Shuru
Apke Nagar Ki App…
ପ୍ରେମ ସାରିଦେଲା ସବୁକିଛି, ପ୍ରେମିକର ଅତ୍ୟାଚାର ସହି ନପାରି ପ୍ରେମିକା ନେଇଗଲା ଏମିତି ନିଷ୍ପତ୍ତି | ତେବେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଂକିଆ ଥାନା ଅନ୍ତର୍ଗତ ଓରବରସିଂହ ପଞ୍ଚାୟତ ଅଧିନସ୍ଥ ଡିହଖଳା ଗ୍ରାମରେ | ଝିଅର ପରିବାର ଲୋକ ପ୍ରେମିକ ନାଁରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ |
Prasanta Prasantasahoo
ପ୍ରେମ ସାରିଦେଲା ସବୁକିଛି, ପ୍ରେମିକର ଅତ୍ୟାଚାର ସହି ନପାରି ପ୍ରେମିକା ନେଇଗଲା ଏମିତି ନିଷ୍ପତ୍ତି | ତେବେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଂକିଆ ଥାନା ଅନ୍ତର୍ଗତ ଓରବରସିଂହ ପଞ୍ଚାୟତ ଅଧିନସ୍ଥ ଡିହଖଳା ଗ୍ରାମରେ | ଝିଅର ପରିବାର ଲୋକ ପ୍ରେମିକ ନାଁରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ |
More news from Khordha and nearby areas
- #ଶାନ୍ତି_ଶୃଙ୍ଖଳା_ବଜାୟ_ରହୁ ଖୋର୍ଦ୍ଧା ଜିଲ୍ଲାରେ ଏହି ଭିତରେ ଘଟିଥିବା ୩ରୁ ୪ ହିଂସାକାଣ୍ଡ ଘଟଣାରେ ଶାନ୍ତି ଫେରାଇ ଆଣିବାକୁ ଡିଜିପିଙ୍କୁ ଜଣାଇଲା ବିଜେଡି ।1
- ପ୍ରେମ ସାରିଦେଲା ସବୁକିଛି, ପ୍ରେମିକର ଅତ୍ୟାଚାର ସହି ନପାରି ପ୍ରେମିକା ନେଇଗଲା ଏମିତି ନିଷ୍ପତ୍ତି | ତେବେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଂକିଆ ଥାନା ଅନ୍ତର୍ଗତ ଓରବରସିଂହ ପଞ୍ଚାୟତ ଅଧିନସ୍ଥ ଡିହଖଳା ଗ୍ରାମରେ | ଝିଅର ପରିବାର ଲୋକ ପ୍ରେମିକ ନାଁରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ |1
- #ଧୀରେ_ଧୀରେ_ସ୍ବାଭାବିକ_ହେଉଛି_ଖୋର୍ଦ୍ଧା ଅଞ୍ଚଳରେ ଥିବା ୬ଟି ସରକାରୀ ବିଦ୍ୟାଳୟ ଗତକାଲି ଠାରୁ ଖୋଲିଛି। କିନ୍ତୁ ବନ୍ଦ ଅଛି ପ୍ରାଣନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟ। ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ପୁରା ଅଞ୍ଚଳରେ ବଳବତ୍ତର ରହିଛି ୧୬୩ ଧାରା । ଦୋକାନ ବଜାର ବନ୍ଦ ରହିଛି।1
- ଖୋର୍ଦ୍ଧା ଜିଲ୍ଲାରେ ଅବହେଳାକୁ ନେଇ ବର୍ଷିଲେ ମନ୍ମଥ1
- ଖୋର୍ଦ୍ଧା ଜୟୀ ରାଜଗୁରୁ ଭବନ ପରିସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପସ୍ଥିତରେ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ1
- ଜଟଣୀ ପୌର ପରିଷଦ ଅଞ୍ଚଳରେ ଅବ୍ୟବସ୍ଥା କୁ ନେଇ ସାଂସଦ Aparajita Sarangi ଙ୍କୁ #ଜଟଣୀ_ପ୍ରେସ_କ୍ଲବ ତରଫରୁ ଅଭିଯୋଗ |1
- #ଗଜାନନଙ୍କ_ଆଗମନ_ପାଇଁ_ପ୍ରସ୍ତୁତି ପାଖେଇ ଆସିଲାଣି ଗଣେଶ ପୂଜା। ପୂଜା ଆସିଲେ ଜଟଣୀ ସହର ଚଳଚଞ୍ଚଳ ହୋଇଉଠେ। ମୂର୍ତ୍ତି ତିଆରି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଜଟଣୀ ବଜାର ସାରା ବିଭିନ୍ନ ସ୍ଥାନରେ ସୁନ୍ଦର ସୁନ୍ଦର ତୋରଣ ବନ୍ଧାଚାଲିଛି1
- ମୁକୁନ୍ଦ ପ୍ରସାଦ ହିଂସାକାଣ୍ଡ ଘଟଣାରେ ହିନ୍ଦୁ ସମାଜ ଜାଗୃତ ହୋଇ ଖୋର୍ଦ୍ଧା ଜିଲ୍ଲାପାଳ ଙ୍କୁ ଦେଲେ ଦାବିପତ୍ର I1