logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବରପାଲି ପ୍ରସିଦ୍ଧ ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବର ଥାଲ ଉଠିଲା ବରପାଲି ପ୍ରସିଦ୍ଧ ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବର ଥାଲ ଉଠିଲା l ଏଥିପାଇଁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଦେବଦେବ ମହାଦେବ ମନ୍ଦିର ଠାରେ ପୂଜାର୍ଚ୍ଚନା କରିଥିଲେ l

3 hrs ago
user_PNC MEDIA
PNC MEDIA
ବରଗଡ଼, ବରଗଡ଼, ଓଡ଼ିଶା•
3 hrs ago

ବରପାଲି ପ୍ରସିଦ୍ଧ ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବର ଥାଲ ଉଠିଲା ବରପାଲି ପ୍ରସିଦ୍ଧ ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବର ଥାଲ ଉଠିଲା l ଏଥିପାଇଁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଦେବଦେବ ମହାଦେବ ମନ୍ଦିର ଠାରେ ପୂଜାର୍ଚ୍ଚନା କରିଥିଲେ l

More news from ଓଡ଼ିଶା and nearby areas
  • ବରପାଲି ପ୍ରସିଦ୍ଧ ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବର ଥାଲ ଉଠିଲା l ଏଥିପାଇଁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଦେବଦେବ ମହାଦେବ ମନ୍ଦିର ଠାରେ ପୂଜାର୍ଚ୍ଚନା କରିଥିଲେ l
    1
    ବରପାଲି ପ୍ରସିଦ୍ଧ ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବର ଥାଲ ଉଠିଲା l ଏଥିପାଇଁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଦେବଦେବ ମହାଦେବ ମନ୍ଦିର ଠାରେ ପୂଜାର୍ଚ୍ଚନା କରିଥିଲେ l
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    3 hrs ago
  • ଜମନକିରା ବ୍ଲକ ଛକଠାରେ ଶୁଭାରମ୍ଭ ହେଲା 'ମାର୍ଭେଲ ୱେଲନେସ୍ ସେଣ୍ଟର' (Marvel Wellness Centre)। ପାଥକାଇଣ୍ଡ ଲାବୋରେଟୋରୀ (Pathkind Laboratory) ର ସହଯୋଗରେ ଖୋଲିଥିବା ଏହି କେନ୍ଦ୍ର ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଶସ୍ତା ଓ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ। 📢 ବିଶେଷ ସୁବିଧା: ଆଗାମୀ ୬ ମାସ ପର୍ଯ୍ୟନ୍ତ, ପ୍ରତି ରବିବାର ମାତ୍ର ୧୦ ଟଙ୍କାରେ ଆପଣ କରାଇପାରିବେ ସୁଗାର, କ୍ୟାଲସିୟମ, ଏବଂ କଲେଷ୍ଟରଲ ଭଳି ଗୁରୁତ୍ୱପୂର୍ଣ୍ଣ ରକ୍ତ ପରୀକ୍ଷା। ଉଦଘାଟନୀ ସମାରୋହରେ ଅଞ୍ଚଳର ବହୁ ଲୋକ ସାମିଲ ହୋଇଥିଲେ ଏବଂ ପ୍ରଥମ ଦିନରେ ହିଁ ୭୦ ଜଣ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଏବଂ ଏହି ସୁବିଧାର ଲାଭ ଉଠାଇବା ପାଇଁ ଆଜି ହିଁ 'ମାର୍ଭେଲ ୱେଲନେସ୍ ସେଣ୍ଟର' ପରିଦର୍ଶନ କରନ୍ତୁ। 📍 ଠିକଣା: ମାର୍ଭେଲ ୱେଲନେସ୍ ସେଣ୍ଟର, ଜମନକିରା ବ୍ଲକ ଛକ।
    1
    ଜମନକିରା ବ୍ଲକ ଛକଠାରେ ଶୁଭାରମ୍ଭ ହେଲା 'ମାର୍ଭେଲ ୱେଲନେସ୍ ସେଣ୍ଟର' (Marvel Wellness Centre)। ପାଥକାଇଣ୍ଡ ଲାବୋରେଟୋରୀ (Pathkind Laboratory) ର ସହଯୋଗରେ ଖୋଲିଥିବା ଏହି କେନ୍ଦ୍ର ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଶସ୍ତା ଓ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ।
📢 ବିଶେଷ ସୁବିଧା:
ଆଗାମୀ ୬ ମାସ ପର୍ଯ୍ୟନ୍ତ, ପ୍ରତି ରବିବାର ମାତ୍ର ୧୦ ଟଙ୍କାରେ ଆପଣ କରାଇପାରିବେ ସୁଗାର, କ୍ୟାଲସିୟମ, ଏବଂ କଲେଷ୍ଟରଲ ଭଳି ଗୁରୁତ୍ୱପୂର୍ଣ୍ଣ ରକ୍ତ ପରୀକ୍ଷା।
ଉଦଘାଟନୀ ସମାରୋହରେ ଅଞ୍ଚଳର ବହୁ ଲୋକ ସାମିଲ ହୋଇଥିଲେ ଏବଂ ପ୍ରଥମ ଦିନରେ ହିଁ ୭୦ ଜଣ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଏବଂ ଏହି ସୁବିଧାର ଲାଭ ଉଠାଇବା ପାଇଁ ଆଜି ହିଁ 'ମାର୍ଭେଲ ୱେଲନେସ୍ ସେଣ୍ଟର' ପରିଦର୍ଶନ କରନ୍ତୁ।
📍 ଠିକଣା: ମାର୍ଭେଲ ୱେଲନେସ୍ ସେଣ୍ଟର, ଜମନକିରା ବ୍ଲକ ଛକ।
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    1 hr ago
  • Post by SonepurSambad
    1
    Post by SonepurSambad
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    10 hrs ago
  • 8 लाख वाले कल्याण मंडप बनाने के नाम पर लापरवाही या घोटाला #Bamra #Kalyanmandap #Govindpur
    1
    8 लाख वाले कल्याण मंडप बनाने के नाम पर लापरवाही या घोटाला #Bamra #Kalyanmandap #Govindpur
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    4 hrs ago
  • ସୁବର୍ଣ୍ଣପୁର: ସାମାଜିକ ସୁରକ୍ଷା ଓ ଲିଙ୍ଗଗତ ସମାନତା ପାଇଁ ଓଡ଼ିଶା ସରକାରଙ୍କ ଏକ ଅଗ୍ରଗାମୀ ପଦକ୍ଷେପ ସ୍ୱରୂପ ଆଜି ସ୍ଥାନୀୟ ଟାଉନ ହଲ ଠାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲାର ୧୭ ଗୋଟି ଝିଅପୁଅଙ୍କ ଯୋଡ଼ିର ବିବାହ ପାଣି ଗ୍ରହଣ କରାଯାଇଥିଲା। ବୈଦିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ବିବାହ ଉତ୍ସବରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ, ଉପ ଜିଲ୍ଲାପାଳ ଡ଼ ସୋମ୍ୟରୁପା ରଥ, ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ, ବୈକୁଣ୍ଠନାଥ ଶତପଥୀ, ଗୋବିନ୍ଦ ମହାରଣା ପ୍ରମୁଖ ବହୁ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ।
    1
    ସୁବର୍ଣ୍ଣପୁର: ସାମାଜିକ ସୁରକ୍ଷା ଓ ଲିଙ୍ଗଗତ ସମାନତା ପାଇଁ ଓଡ଼ିଶା ସରକାରଙ୍କ ଏକ ଅଗ୍ରଗାମୀ ପଦକ୍ଷେପ ସ୍ୱରୂପ ଆଜି ସ୍ଥାନୀୟ ଟାଉନ ହଲ ଠାରେ 
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲାର ୧୭ ଗୋଟି ଝିଅପୁଅଙ୍କ ଯୋଡ଼ିର ବିବାହ ପାଣି ଗ୍ରହଣ କରାଯାଇଥିଲା। ବୈଦିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ବିବାହ ଉତ୍ସବରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ, ଉପ ଜିଲ୍ଲାପାଳ ଡ଼ ସୋମ୍ୟରୁପା ରଥ, ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ, ବୈକୁଣ୍ଠନାଥ ଶତପଥୀ, ଗୋବିନ୍ଦ ମହାରଣା ପ୍ରମୁଖ ବହୁ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
  • Post by SONEPUR NEWS
    1
    Post by SONEPUR NEWS
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • ଓଡ଼ିଶାର ଜନବହୁଳ ଗ୍ରାମ କୁମ୍ଭାରୀ ଡାକ୍ତର ଖାନl ଛକ ରାସ୍ତା ପାଲଟିଛି ମରଣଯନ୍ତା l ପ୍ରତିଦିନ ଦଶ ହଜାରରୁ ଉର୍ଦ୍ଧ୍ବ ଲୋକ ଯାତାଜlତ କରୁଛନ୍ତି l ଏହି।ରାସ୍ତା ରେମୁଣ୍ଡା,ଥିଆପଳି ଧମାକୁ ସଂଯୋଗ କରୁଥିବା ବେଳେ ମୁଖ୍ୟ ପଟରୁ ପଦ୍ମପୁର , ସୋହେଲା ଓ ବରପାଲି ସଂଯୋଗ କରିଛି l ତୁରନ୍ତ ନିର୍ମାଣ ପାଇଁ ସାଧାରଣରେ ଦାବୀ ହେଉଛି l
    1
    ଓଡ଼ିଶାର ଜନବହୁଳ ଗ୍ରାମ କୁମ୍ଭାରୀ ଡାକ୍ତର ଖାନl ଛକ ରାସ୍ତା ପାଲଟିଛି ମରଣଯନ୍ତା l ପ୍ରତିଦିନ ଦଶ ହଜାରରୁ ଉର୍ଦ୍ଧ୍ବ ଲୋକ ଯାତାଜlତ କରୁଛନ୍ତି l ଏହି।ରାସ୍ତା ରେମୁଣ୍ଡା,ଥିଆପଳି ଧମାକୁ ସଂଯୋଗ କରୁଥିବା ବେଳେ ମୁଖ୍ୟ ପଟରୁ ପଦ୍ମପୁର , ସୋହେଲା ଓ ବରପାଲି ସଂଯୋଗ କରିଛି l ତୁରନ୍ତ ନିର୍ମାଣ ପାଇଁ ସାଧାରଣରେ ଦାବୀ ହେଉଛି l
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.