Shuru
Apke Nagar Ki App…
ଉତ୍କଳ ଦିବସ ଅବସରରେ ଜୟପୁର ସହରରେ ଗମ୍ଭୀରତା ଓ ଉତ୍ସାହ ସହ ଉଦ୍ଯାପନ କରାଯାଇଛି। ଏହି ଅବସରରେ ପ୍ରଶାସନ ଅଧିକାରୀମାନେ ସହରର ବିଭିନ୍ନ ସ୍ଥାନରେ ଥିବା ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଳାର୍ପଣ କରି ସମ୍ମାନ ଜଣାଇଛନ୍ତି। ଉତ୍କଳ ଦିବସ ଅବସରରେ ଜୟପୁର ସହରରେ ଗମ୍ଭୀରତା ଓ ଉତ୍ସାହ ସହ ଉଦ୍ଯାପନ କରାଯାଇଛି। ଏହି ଅବସରରେ ପ୍ରଶାସନ ଅଧିକାରୀମାନେ ସହରର ବିଭିନ୍ନ ସ୍ଥାନରେ ଥିବା ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଳାର୍ପଣ କରି ସମ୍ମାନ ଜଣାଇଛନ୍ତି।
UD MEDIA NEWS
ଉତ୍କଳ ଦିବସ ଅବସରରେ ଜୟପୁର ସହରରେ ଗମ୍ଭୀରତା ଓ ଉତ୍ସାହ ସହ ଉଦ୍ଯାପନ କରାଯାଇଛି। ଏହି ଅବସରରେ ପ୍ରଶାସନ ଅଧିକାରୀମାନେ ସହରର ବିଭିନ୍ନ ସ୍ଥାନରେ ଥିବା ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଳାର୍ପଣ କରି ସମ୍ମାନ ଜଣାଇଛନ୍ତି। ଉତ୍କଳ ଦିବସ ଅବସରରେ ଜୟପୁର ସହରରେ ଗମ୍ଭୀରତା ଓ ଉତ୍ସାହ ସହ ଉଦ୍ଯାପନ କରାଯାଇଛି। ଏହି ଅବସରରେ ପ୍ରଶାସନ ଅଧିକାରୀମାନେ ସହରର ବିଭିନ୍ନ ସ୍ଥାନରେ ଥିବା ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଳାର୍ପଣ କରି ସମ୍ମାନ ଜଣାଇଛନ୍ତି।
More news from ଓଡ଼ିଶା and nearby areas
- ୯୧ତମ ଓଡିଶା ପୋଲିସ ସ୍ଥାପନ ଦିବସ ଅବସରରେ କୋରାପୁଟ ଡିଆଇଜିଙ୍କ ତରଫରୁ ଜୟପୁର ଟାଉନ ଥାନା ଅଧିକାରୀ ଉଲ୍ଲାସ ରାଉତଙ୍କ ସହିତ କିଛି ପୋଲିସ ଅଧିକାରୀଙ୍କୁ ସମ୍ମାନିତ କରାଯାଇଛି।1
- ବିଜୁ ବାବୁଙ୍କ ପ୍ରତି ଅନୈତିକ ମନ୍ତବ୍ୟକୁ ବିରୋଧ କରି କୋରାପୁଟ ୨୬ ନଂ ଜାତୀୟ ରାଜପଥ ଘେରାଉ କଲା ବିଜେଡି, ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା1
- Post by HABIL DONGRI1
- କୋଟପାଡ଼ ଅଞ୍ଚଳରେ ଏବେ ବି ଜୀବନ୍ତ ରହିଛି ଆଞ୍ଚଳିକ ଓ ପୌରାଣିକ ନାଟକ #kotpadbreakingnews #kotpad #desianato #nato #dhamanahandi #adibasisong #adibasidevas #ancholikonato #Ghatajatra #koraput #Odisha1
- Post by MSP TV (Reporter:-MiHiR)1
- ଦେଖନ୍ତୁ ମାଁ ମାଟି ପାଇଁ ଲଢେଇ କରୁଛନ୍ତି ଭାଇମାନେ1
- ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ସଉରା ଲ୍ୟାମ୍ପ ଠାରେ ସଉରା ବୃହଦାକାର ଆଦିବାସୀ କୃଷି ବହୁମୁଖୀ ସମବାୟ ସମିତି ଲିଃ ପକ୍ଷରୁ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ସଉରା ଲ୍ୟାମ୍ପ ସଭାପତି ଶ୍ରୀମତୀ ନର୍ମଦା ଦଳାଇ ,ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଲ୍ୟାମ୍ପ ଉପସଭାପତି ବୃନ୍ଦାବନ ମଲ୍ଲିକ,ନିର୍ଦ୍ଦେଶକ ଲମ୍ବୋଦର ବିଶୋଇରତ୍ନବନପାଳ ସୁଧାକର କଣ୍ଡାଲୁ ମଞ୍ଚାସୀନ ହୋଇଥିଲେ । ପ୍ରଥମେ ସମସ୍ତ ଆଟିଥ୍ୟାଙ୍କୁ ସମ୍ମାନିତ କରିବାପରେ ଦିପାପ୍ରୋଜ୍ଵଳନ କରିଥିଲେ ସଭାପତି ଶ୍ରୀମତୀ ନର୍ମଦା ଦଳାଇ ।ଗଜପତି ଜିଲ୍ଲା ଏକ ଅନୁନ୍ନତ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ହେତୁ ଦୀର୍ଘ ବର୍ଷ ଧରି ଏହି ସଂସ୍ଥା ଆଦିବାସୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ଓ ସହୋଜଗର ହାତ ବଢ଼ାଇ ଆସିଛି । ଚାଷ ଋତୁରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ବିନା ସୁଧରେ ଲକ୍ଷାଧିକ ଟଙ୍କା ଦେଇ ଆସୁଥିବାବେଳେ ତାହାକୁ ଚାଷୀମାନେ ସଦୁପଯୋଗ କରି ଲାଭବାନ୍ ହୋଇପାରିଛନ୍ତି । ଏହି ସଂସ୍ଥାଟି ମୋହନା ବ୍ଲକ ର ଚନ୍ଦ୍ରଗିରି , ଜିରାଙ୍ଗ,ଲବାରସିଂ,ଧାଡ଼ିଆମ୍ବ ,ବାଘମାରି ସମୁଦାୟ ପାଞ୍ଚୋ ଗୋଟି ପଞ୍ଚାୟତ ର ସମୁଦାୟ 2603 ଚାଷୀ ଓ ଲୋନ୍ ହିତାଧିକାରୀ ସମୁଦାୟ 792 ଜଣକୁ ନେଇ କାମ କରି ଆସିଛି । ପ୍ରତ୍ୟେକ ବର୍ଷ ଭଳି ଏହି 2025-26 ଆର୍ଥିକ ବର୍ଷର ମଧ୍ୟ ନିଜର ସାକାରର୍ତ୍ମକ କାର୍ଯ୍ୟର ସଫଳତା କୁ ନେଇ ଚାଷୀମାନଙ୍କୁ ଉତ୍ସାହିତ କରିବା ଓ ଆଗାମୀଦିନରେ ଚାଷୀ ମାନଙ୍କ ସହୋଜଗ ରେ ଏହି ସ୍ଥାନରେ ମାଣ୍ଡିଆ ମଣ୍ଡି ମକାମଣ୍ଡି ଓ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ସାର ଓ କୀଟନାଶକ କିଭଳି ମିଳିପାରିବ ସେ ନେଇ ପ୍ରବନ୍ଧ ନିର୍ଦ୍ଦେଶକ ସଞ୍ଜୀବ କୁମାର ଦଳାଇ ଉପସ୍ଥାପନା କରିଥିଲେ। ଏପରିକି ଏହି ବର୍ଷ ର ସଫଳ ଚାଷୀ ଓ ସଫଳ ଋଣ ପରିଶୋଧ କରି ଚାଷୀଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ ଦେଇ ସମ୍ମାନିତ କରିଥିଲେ ।1
- ଉତ୍କଳ ଦିବସ ଅବସରରେ ଜୟପୁର ସହରରେ ଗମ୍ଭୀରତା ଓ ଉତ୍ସାହ ସହ ଉଦ୍ଯାପନ କରାଯାଇଛି। ଏହି ଅବସରରେ ପ୍ରଶାସନ ଅଧିକାରୀମାନେ ସହରର ବିଭିନ୍ନ ସ୍ଥାନରେ ଥିବା ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଳାର୍ପଣ କରି ସମ୍ମାନ ଜଣାଇଛନ୍ତି।1