Shuru
Apke Nagar Ki App…
ସ୍କୁଲ ପରିସରରୁ ଚନ୍ଦନ ଗଛ ଚୋରୀ #Kotpad #koraput #OdishaNews
Kopad Breaking News
ସ୍କୁଲ ପରିସରରୁ ଚନ୍ଦନ ଗଛ ଚୋରୀ #Kotpad #koraput #OdishaNews
More news from ଓଡ଼ିଶା and nearby areas
- #ଅବକାରୀ_ବିଭାଗର_ଚଢାଉ_ଦୁଇ_ଗିରଫ କୋଟପାଡ଼ : ଷଡ଼ରଙ୍ଗା ପଞ୍ଚାୟତରେ ଜୋର୍ ଧରିଛି ମଦ ବନ୍ଦ ଆନ୍ଦୋଳନ,ଆକ୍ସନ ମୋଡ଼ରେ କୋଟପାଡ଼ ଅବକାରୀ ବିଭାଗ,ମଦ ଜବତ,ଦୁଇ ଗିରଫ #kotpad #exicpolice #koraput #fbviralvideo #viralvideo #nonfollowers #thankyou #tranding #odisha #OdishaNews #kotpadbreakingnews1
- ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ସୁରକ୍ଷା ଦାବିରେ ପ୍ରଶାସନର ଦ୍ୱାରସ୍ଥ ହେଲେ ଚାଷୀ ଶୋଷି ଦାଶ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ସୁରକ୍ଷା ଦାବିରେ ପ୍ରଶାସନର ଦ୍ୱାରସ୍ଥ ହେଲେ ଚାଷୀ ଶୋଷି ଦାଶ1
- ଥୁଆମୂଳ ରାମପୁର ଅଞ୍ଚଳର ସିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ର ସଦସ୍ୟ ତଥା ସକ୍ରିୟ ଆନ୍ଦୋଳନକାରୀ ହିରାମଲ୍ ନାଏକ ଙ୍କୁ ପୋଲିସ ଉଠାଇ ନେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଛି।1
- ଦାମନଯୋଡି ବର୍ଷା ପାଳନ କଲା ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସାହିତ୍ୟର ସୁଗନ୍ଧରେ ମହକିଛି ଦାମନଯୋଡି। ଶ୍ରାବଣ ପୂର୍ଣ୍ଣିମା ଅବସରରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଛି। ଦାମନଯୋଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବର୍ଷା ସାହିତ୍ୟ ସଂସଦ ପକ୍ଷରୁ ନାଲକୋ କମ୍ୟୁନିଟୀ ସେଣ୍ଟର ପରିସରରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ଏଥିରେ ନାଲକୋର ସିଜିଏମ୍ ଦିଲ୍ଲୀପ କୁମାର ବାଗ୍ ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ଡିଜିଏମ୍ ରମେଶ ଚନ୍ଦ୍ର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଶିଷ୍ଟ ସାହିତ୍ୟିକା ସ୍ବାତୀ ଚାଟାର୍ଜୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଙ୍ଗାଧରଙ୍କ ସାହିତ୍ୟ ସାଧନା ଓ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ବର୍ଷାର ଉପସଭାପତି ନଳିନୀକାନ୍ତ ସେନାପତି ଏବଂ ସମ୍ପାଦକ ଶ୍ରୀଧର ପରିଡ଼ାଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗଙ୍ଗାଧରଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ସ୍ଥାନୀୟ କବି,କବୟିତ୍ରୀ ଓ ସାହିତ୍ୟିକମାନେ ସ୍ବରଚିତ କବିତା ପାଠ କରିଥିଲେ। ସାହିତ୍ୟ ଓ ସମାଜ ପ୍ରତି ଅବଦାନ ପାଇଁ ଡଃ ନରେଶ ଚନ୍ଦ୍ର ସାହୁ ଏବଂ ସୁଶାନ୍ତ କୁମାର ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡଃ ଅଶୋକ କୁମାର ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ ଦେବେନ୍ଦ୍ର କୁମାର ରାଜୁ ଧନ୍ୟବାଦ ଅର୍ପଣ କରିଥିଲେ। ଗଙ୍ଗାଧରଙ୍କ ସାହିତ୍ୟ ଆଜି ବି ଓଡ଼ିଶାବାସୀଙ୍କ ହୃଦୟରେ ଜୀବନ୍ତ। ତାଙ୍କ ସାହିତ୍ୟର ଆଦର୍ଶ ଓ ସୃଜନଶୀଳତାକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବା ହିଁ ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସମ୍ପାଦକ ଶ୍ରୀଧର ପରିଡ଼ା କହିଥିଲେ।1
- ତିଜିମାଳି ଖଣି ଖନନକୁ ବିରୋଧ ଆନ୍ଦୋଳନକାରୀ ହିରାମଳ ନାଏକଙ୍କୁ ପୋଲିସ ଉଠାଇନେବା ଅଭିଯୋଗ ଶ୍ରାବଣୀ ପର୍ବର ଯଜ୍ଞସ୍ଥଳରୁ ନେଇଗଲା କର୍ଲାପାଟ ଓ ଥୁଆମୂଳ ରାମପୁର ପୋଲିସ; ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଥୁଆମୂଳ ରାମପୁର:୨୮!୮ (ପିଏନ୍ ଏସ )କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳର ତିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ଚାଲିଥିବା ବିରୋଧ ଓ ଆନ୍ଦୋଳନ ମଧ୍ୟରେ ଏବେ ଜଣେ ଆନ୍ଦୋଳନକାରୀଙ୍କୁ ପୋଲିସ ନେଇଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମା’ ମାଟି ମାଳି ସୁରକ୍ଷା ମଞ୍ଚର ସଦସ୍ୟ ତଥା ତିଜିମାଳି ଖଣି ଖନନ ବିରୋଧୀ ଆନ୍ଦୋଳନରେ ସାମିଲ ଥିବା ହିରାମଳ ନାଏକଙ୍କୁ ପୋଲିସ ଉଠାଇନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଡାକକୋଟା ଗାଁରେ ଗାୟତ୍ରୀ ପରିବାର ପକ୍ଷରୁ ଶ୍ରାବଣୀ ପର୍ବ ଅବସରରେ ଏକ ଧାର୍ମିକ ଉତ୍ସବ ଓ ଯଜ୍ଞ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ତ୍ସବରେ ଯୋଗଦେବା ପାଇଁ ହିରାମଳ ନାଏକ ଡାକକୋଟା ଗାଁକୁ ଆସିଥିଲେ। ଯଜ୍ଞସ୍ଥଳରେ କାର୍ଯ୍ୟକ୍ରମ ଚାଲିଥିବା ସମୟରେ କର୍ଲାପାଟ ଓ ଥୁଆମୂଳ ରାମପୁର ପୋଲିସ ତାଙ୍କୁ ସେଠାରୁ ନେଇଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି। ହିରାମଳ ନାଏକ ତିଜିମାଳି ପାହାଡ଼ରେ ଖଣି ଖନନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନରେ ସାମିଲ ରହିଆସିଛନ୍ତି। ତିଜିମାଳି ପାହାଡ଼କୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜମି, ଜଙ୍ଗଲ, ପାହାଡ଼ ଓ ପରିବେଶ ସୁରକ୍ଷାକୁ ନେଇ ବିଭିନ୍ନ ମତ ଓ ଦାବି ରହିଥିବା ବେଳେ ଖଣି ଖନନ ପ୍ରସଙ୍ଗକୁ ନେଇ ସମୟ ସମୟରେ ବିରୋଧର ସ୍ୱର ମଧ୍ୟ ଶୁଣିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଜଣେ ସକ୍ରିୟ ଆନ୍ଦୋଳନକାରୀଙ୍କୁ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ଯଜ୍ଞସ୍ଥଳରୁ ପୋଲିସ ନେଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରଶ୍ନ ଓ ଆଲୋଚନା ଦେଖାଦେଇଛି। ତେବେ ହିରାମଳ ନାଏକଙ୍କୁ କେଉଁ ନିର୍ଦ୍ଦିଷ୍ଟ କାରଣରୁ ପୋଲିସ ନେଇଛି, ତାଙ୍କ ବିରୋଧରେ କୌଣସି ଅଭିଯୋଗ କିମ୍ବା ମାମଲା ରହିଛି କି ନାହିଁ, ତାଙ୍କୁ ପଚରାଉଚରା ପାଇଁ ନିଆଯାଇଛି ନା ଅନ୍ୟ କୌଣସି କାରଣ ରହିଛି—ସେନେଇ ଏଯାଏଁ ସ୍ପଷ୍ଟତା ମିଳିନାହିଁ। ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିପାରିନାହିଁ। ଫଳରେ ହିରାମଳ ନାଏକଙ୍କୁ କେଉଁ ପରିସ୍ଥିତିରେ ଓ କେଉଁ କାରଣରୁ ପୋଲିସ ନେଇଛି, ତାହା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଓ ଚର୍ଚ୍ଚା ଜାରି ରହିଛି। ଅନ୍ୟପକ୍ଷରେ, ତିଜିମାଳି ଖଣି ଖନନକୁ ନେଇ ଆଗାମୀ ଦିନରେ ଆନ୍ଦୋଳନ କେଉଁ ଦିଗକୁ ଯିବ ଏବଂ ହିରାମଳ ନାଏକଙ୍କୁ ପୋଲିସ ନେଇଯିବା ଘଟଣାରେ ପ୍ରଶାସନ ଓ ପୋଲିସ ପକ୍ଷରୁ କି ପ୍ରକାର ସ୍ପଷ୍ଟୀକରଣ ଦିଆଯିବ, ତାହା ଉପରେ ଏବେ ନଜର ରହିଛି। ଘଟଣାର ସଠିକ୍ କାରଣ ସ୍ପଷ୍ଟ ହେବା ପରେ ହିଁ ଏହି ଘଟଣାର ପ୍ରକୃତ ପୃଷ୍ଠଭୂମି ସାମ୍ନାକୁ ଆସିପାରିବ। କଳାହାଣ୍ଡି ଜିଲ୍ଲା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଉତ୍କଳ ଓଡ଼ିଆ1
- ପରିତ୍ୟକ୍ତ କୂଅରେ ଫସିଲେ ଦୁଇ ହେଟାବାଘ ଗର୍ଜନରେ ଥରିଲା ବବୋଇ ଗାଁ, ଉଦ୍ଧାରରେ ଲାଗିଲା ବନ ବିଭାଗ ପରିତ୍ୟକ୍ତ କୂଅରେ ଫସିଲେ ଦୁଇ ହେଟାବାଘ ଗର୍ଜନରେ ଥରିଲା ବବୋଇ ଗାଁ, ଉଦ୍ଧାରରେ ଲାଗିଲା ବନ ବିଭାଗ1
- ସ୍କୁଲ ପରିସରରୁ ଚନ୍ଦନ ଗଛ ଚୋରୀ #Kotpad #koraput #OdishaNews1
- ନବମ ଶ୍ରେଣୀ ର ଛାତ୍ରୀ ଙ୍କୁ ବଳତ୍କାର ,,,ଅଭିଯୋଗ ଆଣିଲେ ପରିବାର । ନବମ ଶ୍ରେଣୀ ର ଛାତ୍ରୀ ଙ୍କୁ ବଳତ୍କାର ,,,ଅଭିଯୋଗ ଆଣିଲେ ପରିବାର ।1