logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଢେଙ୍କାନାଳ ସହରର ସ୍ଥାନୀୟ ବିବି ହାଇସ୍କୁଲ ଠାରେ ପ୍ରବେଶ ଉତ୍ସବ ଓ ଖଡିଛୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ଢେଙ୍କାନାଳ ସହରସ୍ଥ ସ୍ଥାନୀୟ ବିବି ହାଇସ୍କୁଲ ଠାରେ ପ୍ରବେଶ ଉତ୍ସବ ଓ ଖଡିଛୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ଏକ ସଚେତନତା ରଥକୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ । ପର ଖଡି ଛୁଆ ଉତ୍ସବରେ ଯୋଗ ଦେଇ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ କରୁଥିବା ଶିଶୁମାନଙ୍କୁ ପୂଜାପାଠ କରି ଶୁଭାରମ୍ବ କରାଯାଇଥିଲା । ମନ୍ତ୍ରୀଙ୍କ ସମେତ ଏହି ଉତ୍ସବରେ ପୌରାଧକ୍ଷା ଜୟନ୍ତୀ ପାତ୍ର, ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ,ସଦର ବ୍ଲକ ଚେୟାରମ୍ୟାନ,ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ , ଜିଲ୍ଲା ଶିକ୍ଷାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆୟୋଜନ କରାଯାଉଥିବା ବେଳେ ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ।

2 hrs ago
user_Amani Sahoo
Amani Sahoo
ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•

More news from Odisha and nearby areas
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    5 hrs ago
  • ଛାଟିଆ ଗ୍ରାମରେ ବର୍ତମାନ ର ସବୁଠୁ ବଡ଼ ଖବର ଦୁଇ ମାସେ ତଳେ ଚୋରି ହୋଇଥିବା ପାଣି ଟାଙ୍କି ସହ ମିଚର ମେସିନୀ କୁ ଠାବ କଲା ଯୋରନ୍ଦା ଫାଣ୍ଡି ଅଧିକାରୀ ସହ ଷ୍ଟାପ ଧାରା ପଡିଲା ଚୋର ରାକେସେ ରାଉତ (ରିଙ୍କୁ) ବୟସ 28ହୋଇଥିବା ବେଳେ ପାଣି ଟାଙ୍କି ମିଚର ମେସିନ କୁ ଗଜମରା କୋରଙ୍ଗା ନିକଟରେ ଏକ ଜଙ୍ଗଲ ଭିତରେ ଦୁଇ ମାସେ ହେଲା ଲୁଚେଇ ରଖିଥିଲା ଚୋର ରାକେଶ ଯୋରନ୍ଦା ପାଣ୍ଡୀ ଅଧିକାରୀ ସହ ଷ୍ଟାପ ଙ୍କ ଚେଷ୍ଟାରେ ଧାରା ପଡିଲା ଚୋର ସୂଚନା
    1
    ଛାଟିଆ ଗ୍ରାମରେ ବର୍ତମାନ ର ସବୁଠୁ ବଡ଼ ଖବର  ଦୁଇ ମାସେ ତଳେ ଚୋରି ହୋଇଥିବା ପାଣି ଟାଙ୍କି ସହ ମିଚର ମେସିନୀ କୁ ଠାବ କଲା ଯୋରନ୍ଦା ଫାଣ୍ଡି ଅଧିକାରୀ ସହ ଷ୍ଟାପ ଧାରା ପଡିଲା ଚୋର ରାକେସେ ରାଉତ (ରିଙ୍କୁ) ବୟସ 28ହୋଇଥିବା ବେଳେ ପାଣି ଟାଙ୍କି ମିଚର ମେସିନ କୁ ଗଜମରା କୋରଙ୍ଗା ନିକଟରେ ଏକ ଜଙ୍ଗଲ ଭିତରେ ଦୁଇ ମାସେ ହେଲା ଲୁଚେଇ ରଖିଥିଲା ଚୋର ରାକେଶ ଯୋରନ୍ଦା ପାଣ୍ଡୀ ଅଧିକାରୀ ସହ ଷ୍ଟାପ ଙ୍କ ଚେଷ୍ଟାରେ ଧାରା ପଡିଲା ଚୋର ସୂଚନା
    user_Tapasdas 6372788705
    Tapasdas 6372788705
    Photographer Gandia, Dhenkanal•
    23 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    20 hrs ago
  • Post by Sibanava Panda
    1
    Post by Sibanava Panda
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    21 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    1 hr ago
  • ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟ କେଲୁଅ ନଦୀରେ ଗାଧୋଇବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ସୂଚନା ମୁତାବକ କୁଆଖିଆ ଥାନା ଅନ୍ତର୍ଗତ ଢିଅ କୁରାନ୍ସ ଗ୍ରାମର ଆସିଫ ଖାଁ ଧର୍ମଶାଳା ଥାନା ନେଉଳ ପୁର ଗ୍ରାମକୁ ବିବାହ ଉତ୍ସବରେ ଆସିଥିଲା l ସେ ଓ ତାଙ୍କ ସାଙ୍ଗମାନେ ମିର୍ଜାପୁର ନିକଟ କେଲୁଅ ନଦୀରେ ଗାଧୋଇବା ପାଇଁ ଯାଇଥିଲେl ସେଠାରେ ଗାଧୋଇବା ସମୟରେ ତୁଠ ପଥରରେ ଗୋଡ଼ ଖସି ଯାଇଥିଲା...
    1
    ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟ କେଲୁଅ ନଦୀରେ ଗାଧୋଇବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ସୂଚନା ମୁତାବକ କୁଆଖିଆ ଥାନା ଅନ୍ତର୍ଗତ ଢିଅ କୁରାନ୍ସ ଗ୍ରାମର ଆସିଫ ଖାଁ ଧର୍ମଶାଳା ଥାନା ନେଉଳ ପୁର ଗ୍ରାମକୁ ବିବାହ ଉତ୍ସବରେ ଆସିଥିଲା l ସେ ଓ ତାଙ୍କ ସାଙ୍ଗମାନେ ମିର୍ଜାପୁର ନିକଟ କେଲୁଅ ନଦୀରେ ଗାଧୋଇବା ପାଇଁ ଯାଇଥିଲେl ସେଠାରେ ଗାଧୋଇବା ସମୟରେ ତୁଠ ପଥରରେ ଗୋଡ଼ ଖସି ଯାଇଥିଲା...
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    16 hrs ago
  • Post by Dipak Kumar Nayak
    2
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    6 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    21 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.