ଜଙ୍ଗଲ ନିଆଁ ନିରାକରଣ ସଚେତନତା ପାଇଁ ଏକ ଦିନିଆ ବନ୍ଧୁତାପୁର୍ଣ୍ଣ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ। ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ କେ ନାଗରାଜୁ ଙ୍କ ନିର୍ଦ୍ଦେଶ କ୍ରମେ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଶ୍ରୀ ଅମିତ୍ ଶୁଭ୍ରଜିତ୍ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଦ୍ଧାନରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ନିମନ୍ତେ ଏକ ବାଇକ୍ ରାଲି ଗଣ୍ଡାହାତୀ ଜଳପ୍ରପାତ ରୁ ବାହାରି ଗାରାବନ୍ଧ ପର୍ଯ୍ୟନ୍ତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଏ ସି ଏଫ୍ ଶ୍ରୀ ଅରୁଣ ସାହୁ ସବୁଜ ପତାକା ଦେଖେଇ ଶୁଭାରମ୍ଭ କରିଥିଲେ. ସେହି ପରିପ୍ରେକ୍ଷୀରେ ମହେନ୍ଦ୍ର ବନାଞ୍ଚଳର ଚାରିଗୋଟି ସେକ୍ସନ୍ ରାୟଗଡ଼, ନାରାୟଣପୁର, ଗାରାବନ୍ଧ,ଖମ୍ବଗାଁ ର ପ୍ରତି ସେକ୍ସନ ର ଦୁଇ ଗୋଟି ଭି ଏସ୍ଏସ ଗ୍ରାମର ଆଠ ଗୋଟି ଟିମ୍ କୁ ନେଇ ଏକ ଭଲିବଲ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲ।,ଶେଷରେ ଡ଼ମ୍ବାପୂର୍ ଭି ଏସ୍ଏସ ଟିମ୍ ବିଜେତା ଏବଂ ମୁଳିଗୁମା ଭି ଏସ୍ଏସ ଟିମ୍ ଉପ ବିଜେତା ହୋଇଥିଲା.ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗାରାବନ୍ଧ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନିଶିକା,ମୁଖ୍ୟବକ୍ତା ଶ୍ରୀ ଗଣ୍ଡା ହାତୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ ହେମନ୍ତ କୁମାର ପାଇଲା,ସମ୍ମାନିତ ଅତିଥି ଭାବରେ ସରପଞ୍ଚ ଜ୍ୟୋତ୍ସ୍ନା ରାଣୀ ମଣ୍ଡଳ,ସମିତି ସଭ୍ୟ ଶ୍ରୀ ଉତ୍ସବ ଶବର ,ରାଜସ୍ବ ନୀରିକ୍ଷକ ଏ ଶଙ୍କର ରାଓ, ୱାର୍ଡସଭ୍ୟ ଶ୍ରୀ ପୂର୍ଣ୍ଣ ଦଳାଇ, ସମାଜସେବୀ ଅଶୋକ ଦଳାଇ,,ଶ୍ରୀ ଗଣେଶ ବିଷୋୟୀ ,ଯୋଗ ଦେଇଥିଲେ, ବନପାଳ ଶ୍ରୀ ଦିବାକର ଲେଙ୍କା,ଶ୍ରୀ ରାଧାକାନ୍ତ ମିଶାଲ୍,ଶ୍ରୀ ସନ୍ତୋଷ ପରିଛା, ଗୀତାଞ୍ଜଳି ପଟ୍ଟନାୟକ,କ୍ରୀଡା ଶିକ୍ଷକ ଶ୍ରୀ ଅନୁଜ କୁମାର ପ୍ରଧାନ,ଅଶୋକ କୁମାର ଛୋଟରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବନରକ୍ଷୀ ଲକ୍ଷ୍ମୀ ପାଇକ, ଭେଙ୍କଟ ରମଣ,ଗିରିଶ କୁମାର, କାଳୀ ପ୍ରସାଦ, ମିତା ରାଣୀ,ଲକ୍ଷ୍ମୀ ସାହୁ, ସୁମିନା ଗମାଙ୍ଗ,ସୁକନ୍ୟା ଗିରି,ଅନନ୍ତ ଦାସ,ଜିତେନ୍ଦ୍ର ନାଏକ,ଗଜେନ୍ଦ୍ର ଚୌଧୁରୀ ଏବଂ ମହେନ୍ଦ୍ର ବନାଞ୍ଚଳ ର ସମସ୍ତ ୱାଚର, ଗଣ୍ଡାହାତୀ ଯୁବଗୋଷ୍ଠୀ ସହଯୋଗ କରିଥିଲେ,ବନ ବିଭାଗର ଏହି ପରି ପଦକ୍ଷେପ ପାଇଁ ଅଞ୍ଚଳବାସୀ ଖୁସି ପ୍ରକଟ କରି କରିବା ସହ ଜଙ୍ଗଲ ନିଆଁ ରୋକିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

- ଗଜପତି ଜିଲ୍ଲା ଗାରାବନ୍ଧ ଥାନାର ରାୟଗଡ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରିରେ ଏକ ପାଣି ଟ୍ୟାଙ୍କର ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଜଣକର ମୃତ୍ୟୁ ଘଟିଥିବା ବେଳେ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଥିବାର ଜଣାପଡିଛି । ସୂଚନା ପ୍ରକାରେ ମହେନ୍ଦ୍ରଗିରିରେ ଥିବା ବନବିଭାଗର ପର୍ଯ୍ୟଟକଙ୍କ ରହଣିସ୍ଥଳ ତଥା କଟେଜ୍ କୁ ପାଣି ଯୋଗାଇବା ପାଇଁ ନିୟୋଜିତ ଏକ ଟ୍ରାକ୍ଟର ଟ୍ୟାଙ୍କ ଯୋଗେ ପାଣି ନେଇଯାଉଥିଲା । ହେଲେ କୌଣସି କାରଣରୁ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଚାଳକ ମାଡବା ଗ୍ରାମର ରବୀନ୍ଦ୍ର ଧାଙ୍ଗଡା ଭୂୟାଁ (20) ଗୁରୁତ ଭାବେ ଆହତ ହୋଇଥିବା ବେଳେ ଟ୍ରାକ୍ଟର ଇଞ୍ଜିନ ତଥା ଟ୍ରାକ୍ଟର ଚାଳକଙ୍କ ପାର୍ଶ୍ବରେ ବସିଥିବା ତେରଣି ଗ୍ରାମର ସନ୍ୟାସୀ ଭୂୟାଁ (19)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାର ଜଣାପଡିଛି । ଟ୍ରାକ୍ଟର ଚାଳକ ରବୀନ୍ଦ୍ରଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିବାର ଜଣାଯାଇଛି । ତେବେ ମୃତ ସନ୍ୟାସୀ ହେଲ୍ପର ଭାବେ କାମ କରୁଥିବା ବେଳେ ଚାଳକ ରବୀନ୍ଦ୍ରଙ୍କ ବେପରୁଆ ଟ୍ରାକ୍ଟର ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବାର ସନ୍ୟାସୀଙ୍କ ପରିବାର ଲୋକେ ଗାରାବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।4
- ଗଞ୍ଜାମ ଜିଲ୍ଲା ଧରାକୋଟ ବରଡାବିଲି ମାଆ ଭାରତ ପୁମସ ନାଟକ ବରଡାବିଲି ମାଆ ଭାରତ ଗଂଜାମ ଜିଲ୍ଲା ପୁମସ ନାଟକ ବରଡାବିଲି ଗଞ୍ଜାମ ଜିଲ୍ଲା ଧରାକୋଟ ବରଡାବିଲି ନାଟକ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଗଞ୍ଜାମ ଜିଲ୍ଲା ଧରାକୋଟ #ଓଳମ୍ବାରେ_ପଞ୍ଚୁଦଣ୍ଡ_ମହାମିଳନ ଧରାକୋଟ ବ୍ଲକର ଓଳମ୍ବା ଗ୍ରାମରେ ପଞ୍ଚୁଦଣ୍ଡ ମହାମିଳନ ଅନୁଷ୍ଠିତ ହୋଇଯାଇଛି। ଗୋଲିଆ, ଭାମଶିଆଳି, ଗୁଣ୍ଠପଡା, ମୋରାବାଇ ଓ କବିସୂର୍ଯ୍ୟ ନଗର ଦଣ୍ଡଦଳ ଏଥିରେ ଭାଗ ନେଇଥିଲେ। ପ୍ରଥମେ ମାନସିକଧାରି ମାନେ ପାଞ୍ଚ ଗୋଟି ଦଣ୍ଡକୁ ନିମନ୍ତ୍ରଣ କରି ବରଣ କରିଥିଲେ । ଏହା ପରେ ମଧ୍ୟାହ୍ନରେ ଧୂଳିଦଣ୍ଡ ସାରି ବିଭିନ୍ନ ବନ୍ଧରେ ପାଣି ଦଣ୍ଡ କାର୍ଯ୍ୟ ସମାପନ କରି ଅଗ୍ନିଦଣ୍ଡ ଓ ନିକଟସ୍ଥ ମେଳଣ ପଡ଼ିଆରେ ପଞ୍ଚଦଣ୍ଡ ଙ୍କର ମହାମିଳନ ପର୍ବ ଅନୁଷ୍ଠିତ ହୋଇଥିଲା । ଏହାପରେ ସନ୍ଧ୍ୟା ଆଳତି ଓ ନିଶାର୍ଦ୍ଧରେ ସାମୂହିକ ପ୍ରସାଦ ସେବନ କାର୍ଯ୍ୟ ବାଲୁଙ୍କେଶ୍ୱର ମହାଦେବଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା । ଶେଷ ପର୍ଯ୍ୟାୟରେ ପାଞ୍ଚ ଗୋଟି ଦଣ୍ଡଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବଡଗଡ ଥାନାଅଧିକାରୀ ବିମଳ କୁମାର କହଁର ଙ୍କ ନେତୃତ୍ୱରେ ସଫଳତାର ସହ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରାଯାଇଥିବା ବେଳେ ଓଳମ୍ବା ଗ୍ରାମବାସୀ ଓ ଯୁବକ ସଂଘ ଏଥିରେ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ1
- Post by Pramodkumar Jena1
- ଓଡ଼ିଶା ଡିଜିଟାଲ ମିଡ଼ିଆ ମହା ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାର ପାଟପୁର ଠାରେ ଏକ ଜିଲ୍ଲା ସ୍ତରୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇ ଅଛି। ଜିଲ୍ଲା ସଭାପତି ଶ୍ରୀ ଅମରେନ୍ଦ୍ର ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ଏହି କାର୍ଯ୍ୟ କ୍ରମ ରେ ଜିଲ୍ଲା ର ଡିଜିଟାଲ ମିଡ଼ିଆ ର ପ୍ରାୟ ଅଠର ଜଣ ରୁ ଉର୍ଦ୍ଧ୍ବ ସାମ୍ବାଦିକ (ଡିଜିଟାଲ ମିଡ଼ିଆ) ର ସାମ୍ବାଦିକ ବନ୍ଧୁ ମାନେ ଯୋଗ ଦଦେଇ ସେମାନଙ୍କ ନିଜ ନିଜ ମତ ରଖି, ଆଗାମୀ ଦିନ ରେ ମହାସଂଘ୍ ରେ କିପରି ଅଧିକ ରୁ ଅଧିକ ସଦସ୍ୟ ଯୋଗ ଦେବେ ସେ ଉପରେ ଗୁରୁତ୍ବ ଆରୋପ କରିଥିଲେ।1
- ମାନ୍ୟବର LOP ଶ୍ରୀଯୁକ୍ତ ରାହୁଳ ଗାନ୍ଧୀ ଜୀ ଙ୍କ ଉଦବୋଧନ ଦେଉଛନ୍ତି1
- ଦେଖନ୍ତୁ କଣ୍ଟାମାଳ ଗ୍ରାମ ର1