯୋଗ ତୁରନ୍ତ ସମାଧାନ ହୋଇଥିଲା | ପଞ୍ଜିକୃତ ଅଭିଯୋଗ ଗୁଡିକରେ ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ପରେ ଜିଲ୍ଲାପାଳ ପୂର୍ବରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ପଞ୍ଜିକୃତ ହୋଇଥିବା ଅଭିଯୋଗ ଗୁଡିକ ସମୀକ୍ଷା କରିଥିଲେ | ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ରଘୁରାମ ଆର ଆୟର,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼ଙ୍କ ସମେତ ବିଡ଼ିଓ ଅଭିଷେକ ସ୍ୱାଇଁ ତହସିଲଦାର କୁଇନି ଜେନା ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ସୂଚନା ଯେ, ଆସନ୍ତା ସୋମବାର ଅର୍ଥାତ ୧୯ ତାରିଖ ଦିନ ରାଜକନିକା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ |1
- ପରିବେଶ ପାଇଁ ପାଞ୍ଚ ମିନିଟ କାର୍ଯ୍ୟକ୍ରମ ରେ ଫୋକସ ପ୍ଲସ ମୁଖ୍ୟ ସମ୍ପଦକ ଙ୍କ ପ୍ରତିକ୍ରିୟା l1
- Post by Chocolate boy Kumar1
- German Chancellor in India.1
- କେନ୍ଦ୍ରାପଡ଼ା, ବାଲିଆ ଭାଗବତ RIE ସର୍କଲ ଥିବା 20 ନମ୍ବର କେନାଲ ରେ ବିନା ଅନୁମତି ରେ ଚାଲିଚି ସହସହ ଗଛ କଟା,1
- ରାଉରକେଲା ରୁ ଭୁବନେଶ୍ୱର ଯାଉଥିବା ଏରୋପ୍ଳାନ ରାଉରକେଲା ଜଲଡା ଵ୍ଳକ ପଡିଆରେ ଭାରସମ୍ୟା ହରାଇ ଖସିଫଡିଲା1