logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କୋରାପୁଟ କୋଟପାଡ଼ରେ କାଳ ବୈଶାଖୀ ତାଣ୍ଡବ #kalabaisakhi

14 hrs ago
user_Kopad Breaking News
Kopad Breaking News
କୋଟପାଡ, କୋରାପୁଟ, ଓଡ଼ିଶା•
14 hrs ago

କୋରାପୁଟ କୋଟପାଡ଼ରେ କାଳ ବୈଶାଖୀ ତାଣ୍ଡବ #kalabaisakhi

More news from ଓଡ଼ିଶା and nearby areas
  • ନିର୍ବାଚନ ଏକ ପ୍ରକ୍ରିୟା ମାତ୍ର, କିନ୍ତୁ ସଂଗଠନର ଉନ୍ନତି ଓ ଭଲ କାର୍ଯ୍ୟ ପାଇଁ ସମସ୍ତେ ଏକତ୍ର ହୋଇ କାମ କରିବା ଆବଶ୍ୟକ। ସଭାପତିଙ୍କ ସହିତ ସଦା ସାଙ୍ଗରେ ରହି ସଂଗଠନକୁ ଆଗକୁ ନେବାରେ ସମ୍ପୂର୍ଣ୍ଣ ସହଯୋଗ କରିବୁ ବୋଲି ମତ ପ୍ରକାଶ କଲେ ବରିଷ୍ଟ ଆଇନଜୀବି ବିରେଶ ପଟ୍ଟନାୟକ।
    1
    ନିର୍ବାଚନ ଏକ ପ୍ରକ୍ରିୟା ମାତ୍ର, କିନ୍ତୁ ସଂଗଠନର ଉନ୍ନତି ଓ ଭଲ କାର୍ଯ୍ୟ ପାଇଁ ସମସ୍ତେ ଏକତ୍ର ହୋଇ କାମ କରିବା ଆବଶ୍ୟକ। ସଭାପତିଙ୍କ ସହିତ ସଦା ସାଙ୍ଗରେ ରହି ସଂଗଠନକୁ ଆଗକୁ ନେବାରେ ସମ୍ପୂର୍ଣ୍ଣ ସହଯୋଗ କରିବୁ ବୋଲି ମତ ପ୍ରକାଶ କଲେ ବରିଷ୍ଟ ଆଇନଜୀବି ବିରେଶ ପଟ୍ଟନାୟକ।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    15 hrs ago
  • ସ୍ଲୋଗ-ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ବେଳେ ବଞ୍ଚାଇଦେଲେ ତିନି ସହପାଠୀ।ପ୍ରଧାନ ଶିକ୍ଷକ ନିର୍ଯ୍ୟାତନା ସହି ନପାରି କରୁଥିଲେ ଆତ୍ମହତ୍ୟା ଉଦ୍ୟମ। ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ବେଳେ ବଞ୍ଚାଇଦେଲେ ତିନି ସହପାଠୀ।ପ୍ରଧାନ ଶିକ୍ଷକ ନିର୍ଯ୍ୟାତନା ସହି ନପାରି କରୁଥିଲେ ଆତ୍ମହତ୍ୟା ଉଦ୍ୟମ। ନ୍ୟାୟ ପାଇବା ପାଇଁ ଜିଲ୍ଲାପାଳ ଙ୍କ ଦ୍ୱାରାସ୍ତ ହେଲେ ମାଲକାନଗିରି ଜିଲ୍ଲାର ବଡ଼ବେଲ 4 ଛାତ୍ରୀ।ମାଲକାନଗିରି ଜିଲ୍ଲା ବଡ଼ବେଲ ଆବାସିକ ସେବାଶ୍ରମ ବିଦ୍ୟାଳୟରେ ରେ ପ୍ରଧାନ ଶିକ୍ଷକ ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଛାତ୍ରୀ । ଛାତ୍ରୀ ମାନଙ୍କୁ ନିର୍ଯ୍ୟାତନା, ଖରାପ ବ୍ୟବହାର ଏବଂ ମାଡ଼ ମାରୁଥିବା ନେଇ ପ୍ରଧାନ ଶିକ୍ଷକ ଙ୍କ ବିରୋଧ ରେ ଅଭିଯୋଗ ହୋଇଛି। ନବମ ଶ୍ରେଣୀ ଛାତ୍ରୀ ଙ୍କୁ ପ୍ରଧାନ ଶିକ୍ଷକ ଙ୍କ ନିର୍ଯ୍ୟାତନା ନେଇ ମଧ୍ୟ ଅଭିଯୋଗ ହୋଇଛି । ତେଣୁ ଛାତ୍ରୀ ଜଣକ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା କହିଛନ୍ତି।ତେବେ ସ୍ଵଭାଗ୍ୟ ବଶତଃ ଅନ୍ୟ ଛାତ୍ରୀ ଏହା ଦେଖି ଉଦ୍ଧାର କରିଥିଲେ। ଏନେଇ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସଶୀର୍କେ ଙ୍କୁ ଅଭିଯୋଗ କରିଛନ୍ତି ବଡ଼ବେଲ ସେବାଶ୍ରମ ର 4 ଜଣ ଛାତ୍ରୀ। ଏହି ଘଟଣା କୁ ନେଇ ତଦନ୍ତ କରି ସତ୍ୟାସତ୍ୟ ଜାଣିବା ପରେ ଦୋଷୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ମଙ୍ଗଳ ଅଧିକାରୀ ସୁମନ୍ତ କୁମାର ମାଝୀ କହିଛନ୍ତି।
    4
    ସ୍ଲୋଗ-ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ବେଳେ ବଞ୍ଚାଇଦେଲେ ତିନି ସହପାଠୀ।ପ୍ରଧାନ ଶିକ୍ଷକ ନିର୍ଯ୍ୟାତନା ସହି ନପାରି କରୁଥିଲେ ଆତ୍ମହତ୍ୟା ଉଦ୍ୟମ।
ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ବେଳେ ବଞ୍ଚାଇଦେଲେ ତିନି ସହପାଠୀ।ପ୍ରଧାନ ଶିକ୍ଷକ ନିର୍ଯ୍ୟାତନା ସହି ନପାରି କରୁଥିଲେ ଆତ୍ମହତ୍ୟା ଉଦ୍ୟମ। ନ୍ୟାୟ ପାଇବା ପାଇଁ ଜିଲ୍ଲାପାଳ ଙ୍କ ଦ୍ୱାରାସ୍ତ ହେଲେ ମାଲକାନଗିରି ଜିଲ୍ଲାର ବଡ଼ବେଲ 4 ଛାତ୍ରୀ।ମାଲକାନଗିରି ଜିଲ୍ଲା ବଡ଼ବେଲ  ଆବାସିକ ସେବାଶ୍ରମ ବିଦ୍ୟାଳୟରେ ରେ ପ୍ରଧାନ ଶିକ୍ଷକ ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ  ଛାତ୍ରୀ । ଛାତ୍ରୀ ମାନଙ୍କୁ ନିର୍ଯ୍ୟାତନା, ଖରାପ ବ୍ୟବହାର ଏବଂ ମାଡ଼ ମାରୁଥିବା ନେଇ ପ୍ରଧାନ ଶିକ୍ଷକ ଙ୍କ ବିରୋଧ ରେ  ଅଭିଯୋଗ ହୋଇଛି। ନବମ ଶ୍ରେଣୀ ଛାତ୍ରୀ ଙ୍କୁ ପ୍ରଧାନ ଶିକ୍ଷକ ଙ୍କ ନିର୍ଯ୍ୟାତନା ନେଇ ମଧ୍ୟ  ଅଭିଯୋଗ ହୋଇଛି । ତେଣୁ ଛାତ୍ରୀ ଜଣକ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା କହିଛନ୍ତି।ତେବେ ସ୍ଵଭାଗ୍ୟ ବଶତଃ ଅନ୍ୟ ଛାତ୍ରୀ ଏହା ଦେଖି ଉଦ୍ଧାର କରିଥିଲେ। ଏନେଇ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସଶୀର୍କେ ଙ୍କୁ ଅଭିଯୋଗ କରିଛନ୍ତି ବଡ଼ବେଲ ସେବାଶ୍ରମ ର  4 ଜଣ ଛାତ୍ରୀ। ଏହି ଘଟଣା କୁ ନେଇ ତଦନ୍ତ କରି ସତ୍ୟାସତ୍ୟ ଜାଣିବା ପରେ ଦୋଷୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ଅତିରିକ୍ତ ମଙ୍ଗଳ ଅଧିକାରୀ ସୁମନ୍ତ କୁମାର ମାଝୀ କହିଛନ୍ତି।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    1 hr ago
  • Post by Dj Kamal Jani
    2
    Post by Dj Kamal Jani
    user_Dj Kamal Jani
    Dj Kamal Jani
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    20 hrs ago
  • କଳାହାଣ୍ଡି (ଚିତ୍ତରଞ୍ଜନ ବିଷି )ଦୀପତଳ ଅନ୍ଧାର ସଦୃଶ୍ୟ କହିଲେ ଅତୁପ୍ତ ହେବ ନାହିଁ ଜୟପାଟଣା ଲାଖ ଲଚା ପଡ଼ା ବା ଦାସ ପଡ଼ା ର ସମସ୍ୟା । ପଞ୍ଚାୟତ ସମିତି ଅତିନିକଟବର୍ଟି ଏହି ପଡ଼ା କିନ୍ତୁ ସରକାରୀ ସୁବିଧାରୁ ବଞ୍ଚିତ । ଜନତା ଙ୍କୁ ଲୁଚେଇ ଛପେଇ ନିଜର ମନମାନି କାର୍ଯ୍ୟ କରୁଥିବା ର କାରଣ କଣ ? ପ୍ରଶାସନ ନିରବ ଦ୍ରଷ୍ଟା କାହିଁକି? ଜୟପାଟଣା ଦାସ ପଡ଼ା ର ସମସ୍ୟା ଉପରେ ପହଞ୍ଚିପାରୁନାହିଁ କି ପ୍ରଶାସନ ? ନା ଜାଣିଶୁଣି ଅଣଦେଖା କରୁଛି ତାହା ଜବାବ୍ ମାଗୁଛି ଜନତା। ନା ରହିଛି ଭଲ ରାସ୍ତା ଟିଏ , ନା ରହିଛି ଭଲ ଡ୍ରେନ୍ , ନା ଜଳୁଛି ଷ୍ଟ୍ରିଟ୍ ଲାଇଟ୍, ନା ରହିଛି ବ୍ୟବହାର କରିବା ପାଇଁ ଭଲ ପାନୀୟଜଳ, ପାଖରେ ଏକ ପୋଖରୀ ଥାଇ ନଥିଲା ସଦୃଶ୍ୟ , ଅଳିଆ ଆବର୍ଜନା ବା ଗଛ ଲତା, ବୁଦା ରେ ପରିପୂର୍ଣ୍ଣ ପୋଖରୀ ଟିଏ ପଙ୍କ ଉଦ୍ଧାର କିମ୍ବା କୌଣସି ପ୍ରକାରର ସ୍ୱଚ୍ଛତା ପାଇଁ ପ୍ରଶାସନ ଙ୍କ ଦୃଷ୍ଟି ନାହିଁ । ପାଖରେ S.M. ରାଇସ ମିଲ୍ ଥାଇ କୌଣସି ସଠିକ୍ ETP YARD ର ବ୍ୟବସ୍ଥା ନାହିଁ, ଅବ୍ୟବସ୍ଥା ଘେରରେ ଅଙ୍ଗନୱାଡି କେନ୍ଦ୍ର ଶୌଚାଳୟ। ଅନ୍ୟପଟେ ପାଣ୍ଠି ଉପରେ ପାଣ୍ଠି ଅଯଥା କାର୍ଯ୍ୟ କରି ଚାଲିଛି ପ୍ରଶାସନ । ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ରହିଛନ୍ତି ,କିନ୍ତୁ ଏପଟେ ଜନତାଙ୍କ ପାଇଁ ଭଲ ରାସ୍ତା ଖଣ୍ଡେ ନଥିବା ବେଳେ ଅନ୍ୟ ପଟେ Step by step କଂକ୍ରିଟ ରାସ୍ତା ଉପରେ କଂକ୍ରିଟ ରାସ୍ତା ପୁଣି ତା ଉପରେ ବିକଶିତ ଓଡ଼ିଶା ପାଣ୍ଠି ତରଫରୁ ୩ ଲକ୍ଷ୍ୟ ୫୦ ହଜାର ଟଙ୍କା ର ଫେବର୍ ବ୍ଲକ୍ ରାସ୍ତା ନିର୍ମାଣ ହୋଇଥିବା ଦୃଶ୍ୟ ସାମ୍ନା କୁ ଆସିଛି। ଏଭଳି ଅଞ୍ଚଳରେ ବିକାଶ ନାମରେ ହରିଲୁଟ ଚାଲିଛି । ଖାଲି ସେତିକି ନୁହଁ ଜୟପାଟଣା ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଶିବମନ୍ଦିର ରାସ୍ତା ନିର୍ମାଣ ରେ ମଧ୍ୟ ପାଣ୍ଠି ଉପରେ ପାଣ୍ଠି ଅର୍ଥ ଖର୍ଚ୍ଚ ଚାଲିଛି । SFC ୨୦୨୪-୨୫ ରେ ୧ ଲକ୍ଷ୍ୟ ଟଙ୍କା , SFC ୨୦୨୫-୨୬ ରେ ୧ ଲକ୍ଷ୍ୟ ୫୦ ହଜାର ଟଙ୍କା ଏବଂ ୨୦୨୬ ମସିହା ରେ ଆହୁରି କଂକ୍ରିଟ କାର୍ଯ୍ୟ ହୋଇଛି କିନ୍ତୁ କୌଣସି ସୂଚନା ଫଳକ ବୋର୍ଡ ନାହିଁ, ଖାଲି PWD ରାସ୍ତା ଠାରୁ ଶିବ ମନ୍ଦିର ରାସ୍ତା ସୂଚନା ଫଳକ ବୋର୍ଡ ନୁହଁ ଏଭଳି ଅନେକ କାର୍ଯ୍ୟ ର ସୂଚନା ଫଳକ ବୋର୍ଡ ଦିଆଯାଉନଥିବା ଦୃଶ୍ୟ ସାମ୍ନା କୁ ଆସିଛି। ହସ୍ପିଟାଲ ପୋଡ଼ା କଂକ୍ରିଟ ରାସ୍ତା ର ମଧ୍ୟ କୌଣସି ସୂଚନା ଫଳକ ବୋର୍ଡ ନାହିଁ। କଳାହାଣ୍ଡି ଜିଲ୍ଲା ଜୟପାଟଣା ପଞ୍ଚାୟତ ସମିତି ରେ ଚାଲିଛି ଏଭଳି କାର୍ଯ୍ୟ । ଯାହା ସରକାରୀ ନିୟମ ବାହାରେ , ଗୋଷ୍ଠି ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ଥିବା ବେଳେ ଅଞ୍ଚଳ ପାଇଁ କେତେ ପରିମାଣ ର ପାଣ୍ଠି ଆସିଥିଲା ଏବଂ କେତେ ଅର୍ଥ କେଉଁ ଜାଗାରେ ବ୍ୟୟ ହେଲା ତାହା ପ୍ରଶ୍ନବାଚୀ ଉଠିଛି।
    2
    କଳାହାଣ୍ଡି (ଚିତ୍ତରଞ୍ଜନ ବିଷି )ଦୀପତଳ ଅନ୍ଧାର ସଦୃଶ୍ୟ କହିଲେ ଅତୁପ୍ତ ହେବ ନାହିଁ ଜୟପାଟଣା ଲାଖ ଲଚା ପଡ଼ା ବା ଦାସ ପଡ଼ା ର ସମସ୍ୟା । ପଞ୍ଚାୟତ ସମିତି ଅତିନିକଟବର୍ଟି ଏହି ପଡ଼ା କିନ୍ତୁ ସରକାରୀ ସୁବିଧାରୁ ବଞ୍ଚିତ । 
ଜନତା ଙ୍କୁ ଲୁଚେଇ ଛପେଇ ନିଜର ମନମାନି କାର୍ଯ୍ୟ କରୁଥିବା ର କାରଣ କଣ ? ପ୍ରଶାସନ ନିରବ ଦ୍ରଷ୍ଟା କାହିଁକି? ଜୟପାଟଣା ଦାସ ପଡ଼ା ର ସମସ୍ୟା ଉପରେ ପହଞ୍ଚିପାରୁନାହିଁ କି ପ୍ରଶାସନ ? ନା ଜାଣିଶୁଣି ଅଣଦେଖା କରୁଛି ତାହା  ଜବାବ୍ ମାଗୁଛି ଜନତା।
ନା ରହିଛି ଭଲ ରାସ୍ତା ଟିଏ , ନା ରହିଛି ଭଲ ଡ୍ରେନ୍ , ନା ଜଳୁଛି ଷ୍ଟ୍ରିଟ୍ ଲାଇଟ୍, ନା ରହିଛି ବ୍ୟବହାର କରିବା ପାଇଁ ଭଲ ପାନୀୟଜଳ, ପାଖରେ ଏକ ପୋଖରୀ ଥାଇ ନଥିଲା ସଦୃଶ୍ୟ , ଅଳିଆ ଆବର୍ଜନା ବା ଗଛ ଲତା, ବୁଦା ରେ ପରିପୂର୍ଣ୍ଣ ପୋଖରୀ ଟିଏ  ପଙ୍କ ଉଦ୍ଧାର କିମ୍ବା କୌଣସି ପ୍ରକାରର ସ୍ୱଚ୍ଛତା ପାଇଁ ପ୍ରଶାସନ ଙ୍କ ଦୃଷ୍ଟି ନାହିଁ । ପାଖରେ S.M. ରାଇସ ମିଲ୍ ଥାଇ କୌଣସି ସଠିକ୍ ETP YARD ର ବ୍ୟବସ୍ଥା ନାହିଁ, ଅବ୍ୟବସ୍ଥା ଘେରରେ ଅଙ୍ଗନୱାଡି କେନ୍ଦ୍ର ଶୌଚାଳୟ। ଅନ୍ୟପଟେ ପାଣ୍ଠି ଉପରେ ପାଣ୍ଠି ଅଯଥା କାର୍ଯ୍ୟ କରି ଚାଲିଛି ପ୍ରଶାସନ । ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ରହିଛନ୍ତି ,କିନ୍ତୁ ଏପଟେ ଜନତାଙ୍କ ପାଇଁ ଭଲ  ରାସ୍ତା ଖଣ୍ଡେ ନଥିବା ବେଳେ ଅନ୍ୟ ପଟେ Step by step କଂକ୍ରିଟ ରାସ୍ତା ଉପରେ କଂକ୍ରିଟ ରାସ୍ତା ପୁଣି ତା ଉପରେ ବିକଶିତ ଓଡ଼ିଶା ପାଣ୍ଠି ତରଫରୁ ୩ ଲକ୍ଷ୍ୟ ୫୦ ହଜାର ଟଙ୍କା ର ଫେବର୍ ବ୍ଲକ୍ ରାସ୍ତା ନିର୍ମାଣ ହୋଇଥିବା ଦୃଶ୍ୟ ସାମ୍ନା କୁ ଆସିଛି। ଏଭଳି ଅଞ୍ଚଳରେ ବିକାଶ ନାମରେ ହରିଲୁଟ ଚାଲିଛି । ଖାଲି ସେତିକି ନୁହଁ ଜୟପାଟଣା ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଶିବମନ୍ଦିର ରାସ୍ତା ନିର୍ମାଣ ରେ ମଧ୍ୟ ପାଣ୍ଠି ଉପରେ ପାଣ୍ଠି ଅର୍ଥ ଖର୍ଚ୍ଚ ଚାଲିଛି । SFC ୨୦୨୪-୨୫ ରେ ୧ ଲକ୍ଷ୍ୟ ଟଙ୍କା , SFC ୨୦୨୫-୨୬ ରେ ୧ ଲକ୍ଷ୍ୟ ୫୦ ହଜାର ଟଙ୍କା ଏବଂ ୨୦୨୬ ମସିହା ରେ ଆହୁରି କଂକ୍ରିଟ କାର୍ଯ୍ୟ ହୋଇଛି କିନ୍ତୁ କୌଣସି ସୂଚନା ଫଳକ ବୋର୍ଡ ନାହିଁ, ଖାଲି  PWD ରାସ୍ତା ଠାରୁ ଶିବ ମନ୍ଦିର ରାସ୍ତା ସୂଚନା ଫଳକ ବୋର୍ଡ ନୁହଁ ଏଭଳି ଅନେକ କାର୍ଯ୍ୟ ର ସୂଚନା ଫଳକ ବୋର୍ଡ ଦିଆଯାଉନଥିବା ଦୃଶ୍ୟ ସାମ୍ନା କୁ ଆସିଛି। ହସ୍ପିଟାଲ ପୋଡ଼ା କଂକ୍ରିଟ ରାସ୍ତା ର ମଧ୍ୟ କୌଣସି ସୂଚନା ଫଳକ ବୋର୍ଡ ନାହିଁ। କଳାହାଣ୍ଡି ଜିଲ୍ଲା ଜୟପାଟଣା ପଞ୍ଚାୟତ ସମିତି ରେ ଚାଲିଛି ଏଭଳି  କାର୍ଯ୍ୟ । ଯାହା ସରକାରୀ ନିୟମ ବାହାରେ , ଗୋଷ୍ଠି ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ଥିବା ବେଳେ ଅଞ୍ଚଳ ପାଇଁ କେତେ ପରିମାଣ ର ପାଣ୍ଠି ଆସିଥିଲା ଏବଂ କେତେ ଅର୍ଥ କେଉଁ ଜାଗାରେ ବ୍ୟୟ ହେଲା ତାହା ପ୍ରଶ୍ନବାଚୀ ଉଠିଛି।
    user_Chittaranjan Bishi
    Chittaranjan Bishi
    ସଦର, କଳାହାଣ୍ଡି, ଓଡ଼ିଶା•
    22 hrs ago
  • 🤭🙂🙄🥺🥺🙄🙄🙄🙄🙄
    1
    🤭🙂🙄🥺🥺🙄🙄🙄🙄🙄
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    4 hrs ago
  • ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ କେ ନାଗରାଜୁ ଙ୍କ ନିର୍ଦ୍ଦେଶ କ୍ରମେ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଶ୍ରୀ ଅମିତ୍ ଶୁଭ୍ରଜିତ୍ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଦ୍ଧାନରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ନିମନ୍ତେ ଏକ ବାଇକ୍ ରାଲି ଗଣ୍ଡାହାତୀ ଜଳପ୍ରପାତ ରୁ ବାହାରି ଗାରାବନ୍ଧ ପର୍ଯ୍ୟନ୍ତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଏ ସି ଏଫ୍ ଶ୍ରୀ ଅରୁଣ ସାହୁ ସବୁଜ ପତାକା ଦେଖେଇ ଶୁଭାରମ୍ଭ କରିଥିଲେ. ସେହି ପରିପ୍ରେକ୍ଷୀରେ ମହେନ୍ଦ୍ର ବନାଞ୍ଚଳର ଚାରିଗୋଟି ସେକ୍ସନ୍ ରାୟଗଡ଼, ନାରାୟଣପୁର, ଗାରାବନ୍ଧ,ଖମ୍ବଗାଁ ର ପ୍ରତି ସେକ୍ସନ ର ଦୁଇ ଗୋଟି ଭି ଏସ୍ଏସ ଗ୍ରାମର ଆଠ ଗୋଟି ଟିମ୍ କୁ ନେଇ ଏକ ଭଲିବଲ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲ।,ଶେଷରେ ଡ଼ମ୍ବାପୂର୍ ଭି ଏସ୍ଏସ ଟିମ୍ ବିଜେତା ଏବଂ ମୁଳିଗୁମା ଭି ଏସ୍ଏସ ଟିମ୍ ଉପ ବିଜେତା ହୋଇଥିଲା.ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗାରାବନ୍ଧ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନିଶିକା,ମୁଖ୍ୟବକ୍ତା ଶ୍ରୀ ଗଣ୍ଡା ହାତୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ ହେମନ୍ତ କୁମାର ପାଇଲା,ସମ୍ମାନିତ ଅତିଥି ଭାବରେ ସରପଞ୍ଚ ଜ୍ୟୋତ୍ସ୍ନା ରାଣୀ ମଣ୍ଡଳ,ସମିତି ସଭ୍ୟ ଶ୍ରୀ ଉତ୍ସବ ଶବର ,ରାଜସ୍ବ ନୀରିକ୍ଷକ ଏ ଶଙ୍କର ରାଓ, ୱାର୍ଡସଭ୍ୟ ଶ୍ରୀ ପୂର୍ଣ୍ଣ ଦଳାଇ, ସମାଜସେବୀ ଅଶୋକ ଦଳାଇ,,ଶ୍ରୀ ଗଣେଶ ବିଷୋୟୀ ,ଯୋଗ ଦେଇଥିଲେ, ବନପାଳ ଶ୍ରୀ ଦିବାକର ଲେଙ୍କା,ଶ୍ରୀ ରାଧାକାନ୍ତ ମିଶାଲ୍,ଶ୍ରୀ ସନ୍ତୋଷ ପରିଛା, ଗୀତାଞ୍ଜଳି ପଟ୍ଟନାୟକ,କ୍ରୀଡା ଶିକ୍ଷକ ଶ୍ରୀ ଅନୁଜ କୁମାର ପ୍ରଧାନ,ଅଶୋକ କୁମାର ଛୋଟରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବନରକ୍ଷୀ ଲକ୍ଷ୍ମୀ ପାଇକ, ଭେଙ୍କଟ ରମଣ,ଗିରିଶ କୁମାର, କାଳୀ ପ୍ରସାଦ, ମିତା ରାଣୀ,ଲକ୍ଷ୍ମୀ ସାହୁ, ସୁମିନା ଗମାଙ୍ଗ,ସୁକନ୍ୟା ଗିରି,ଅନନ୍ତ ଦାସ,ଜିତେନ୍ଦ୍ର ନାଏକ,ଗଜେନ୍ଦ୍ର ଚୌଧୁରୀ ଏବଂ ମହେନ୍ଦ୍ର ବନାଞ୍ଚଳ ର ସମସ୍ତ ୱାଚର, ଗଣ୍ଡାହାତୀ ଯୁବଗୋଷ୍ଠୀ ସହଯୋଗ କରିଥିଲେ,ବନ ବିଭାଗର ଏହି ପରି ପଦକ୍ଷେପ ପାଇଁ ଅଞ୍ଚଳବାସୀ ଖୁସି ପ୍ରକଟ କରି କରିବା ସହ ଜଙ୍ଗଲ ନିଆଁ ରୋକିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।
    1
    ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ କେ ନାଗରାଜୁ ଙ୍କ ନିର୍ଦ୍ଦେଶ କ୍ରମେ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଶ୍ରୀ ଅମିତ୍ ଶୁଭ୍ରଜିତ୍ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଦ୍ଧାନରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ନିମନ୍ତେ ଏକ ବାଇକ୍ ରାଲି ଗଣ୍ଡାହାତୀ ଜଳପ୍ରପାତ ରୁ ବାହାରି ଗାରାବନ୍ଧ ପର୍ଯ୍ୟନ୍ତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଏ ସି ଏଫ୍ ଶ୍ରୀ ଅରୁଣ ସାହୁ ସବୁଜ ପତାକା ଦେଖେଇ ଶୁଭାରମ୍ଭ କରିଥିଲେ. ସେହି ପରିପ୍ରେକ୍ଷୀରେ ମହେନ୍ଦ୍ର ବନାଞ୍ଚଳର ଚାରିଗୋଟି ସେକ୍ସନ୍ ରାୟଗଡ଼, ନାରାୟଣପୁର, ଗାରାବନ୍ଧ,ଖମ୍ବଗାଁ ର ପ୍ରତି ସେକ୍ସନ ର ଦୁଇ ଗୋଟି ଭି ଏସ୍ଏସ ଗ୍ରାମର ଆଠ ଗୋଟି ଟିମ୍ କୁ ନେଇ ଏକ ଭଲିବଲ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲ।,ଶେଷରେ ଡ଼ମ୍ବାପୂର୍ ଭି ଏସ୍ଏସ ଟିମ୍ ବିଜେତା ଏବଂ ମୁଳିଗୁମା ଭି ଏସ୍ଏସ ଟିମ୍  ଉପ ବିଜେତା ହୋଇଥିଲା.ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ  ଗାରାବନ୍ଧ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନିଶିକା,ମୁଖ୍ୟବକ୍ତା ଶ୍ରୀ ଗଣ୍ଡା ହାତୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ ହେମନ୍ତ କୁମାର ପାଇଲା,ସମ୍ମାନିତ ଅତିଥି ଭାବରେ ସରପଞ୍ଚ ଜ୍ୟୋତ୍ସ୍ନା ରାଣୀ ମଣ୍ଡଳ,ସମିତି ସଭ୍ୟ ଶ୍ରୀ ଉତ୍ସବ ଶବର ,ରାଜସ୍ବ ନୀରିକ୍ଷକ ଏ ଶଙ୍କର ରାଓ, ୱାର୍ଡସଭ୍ୟ ଶ୍ରୀ ପୂର୍ଣ୍ଣ ଦଳାଇ, ସମାଜସେବୀ ଅଶୋକ ଦଳାଇ,,ଶ୍ରୀ ଗଣେଶ ବିଷୋୟୀ ,ଯୋଗ ଦେଇଥିଲେ, ବନପାଳ ଶ୍ରୀ ଦିବାକର ଲେଙ୍କା,ଶ୍ରୀ ରାଧାକାନ୍ତ ମିଶାଲ୍,ଶ୍ରୀ ସନ୍ତୋଷ ପରିଛା, ଗୀତାଞ୍ଜଳି ପଟ୍ଟନାୟକ,କ୍ରୀଡା ଶିକ୍ଷକ ଶ୍ରୀ ଅନୁଜ କୁମାର ପ୍ରଧାନ,ଅଶୋକ କୁମାର ଛୋଟରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବନରକ୍ଷୀ ଲକ୍ଷ୍ମୀ ପାଇକ, ଭେଙ୍କଟ ରମଣ,ଗିରିଶ କୁମାର, କାଳୀ ପ୍ରସାଦ, ମିତା ରାଣୀ,ଲକ୍ଷ୍ମୀ ସାହୁ, ସୁମିନା ଗମାଙ୍ଗ,ସୁକନ୍ୟା ଗିରି,ଅନନ୍ତ ଦାସ,ଜିତେନ୍ଦ୍ର ନାଏକ,ଗଜେନ୍ଦ୍ର ଚୌଧୁରୀ ଏବଂ ମହେନ୍ଦ୍ର ବନାଞ୍ଚଳ ର ସମସ୍ତ ୱାଚର, ଗଣ୍ଡାହାତୀ ଯୁବଗୋଷ୍ଠୀ ସହଯୋଗ କରିଥିଲେ,ବନ ବିଭାଗର ଏହି ପରି ପଦକ୍ଷେପ ପାଇଁ ଅଞ୍ଚଳବାସୀ ଖୁସି ପ୍ରକଟ କରି କରିବା ସହ ଜଙ୍ଗଲ ନିଆଁ ରୋକିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    18 hrs ago
  • କୋଟପାଡ଼ ଘଟଯାତ୍ରା l କୋଟପାଡ଼ ସହରରେ ମହାଆଡ଼ମ୍ବରରେ ପାଳିତ ହେଲା ଘଟଯାତ୍ରା #Kalingatv #KalingatvNews #kotpad #Ghatajatra #kotpadghatajatra
    1
    କୋଟପାଡ଼ ଘଟଯାତ୍ରା l କୋଟପାଡ଼ ସହରରେ ମହାଆଡ଼ମ୍ବରରେ ପାଳିତ ହେଲା ଘଟଯାତ୍ରା #Kalingatv #KalingatvNews #kotpad #Ghatajatra #kotpadghatajatra
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    15 hrs ago
  • କୋରାପୁଟ ଜିଲ୍ଲା ବାର୍ ଆସୋସିଏସନ୍‌ର ନବନିର୍ବାଚିତ ସଦସ୍ୟମାନେ ଜୟପୁର ଠାରେ ଶପଥ ପାଠ ଗ୍ରହଣ କରିଛନ୍ତି। ଏହି ଅବସରରେ ସଭାପତି, ଉପସଭାପତି, ସମ୍ପାଦକ ସହ ଅନ୍ୟାନ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ନିଜ ନିଜ ଦାୟିତ୍ୱ ସଠିକ ଭାବେ ପାଳନ କରିବା ପାଇଁ ଶପଥ ନେଇଥିଲେ। ଶପଥ ପାଠ ଉତ୍ସବରେ ଆଇନଜୀବୀମାନେ ନବନିର୍ବାଚିତ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇ ତାଙ୍କର ସଫଳ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇଥିଲେ।
    2
    କୋରାପୁଟ ଜିଲ୍ଲା ବାର୍ ଆସୋସିଏସନ୍‌ର ନବନିର୍ବାଚିତ ସଦସ୍ୟମାନେ ଜୟପୁର ଠାରେ ଶପଥ ପାଠ ଗ୍ରହଣ କରିଛନ୍ତି। ଏହି ଅବସରରେ ସଭାପତି, ଉପସଭାପତି, ସମ୍ପାଦକ ସହ ଅନ୍ୟାନ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ନିଜ ନିଜ ଦାୟିତ୍ୱ ସଠିକ ଭାବେ ପାଳନ କରିବା ପାଇଁ ଶପଥ ନେଇଥିଲେ। ଶପଥ ପାଠ ଉତ୍ସବରେ ଆଇନଜୀବୀମାନେ ନବନିର୍ବାଚିତ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇ ତାଙ୍କର ସଫଳ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇଥିଲେ।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    21 hrs ago
  • ଚୋର ସନ୍ଦେହରେ ଦୁଇ ଯୁବକଙ୍କୁ ଖୁଂଟରେ ବାନ୍ଧିବା ସହ ମାଡ ମରାଯାଇଥିବା ଭିଡିଓ ଭାଇରାଲ l ଚୋର ସନ୍ଦେହରେ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ ମାରିବା ସହ ଗାଁ ମଝିରେ ଖୁଂଟରେ ବାନ୍ଧିଲେ ଗ୍ରାମବାସୀ। ଏହାର ଏକ ଭିଡିଓ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେଉଥିବା ବେଳେ ଘଟଣାଟି ମାଲକାନଗିରି ଜିଲ୍ଲାର କୁମ୍ଭିଗୁଡା ଗ୍ରାମର ବୋଲି କୁହାଯାଉଛି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଏମ.ଭି-୪୦ ଗ୍ରାମର ଯୁବକ ଅଜିତ ଡାକୁଆ ଓ ତାଙ୍କ ଜଣେ ସହଯୋଗୀ ବଦଲି ପଂଚାୟତ ଅନ୍ତର୍ଗତ କୁମ୍ବିଗୁଡା ଗାଁ କୁ ଯାଇଥିବା ବେଳେ ସେଠାରେ ସେମାନେ କିଛି ସାମଗ୍ରୀ ଚୋରୀ କରୁଥିବା କିଛି ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଂଚଳର ଯୁବକ ମାନେ ରାଗି ଯିବା ସହ ପ୍ରଥମେ ଅଜିତ ଡାକୁଆ ଓ ପରେ ତାଙ୍କ ସହଯୋଗୀଙ୍କୁ ଖୁଂଟରେ ବାନ୍ଧି ରଖିଥିଲେ। ପରେ ଅଜିତ ଓ ତାଙ୍କ ସହଯୋଗୀକୁ ମାଡ଼ ମାରିଥିଲେ। ତେବେ ଯୁବକ ଜଣକ ସମ୍ପର୍କରେ ଥାନାରେ ମଧ୍ୟ କୌଣସି ଅଭିଯୋଗ ହୋଇନାହିଁ ବୋଲି ଜଣା ପଡିଛି। ଏହି ଘଟଣାର ଭିଡିଓ ଟି ବର୍ତମାନ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ଚର୍ଚା ଜୋର ଧରିଛି।
    2
    ଚୋର ସନ୍ଦେହରେ ଦୁଇ ଯୁବକଙ୍କୁ ଖୁଂଟରେ ବାନ୍ଧିବା ସହ ମାଡ ମରାଯାଇଥିବା ଭିଡିଓ ଭାଇରାଲ l 
ଚୋର ସନ୍ଦେହରେ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ ମାରିବା ସହ ଗାଁ ମଝିରେ ଖୁଂଟରେ ବାନ୍ଧିଲେ ଗ୍ରାମବାସୀ। ଏହାର ଏକ ଭିଡିଓ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେଉଥିବା ବେଳେ ଘଟଣାଟି ମାଲକାନଗିରି ଜିଲ୍ଲାର କୁମ୍ଭିଗୁଡା ଗ୍ରାମର ବୋଲି କୁହାଯାଉଛି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଏମ.ଭି-୪୦ ଗ୍ରାମର ଯୁବକ ଅଜିତ ଡାକୁଆ ଓ ତାଙ୍କ ଜଣେ ସହଯୋଗୀ ବଦଲି ପଂଚାୟତ ଅନ୍ତର୍ଗତ କୁମ୍ବିଗୁଡା ଗାଁ କୁ ଯାଇଥିବା ବେଳେ ସେଠାରେ ସେମାନେ କିଛି ସାମଗ୍ରୀ ଚୋରୀ କରୁଥିବା କିଛି ଗ୍ରାମବାସୀ ଅଭିଯୋଗ କରିଥିଲେ।
ଏହାକୁ ନେଇ ସ୍ଥାନୀୟ ଅଂଚଳର ଯୁବକ ମାନେ ରାଗି ଯିବା ସହ ପ୍ରଥମେ ଅଜିତ ଡାକୁଆ ଓ ପରେ ତାଙ୍କ ସହଯୋଗୀଙ୍କୁ ଖୁଂଟରେ ବାନ୍ଧି ରଖିଥିଲେ। ପରେ ଅଜିତ ଓ ତାଙ୍କ ସହଯୋଗୀକୁ ମାଡ଼ ମାରିଥିଲେ। ତେବେ ଯୁବକ ଜଣକ ସମ୍ପର୍କରେ ଥାନାରେ ମଧ୍ୟ କୌଣସି ଅଭିଯୋଗ ହୋଇନାହିଁ ବୋଲି ଜଣା ପଡିଛି। ଏହି ଘଟଣାର ଭିଡିଓ ଟି ବର୍ତମାନ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ଚର୍ଚା ଜୋର ଧରିଛି।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.