ଗାଦି ମାଡି ବସିଛନ୍ତି ଶିକ୍ଷକ, କିରାଣିଙ୍କ ଜମିଛି ଆସ୍ଥାନ ହେଉନି ବଦଳି, ଶିକ୍ଷା ନିର୍ଦେଶାଳୟ ନିୟମକୁ ଫୁ’ କଳାହାଣ୍ଡି (ଚିତ୍ତରଞ୍ଜନ ବିଷି )ଜିଲା ଶିକ୍ଷା ବିଭାଗରେ ୩ ବର୍ଷରୁ ଅଧିକ ସମୟ ଧରି ରହିଆସିଥିବା କିରାଣିଙ୍କୁ ବଦଳି କରିବାକୁ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନିର୍ଦେଶ ଦେଇଛନ୍ତି । ଜିଲା ଶିକ୍ଷା ବିଭାଗରେ ସମାନ ଦପ୍ତର ଓ ସମାନ ଆସନରେ ୫ ବର୍ଷରୁ ଅଧିକ ସମୟ ଧରି କେତେକ କିରାଣି କାର୍ଯ୍ୟ କରୁଥିବା ଜଣାପଡ଼ିଛି I ତେଣୁ ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ବଦଳି କରାଯିବାକୁ ଶିକ୍ଷକ କିରାଣି ନୁ ) ଶିକ୍ଷା ବିଭାଗରେ ନ୍ୟପକ୍ଷରେ /୧୭ ବର୍ଷ ଧରି ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ । ଦାବି ହେଉଛି । ମହଲର ଲରେ ଦାବି ହେଉଛି । ଅନ୍ୟ ନୁହେଁ ବରଂ ୧୫/୧୭ମଧ୍ୟ ବଦଳି କଟ କରାଯିବାକୁ ବିଭିନ୍ନ ବିଭିନ୍ନ ମହଲରେ ଦାବି ସୂଚନାଯୋଗ୍ୟ ଯୋଗ୍ୟ, ଜିଲାରେ ବହୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ 3 ହାଇସ୍କୁଲ ଗୁଡ଼ିକରେ ଦୀର୍ଘବର୍ଷ ଧରି ଶିକ୍ଷକ, ଶିକ୍ଷୟିତ୍ରୀ ମାନେ କାର୍ଯ୍ୟ କରୁଛନ୍ତି । ଉପର ମହଲକୁ ସନ୍ତୁଷ୍ଟ କରି ନିଜ ମନ ପସନ୍ଦର ଜାଗାରେ ଦଶନ୍ଧି ଦଶନ୍ଧି ଧରି ଆସ୍ଥାନ ଜମାଇଛନ୍ତି । ବ୍ଲକ୍ କିମ୍ବା ଜିଲା ଶିକ୍ଷା ଅଧିକାରୀ ମାନେ ବଦଳି ହେବା ସତ୍ତ୍ୱେ ଶିକ୍ଷକ, ଶିକ୍ଷୟିତ୍ରୀମାନେ କିନ୍ତୁ ନିଜ ଜାଗାରୁ ହଲୁ ନାହାନ୍ତି । ନିହାତି ଜରୁରୀ ହେଲେ ରାଜନୈତିକ କିମ୍ବା ଅର୍ଥନୈତିକ ପ୍ରଭାବ ଦ୍ୱାରା ପାଖ ସ୍କୁଲକୁ ବଦଳି ହେବାର କଳା ଅନେକଙ୍କୁ ଜଣା । ଏଣୁ କୌଣସି ନା କୌଣସି ମାଧ୍ୟମରେ ନିଜ ମନ ପସନ୍ଦର ଜାଗାରେ ରହିବାରେ ସେମାନଙ୍କୁ ବାଧା ଉପୁଜେ ନାହିଁ ପୂର୍ବତନ ଜିଲା ଶିକ୍ଷା ଅଧିକାରୀଙ୍କ ସମୟରେ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଦୀର୍ଘସୂତ୍ରୀ ଯୋଜନାର ହିତାଧିକାରୀ ହେଇଥିଲେ । ଏପରିକି ଅବସର ନେବାର ଅଳ୍ପଦିନ ପୂର୍ବରୁ ଶିକ୍ଷା ଅଧିକାରୀ କାହାକୁ ଟିପିଗୁଡ଼ାରୁ ଜିଲା ମହକୁମା ଉପକଣ୍ଠ ଇଚ୍ଛାପୁର, ଆଉ କାହାକୁ ଲାଞ୍ଜିଗଡ଼ରୁ ସଦର ବ୍ଲକକୁ ଆଣି ଥଇଥାନ କରିଛନ୍ତି । ସେହିମାନେ ଏବେ ହିତାଧିକାରୀ କାର୍ଡ଼ ନବୀକରଣ କରି ପୂର୍ବବତ ନିଜ ସ୍ଥାନରେ ଆରାମରେ ଅଛନ୍ତି । ଏପରିକି ଅଧିକାରୀ ଜଣକ ଅବସର ନେବା ଆଗରୁ କିଛି ଶିକ୍ଷକ ଶିକ୍ଷୟିତ୍ରୀ ପରସ୍ପର ବୁଝାମଣା ଭିଭିରେ (ମ୍ୟୁଚୁଆଲ) ଭିଭିରେ ନିଜ ମନ ପସନ୍ଦ ସ୍କୁଲ୍ ମାନଙ୍କୁ ଆସିଯାଇଛନ୍ତି । ତେବେ ସମାନ ସ୍କୁଲରେ ୧୫/୧୭ ବର୍ଷ ଧରି କାର୍ଯ୍ୟ କରିଆସୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଦଳି କରାଯିବାକୁ ବିଭିନ୍ନ ମହଲରେ ଦାବି ହେଉଛି। ସହରାଞ୍ଚଳର ସ୍ଥାୟୀ ଶିକ୍ଷକ !ଜିଲାର ବିଭିନ୍ନ ସହରାଞ୍ଚଳ ସ୍କୁଲ୍ ଗୁଡିକରେ ବି । କିଛି ଶିକ୍ଷକ, ଶିକ୍ଷୟିତ୍ରୀ ସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ଏପରିକି ସହର ହର ଉପକଣ୍ଠ ସ୍କୁଲ୍ କିମ୍ବା ସହର ଠାରୁ ୫/୭ କିମି ମଧ୍ୟରେ ଥିବା ସ୍କୁଲ୍ ଗୁଡ଼ିକରେ ଅନେକ ଶିକ୍ଷା ଶିକ୍ଷକ ଶିକ୍ଷୟିତ୍ରୀ ଦଶନ୍ଧି ଦଶନ୍ଧି ଧରି ଆସନ ମାଡ଼ି ବସିଛନ୍ତି । ଜିଲା ମହକୁମା ମାଣିକେଶ୍ଵରୀ ଶ୍ଵରୀ ହାଇସ୍କୁଲ, ଟାଉନ୍ ହାଇସ୍କୁଲ, ମୁନିସିପାଲିଟି ହାଇସ୍କୁଲ, ବିଏମ୍ ହାଇସ୍କୁଲ ଆଦି ସ୍କୁଲରେ କେତେକ ଶିକ୍ଷକ ୨୦୦୬, ୨୦୧୧ ରୁ କାର୍ଯ୍ୟ ନାହାନ୍ତି । ପୁଣି କେତେକ ପ୍ରାଥମିକ, ର କରୁଛନ୍ତି । ହେଲେ କେହି ତାଙ୍କୁ ହଲାଇ ପାରୁ ପ୍ରାଥମିକ ସ୍କୁଲରେ ଆବଶ୍ୟକତା ଠାରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଥିବା ଜଣାପଡ଼ି ଜଣାପଡ଼ିଛି । ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ ଅଧିକାଂଶ ଶିକ୍ଷକ, ଶିକ୍ଷୟିତ୍ରୀ ବହୁ ବର୍ଷ ଧରି ନିର୍ଦ୍ଦିଷ୍ଟ ସ୍କୁଲରେ ଥିବା, ଡେପୁଟେସନରେ ଆସିଥିବା ଏପରିକି ସଙ୍ଗୀତ ପାଠ୍ୟକ୍ରମ ନଥିବା ସ୍କୁଲରେ ସଙ୍ଗୀତ ଶିକ୍ଷକ ନିଯୁକ୍ତି ହୋଇଛନ୍ତି । ଉଦାହରଣ ସ୍ବରୂପ ସହର ଉପକଣ୍ଠ ମେଦିନୀପୁର ଉଚ୍ଚ ପ୍ରାଥମିକ ସ୍କୁଲରେ ଦୁଇ ଶିକ୍ଷୟିତ୍ରୀ ପ୍ରାୟ ୧୨ବର୍ଷରୁ ଅଧିକ ସମୟ ଧରି ସୁବିଧାଜନକ ସ୍ଥିତିରେ ଅଛନ୍ତି । ଶାସକ ବଳର ଛାମୁଆ ସଂଘ ଦାୟିତ୍ବରେ ସ୍ବାମୀ ଥିବାରୁ ମୁଖ୍ୟ ଶିକ୍ଷୟିତ୍ରୀ ଜଣକ ଏଠାରେ ସ୍ଥାୟୀ ଭାବେ ଥିବା କୁହାଯାଉଛି । ତାଙ୍କୁ କିମ୍ବା ତାଙ୍କ ସହ ଉତ୍ତମ ସମ୍ପର୍କ ଥିବା ଅନ୍ୟ ଶିକ୍ଷୟିତ୍ରୀଙ୍କୁ କୁଆଡ଼େ ଜିଲା ଶିକ୍ଷା ଅଧିକାରୀ ମଧ୍ୟ ବଦଳି କରିପାରିବେନି ବୋଲି ଶିକ୍ଷକ ମହଲରେ ଏକ ଧାରଣା ସୃଷ୍ଟି ହୋଇଛି । ତେବେ ଦଶନ୍ଧି ଦଶନ୍ଧି ଧରି ଗୋଟିଏ ସ୍କୁଲରେ ରହିବା ଦ୍ବାରା ଶିକ୍ଷକ ଶିକ୍ଷୟିତ୍ରୀମାନେ ମାନେ ଦାୟିତ୍ବରେ ଅବହେଳା କରୁଛନ୍ତି । ପାଠପଢ଼ାର ମାନ କମିବା ଉପରେ ଏହାର କୁପ୍ରଭାବ ପଡୁଛି । ଏଣୁ ଜିଲା ଶିକ୍ଷା ବିଭାଗରେ ଦୀର୍ଘସ୍ଥାୟୀ ଭାବେ କାର୍ଯ୍ୟ I କରୁଥିବା ଶିକ୍ଷକ ଠୁଁ କିରାଣି ଯାଏଁ ସମସ୍ତଙ୍କୁ ବଦଳି କରାଯିବାକୁ ବିଭିନ୍ନ ମହଲରେ ଲରେ ଦାବି ହେଉଛି ।

- #♥️♥️♥️🙂♥️♥️♥️♥️♥️1
- ଦେଖନ୍ତୁ ମାଁ ମାଟି ପାଇଁ ଲଢେଇ କରୁଛନ୍ତି ଆପଣ ମାନଙ୍କୁ ଭାଇ ଭଉଣୀ ମାନେ ରାୟଗଡ଼ା ଜିଲ୍ଲା କଳାହାଣ୍ଡି ର1
- Post by Tikeswar Bhaisal1
- ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ ଅଟକ ରଖିଛି। କେସିଙ୍ଗା ରେଲୱେ ଷ୍ଟେଶନରୁ ଜଣେ ଯୁବକ ଗୋଟିଏ ବ୍ୟାଗରେ ଟଙ୍କା ନେଉଥିବାର ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଟିଟିଲାଗଡ଼ ରେଳବାଇ ପୋଲିସ କେସିଙ୍ଗା ରେଲୱେ ଷ୍ଟେଶନରେ ବିଭିନ୍ନ ଜାଗାରେ ତଦନ୍ତ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ତେବେ ଯୁବକ ଜଣକ ପଶ୍ଚିମବଙ୍ଗର ପ୍ରଭାତ ସାମୁଏଲ (୩୪)ବୋଲି ଜଣାପଡ଼ିଛି। କେସିଙ୍ଗା ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ଟଙ୍କା ନେଇ ରାୟପୁର ଯାଉଥିବା କହିଥିଲେ ବୋଲି ରେଳବାଇ ପୋଲିସ ସୂତ୍ରରୁ ଜଣାପଡିଛି। ଏ ସଂକ୍ରାନ୍ତରେ ଟିଟିଲାଗଡ ଆର.ପି.ଏଫ ଅଧିକାରୀ ତ୍ରିବିକ୍ରମ ସେଠଙ୍କୁ ପଚାରିବାରୁ ଉକ୍ତ ଯୁବକ ଓ ନଗଦ ୪୦ ଲକ୍ଷ ଟଙ୍କା ଜବତ କରାଯାଇଛି। ସମ୍ବଲପୁରରୁ ଉଚ୍ଚ ଅଧିକାରୀମାନେ ଓ ଆୟକର ବିଭାଗ ଆସିବେ ଓ ଟଙ୍କାର ସମ୍ପୁର୍ଣ୍ଣ ତଦନ୍ତ କରିବେ ବୋଲି ପ୍ରକାଶ କରିଥିଲେ। କଳାହାଣ୍ଡି ରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ4
- Post by Narattam Kumar padhy4
- Post by Jitendra sahu1
- ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେ ଆଜି ଦଣ୍ଡ ନାଚ ଅନୁଷ୍ଠିତ ହୋଇଯାଇଛି1
- ବେଦାନ୍ତ କମ୍ପାନୀ କରିବା ପାଇଁ ତିଜିମାଳି କାମ କରିବା ପାଇଁ ଦେଖନ୍ତୁ 🙏🙏🙏1