Shuru
Apke Nagar Ki App…
8 Lakh People Affected by Floods; 2.69 Lakh Shifted to Safer Places: CM ରାଜ୍ୟର ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ୧୨ଟି ବ୍ଲକର ବନ୍ୟାଞ୍ଚଳର ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି। ପରିଦର୍ଶନ ପରେ ସେ ସୂଚନା ଦେଇଛନ୍ତି ଯେ, ବନ୍ୟାରେ ପ୍ରାୟ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ୨ ଲକ୍ଷ ୬୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ଓଡ୍ରାଫର ୧୭ଟି ଏବଂ ଅଗ୍ନିଶମ ବିଭାଗର ୧୨୯ଟି ଟିମ୍ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏରିଏଲ ସର୍ଭେରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ଓ ଏସଆରସି ମଧ୍ୟ ଉପସ୍ଥିତ ଥିଲେ। #FloodUpdate #OdishaFlood #CMOdisha #FloodRelief #ODRAF #BreakingNews #OdishaNews
The Voice News Odisha
8 Lakh People Affected by Floods; 2.69 Lakh Shifted to Safer Places: CM ରାଜ୍ୟର ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ୧୨ଟି ବ୍ଲକର ବନ୍ୟାଞ୍ଚଳର ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି। ପରିଦର୍ଶନ ପରେ ସେ ସୂଚନା ଦେଇଛନ୍ତି ଯେ, ବନ୍ୟାରେ ପ୍ରାୟ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ୨ ଲକ୍ଷ ୬୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ଓଡ୍ରାଫର ୧୭ଟି ଏବଂ ଅଗ୍ନିଶମ ବିଭାଗର ୧୨୯ଟି ଟିମ୍ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏରିଏଲ ସର୍ଭେରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ଓ ଏସଆରସି ମଧ୍ୟ ଉପସ୍ଥିତ ଥିଲେ। #FloodUpdate #OdishaFlood #CMOdisha #FloodRelief #ODRAF #BreakingNews #OdishaNews
More news from ଓଡ଼ିଶା and nearby areas
- -: ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ବଲପୁରୀ ଦିବସ ପାଳିତ :- *ସମ୍ବଲପୁରୀ ପୋଷାକରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ; ଗୁରୁ ସ୍ୱର୍ଗତ ସତ୍ୟ ନାରାୟଣ ବହିଦାରଙ୍କ ସ୍ମୃତି ଚାରଣ* *ସମ୍ବଲପୁରୀ ଭାଷା, କଳା ଓ ସଂସ୍କୃତିର ପ୍ରଚାର-ପ୍ରସାର ପାଇଁ ସମ୍ବଲପୁରୀ ଦିବସ ପାଳନ* ଝାରସୁଗୁଡ଼ା, ୧ ଅଗଷ୍ଟ: ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ସମ୍ବଲପୁରୀ ଦିବସ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ପାରମ୍ପରିକ ସମ୍ବଲପୁରୀ ପୋଷାକ ପରିଧାନ କରି କାର୍ଯ୍ୟକ୍ରମରେ ଯୋଗଦେଇ ପଶ୍ଚିମ ଓଡ଼ିଶାର ଗୌରବମୟ ଭାଷା, କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ସମ୍ବଲପୁରୀ ଭାଷା, ସାହିତ୍ୟ ଏବଂ ସଂସ୍କୃତି ର ଅନନ୍ୟ ସାଧକ ଗୁରୁ ସ୍ୱର୍ଗତ ସତ୍ୟ ନାରାୟଣ ବହିଦାରଙ୍କ ସ୍ମୃତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ, ପ୍ରକଳ୍ପ ନିର୍ଦ୍ଦେଶକ, ପୁନର୍ବାସ ଓ ଥଇଥାନ (ଆର୍ ଆଣ୍ଡ୍ ଆର୍) ତଥା ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଲିତ ସୋରେଙ୍ଗଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ସମ୍ବଲପୁରୀ ପୋଷାକ ପରିଧାନ କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟାଳୟ ପରିବେଶ ବେଶ ସୁସଜ୍ଜିତ ଓ ଆକର୍ଷଣୀୟ ହୋଇଉଠିଥିଲା। ସମ୍ବଲପୁରୀ ବସ୍ତ୍ରର ନିଆରା ବୁଣାକାର୍ଯ୍ୟ, ଆକର୍ଷଣୀୟ ରଙ୍ଗ ଓ ପାରମ୍ପରିକ ଡିଜାଇନ୍ ଏହି ଅବସରକୁ ଅଧିକ ମନୋରମ କରିଥିଲା। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଚହ୍ୱାଣ କହିଥିଲେ ଯେ, ସମ୍ବଲପୁରୀ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଶ୍ଚିମ ଓଡ଼ିଶାର ସମୃଦ୍ଧ ଲୋକକଳା, ହସ୍ତତନ୍ତ, ଭାଷା, ସାହିତ୍ୟ ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ସହ ପ୍ରଚାର-ପ୍ରସାର କରିବା। ସେ ଏହି ଶୁଭ ଅବସରରେ ସମସ୍ତଙ୍କୁ ସମ୍ବଲପୁରୀ ଦିବସର ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ବରିଷ୍ଠ ଓ କନିଷ୍ଠ ରାଜସ୍ୱ ସହାୟକ ତଥା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଆୟୋଜନ ସମସ୍ତଙ୍କ ମଧ୍ୟରେ ଏକତା, ସାଂସ୍କୃତିକ ଚେତନା ଓ ଆଞ୍ଚଳିକ ଗୌରବବୋଧକୁ ଆହୁରି ସୁଦୃଢ଼ କରିଥିଲା। ଜ଼ିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ଜ଼ିଲ୍ଲା ର ସମସ୍ତ ଜ଼ିଲ୍ଲା ସ୍ତରୀୟ କାର୍ଯ୍ୟାଳୟ, ବ୍ଲକ, ତହସିଲ କାର୍ଯ୍ୟlଳୟ ମାନଙ୍କ ରେ ମଧ୍ୟ ସମ୍ବଲପୁରୀ ଦିବସ ଉପଲକ୍ଷେ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନେ ସମ୍ବଲପୁରୀ ପୋଷାକ ପରିଧାନ କରିଥିଲେ l3
- 🚨 BREAKING NEWS | P24NEWS EXPRESS 🚨 🌧️ बारिश के बीच दिखा चौंकाने वाला नज़ारा! 😳🐸🐍 एक वायरल वीडियो में मेढक को सांप को अपने जबड़ों में पकड़े हुए देखा गया। आमतौर पर सांप मेढक का शिकार करता है, लेकिन इस दुर्लभ दृश्य ने लोगों को हैरान कर दिया। ⚠️ नोट: वीडियो के स्थान और समय की स्वतंत्र पुष्टि नहीं हो सकी है। वायरल वीडियो होने के कारण इसकी सत्यता की आधिकारिक पुष्टि उपलब्ध नहीं है। 📲 ऐसी ही ताज़ा और वायरल खबरों के लिए जुड़े रहें P24NEWS EXPRESS के साथ। #P24NewsExpress #BreakingNews #ViralVideo #Rain #Frog #Snake #Nature #Wildlife #Trending #NewsUpdate #ViralReels 🚨 BREAKING NEWS | P24NEWS EXPRESS 🚨 🌧️ बारिश के बीच दिखा चौंकाने वाला नज़ारा! 😳🐸🐍 एक वायरल वीडियो में मेढक को सांप को अपने जबड़ों में पकड़े हुए देखा गया। आमतौर पर सांप मेढक का शिकार करता है, लेकिन इस दुर्लभ दृश्य ने लोगों को हैरान कर दिया। ⚠️ नोट: वीडियो के स्थान और समय की स्वतंत्र पुष्टि नहीं हो सकी है। वायरल वीडियो होने के कारण इसकी सत्यता की आधिकारिक पुष्टि उपलब्ध नहीं है। 📲 ऐसी ही ताज़ा और वायरल खबरों के लिए जुड़े रहें P24NEWS EXPRESS के साथ। #P24NewsExpress #BreakingNews #ViralVideo #Rain #Frog #Snake #Nature #Wildlife #Trending #NewsUpdate #ViralReels1
- ରାଜୀବ ଲୋଚନ ହୋତା ଫାର୍ମାସି କଲେଜରେ ରାଜୀବ ଲୋଚନ ଏଜୁକେସନାଲ ଟ୍ରଷ୍ଟ ତରଫ ରୁ ସମ୍ବଲପୁରୀ ଦିନ ପାଳନ ରାଜୀବ ଲୋଚନ ହୋତା ଫାର୍ମାସି କଲେଜରେ ରାଜୀବ ଲୋଚନ ଏଜୁକେସନାଲ ଟ୍ରଷ୍ଟ ତରଫ ରୁ ସମ୍ବଲପୁରୀ ଦିନ ପାଳନ ବରଗଡ଼ : ବରଗଡ଼ ତା.୦୧/୦୮/୨୦ ୨୬ ଫାର୍ମାସୀ କଲେଜ ବରପାଲି, ରାଜୀବ ଲୋଚନ ହୋତା କଲେଜ୍ ଅଫ୍ ଫାର୍ମାସି, ମାଁ ସମଲେଶ୍ଵରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଜୟହିନ୍ଦ୍ ଇଂରାଜୀ ପ୍ରାଥମିକ ବିଦ୍ୟାଳୟ, ମହଦା ର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ସମ୍ବଲପୁରୀ ଦିବସ ମହାସମାରୋହ ସହକାରେ ପାଳନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟ ପରିଚାଳନା କମିଟୀର ଚେୟାର୍ମେନ୍ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଁ ସମଲେଶ୍ଵରୀ ଦେବୀଙ୍କ ପ୍ରତିଚ୍ଛବି, ଫାର୍ମାସ୍ୟୁଟିକାଲ୍ କଲେଜ୍ର ପ୍ରାଣପ୍ରତିଷ୍ଠାତା ବିଶିଷ୍ଟ ରାଜନୀତିଜ୍ଞ ତଥା ସମାଜସେବୀ ସ୍ଵର୍ଗତ ଶ୍ରୀ ରାଜୀବ ଲୋଚନ ହୋତା ଓ ସମ୍ବଲପୁରୀ ଭାଷା ସାହିତ୍ୟର ଜନକ ସତ୍ୟନାରାୟଣ ବହିଦାରଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜ୍ଵଳନ ଓ ପୁଷ୍ପମାଲ୍ୟ ପ୍ରଦାନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ନିମନ୍ତ୍ରିତ ଅତିଥି ଭାବରେ ମଂଚାସୀନ ଥିଲେ ଗାନ୍ଧି ମେମୋରିଆଲ୍ କଲେଜ, କଳାପାଣିର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୋହନ ସାହୁ, ଭୂଖା ସିନେମାର ପ୍ରସିଦ୍ଧ ଗାୟିକା ଶ୍ରୀମତୀ ବିଜୟ ଲକ୍ଷ୍ମୀ ଦାଶ, ବିଶିଷ୍ଟ ସମ୍ବଲପୁରୀ ଲେଖକ ଶ୍ରୀଯୁକ୍ତ ସୁମନ୍ତ ଭୋଇ ଓ ହାସ୍ୟରସିକ ଶ୍ରୀଯୁକ୍ତ ସମୀର ସାହୁ ପ୍ରମୁଖ । ଏହା ସହ ପରିଚାଳନା କମିଟୀର ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ସଦସ୍ୟ ଶ୍ରୀଯୁକ୍ତ ସରୋଜ କୁମାର ମେହେର, ମହାବିଦ୍ୟାଳୟର ନିର୍ଦ୍ଦେଶକ ତଥା ପ୍ରାଧ୍ୟାପକ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ, ଅଧ୍ୟକ୍ଷ ଡକ୍ଟର ଆଶୁତୋଷ ମେହେର, ମାଁ ସମଲେଶ୍ଵରୀ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର କର, ଟିଙ୍ଗିପାଲି ଫାର୍ମାସି କଲେଜର ପ୍ରାଧ୍ୟାପକ ଡକ୍ଟର ଶ୍ରୀମନ୍ତ କୁମାର ଦାଶ ପ୍ରମୁଖଙ୍କ ସମ୍ମାନିତ ଅତିଥି ଭାବେ ମଂଚରେ ଉପସ୍ଥିତି ପ୍ରେରଣାଦାୟୀ ଥିଲେ। ଏହି ସଭାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀବୃନ୍ଦ ଉପସ୍ଥିତ ଥାଇ ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ । ସଭାକୁ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ସରୋଜ କୁମାର ମେହେର । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ହୋତା ତାଙ୍କ ବକ୍ତବ୍ୟରେ ସମ୍ବଲପୁରୀ ଦିବସର ତାତ୍ପର୍ଯ୍ୟ ବିଷୟରେ କହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ମୋହନ ସାହୁ ଛାତ୍ରଛାତ୍ରୀଙ୍କୁ ସମ୍ବଲପୁରୀ ଭାଷା ଓ ସାହିତ୍ୟ ଆମର ପଶ୍ଚିମ ଓଡ଼ିଶାର ଗର୍ବ ଓ ଗୌରବ ତଥା ସ୍ୱାଭିମାନ କହି ନିଜ ଭାବବ୍ୟକ୍ତ କରିଥିଲେ । ଶ୍ରୀମତୀ ବିଜୟ ଲକ୍ଷ୍ମୀ ଦାଶ ସମ୍ବଲପୁରୀ ଗୀତ ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରିଥିଲେ । ଶ୍ରୀଯୁକ୍ତ ସୁମନ୍ତ ଭୋଇ ଓ ସମୀର ସାହୁ ବିଭିନ୍ନ କଥା ମାଧ୍ୟମରେ ହାସ୍ୟରସ ପରିବେଷଣ କରି ପରିବେଶକୁ ହାସ୍ୟମୁଖର କରିଥିଲେ । ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଆଶୁତୋଷ ମେହେର, ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ, ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ନିଜର ବକ୍ତବ୍ୟରେ ସମ୍ବଲପୁରୀ ଦିବସ ପାଳନର ବିଶେଷତ୍ଵ କହିଥିଲେ । ଏହି ସଭାର ଶୃଙ୍ଖଳାପୂର୍ଣ ଆୟୋଜନରେ ସହଯୋଗ କରିଥିଲେ ଡକ୍ଟର ସୁଧୀର କୁମାର ସାହୁ, ସହକାରୀ ପ୍ରାଧ୍ୟାପକ ଶ୍ରୀ ସଚ୍ଚିଦାନନ୍ଦ ମହାପାତ୍ର, ସହକାରୀ ପ୍ରାଧ୍ୟାପକ ପ୍ରଶାସନିକ ଅଧିକାରୀ ଶ୍ରୀ ମଣ୍ଟୁ ବଘାର, ଶ୍ରୀ ରଞ୍ଜିତ୍ କୁମାର ଥଇତ, ଶ୍ରୀ ତ୍ରିବିକ୍ରମ ବରାଇ, ଶ୍ରୀ ଅଂଶୁମାନ ପାଣିଗ୍ରାହୀ, ସୁଶ୍ରୀ ଏଲିଜା ନାଏକ, ସୁଶ୍ରୀ ସୁନିତୀ, ଶ୍ରୀମାନ ରଜତ୍, ସୁଶ୍ରୀ ଲିଜାରାଣୀ ପ୍ରଧାନ । ଏହି ଉତ୍ସବର ବିଶେଷ ଆକର୍ଷଣ ଥିଲା ସମ୍ବଲପୁରୀ ରେମ୍ଫ ଶୋ, ସମଲପୁରୀ ଗୀତ, ନୃତ୍ୟ ଓ ବାଦ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ, ଯେଉଁଥିରେ ଅଂଶଗ୍ରହଣ କରିଥିଲେ ମହାବିଦ୍ୟାଳୟର ଛାତ୍ରଛାତ୍ରୀବୃନ୍ଦ । ସଭାଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରଯୁକ୍ତ ଶ୍ରୀମନ୍ତ କୁମାର ଦାସ ।1
- #କେବେ_ଶୁଣିବେ_ସରକାର ? ନିଜ ସ୍କୁଲ ପାଇଁ ତୃତୀୟ ଶ୍ରେଣୀ ସ୍କୁଲ ଛୁଆର ପ୍ରତିବାଦ.... #କେବେ_ଶୁଣିବେ_ସରକାର ? ନିଜ ସ୍କୁଲ ପାଇଁ ତୃତୀୟ ଶ୍ରେଣୀ ସ୍କୁଲ ଛୁଆର ପ୍ରତିବାଦ.... ବାରମ୍ବାର ପ୍ରଶାସନ ଓ ରାଜ୍ୟ ସରକାର ଙ୍କୁ ଜଣାଇଳା ପରେ ମଧ୍ୟ ସମସ୍ତେ ନିଦାବିଷ୍ଣୁ ସାଜିଛନ୍ତି।1
- ଲଗାଣ ବର୍ଷା ରେ ଭାଙ୍ଗିଲା ଘର ଅଳ୍ପକେ ବର୍ତ୍ତି ରେ ପରିବାର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ପଞ୍ଚାୟତ ର ଜୟପୁର ଗ୍ରାମ ର ନନ୍ଦିନୀ କର୍ଣ୍ଣାଙ୍କ ଘର ଲଗାଣ ବର୍ଷା ଭାଙ୍ଗିଯାଇଛି।ଘର ପ୍ରଶାସନ ପାଖରେ ଗୁହାରି କରିଛନ୍ତି।ଘର ପାଇଁ1
- ସମ୍ବଲପୁରୀ ଦିନ ତଥା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ #rishitv #sambalpuri #days #sambalpur #paschimodisha #news #odisha #cm #MohanCharanMajhi #wishes1
- 22 Gates of Hirakud Dam Open as Floodwater Discharge Increases ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢ଼ୁଛି। ବର୍ତ୍ତମାନ ଡ୍ୟାମର ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଭୋର ୩ଟା ସୁଦ୍ଧା ଜଳସ୍ତର ୬୨୩ ଫୁଟ୍ ରହିଥିବାବେଳେ ପ୍ରତି ସେକେଣ୍ଡରେ ୩,୯୬,୯୭୪ କ୍ୟୁସେକ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ବର୍ତ୍ତମାନ ୬୫,୫୭୯ କ୍ୟୁସେକ ଜଳ ନିଷ୍କାସନ ହେଉଛି। ପରିସ୍ଥିତି ଅନୁଯାୟୀ ଆଗାମୀ ଦିନରେ ଆହୁରି ଗେଟ୍ ଖୋଲାଯାଇପାରେ। ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। #HirakudDam #FloodUpdate #RainAlert #HeavyRain #Odisha #OdishaNews #BreakingNews1
- 🚨 BREAKING NEWS | P24 NEWS EXPRESS प्रधानमंत्री नरेंद्र मोदी का भव्य स्वागत! 📍 आंध्र प्रदेश के भोगापुरम में प्रधानमंत्री नरेंद्र मोदी का ऐतिहासिक स्वागत किया गया। लगभग 13,000 आदिवासी छात्राओं ने पारंपरिक 'धीमसा' नृत्य प्रस्तुत कर उनका अभिनंदन किया। ✈️ इस दौरान प्रधानमंत्री ने अल्लूरी सीताराम राजू अंतरराष्ट्रीय हवाई अड्डे का उद्घाटन किया और क्षेत्र की कई महत्वपूर्ण विकास परियोजनाओं की शुरुआत की। 📍 इसके बाद प्रधानमंत्री कर्नाटक के मैसूरु पहुंचे, जहाँ उनका गर्मजोशी से स्वागत किया गया। उन्होंने स्वामी विवेकानंद सांस्कृतिक युवा केंद्र (विवेक स्मारक) का उद्घाटन कर युवाओं को राष्ट्र निर्माण के लिए प्रेरित किया। 🇮🇳 देश के विकास को नई गति देने की दिशा में प्रधानमंत्री का लगातार दौरा जारी। #P24NewsExpress #BreakingNews #PMModi #NarendraModi #AndhraPradesh #Bhogapuram #DhimsaDance #AlluriSitaramaRajuAirport #Mysuru #Karnataka #VivekaSmaraka #Development #IndiaNews #LatestNews 🚨 BREAKING NEWS | P24 NEWS EXPRESS प्रधानमंत्री नरेंद्र मोदी का भव्य स्वागत! 📍 आंध्र प्रदेश के भोगापुरम में प्रधानमंत्री नरेंद्र मोदी का ऐतिहासिक स्वागत किया गया। लगभग 13,000 आदिवासी छात्राओं ने पारंपरिक 'धीमसा' नृत्य प्रस्तुत कर उनका अभिनंदन किया। ✈️ इस दौरान प्रधानमंत्री ने अल्लूरी सीताराम राजू अंतरराष्ट्रीय हवाई अड्डे का उद्घाटन किया और क्षेत्र की कई महत्वपूर्ण विकास परियोजनाओं की शुरुआत की। 📍 इसके बाद प्रधानमंत्री कर्नाटक के मैसूरु पहुंचे, जहाँ उनका गर्मजोशी से स्वागत किया गया। उन्होंने स्वामी विवेकानंद सांस्कृतिक युवा केंद्र (विवेक स्मारक) का उद्घाटन कर युवाओं को राष्ट्र निर्माण के लिए प्रेरित किया। 🇮🇳 देश के विकास को नई गति देने की दिशा में प्रधानमंत्री का लगातार दौरा जारी। #P24NewsExpress #BreakingNews #PMModi #NarendraModi #AndhraPradesh #Bhogapuram #DhimsaDance #AlluriSitaramaRajuAirport #Mysuru #Karnataka #VivekaSmaraka #Development #IndiaNews #LatestNews1
- ଜାତୀୟ ରାଜପଥ ୫୭ ଅବରୋଧ କଲେ ପଟାଭାଡିବାସୀ ସୁବର୍ଣ୍ଣପୁର ଜିଲ୍ଲା ର ଏ ଘଟଣା1