logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେ ଆଜି ଦଣ୍ଡ ନାଚ ଅନୁଷ୍ଠିତ ହୋଇଯାଇଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେ ଆଜି ଦଣ୍ଡ ନାଚ ଅନୁଷ୍ଠିତ ହୋଇଯାଇଛି

2 hrs ago
user_Tuna Behera
Tuna Behera
କାଶୀପୁର, ରାୟଗଡା, ଓଡ଼ିଶା•
2 hrs ago

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେ ଆଜି ଦଣ୍ଡ ନାଚ ଅନୁଷ୍ଠିତ ହୋଇଯାଇଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେ ଆଜି ଦଣ୍ଡ ନାଚ ଅନୁଷ୍ଠିତ ହୋଇଯାଇଛି

More news from Kalahandi and nearby areas
  • ବେଦାନ୍ତ କମ୍ପାନୀ କରିବା ପାଇଁ ତିଜିମାଳି କାମ କରିବା ପାଇଁ ଦେଖନ୍ତୁ 🙏🙏🙏
    1
    ବେଦାନ୍ତ କମ୍ପାନୀ କରିବା ପାଇଁ ତିଜିମାଳି କାମ କରିବା ପାଇଁ ଦେଖନ୍ତୁ 🙏🙏🙏
    user_Baleswar Naik
    Baleswar Naik
    Thuamul Rampur, Kalahandi•
    6 hrs ago
  • ବକ୍ସି ଶିରୁପୂର୍ ଠାରେ ମା ମାଝୀ ଗୋରୀ ଙ୍କ ଝାମୁଯାତ୍ରା ଅନୁଷ୍ଠିତ। ରିପୋର୍ଟର ନରୋତ୍ତମ ପାଢ଼ ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ ହାଟ ମୁନିଗୁଡା ପଞ୍ଚାୟତ ର ବାକ୍ସି ସିରିପୁର ଠାରେ ମା ମାଝୀ ଗୋରୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାବିତ୍ର ବାସନ୍ତୀଙ୍କ ନବ ରାତ୍ରି ପୂଜା ୧୨ ଦିନ ଧରି ଚାଲି ଆସିଛି ଆଜି ସେଶ ଦିନ ରେ ମା ଙ୍କ ଅଗ୍ନି ପରୀକ୍ଷା ଦେଇଥାନ୍ତି। ଏହି ଯାତ୍ରା ଟି ଆଜିକୁ ୨୧ ବର୍ଷ ହେବ ଚାଲି ଆସିଛି। ସେବକ ମାନେ ଓ ଭକ୍ତ ମାନେ ମନ ଦୁଃଖ ଏତି କି ଯେ ମା ଙ୍କ ପାଇ ସ୍ଵତନ୍ତ୍ର ଆସନ ବା ମନ୍ଦୀର ଖଣ୍ଡେ ହୋଇଥିଲେ ଭକ୍ତ ମାନେ ସବୁଦିନ ପୁଜା ଅର୍ଚ୍ଚନା କରିପାରି ଥାନ୍ତେ। ବିଗତ ଦିନ ମାନଙ୍କରେ ବିଧାୟକ ମାନେ କଥା ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ କାରୀ ହୋଇପରିଲା ନହି । ଏହି କାର୍ଯ୍ୟ କର୍ମ ଟି କୁ ନିଜସ୍ଵ ଇଚ୍ଛା ଶକ୍ତି ଓ ଭକ୍ତ ମାନଙ୍କ ସହୋଜଗ ରେ ଛାଲି ଆସୁଛି।ଅରକ୍ଷିତ ରଣା, ପ୍ରସାନ୍ତ ରଣା, ବ୍ରଜ ରଣା, ୠଷି ରଣା, ଅଜିତ ରଣା, ଉମାକାନ୍ତ ନାୟକ, କନ୍ତରୀ ଡମ୍ବରୁଧର ପୁଜା ରି,ସୁରେଶ ମାଲିଦୋର, ନିର୍ମଳ ଗୋଡ଼, ମୁଖ୍ୟ ସେବକp କମଳା, ପିତାମ୍ବର ସାରାକା, କୀର୍ତ୍ତି ଚନ୍ଦ୍ର ଗୌଡ଼, ଯଦୁମଣି ବୋଇଟରୁ, ନିରଞ୍ଜନ ଗୌଡ଼ ବିଜେପି ରାଜ୍ୟ obc ମୂର୍ଚ୍ଛା ରାମ ବେହେରା, ବାଦଲ କୁମାର ରଣା, ରମେଶ ଗୌଡ଼, ମେଘ ନାଦ ଖିଲାଡ଼ି ଉପସ୍ଥିତ ରହି ଥିଲେ ଓ ଗ୍ରାମ ବାସୀ ବୃନ୍ଦ୍ ଓ ୧୦୦୦ରୁ ଉର୍ଦ୍ଧ୍ବ ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳିଛି। ରାୟଗଡା ଜିଲ୍ଲା ପ୍ରତିନିଧି ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ
    4
    ବକ୍ସି ଶିରୁପୂର୍ ଠାରେ ମା ମାଝୀ ଗୋରୀ ଙ୍କ ଝାମୁଯାତ୍ରା ଅନୁଷ୍ଠିତ।
ରିପୋର୍ଟର ନରୋତ୍ତମ ପାଢ଼
ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ ହାଟ ମୁନିଗୁଡା ପଞ୍ଚାୟତ ର ବାକ୍ସି ସିରିପୁର  ଠାରେ  ମା ମାଝୀ ଗୋରୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାବିତ୍ର ବାସନ୍ତୀଙ୍କ ନବ ରାତ୍ରି ପୂଜା ୧୨ ଦିନ ଧରି ଚାଲି ଆସିଛି ଆଜି ସେଶ ଦିନ ରେ ମା ଙ୍କ ଅଗ୍ନି ପରୀକ୍ଷା ଦେଇଥାନ୍ତି। ଏହି ଯାତ୍ରା ଟି ଆଜିକୁ ୨୧ ବର୍ଷ ହେବ ଚାଲି ଆସିଛି। ସେବକ ମାନେ ଓ ଭକ୍ତ ମାନେ ମନ ଦୁଃଖ ଏତି କି ଯେ ମା ଙ୍କ ପାଇ ସ୍ଵତନ୍ତ୍ର  ଆସନ ବା ମନ୍ଦୀର ଖଣ୍ଡେ ହୋଇଥିଲେ ଭକ୍ତ ମାନେ ସବୁଦିନ ପୁଜା ଅର୍ଚ୍ଚନା କରିପାରି ଥାନ୍ତେ। ବିଗତ ଦିନ ମାନଙ୍କରେ  ବିଧାୟକ ମାନେ କଥା ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ କାରୀ ହୋଇପରିଲା ନହି । ଏହି କାର୍ଯ୍ୟ କର୍ମ ଟି କୁ  ନିଜସ୍ଵ   ଇଚ୍ଛା ଶକ୍ତି ଓ ଭକ୍ତ ମାନଙ୍କ ସହୋଜଗ ରେ ଛାଲି ଆସୁଛି।ଅରକ୍ଷିତ ରଣା, ପ୍ରସାନ୍ତ ରଣା, ବ୍ରଜ ରଣା, ୠଷି ରଣା, ଅଜିତ ରଣା, ଉମାକାନ୍ତ ନାୟକ, କନ୍ତରୀ ଡମ୍ବରୁଧର ପୁଜା ରି,ସୁରେଶ ମାଲିଦୋର, ନିର୍ମଳ ଗୋଡ଼, ମୁଖ୍ୟ ସେବକp କମଳା, ପିତାମ୍ବର ସାରାକା, କୀର୍ତ୍ତି ଚନ୍ଦ୍ର ଗୌଡ଼, ଯଦୁମଣି ବୋଇଟରୁ,  ନିରଞ୍ଜନ ଗୌଡ଼ ବିଜେପି ରାଜ୍ୟ obc ମୂର୍ଚ୍ଛା  ରାମ ବେହେରା, ବାଦଲ କୁମାର ରଣା, ରମେଶ ଗୌଡ଼, ମେଘ ନାଦ ଖିଲାଡ଼ି ଉପସ୍ଥିତ ରହି ଥିଲେ ଓ ଗ୍ରାମ ବାସୀ ବୃନ୍ଦ୍ ଓ ୧୦୦୦ରୁ ଉର୍ଦ୍ଧ୍ବ ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳିଛି। ରାୟଗଡା ଜିଲ୍ଲା ପ୍ରତିନିଧି ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ
    user_Narattam Kumar padhy
    Narattam Kumar padhy
    ବିଷମାକଟକ, ରାୟଗଡା, ଓଡ଼ିଶା•
    4 hrs ago
  • ଜୟପୁର ଠାରେ ବହୁ ଉତ୍ସାହ ଓ ଆନନ୍ଦର ସହିତ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂତନ ଶିକ୍ଷାବର୍ଷ ଆରମ୍ଭ ଅବସରରେ ଛୋଟ ଛୋଟ ଶିଶୁମାନଙ୍କୁ ବିଦ୍ୟାଳୟରେ ଶିକ୍ଷା ଯାତ୍ରାର ଶୁଭାରମ୍ଭ କରାଯାଇଛି।
    1
    ଜୟପୁର ଠାରେ ବହୁ ଉତ୍ସାହ ଓ ଆନନ୍ଦର ସହିତ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂତନ ଶିକ୍ଷାବର୍ଷ ଆରମ୍ଭ ଅବସରରେ ଛୋଟ ଛୋଟ ଶିଶୁମାନଙ୍କୁ ବିଦ୍ୟାଳୟରେ ଶିକ୍ଷା ଯାତ୍ରାର ଶୁଭାରମ୍ଭ କରାଯାଇଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    4 hrs ago
  • କୋଟପାଡ଼ରେ କାଳବୈଶାଖୀର ତାଣ୍ଡବ l କାଳବୈଶାଖୀ ପ୍ରଭାଵରେ କୋଟପାଡ଼ରେ ପ୍ରବଳ ବର୍ଷା l #Kalingatv #kotpad #kalabaisakhi #heavyrain #rain #କାଳବୈଶାଖୀ #koraput #Odisha
    1
    କୋଟପାଡ଼ରେ କାଳବୈଶାଖୀର ତାଣ୍ଡବ l କାଳବୈଶାଖୀ ପ୍ରଭାଵରେ କୋଟପାଡ଼ରେ ପ୍ରବଳ ବର୍ଷା l  #Kalingatv #kotpad #kalabaisakhi #heavyrain #rain #କାଳବୈଶାଖୀ #koraput #Odisha
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    20 hrs ago
  • 🤭🙂🙄🥺🥺🙄🙄🙄🙄🙄
    1
    🤭🙂🙄🥺🥺🙄🙄🙄🙄🙄
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    11 hrs ago
  • Post by Jitendra sahu
    1
    Post by Jitendra sahu
    user_Jitendra sahu
    Jitendra sahu
    Construction Worker ବାଙ୍ଗୋମୁଣ୍ଡା, ବଲାଙ୍ଗୀର, ଓଡ଼ିଶା•
    5 hrs ago
  • ଦେଖନ୍ତୁ 🙏🙏🙏
    1
    ଦେଖନ୍ତୁ 🙏🙏🙏
    user_Baleswar Naik
    Baleswar Naik
    Thuamul Rampur, Kalahandi•
    22 hrs ago
  • କୋରାପୁଟ ଜିଲ୍ଲା ବାର୍ ଆସୋସିଏସନ୍‌ର ସଭାପତି ଭାବେ ବିଜୟ ଜେନା ଦେଓ ଶପଥ ପାଠ ଗ୍ରହଣ କରିଛନ୍ତି। ସଂଗଠନର ଉନ୍ନତି ଓ ସୁଦୃଢ଼ ପରିଚାଳନା ପାଇଁ ସମସ୍ତ ସଦସ୍ୟଙ୍କ ସମ୍ପୂର୍ଣ୍ଣ ସହଯୋଗ ଅତ୍ୟାବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।
    1
    କୋରାପୁଟ ଜିଲ୍ଲା ବାର୍ ଆସୋସିଏସନ୍‌ର ସଭାପତି ଭାବେ ବିଜୟ ଜେନା ଦେଓ ଶପଥ ପାଠ ଗ୍ରହଣ କରିଛନ୍ତି। ସଂଗଠନର ଉନ୍ନତି ଓ ସୁଦୃଢ଼ ପରିଚାଳନା ପାଇଁ ସମସ୍ତ ସଦସ୍ୟଙ୍କ ସମ୍ପୂର୍ଣ୍ଣ ସହଯୋଗ ଅତ୍ୟାବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    21 hrs ago
  • କୋରାପୁଟ କୋଟପାଡ଼ରେ କାଳ ବୈଶାଖୀ ତାଣ୍ଡବ #kalabaisakhi
    1
    କୋରାପୁଟ କୋଟପାଡ଼ରେ କାଳ ବୈଶାଖୀ ତାଣ୍ଡବ 
#kalabaisakhi
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.