logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଠିକ୍ ଅଛି ରାସ୍ତା ହେବ। କିନ୍ତୁ ଏ ଯେଉ ୫୦ ପରିବାର ର ଆର୍ଥିକ ସ୍ଥିତି ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ଏମାନେ କରିବେ କଣ ? ଏ ବିଷୟରେ ଚିନ୍ତା କରିବ କିଏ? ନିମାପଡା, ୬/୩( BT) : ସରକାରୀ ଜମି ଜବର ଦଖଲରେ ଥିବା ୫୦ରୁ ଉର୍ଦ୍ଧ ବେଆଇନ ଘର ଏବଂ ଦୋକାନ ଗୃହ ଆଜି ନିମାପଡ଼ା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ସୂଚନାନୁଯାୟୀ କୁଶଭଦ୍ରା ନଦୀ ତଟସ୍ଥ ନିମାପଡ଼ା ଗୋପ ଓ ନିମାପଡ଼ା କାକଟପୁର ମୁଖ୍ୟରାସ୍ତା ପାର୍ଶ୍ଵ ଗୋଲେଇ ଛକ ଠାରେ ବହୁଦିନରୁ ସରକାରୀ ଜମି ଦଖଲକରି ବ୍ୟବସାୟ କରୁଥିବା ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଦୋକାନ ଗୃହ ଗୁଡିକୁ ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଇଛି। ରାସ୍ତାକୁ ମାଡ଼ି ଦୋକାନ ଗୃହ ଥିବାଯୋଗୁଁ ବହୁବାର ଦୁର୍ଘଟଣା ଘଟିବା ସହ ଅନେକ ସମୟରେ ଟ୍ରାଫିକ ସମସ୍ୟା ଉପୁଜୁଥିଲା। ଏଥିସହ ମୁଖ୍ୟରାସ୍ତା ସମ୍ପ୍ରସାରଣ ତଥା ୪ ଲେନ୍ ରାସ୍ତା ନିର୍ମାଣ ପାଇଁ ଜାଗାର ଆବଶ୍ୟକତା ଥିବାରୁ ରାସ୍ତାକଡ଼ରେ ଥିବା ଜବରଦଖଲକୁ ଉଚ୍ଛେଦ କରାଯାଇଛି ବୋଲି ନିମାପଡ଼ା ତହସିଲଦାର ମନୋଜ ପ୍ରଧାନ କହିଛନ୍ତି । ଉଚ୍ଛେଦ ସମୟରେ ତହସିଲଦାର ମନୋଜ ପ୍ରଧାନଙ୍କ ସମେତ ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ, ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ଅମିତାଭ ମଲ୍ଲିକ, ପୋଲିସ ଏସଆଇ ଦିଲ୍ଲୀପ ପଣ୍ଡାଙ୍କ ସମେତ ନିମାପଡ଼ା ପୋଲିସର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏଥିସହିତ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

on 7 March
user_Bibhuti TV
Bibhuti TV
Artist ନିମାପଡା, ପୁରୀ, ଓଡ଼ିଶା•
on 7 March
84603932-aafd-409c-8fef-333fdec8a2a1

ଠିକ୍ ଅଛି ରାସ୍ତା ହେବ। କିନ୍ତୁ ଏ ଯେଉ ୫୦ ପରିବାର ର ଆର୍ଥିକ ସ୍ଥିତି ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ଏମାନେ କରିବେ କଣ ? ଏ ବିଷୟରେ ଚିନ୍ତା କରିବ କିଏ? ନିମାପଡା, ୬/୩( BT) : ସରକାରୀ ଜମି ଜବର ଦଖଲରେ ଥିବା ୫୦ରୁ ଉର୍ଦ୍ଧ ବେଆଇନ ଘର ଏବଂ ଦୋକାନ ଗୃହ ଆଜି ନିମାପଡ଼ା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ସୂଚନାନୁଯାୟୀ କୁଶଭଦ୍ରା ନଦୀ ତଟସ୍ଥ ନିମାପଡ଼ା ଗୋପ ଓ ନିମାପଡ଼ା କାକଟପୁର ମୁଖ୍ୟରାସ୍ତା ପାର୍ଶ୍ଵ ଗୋଲେଇ ଛକ ଠାରେ ବହୁଦିନରୁ ସରକାରୀ ଜମି ଦଖଲକରି ବ୍ୟବସାୟ କରୁଥିବା ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଦୋକାନ ଗୃହ ଗୁଡିକୁ ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଇଛି। ରାସ୍ତାକୁ ମାଡ଼ି ଦୋକାନ ଗୃହ ଥିବାଯୋଗୁଁ ବହୁବାର ଦୁର୍ଘଟଣା ଘଟିବା ସହ ଅନେକ ସମୟରେ ଟ୍ରାଫିକ ସମସ୍ୟା ଉପୁଜୁଥିଲା। ଏଥିସହ ମୁଖ୍ୟରାସ୍ତା ସମ୍ପ୍ରସାରଣ ତଥା ୪ ଲେନ୍ ରାସ୍ତା ନିର୍ମାଣ ପାଇଁ ଜାଗାର ଆବଶ୍ୟକତା ଥିବାରୁ ରାସ୍ତାକଡ଼ରେ ଥିବା ଜବରଦଖଲକୁ ଉଚ୍ଛେଦ କରାଯାଇଛି ବୋଲି ନିମାପଡ଼ା ତହସିଲଦାର ମନୋଜ ପ୍ରଧାନ କହିଛନ୍ତି । ଉଚ୍ଛେଦ ସମୟରେ ତହସିଲଦାର ମନୋଜ ପ୍ରଧାନଙ୍କ ସମେତ ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ, ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ଅମିତାଭ ମଲ୍ଲିକ, ପୋଲିସ ଏସଆଇ ଦିଲ୍ଲୀପ ପଣ୍ଡାଙ୍କ ସମେତ ନିମାପଡ଼ା ପୋଲିସର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏଥିସହିତ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

More news from ଓଡ଼ିଶା and nearby areas
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel ପୁରୀ (M), ପୁରୀ, ଓଡ଼ିଶା•
    1 hr ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    22 hrs ago
  • Post by Manoj kumar baliyarsingh
    3
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    22 hrs ago
  • ପେଟାନାଳରେ ପଡ଼ିଗଲେ ନନ୍ଦୀ ମହାରାଜ! ଷଣ୍ଢ ଟିକୁ ଉଦ୍ଧାର କରିବାକୁ ନାକେଦମ୍ ହେଲା ଅଗ୍ନିଶମ ବାହିନୀ। କଟକ ସିଡିଏସ୍ଥିତ ପେଟାନାଳରେ ଫସିଲେ ନନ୍ଦୀ ମହାରାଜ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଷଣ୍ଢ ଟିକୁ ବାହାର କରିଛନ୍ତି।
    1
    ପେଟାନାଳରେ ପଡ଼ିଗଲେ ନନ୍ଦୀ ମହାରାଜ!
ଷଣ୍ଢ ଟିକୁ ଉଦ୍ଧାର କରିବାକୁ ନାକେଦମ୍ ହେଲା ଅଗ୍ନିଶମ ବାହିନୀ। କଟକ ସିଡିଏସ୍ଥିତ ପେଟାନାଳରେ ଫସିଲେ ନନ୍ଦୀ ମହାରାଜ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଷଣ୍ଢ ଟିକୁ ବାହାର କରିଛନ୍ତି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    29 min ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    2 hrs ago
  • କର୍ମୀଙ୍କ ପ୍ରତି ଅନ୍ୟାୟ କୁ ପ୍ରତିବାଦ କରି ଏସପି ଙ୍କୁ ଭେଟିଲେ ମହାକାଳପଡ଼ା ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ
    1
    କର୍ମୀଙ୍କ ପ୍ରତି ଅନ୍ୟାୟ କୁ ପ୍ରତିବାଦ କରି ଏସପି ଙ୍କୁ ଭେଟିଲେ ମହାକାଳପଡ଼ା ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    5 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel ପୁରୀ (M), ପୁରୀ, ଓଡ଼ିଶା•
    21 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    22 hrs ago
  • କି ଯୁଗ ହେଲାରେ ଏବେ ବୁଢ଼ୀଙ୍କର ଉଠୁଛି, ଟୋକା ଟୋକି ନୁହଁ ବୁଢ଼ୀକୁ ନେଇ ଫେରାର୍ ହଉଛି। 😂 ୫୩ ବର୍ଷର ବୁଢ଼ୀକୁ ନେଇ ୨୩ ବର୍ଷର ଟୋକା ଫେରାର୍। ଏବେ ବୁଢ଼ୀଙ୍କର ଉଠୁଛି। ଆଉ ଟୋକା ଟୋକି ନୁହଁ ବୁଢ଼ୀକୁ ନେଇ ଫେରାର୍ ହଉଛି।
    1
    କି ଯୁଗ ହେଲାରେ ଏବେ ବୁଢ଼ୀଙ୍କର ଉଠୁଛି, ଟୋକା ଟୋକି ନୁହଁ ବୁଢ଼ୀକୁ ନେଇ ଫେରାର୍ ହଉଛି। 😂 ୫୩ ବର୍ଷର ବୁଢ଼ୀକୁ ନେଇ ୨୩ ବର୍ଷର ଟୋକା  ଫେରାର୍। ଏବେ ବୁଢ଼ୀଙ୍କର ଉଠୁଛି। ଆଉ ଟୋକା ଟୋକି ନୁହଁ ବୁଢ଼ୀକୁ ନେଇ ଫେରାର୍ ହଉଛି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.