Shuru
Apke Nagar Ki App…
ଏତେ ସବୁ ଜିନିଷ ମାତ୍ର ଏତିକିରେ ତେବେ ଜଲ୍ଦୀ ଆରମ୍ଭ କରନ୍ତୁ Muskan Enterprises || Odisha Prabhab || ଗଣେଶ ପାଣିଗ୍ରାହୀ ରିପୋର୍ଟ / 7894715457
GANESH PANlGRAHl
ଏତେ ସବୁ ଜିନିଷ ମାତ୍ର ଏତିକିରେ ତେବେ ଜଲ୍ଦୀ ଆରମ୍ଭ କରନ୍ତୁ Muskan Enterprises || Odisha Prabhab || ଗଣେଶ ପାଣିଗ୍ରାହୀ ରିପୋର୍ଟ / 7894715457
More news from ଓଡ଼ିଶା and nearby areas
- ଏତେ ସବୁ ଜିନିଷ ମାତ୍ର ଏତିକିରେ ତେବେ ଜଲ୍ଦୀ ଆରମ୍ଭ କରନ୍ତୁ Muskan Enterprises || Odisha Prabhab || ଗଣେଶ ପାଣିଗ୍ରାହୀ ରିପୋର୍ଟ / 78947154571
- ଏତେ ସବୁ ଜିନିଷ ମାତ୍ର ଏତିକିରେ ତେବେ ଜଲ୍ଦୀ ଆରମ୍ଭ କରନ୍ତୁ Muskan Enterprises || Odisha Prabhab ||1
- ହଠାତ୍ ଲାଗିଗଲା ନିଆଁ ଆଉ ଚାଲିଗଲା 7ଜଣଙ୍କ ଜୀବନ ... #Kolkatta #fire #rending1
- ତକ୍ଷଶିଳା ରେସିଡେନ୍ସିଆଲ ସ୍କୁଲ ରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ1
- ମୋହନା ରେ ହନୁମାନ ମନ୍ଦିର ପ୍ରତିଷ୍ଠା ର ପ୍ରଥମ ବାର୍ଷିକ ଉତ୍ସବ ରେ କଳସ ଯାତ୍ରା ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ମୋହନା ରେ ହନୁମାନ ମନ୍ଦିର ପ୍ରତିଷ୍ଠା ର ପ୍ରଥମ ବାର୍ଷିକ ଉତ୍ସବ ଅବସର ରେ କଳସ ଯାତ୍ରା ଅନୁଷ୍ଠିତ ନୀଳକଣ୍ଠ ଶିବ ମନ୍ଦିର ନିକଟ ନଦୀରୁ ଗଙ୍ଗା ଆହ୍ୱାନ କରି ଆଣି ନଗର ପରିକ୍ରମା କରାଯାଇ ହନୁମାନ ମନ୍ଦିର ରେ ପହଁଚି ଥିଲା ବହୁ ସଂଖ୍ୟା ରେ ଭକ୍ତ ଙ୍କ ଭିଡ଼ ଜମିଛି1
- Post by Mithun sethy1
- ଛେଳି ଚୋରି ବେଳେ ୨ ଚୋର କୁ ଧରି ପୋଲିସକୁ ଜିମା ଦେଲେ ଗ୍ରାମବାସି ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଗ୍ରାମରେ ଛେଳି ଚୋରି କରିବା ବେଳେ ୨ ଜଣ ଚୋରଙ୍କୁ ଧରି ପୋଲିସକୁ ଜିମା ଦେଲେ ଗ୍ରାମବାସୀ l ମିଳିଥିବା ସୂଚନା ମୁତାବକ ଚମାଖଣ୍ଡି ଗ୍ରାମରେ ଦୀର୍ଘ ଦିନ ଧରି ବାଇକ, ପେଟ୍ରୋଲ, ଡିଜେଲ, ଛେଳି ଆଦି ଚୋରି ହେଉଥିଲା l ଗ୍ରାମବାସି ମାନେ ଚୋରକୁ ଧରିବା ପାଇଁ ଯୋଜନା ବଦ୍ଧ ଭାବେ ଜଗି ବସିଥିଲେ l ଆଜି ଚିକିଟି ଅଞ୍ଚଳରୁ ଦୁଇ ଜଣ ଚୋର ଏକ ବାଇକ ଯୋଗେ ଆସି ଗ୍ରାମରେ ଛେଳି ଚୋରି କରୁଥିବା ବେଳେ ଗ୍ରାମବାସୀ ମାନେ ତାଙ୍କୁ ଧରି ପୋଲିସ କୁ ଜିମା ଦେଇଥିଲେ l ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ପରେ ଚମାଖଣ୍ଡି ଥାନା ପୋଲିସ ପହଞ୍ଚି ଦୁଇ ଜଣ ଚୋରଙ୍କୁ ନେଇଥିଲେ l ସୂଚନା ପ୍ରକାରେ, ଦୀର୍ଘ ଦିନ ଧରି ଉକ୍ତ ଦୁଇ ଜଣ ଚୋର ଗ୍ରାମକୁ ଗ୍ରାମ ବୁଲି ପେଟ୍ରୋଲ ଡିଜେଲ ଛେଳି ଭଳି ବିଭିନ୍ନ ଆସ ବାବ ପତ୍ର ଚୋରି କରୁଥିଲେ l ଆଜି ସେମାନଙ୍କୁ ଗ୍ରାମବାସୀ ମାନେ ଧରିଛନ୍ତି l1
- ଝାରସୁଗୁଡ଼ା ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ନଂ ୪୯ କଡ଼ରେ ଜମା ହୋଇଥିବା ପାଉଁଶ ଦ୍ୱାରା ଜନସାଧାରଣଙ୍କ କ୍ଷୟକ୍ଷତି ବିଷୟରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ପ୍ରତିଶୋଧ ପରାୟଣ ହୋଇ ମୋର ବ୍ୟକ୍ତିଗତ ତଥା ପାରିବାରିକ ଜୀବନକୁ ନେଇ ନିନ୍ଦା କି ଅପପ୍ରଚାର କଲେ ତାହା ସତ୍ୟରେ ପରିଣତ ହେବ ନାହିଁ। ବିଭିନ୍ନ କମ୍ପାନୀ ପକ୍ଷରୁ ନିଜର ବ୍ୟକ୍ତିଗତ ଆୟର ଅଙ୍କକଷା ବନ୍ଦ କରି ଏସବୁ ହୀନ ରାଜନୀତିରୁ ଉର୍ଦ୍ଧ୍ଵରେ ରହି ନିର୍ବାଚିତ ଜନ ପ୍ରତିନିଧି ଝାରସୁଗୁଡ଼ାବାସୀଙ୍କ ହିତ ପ୍ରତି ଧ୍ୟାନ ଦିଅନ୍ତୁ। ଗଣେଶ ପାଣିଗ୍ରାହୀ ରିପୋର୍ଟ1