logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନିଶାମୁକ୍ତ ଗ୍ରାମ ଭାବେ ଗଢିତୋଳିବା କୁ ଶପଥ ନେଲେ ତେନ୍ତୁଳି ପଦର୍ ଗ୍ରାମବାସୀ

21 hrs ago
user_Pramodkumar Jena
Pramodkumar Jena
Court reporter ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
21 hrs ago

ନିଶାମୁକ୍ତ ଗ୍ରାମ ଭାବେ ଗଢିତୋଳିବା କୁ ଶପଥ ନେଲେ ତେନ୍ତୁଳି ପଦର୍ ଗ୍ରାମବାସୀ

More news from ଓଡ଼ିଶା and nearby areas
  • Post by Pramodkumar Jena
    1
    Post by Pramodkumar Jena
    user_Pramodkumar Jena
    Pramodkumar Jena
    Court reporter ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    21 hrs ago
  • କୋରାପୁଟ ଘାଟିରେ ଟ୍ରକ୍ ଦୁର୍ଘଟନାଗ୍ରସ୍ତ କୋରାପୁଟରୁ ଜୟପୁର ଅଭିମୁଖେ ଆସୁଥିବା ସମୟରେ ଜୟପୁର ଘାଟିରେ ଗୋଟିଏ ଟ୍ରକ୍ ଦୁର୍ଘଟନାଗ୍ରସ୍ତ ହୋଇ ଉଲଟି ପଡିଛି। ଟ୍ରକଟି ପ୍ରାୟ ୮୦ ଫୁଟ୍ ତଳକୁ ଖସି ପଡିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଜୟପୁର ସଦର ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଟ୍ରକ୍ ଡ୍ରାଇଭର ଆହତ ହୋଇଥିବାବେଳେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳୁଛି।
    1
    କୋରାପୁଟ ଘାଟିରେ ଟ୍ରକ୍ ଦୁର୍ଘଟନାଗ୍ରସ୍ତ
କୋରାପୁଟରୁ ଜୟପୁର ଅଭିମୁଖେ ଆସୁଥିବା ସମୟରେ ଜୟପୁର ଘାଟିରେ ଗୋଟିଏ ଟ୍ରକ୍ ଦୁର୍ଘଟନାଗ୍ରସ୍ତ ହୋଇ ଉଲଟି ପଡିଛି। ଟ୍ରକଟି ପ୍ରାୟ ୮୦ ଫୁଟ୍ ତଳକୁ ଖସି ପଡିଥିବା ସୂଚନା ମିଳିଛି।
ଘଟଣା ସ୍ଥଳରେ ଜୟପୁର ସଦର ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଟ୍ରକ୍ ଡ୍ରାଇଭର ଆହତ ହୋଇଥିବାବେଳେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳୁଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    17 hrs ago
  • ଦେଖନ୍ତୁ କଣ୍ଟାମାଳ ଗ୍ରାମ ର
    1
    ଦେଖନ୍ତୁ କଣ୍ଟାମାଳ ଗ୍ରାମ ର
    user_Baleswar Naik
    Baleswar Naik
    Thuamul Rampur, Kalahandi•
    4 hrs ago
  • ଗଜପତି ଜିଲ୍ଲା ଗାରାବନ୍ଧ ଥାନାର ରାୟଗଡ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରିରେ ଏକ ପାଣି ଟ୍ୟାଙ୍କର ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଜଣକର ମୃତ୍ୟୁ ଘଟିଥିବା ବେଳେ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଥିବାର ଜଣାପଡିଛି । ସୂଚନା ପ୍ରକାରେ ମହେନ୍ଦ୍ରଗିରିରେ ଥିବା ବନବିଭାଗର ପର୍ଯ୍ୟଟକଙ୍କ ରହଣିସ୍ଥଳ ତଥା କଟେଜ୍ କୁ ପାଣି ଯୋଗାଇବା ପାଇଁ ନିୟୋଜିତ ଏକ ଟ୍ରାକ୍ଟର ଟ୍ୟାଙ୍କ ଯୋଗେ ପାଣି ନେଇଯାଉଥିଲା । ହେଲେ କୌଣସି କାରଣରୁ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଚାଳକ ମାଡବା ଗ୍ରାମର ରବୀନ୍ଦ୍ର ଧାଙ୍ଗଡା ଭୂୟାଁ (20) ଗୁରୁତ ଭାବେ ଆହତ ହୋଇଥିବା ବେଳେ ଟ୍ରାକ୍ଟର ଇଞ୍ଜିନ ତଥା ଟ୍ରାକ୍ଟର ଚାଳକଙ୍କ ପାର୍ଶ୍ବରେ ବସିଥିବା ତେରଣି ଗ୍ରାମର ସନ୍ୟାସୀ ଭୂୟାଁ (19)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାର ଜଣାପଡିଛି । ଟ୍ରାକ୍ଟର ଚାଳକ ରବୀନ୍ଦ୍ରଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିବାର ଜଣାଯାଇଛି । ତେବେ ମୃତ ସନ୍ୟାସୀ ହେଲ୍ପର ଭାବେ କାମ କରୁଥିବା ବେଳେ ଚାଳକ ରବୀନ୍ଦ୍ରଙ୍କ ବେପରୁଆ ଟ୍ରାକ୍ଟର ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବାର ସନ୍ୟାସୀଙ୍କ ପରିବାର ଲୋକେ ଗାରାବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
    4
    ଗଜପତି ଜିଲ୍ଲା ଗାରାବନ୍ଧ ଥାନାର ରାୟଗଡ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରିରେ ଏକ ପାଣି ଟ୍ୟାଙ୍କର ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଜଣକର ମୃତ୍ୟୁ ଘଟିଥିବା ବେଳେ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଥିବାର ଜଣାପଡିଛି । ସୂଚନା ପ୍ରକାରେ ମହେନ୍ଦ୍ରଗିରିରେ ଥିବା ବନବିଭାଗର ପର୍ଯ୍ୟଟକଙ୍କ ରହଣିସ୍ଥଳ ତଥା କଟେଜ୍ କୁ ପାଣି ଯୋଗାଇବା ପାଇଁ ନିୟୋଜିତ ଏକ ଟ୍ରାକ୍ଟର ଟ୍ୟାଙ୍କ ଯୋଗେ ପାଣି ନେଇଯାଉଥିଲା । ହେଲେ କୌଣସି କାରଣରୁ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଚାଳକ ମାଡବା ଗ୍ରାମର ରବୀନ୍ଦ୍ର ଧାଙ୍ଗଡା ଭୂୟାଁ (20) ଗୁରୁତ ଭାବେ ଆହତ ହୋଇଥିବା ବେଳେ ଟ୍ରାକ୍ଟର ଇଞ୍ଜିନ ତଥା ଟ୍ରାକ୍ଟର ଚାଳକଙ୍କ ପାର୍ଶ୍ବରେ ବସିଥିବା  ତେରଣି ଗ୍ରାମର ସନ୍ୟାସୀ ଭୂୟାଁ (19)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାର ଜଣାପଡିଛି ।  ଟ୍ରାକ୍ଟର ଚାଳକ ରବୀନ୍ଦ୍ରଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିବାର ଜଣାଯାଇଛି । ତେବେ ମୃତ ସନ୍ୟାସୀ ହେଲ୍ପର ଭାବେ କାମ କରୁଥିବା ବେଳେ ଚାଳକ ରବୀନ୍ଦ୍ରଙ୍କ ବେପରୁଆ ଟ୍ରାକ୍ଟର ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବାର ସନ୍ୟାସୀଙ୍କ ପରିବାର ଲୋକେ ଗାରାବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
    user_Bhaskar Swain
    Bhaskar Swain
    Nurse ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    6 hrs ago
  • ମାନ୍ୟବର LOP ଶ୍ରୀଯୁକ୍ତ ରାହୁଳ ଗାନ୍ଧୀ ଜୀ ଙ୍କ ଉଦବୋଧନ ଦେଉଛନ୍ତି
    1
    ମାନ୍ୟବର LOP ଶ୍ରୀଯୁକ୍ତ ରାହୁଳ ଗାନ୍ଧୀ ଜୀ ଙ୍କ ଉଦବୋଧନ ଦେଉଛନ୍ତି
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    4 hrs ago
  • #ହା ଏ ନ ନୀ ତର ନୀ ଲି ସା ଢ଼ୀ ଝ କ ମକ
    1
    #ହା ଏ ନ ନୀ ତର ନୀ ଲି ସା ଢ଼ୀ ଝ କ ମକ
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    6 hrs ago
  • ମାଲାକାନଗିରି, (ରାମ କୃଷ୍ଣ ଚୌଧୁରୀ): ଭୂଦାନ ଆନ୍ଦୋଳନର ସ୍ମୃତି ଓ ତାହାର ମୂଲ୍ୟବୋଧକୁ ଉଜାଗର କରିବା ପାଇଁ ଆଜି ମାଲାକାନଗିରି ଜିଲ୍ଲାର କୃଷିୱାଡା ଗ୍ରାମରେ ସଦଭାବନା ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଯାତ୍ରାରେ ରମେଶ ଭାଇ, ରାଜେନ୍ଦ୍ର ଭାଇ, ରାକେଶ ଭାଇ, ଜାଲେନ୍ଦ୍ର ସେବକରାମ, ନରେନ୍ଦ୍ର ଭାଇ ଓ କୋପା କୁଞ୍ଜମ ସହ ଅନେକ ସମାଜସେବୀ ଓ ସ୍ଥାନୀୟ ଗ୍ରାମବାସୀ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଯାତ୍ରା ମାଧ୍ୟମରେ ସମାଜରେ ସମତା, ସହଯୋଗ ଓ ସାମ୍ପ୍ରଦାୟିକ ସମ୍ମିଳନର ବାର୍ତ୍ତା ପ୍ରସାରିତ କରାଯାଇଥିଲା। ଏହି ଅବସରରେ ଭୂଦାନ ଆନ୍ଦୋଳନର ପ୍ରବର୍ତ୍ତକ ଆଚାର୍ଯ୍ୟ ବିନୋବା ଭାଭେଙ୍କ ଆଦର୍ଶ ଓ ସମାଜ ପ୍ରତି ତାଙ୍କ ଅମୂଲ୍ୟ ଅବଦାନକୁ ସ୍ମରଣ କରାଯାଇଥିଲା। ଅଂଶଗ୍ରହୀମାନେ କହିଥିଲେ ଯେ, ଏପରି ସଦଭାବନା ଯାତ୍ରା ମାଧ୍ୟମରେ ସମାଜରେ ଶାନ୍ତି, ଏକତା ଓ ଭାଇଚାରାର ଭାବନା ଆହୁରି ସୁଦୃଢ଼ ହେବ।
    4
    ମାଲାକାନଗିରି, (ରାମ କୃଷ୍ଣ ଚୌଧୁରୀ):
ଭୂଦାନ ଆନ୍ଦୋଳନର ସ୍ମୃତି ଓ ତାହାର ମୂଲ୍ୟବୋଧକୁ ଉଜାଗର କରିବା ପାଇଁ ଆଜି ମାଲାକାନଗିରି ଜିଲ୍ଲାର କୃଷିୱାଡା ଗ୍ରାମରେ ସଦଭାବନା ଯାତ୍ରା ଅନୁଷ୍ଠିତ ହୋଇଛି।
ଏହି ଯାତ୍ରାରେ ରମେଶ ଭାଇ, ରାଜେନ୍ଦ୍ର ଭାଇ, ରାକେଶ ଭାଇ, ଜାଲେନ୍ଦ୍ର ସେବକରାମ, ନରେନ୍ଦ୍ର ଭାଇ ଓ କୋପା କୁଞ୍ଜମ ସହ ଅନେକ ସମାଜସେବୀ ଓ ସ୍ଥାନୀୟ ଗ୍ରାମବାସୀ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।
ଯାତ୍ରା ମାଧ୍ୟମରେ ସମାଜରେ ସମତା, ସହଯୋଗ ଓ ସାମ୍ପ୍ରଦାୟିକ ସମ୍ମିଳନର ବାର୍ତ୍ତା ପ୍ରସାରିତ କରାଯାଇଥିଲା।
ଏହି ଅବସରରେ ଭୂଦାନ ଆନ୍ଦୋଳନର ପ୍ରବର୍ତ୍ତକ ଆଚାର୍ଯ୍ୟ ବିନୋବା ଭାଭେଙ୍କ ଆଦର୍ଶ ଓ ସମାଜ ପ୍ରତି ତାଙ୍କ ଅମୂଲ୍ୟ ଅବଦାନକୁ ସ୍ମରଣ କରାଯାଇଥିଲା।
ଅଂଶଗ୍ରହୀମାନେ କହିଥିଲେ ଯେ, ଏପରି ସଦଭାବନା ଯାତ୍ରା ମାଧ୍ୟମରେ ସମାଜରେ ଶାନ୍ତି, ଏକତା ଓ ଭାଇଚାରାର ଭାବନା ଆହୁରି ସୁଦୃଢ଼ ହେବ।
    user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    22 hrs ago
  • Post by Pramodkumar Jena
    1
    Post by Pramodkumar Jena
    user_Pramodkumar Jena
    Pramodkumar Jena
    Court reporter ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.