logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଥୁଆମୂଳ ରାମପୁର ଅଞ୍ଚଳର ସିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ର ସଦସ୍ୟ ତଥା ସକ୍ରିୟ ଆନ୍ଦୋଳନକାରୀ ହିରାମଲ୍ ନାଏକ ଙ୍କୁ ପୋଲିସ ଉଠାଇ ନେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଛି।

1 hr ago
user_ବାଲେଶ୍ୱର ନାଏକ
ବାଲେଶ୍ୱର ନାଏକ
ଥୁଆମୂଳ ରାମପୁର, କଳାହାଣ୍ଡି, ଓଡ଼ିଶା•
1 hr ago

ଥୁଆମୂଳ ରାମପୁର ଅଞ୍ଚଳର ସିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ର ସଦସ୍ୟ ତଥା ସକ୍ରିୟ ଆନ୍ଦୋଳନକାରୀ ହିରାମଲ୍ ନାଏକ ଙ୍କୁ ପୋଲିସ ଉଠାଇ ନେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଛି।

More news from ଓଡ଼ିଶା and nearby areas
  • ନିଟ୍ ସଫଳତା: ଆଦିବାସୀ ଛାତ୍ରଙ୍କ ଘରେ ପହଞ୍ଚି ଶୁଭେଚ୍ଛା ଜଣାଇଲେ ବିଡିଓ : ପ୍ରଶାସନିକ ସହାୟତାର ପ୍ରତିଶ୍ରୁତି ​ତା-୨୯-୮-୨୬ ​ବିଷମକଟକ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ଗୋଏଲକଣା ଗ୍ରାମର ନିତ୍ୟାନନ୍ଦ ହୁଇକା ନୀଟ୍ ପରୀକ୍ଷାରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ସେ ବିଷମକଟକ ନିର୍ବାଚନ ମଣ୍ଡଳୀର ଆଦିବାସୀ ଛାତ୍ର ଭାବେ ନୀଟ୍‌ କ୍ଲିୟର କରି ବୁର୍ଲା ସ୍ଥିତ ଭିମସାର ମେଡିକାଲ କଲେଜରେ ସିଟ୍ ପାଇଛନ୍ତି। ​ଏହି ସଫଳତା ଖବର ପ୍ରଚାରିତ ହେବା ପରେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ,ପି ଇ ଓ ମଲୟ ନାଏକ, ସରପଞ୍ଚ ଜୟକାଡ୍ରାକା,। ନିତ୍ୟାନନ୍ଦ ଙ୍କ ଘରକୁ ଯାଇ ସାକ୍ଷାତ କରି ତାଙ୍କୁ ଉତ୍ସାହିତ କରିବା ସହ ଉପହାର ସ୍ବରୂପ ଏକ କଲମ ଓ ଡାଏରୀ ପ୍ରଦାନ କରି ଶୁଭେଛା ଜଣାଇଥିଲେ । ବିଡିଓ ତାଙ୍କର ଏହି କଠିନ ପରିଶ୍ରମ ଓ ସଫଳତାକୁ ଭୂୟସୀ ପ୍ରଶଂସା କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହା ସହିତ ଆଗାମୀ ଦିନରେ ପାଠପଢ଼ା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ମଧ୍ୟ ଆଶ୍ୱାସନା ଦେଇଛନ୍ତି। ଆଦିବାସୀ ଅଞ୍ଚଳରୁ ବାହାରି ନିତ୍ୟାନନ୍ଦ ଙ୍କ ଏହି ସଫଳତା ସ୍ଥାନୀୟ ଅଞ୍ଚଳର ଅନ୍ୟ ପିଲାମାନଙ୍କ ପାଇଁ ଏକ ପ୍ରେରଣା ସାଜିଛି। ନିତ୍ୟାନନ୍ଦ ଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସ୍ଥାନୀୟ ଓ ତାଙ୍କ ପରିବାରବର୍ଗ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି । ଶୁଭେଚ୍ଛା ଜଣାଇଲେ ବିଡିଓ : ପ୍ରଶାସନିକ ସହାୟତାର ପ୍ରତିଶ୍ରୁତି ​ତା-୨୯-୮-୨୬ ​ବିଷମକଟକ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ଗୋଏଲକଣା ଗ୍ରାମର ନିତ୍ୟାନନ୍ଦ ହୁଇକା ନୀଟ୍ ପରୀକ୍ଷାରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ସେ ବିଷମକଟକ ନିର୍ବାଚନ ମଣ୍ଡଳୀର ଆଦିବାସୀ ଛାତ୍ର ଭାବେ ନୀଟ୍‌ କ୍ଲିୟର କରି ବୁର୍ଲା ସ୍ଥିତ ଭିମସାର ମେଡିକାଲ କଲେଜରେ ସିଟ୍ ପାଇଛନ୍ତି। ​ଏହି ସଫଳତା ଖବର ପ୍ରଚାରିତ ହେବା ପରେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ,ପି ଇ ଓ ମଲୟ ନାଏକ, ସରପଞ୍ଚ ଜୟକାଡ୍ରାକା,। ନିତ୍ୟାନନ୍ଦ ଙ୍କ ଘରକୁ ଯାଇ ସାକ୍ଷାତ କରି ତାଙ୍କୁ ଉତ୍ସାହିତ କରିବା ସହ ଉପହାର ସ୍ବରୂପ ଏକ କଲମ ଓ ଡାଏରୀ ପ୍ରଦାନ କରି ଶୁଭେଛା ଜଣାଇଥିଲେ । ବିଡିଓ ତାଙ୍କର ଏହି କଠିନ ପରିଶ୍ରମ ଓ ସଫଳତାକୁ ଭୂୟସୀ ପ୍ରଶଂସା କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହା ସହିତ ଆଗାମୀ ଦିନରେ ପାଠପଢ଼ା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ମଧ୍ୟ ଆଶ୍ୱାସନା ଦେଇଛନ୍ତି। ଆଦିବାସୀ ଅଞ୍ଚଳରୁ ବାହାରି ନିତ୍ୟାନନ୍ଦ ଙ୍କ ଏହି ସଫଳତା ସ୍ଥାନୀୟ ଅଞ୍ଚଳର ଅନ୍ୟ ପିଲାମାନଙ୍କ ପାଇଁ ଏକ ପ୍ରେରଣା ସାଜିଛି। ନିତ୍ୟାନନ୍ଦ ଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସ୍ଥାନୀୟ ଓ ତାଙ୍କ ପରିବାରବର୍ଗ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି । ତା-୨୯-୮-୨୬ ବିଷମକଟକ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ଗୋଏଲକଣା ଗ୍ରାମର ନିତ୍ୟାନନ୍ଦ ହୁଇକା ନୀଟ୍ ପରୀକ୍ଷାରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ସେ ବିଷମକଟକ ନିର୍ବାଚନ ମଣ୍ଡଳୀର ଆଦିବାସୀ ଛାତ୍ର ଭାବେ ନୀଟ୍‌ କ୍ଲିୟର କରି ବୁର୍ଲା ସ୍ଥିତ ଭିମସାର ମେଡିକାଲ କଲେଜରେ ସିଟ୍ ପାଇଛନ୍ତି। ଏହି ସଫଳତା ଖବର ପ୍ରଚାରିତ ହେବା ପରେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ,ପି ଇ ଓ ମଲୟ ନାଏକ, ସରପଞ୍ଚ ଜୟକାଡ୍ରାକା,। ନିତ୍ୟାନନ୍ଦ ଙ୍କ ଘରକୁ ଯାଇ ସାକ୍ଷାତ କରି ତାଙ୍କୁ ଉତ୍ସାହିତ କରିବା ସହ ଉପହାର ସ୍ବରୂପ ଏକ କଲମ ଓ ଡାଏରୀ ପ୍ରଦାନ କରି ଶୁଭେଛା ଜଣାଇଥିଲେ । ବିଡିଓ ତାଙ୍କର ଏହି କଠିନ ପରିଶ୍ରମ ଓ ସଫଳତାକୁ ଭୂୟସୀ ପ୍ରଶଂସା କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହା ସହିତ ଆଗାମୀ ଦିନରେ ପାଠପଢ଼ା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ମଧ୍ୟ ଆଶ୍ୱାସନା ଦେଇଛନ୍ତି। ଆଦିବାସୀ ଅଞ୍ଚଳରୁ ବାହାରି ନିତ୍ୟାନନ୍ଦ ଙ୍କ ଏହି ସଫଳତା ସ୍ଥାନୀୟ ଅଞ୍ଚଳର ଅନ୍ୟ ପିଲାମାନଙ୍କ ପାଇଁ ଏକ ପ୍ରେରଣା ସାଜିଛି। ନିତ୍ୟାନନ୍ଦ ଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସ୍ଥାନୀୟ ଓ ତାଙ୍କ ପରିବାରବର୍ଗ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି ।
    4
    ନିଟ୍ ସଫଳତା: ଆଦିବାସୀ ଛାତ୍ରଙ୍କ ଘରେ ପହଞ୍ଚି ଶୁଭେଚ୍ଛା ଜଣାଇଲେ ବିଡିଓ : ପ୍ରଶାସନିକ ସହାୟତାର ପ୍ରତିଶ୍ରୁତି 


​ତା-୨୯-୮-୨୬
​ବିଷମକଟକ
ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ଗୋଏଲକଣା ଗ୍ରାମର ନିତ୍ୟାନନ୍ଦ ହୁଇକା ନୀଟ୍ ପରୀକ୍ଷାରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ସେ ବିଷମକଟକ ନିର୍ବାଚନ ମଣ୍ଡଳୀର  ଆଦିବାସୀ ଛାତ୍ର ଭାବେ ନୀଟ୍‌ କ୍ଲିୟର କରି ବୁର୍ଲା ସ୍ଥିତ ଭିମସାର ମେଡିକାଲ କଲେଜରେ ସିଟ୍ ପାଇଛନ୍ତି।  
​ଏହି ସଫଳତା ଖବର ପ୍ରଚାରିତ ହେବା ପରେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ,ପି ଇ ଓ ମଲୟ ନାଏକ, ସରପଞ୍ଚ  ଜୟକାଡ୍ରାକା,। ନିତ୍ୟାନନ୍ଦ ଙ୍କ ଘରକୁ ଯାଇ ସାକ୍ଷାତ କରି ତାଙ୍କୁ ଉତ୍ସାହିତ କରିବା ସହ ଉପହାର ସ୍ବରୂପ ଏକ କଲମ ଓ ଡାଏରୀ ପ୍ରଦାନ କରି ଶୁଭେଛା ଜଣାଇଥିଲେ । ବିଡିଓ ତାଙ୍କର ଏହି କଠିନ ପରିଶ୍ରମ ଓ ସଫଳତାକୁ ଭୂୟସୀ ପ୍ରଶଂସା କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହା ସହିତ ଆଗାମୀ ଦିନରେ ପାଠପଢ଼ା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ମଧ୍ୟ ଆଶ୍ୱାସନା ଦେଇଛନ୍ତି।
ଆଦିବାସୀ ଅଞ୍ଚଳରୁ ବାହାରି ନିତ୍ୟାନନ୍ଦ ଙ୍କ ଏହି ସଫଳତା ସ୍ଥାନୀୟ ଅଞ୍ଚଳର ଅନ୍ୟ ପିଲାମାନଙ୍କ ପାଇଁ ଏକ ପ୍ରେରଣା ସାଜିଛି। ନିତ୍ୟାନନ୍ଦ ଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସ୍ଥାନୀୟ  ଓ ତାଙ୍କ ପରିବାରବର୍ଗ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି  । ଶୁଭେଚ୍ଛା ଜଣାଇଲେ ବିଡିଓ : ପ୍ରଶାସନିକ ସହାୟତାର ପ୍ରତିଶ୍ରୁତି 
​ତା-୨୯-୮-୨୬
​ବିଷମକଟକ
ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ଗୋଏଲକଣା ଗ୍ରାମର ନିତ୍ୟାନନ୍ଦ ହୁଇକା ନୀଟ୍ ପରୀକ୍ଷାରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ସେ ବିଷମକଟକ ନିର୍ବାଚନ ମଣ୍ଡଳୀର  ଆଦିବାସୀ ଛାତ୍ର ଭାବେ ନୀଟ୍‌ କ୍ଲିୟର କରି ବୁର୍ଲା ସ୍ଥିତ ଭିମସାର ମେଡିକାଲ କଲେଜରେ ସିଟ୍ ପାଇଛନ୍ତି।  
​ଏହି ସଫଳତା ଖବର ପ୍ରଚାରିତ ହେବା ପରେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ,ପି ଇ ଓ ମଲୟ ନାଏକ, ସରପଞ୍ଚ  ଜୟକାଡ୍ରାକା,। ନିତ୍ୟାନନ୍ଦ ଙ୍କ ଘରକୁ ଯାଇ ସାକ୍ଷାତ କରି ତାଙ୍କୁ ଉତ୍ସାହିତ କରିବା ସହ ଉପହାର ସ୍ବରୂପ ଏକ କଲମ ଓ ଡାଏରୀ ପ୍ରଦାନ କରି ଶୁଭେଛା ଜଣାଇଥିଲେ । ବିଡିଓ ତାଙ୍କର ଏହି କଠିନ ପରିଶ୍ରମ ଓ ସଫଳତାକୁ ଭୂୟସୀ ପ୍ରଶଂସା କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହା ସହିତ ଆଗାମୀ ଦିନରେ ପାଠପଢ଼ା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ମଧ୍ୟ ଆଶ୍ୱାସନା ଦେଇଛନ୍ତି।
ଆଦିବାସୀ ଅଞ୍ଚଳରୁ ବାହାରି ନିତ୍ୟାନନ୍ଦ ଙ୍କ ଏହି ସଫଳତା ସ୍ଥାନୀୟ ଅଞ୍ଚଳର ଅନ୍ୟ ପିଲାମାନଙ୍କ ପାଇଁ ଏକ ପ୍ରେରଣା ସାଜିଛି। ନିତ୍ୟାନନ୍ଦ ଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସ୍ଥାନୀୟ  ଓ ତାଙ୍କ ପରିବାରବର୍ଗ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି  ।
ତା-୨୯-୮-୨୬
ବିଷମକଟକ
ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ଗୋଏଲକଣା ଗ୍ରାମର ନିତ୍ୟାନନ୍ଦ ହୁଇକା ନୀଟ୍ ପରୀକ୍ଷାରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ସେ ବିଷମକଟକ ନିର୍ବାଚନ ମଣ୍ଡଳୀର  ଆଦିବାସୀ ଛାତ୍ର ଭାବେ ନୀଟ୍‌ କ୍ଲିୟର କରି ବୁର୍ଲା ସ୍ଥିତ ଭିମସାର ମେଡିକାଲ କଲେଜରେ ସିଟ୍ ପାଇଛନ୍ତି।  
ଏହି ସଫଳତା ଖବର ପ୍ରଚାରିତ ହେବା ପରେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ,ପି ଇ ଓ ମଲୟ ନାଏକ, ସରପଞ୍ଚ  ଜୟକାଡ୍ରାକା,। ନିତ୍ୟାନନ୍ଦ ଙ୍କ ଘରକୁ ଯାଇ ସାକ୍ଷାତ କରି ତାଙ୍କୁ ଉତ୍ସାହିତ କରିବା ସହ ଉପହାର ସ୍ବରୂପ ଏକ କଲମ ଓ ଡାଏରୀ ପ୍ରଦାନ କରି ଶୁଭେଛା ଜଣାଇଥିଲେ । ବିଡିଓ ତାଙ୍କର ଏହି କଠିନ ପରିଶ୍ରମ ଓ ସଫଳତାକୁ ଭୂୟସୀ ପ୍ରଶଂସା କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହା ସହିତ ଆଗାମୀ ଦିନରେ ପାଠପଢ଼ା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ମଧ୍ୟ ଆଶ୍ୱାସନା ଦେଇଛନ୍ତି।
ଆଦିବାସୀ ଅଞ୍ଚଳରୁ ବାହାରି ନିତ୍ୟାନନ୍ଦ ଙ୍କ ଏହି ସଫଳତା ସ୍ଥାନୀୟ ଅଞ୍ଚଳର ଅନ୍ୟ ପିଲାମାନଙ୍କ ପାଇଁ ଏକ ପ୍ରେରଣା ସାଜିଛି। ନିତ୍ୟାନନ୍ଦ ଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସ୍ଥାନୀୟ  ଓ ତାଙ୍କ ପରିବାରବର୍ଗ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି  ।
    user_Narattam Kumar padhy
    Narattam Kumar padhy
    ବିଷମାକଟକ, ରାୟଗଡା, ଓଡ଼ିଶା•
    1 hr ago
  • ଜୟପୁର ଜୟନଗରରେ ଭୟାବହ ସଡ଼କ ଦୁର୍ଘଟଣା ଭୂତନାଥ ମନ୍ଦିର ନିକଟରେ ଘଟିଲା ଅଘଟଣ ଦୁର୍ଘଟଣାରେ ୨ ଜଣ ଗୁରୁତର, ସୂଚନା ଆସୁଛି ଜୟପୁର ଜୟନଗରରେ ଭୟାବହ ସଡ଼କ ଦୁର୍ଘଟଣା ଭୂତନାଥ ମନ୍ଦିର ନିକଟରେ ଘଟିଲା ଅଘଟଣ ଦୁର୍ଘଟଣାରେ ୨ ଜଣ ଗୁରୁତର, ସୂଚନା ଆସୁଛି
    1
    ଜୟପୁର ଜୟନଗରରେ ଭୟାବହ ସଡ଼କ ଦୁର୍ଘଟଣା
ଭୂତନାଥ ମନ୍ଦିର ନିକଟରେ ଘଟିଲା ଅଘଟଣ
ଦୁର୍ଘଟଣାରେ ୨ ଜଣ ଗୁରୁତର, ସୂଚନା ଆସୁଛି
ଜୟପୁର ଜୟନଗରରେ ଭୟାବହ ସଡ଼କ ଦୁର୍ଘଟଣା
ଭୂତନାଥ ମନ୍ଦିର ନିକଟରେ ଘଟିଲା ଅଘଟଣ
ଦୁର୍ଘଟଣାରେ ୨ ଜଣ ଗୁରୁତର, ସୂଚନା ଆସୁଛି
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    10 hrs ago
  • ପରିତ୍ୟକ୍ତ କୂଅରେ ଫସିଲେ ଦୁଇ ହେଟାବାଘ ଗର୍ଜନରେ ଥରିଲା ବବୋଇ ଗାଁ, ଉଦ୍ଧାରରେ ଲାଗିଲା ବନ ବିଭାଗ ପରିତ୍ୟକ୍ତ କୂଅରେ ଫସିଲେ ଦୁଇ ହେଟାବାଘ ଗର୍ଜନରେ ଥରିଲା ବବୋଇ ଗାଁ, ଉଦ୍ଧାରରେ ଲାଗିଲା ବନ ବିଭାଗ
    1
    ପରିତ୍ୟକ୍ତ କୂଅରେ ଫସିଲେ ଦୁଇ ହେଟାବାଘ
ଗର୍ଜନରେ ଥରିଲା ବବୋଇ ଗାଁ, ଉଦ୍ଧାରରେ ଲାଗିଲା ବନ ବିଭାଗ
ପରିତ୍ୟକ୍ତ କୂଅରେ ଫସିଲେ ଦୁଇ ହେଟାବାଘ
ଗର୍ଜନରେ ଥରିଲା ବବୋଇ ଗାଁ, ଉଦ୍ଧାରରେ ଲାଗିଲା ବନ ବିଭାଗ
    user_Dinu kuldeep
    Dinu kuldeep
    ରାୟଘର, ନବରଙ୍ଗପୁର, ଓଡ଼ିଶା•
    5 hrs ago
  • GEN-ZRISING ଅମ ଗାଁ ପାଇଁ ଆମ ଦେଶ ପାଇଁ ଲଡିଭୁ ଆମ ଗଶକିଏ ବିଭଗର ପାଠ୍ୟ କ୍ରମ ପାଇଁ ଓଡିଶା ଗଣଶିଯାମନ୍ତୀ GEN-ZRISING ଅମ ଗାଁ ପାଇଁ ଆମ ଦେଶ ପାଇଁ ଲଡିଭୁ ଆମ ଗଶକିଏ ବିଭଗର ପାଠ୍ୟ କ୍ରମ ପାଇଁ ଓଡିଶା ଗଣଶିଯାମନ୍ତୀ
    1
    GEN-ZRISING
ଅମ ଗାଁ ପାଇଁ ଆମ ଦେଶ ପାଇଁ ଲଡିଭୁ  ଆମ ଗଶକିଏ 
ବିଭଗର ପାଠ୍ୟ କ୍ରମ ପାଇଁ ଓଡିଶା 
ଗଣଶିଯାମନ୍ତୀ 
GEN-ZRISING
ଅମ ଗାଁ ପାଇଁ ଆମ ଦେଶ ପାଇଁ ଲଡିଭୁ  ଆମ ଗଶକିଏ 
ବିଭଗର ପାଠ୍ୟ କ୍ରମ ପାଇଁ ଓଡିଶା 
ଗଣଶିଯାମନ୍ତୀ
    user_Semajagrnga
    Semajagrnga
    Actor ପଦ୍ମପୁର, ରାୟଗଡା, ଓଡ଼ିଶା•
    8 hrs ago
  • #ଏ ବହୁ କେ ତେ ଝା ର ଗି ଛୁ ଯେ
    1
    #ଏ ବହୁ କେ ତେ ଝା ର ଗି ଛୁ ଯେ
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    13 hrs ago
  • ଏକ କାର ରୁ ବିଫୁଲ ଗଞ୍ଜେଇ ଜବତ ଜଣେ ଜଣେ ଗିରଫ ଜବତ କଲା ମନମୁଣ୍ଡା ପୁଲିସ ମନମୁଣ୍ଡା ପୋଲିସ ଏକ କାରରୁ ବିପୁଳ ଗଂଜେଇ ଜବତ କରିବା ସହ ଜଣେ ମାଫିଆକୁ ଗିରଫ କରିଛି | ଗିରଫ ଯୁବକ ଜଣକ ହେଲେ ବୌଦ୍ଧ ଜିଲ୍ଲା ସଦର ଥାନା ମଥୁରା ଗ୍ରାମର ତପନ ବାଘ (୩୮) ବୋଲି ଜଣା ପଡିଛି | ମନମୁଣ୍ଡା ଥାନା କର୍ମଚାରୀ ବିଳାଶପୁର ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ବିଳାଶପୁର ମେହେରୁଣୀ ବ୍ରିଜ ନିକଟରେ ଗୋଟିଏ ଧଳା ରଙ୍ଗ ର ମାରୁତି ସୁଜୁକୀ କାର (ଓଡି ୦୧ ଏ ଏ ୫୦୩୭)କୁ ଅଟକାଇ ତଲାସି ନେବାରେ ସେଥିରେ ଦୁଇ ଗୋଟି ଗଞ୍ଜେଇ ଭର୍ତ୍ତି ବସ୍ତା ପାଇଥିଲେ । ଉକ୍ତ ଗାଡିର ମାଲିକ ବୌଦ୍ଧ ଜିଲ୍ଲା ସଦର ଥାନା ବିରାମଚନ୍ଦ୍ରପୁର ବାରଝୁଲି ଗ୍ରାମର ଧୀରେନ ପ୍ରଧାନଙ୍କ କହିବା ଅନୁସାରେ ତପନ ବାଘ ଉକ୍ତ ଗଞ୍ଜେଇ ମନମୁଣ୍ଡା ଥାନା ମନୋହରପୁର ଗ୍ରାମର ସଂଜୀବ ଗିରି ଙ୍କ ପାଖରୁ ଆଣୁଥିବାର ସ୍ଵୀକାର କଲା | ଘଟଣା ସ୍ଥଳରେ ଏକ୍ସଜୁକୁଟିଭ ମାଜିଷ୍ଟ୍ରେଟ ଓ ସାକ୍ଷୀ ମାନଙ୍କର ଉପସ୍ଥିତିରେ ଉକ୍ତ ଗଞ୍ଜେଇ ଓଜନ କରିବାରେ ୨ ଗୋଟି ବସ୍ତା ସହିତ ୫୬ କେଜି ହୋଇଥିଲା । ପରେ ଉକ୍ତ ଗଞ୍ଜେଇ ସହିତ, ମାରୁତି ସୁଜୁକୀ କାର, ଗୋଟିଏ ମୋବାଇଲ ଘଟଣା ସ୍ଥଳରୁ ଜବତ କରିବା ସହ ତପନ ବାଘକୁ ଗିରଫ କରିଛି ।
    3
    ଏକ କାର ରୁ ବିଫୁଲ ଗଞ୍ଜେଇ ଜବତ ଜଣେ ଜଣେ ଗିରଫ ଜବତ କଲା ମନମୁଣ୍ଡା  ପୁଲିସ
ମନମୁଣ୍ଡା ପୋଲିସ ଏକ କାରରୁ ବିପୁଳ ଗଂଜେଇ ଜବତ କରିବା ସହ ଜଣେ ମାଫିଆକୁ ଗିରଫ କରିଛି | ଗିରଫ ଯୁବକ ଜଣକ ହେଲେ ବୌଦ୍ଧ ଜିଲ୍ଲା ସଦର ଥାନା ମଥୁରା ଗ୍ରାମର ତପନ ବାଘ (୩୮) ବୋଲି ଜଣା ପଡିଛି | ମନମୁଣ୍ଡା ଥାନା କର୍ମଚାରୀ ବିଳାଶପୁର ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ବିଳାଶପୁର ମେହେରୁଣୀ ବ୍ରିଜ ନିକଟରେ ଗୋଟିଏ ଧଳା ରଙ୍ଗ ର ମାରୁତି ସୁଜୁକୀ କାର  (ଓଡି ୦୧ ଏ ଏ ୫୦୩୭)କୁ ଅଟକାଇ ତଲାସି ନେବାରେ ସେଥିରେ ଦୁଇ ଗୋଟି ଗଞ୍ଜେଇ ଭର୍ତ୍ତି ବସ୍ତା ପାଇଥିଲେ । ଉକ୍ତ ଗାଡିର ମାଲିକ ବୌଦ୍ଧ ଜିଲ୍ଲା ସଦର ଥାନା ବିରାମଚନ୍ଦ୍ରପୁର ବାରଝୁଲି ଗ୍ରାମର ଧୀରେନ ପ୍ରଧାନଙ୍କ କହିବା ଅନୁସାରେ ତପନ ବାଘ ଉକ୍ତ ଗଞ୍ଜେଇ ମନମୁଣ୍ଡା ଥାନା ମନୋହରପୁର ଗ୍ରାମର ସଂଜୀବ ଗିରି ଙ୍କ ପାଖରୁ ଆଣୁଥିବାର ସ୍ଵୀକାର କଲା | ଘଟଣା ସ୍ଥଳରେ  ଏକ୍ସଜୁକୁଟିଭ ମାଜିଷ୍ଟ୍ରେଟ ଓ ସାକ୍ଷୀ ମାନଙ୍କର ଉପସ୍ଥିତିରେ ଉକ୍ତ ଗଞ୍ଜେଇ ଓଜନ କରିବାରେ ୨ ଗୋଟି ବସ୍ତା ସହିତ ୫୬ କେଜି ହୋଇଥିଲା । ପରେ ଉକ୍ତ ଗଞ୍ଜେଇ ସହିତ,  ମାରୁତି ସୁଜୁକୀ କାର, ଗୋଟିଏ ମୋବାଇଲ ଘଟଣା ସ୍ଥଳରୁ ଜବତ କରିବା ସହ ତପନ ବାଘକୁ ଗିରଫ କରିଛି ।
    user_Mukteswar pradhan
    Mukteswar pradhan
    Baliguda, Kandhamal•
    4 hrs ago
  • ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପ୍ରତିଯୋଗିତା - ୨୦୨୬ ଜୟପୁର ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପ୍ରତିଯୋଗିତା - ୨୦୨୬ ଜୟପୁର
    1
    ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପ୍ରତିଯୋଗିତା - ୨୦୨୬
ଜୟପୁର
ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପ୍ରତିଯୋଗିତା - ୨୦୨୬
ଜୟପୁର
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    13 hrs ago
  • ଉପାନ୍ତ ଅଞ୍ଚଳରୁ ୪ ମେଧାବୀଙ୍କ NEET ସଫଳତା ରାଇଘର ବଳି ଅଞ୍ଚଳ ରୁ ବି NEET ଉତ୍ତୀର୍ଣ୍ଣ ଉପାନ୍ତ ଅଞ୍ଚଳରୁ ୪ ମେଧାବୀଙ୍କ NEET ସଫଳତା
    1
    ଉପାନ୍ତ ଅଞ୍ଚଳରୁ ୪ ମେଧାବୀଙ୍କ NEET ସଫଳତା
ରାଇଘର ବଳି ଅଞ୍ଚଳ ରୁ ବି NEET ଉତ୍ତୀର୍ଣ୍ଣ 
ଉପାନ୍ତ ଅଞ୍ଚଳରୁ ୪ ମେଧାବୀଙ୍କ NEET ସଫଳତା
    user_Dinu kuldeep
    Dinu kuldeep
    ରାୟଘର, ନବରଙ୍ଗପୁର, ଓଡ଼ିଶା•
    22 hrs ago
  • ବିଷମ କଟକରେ ଦୋକାନ ଭାଙ୍ଗି ଚୋରି ଅଭିଯୋଗ ରାୟଗଡ଼ା ଜିଲ୍ଲା ବିଷମ କଟକରେ ଦୋକାନ ଭାଙ୍ଗି ଚୋରି ଅଭିଯୋଗ। ଏସ୍‌ବିଆଇ ଏଟିଏମ୍ ଓ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା Sky Mobiles Sales & Service ଦୋକାନର ଗୃହ ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୋକାନ ମାଲିକ ଭି. ଦେବୀ ପ୍ରସାଦଙ୍କ ଅଭିଯୋଗ ଅନୁସାରେ, ଦୋକାନରୁ ପ୍ରାୟ ୩୦ ହଜାର ଟଙ୍କା ନଗଦ, ୧୦ଟି ନୂଆ ମୋବାଇଲ୍ ଫୋନ୍ ଏବଂ ଗ୍ରାହକଙ୍କ ୧୦ଟି ମୋବାଇଲ୍ ଫୋନ୍ ଚୋରି ହୋଇଛି। ତେବେ ଚୋରି ହୋଇଥିବା ସମସ୍ତ ସାମଗ୍ରୀର ମୋଟ ମୂଲ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣା ସମ୍ପର୍କରେ ଖବର ପାଇ ବିଷମ କଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଚୋରି ହୋଇଥିବା ମୋବାଇଲ୍ ଫୋନ୍ ଓ ନଗଦ ଟଙ୍କା ଉଦ୍ଧାର ପାଇଁ ପୋଲିସର ତଦନ୍ତ ଜାରି ରହିଛି। ତଦନ୍ତ ପରେ ହିଁ ଚୋରି ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଏବଂ ଅଭିଯୁକ୍ତଙ୍କ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।
    4
    ବିଷମ କଟକରେ ଦୋକାନ ଭାଙ୍ଗି ଚୋରି ଅଭିଯୋଗ

ରାୟଗଡ଼ା ଜିଲ୍ଲା ବିଷମ କଟକରେ ଦୋକାନ ଭାଙ୍ଗି ଚୋରି ଅଭିଯୋଗ।
ଏସ୍‌ବିଆଇ ଏଟିଏମ୍ ଓ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା Sky Mobiles Sales & Service ଦୋକାନର ଗୃହ ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଦୋକାନ ମାଲିକ ଭି. ଦେବୀ ପ୍ରସାଦଙ୍କ ଅଭିଯୋଗ ଅନୁସାରେ, ଦୋକାନରୁ ପ୍ରାୟ ୩୦ ହଜାର ଟଙ୍କା ନଗଦ, ୧୦ଟି ନୂଆ ମୋବାଇଲ୍ ଫୋନ୍ ଏବଂ ଗ୍ରାହକଙ୍କ ୧୦ଟି ମୋବାଇଲ୍ ଫୋନ୍ ଚୋରି ହୋଇଛି।

ତେବେ ଚୋରି ହୋଇଥିବା ସମସ୍ତ ସାମଗ୍ରୀର ମୋଟ ମୂଲ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଘଟଣା ସମ୍ପର୍କରେ ଖବର ପାଇ ବିଷମ କଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଚୋରିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଚୋରି ହୋଇଥିବା ମୋବାଇଲ୍ ଫୋନ୍ ଓ ନଗଦ ଟଙ୍କା ଉଦ୍ଧାର ପାଇଁ ପୋଲିସର ତଦନ୍ତ ଜାରି ରହିଛି।

ତଦନ୍ତ ପରେ ହିଁ ଚୋରି ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଏବଂ ଅଭିଯୁକ୍ତଙ୍କ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।
    user_Narattam Kumar padhy
    Narattam Kumar padhy
    ବିଷମାକଟକ, ରାୟଗଡା, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.