Shuru
Apke Nagar Ki App…
ଏନସିବି ତରଫରୁ ଦୁଇଟି ପିକପ ଭ୍ୟାନ ସହିତ ବ୍ୟାପକ ଗଞ୍ଜେଇ ଜବତ ଦୁଇ ଗିରଫ
Pramodkumar Jena
ଏନସିବି ତରଫରୁ ଦୁଇଟି ପିକପ ଭ୍ୟାନ ସହିତ ବ୍ୟାପକ ଗଞ୍ଜେଇ ଜବତ ଦୁଇ ଗିରଫ
More news from ଓଡ଼ିଶା and nearby areas
- Post by Pramodkumar Jena1
- କୋରାପୁଟ ଘାଟିରେ ଟ୍ରକ୍ ଦୁର୍ଘଟନାଗ୍ରସ୍ତ କୋରାପୁଟରୁ ଜୟପୁର ଅଭିମୁଖେ ଆସୁଥିବା ସମୟରେ ଜୟପୁର ଘାଟିରେ ଗୋଟିଏ ଟ୍ରକ୍ ଦୁର୍ଘଟନାଗ୍ରସ୍ତ ହୋଇ ଉଲଟି ପଡିଛି। ଟ୍ରକଟି ପ୍ରାୟ ୮୦ ଫୁଟ୍ ତଳକୁ ଖସି ପଡିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଜୟପୁର ସଦର ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଟ୍ରକ୍ ଡ୍ରାଇଭର ଆହତ ହୋଇଥିବାବେଳେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳୁଛି।1
- ଦେଖନ୍ତୁ କଣ୍ଟାମାଳ ଗ୍ରାମ ର1
- ଗଜପତି ଜିଲ୍ଲା ଗାରାବନ୍ଧ ଥାନାର ରାୟଗଡ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରିରେ ଏକ ପାଣି ଟ୍ୟାଙ୍କର ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଜଣକର ମୃତ୍ୟୁ ଘଟିଥିବା ବେଳେ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଥିବାର ଜଣାପଡିଛି । ସୂଚନା ପ୍ରକାରେ ମହେନ୍ଦ୍ରଗିରିରେ ଥିବା ବନବିଭାଗର ପର୍ଯ୍ୟଟକଙ୍କ ରହଣିସ୍ଥଳ ତଥା କଟେଜ୍ କୁ ପାଣି ଯୋଗାଇବା ପାଇଁ ନିୟୋଜିତ ଏକ ଟ୍ରାକ୍ଟର ଟ୍ୟାଙ୍କ ଯୋଗେ ପାଣି ନେଇଯାଉଥିଲା । ହେଲେ କୌଣସି କାରଣରୁ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଚାଳକ ମାଡବା ଗ୍ରାମର ରବୀନ୍ଦ୍ର ଧାଙ୍ଗଡା ଭୂୟାଁ (20) ଗୁରୁତ ଭାବେ ଆହତ ହୋଇଥିବା ବେଳେ ଟ୍ରାକ୍ଟର ଇଞ୍ଜିନ ତଥା ଟ୍ରାକ୍ଟର ଚାଳକଙ୍କ ପାର୍ଶ୍ବରେ ବସିଥିବା ତେରଣି ଗ୍ରାମର ସନ୍ୟାସୀ ଭୂୟାଁ (19)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାର ଜଣାପଡିଛି । ଟ୍ରାକ୍ଟର ଚାଳକ ରବୀନ୍ଦ୍ରଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିବାର ଜଣାଯାଇଛି । ତେବେ ମୃତ ସନ୍ୟାସୀ ହେଲ୍ପର ଭାବେ କାମ କରୁଥିବା ବେଳେ ଚାଳକ ରବୀନ୍ଦ୍ରଙ୍କ ବେପରୁଆ ଟ୍ରାକ୍ଟର ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବାର ସନ୍ୟାସୀଙ୍କ ପରିବାର ଲୋକେ ଗାରାବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।4
- ମାନ୍ୟବର LOP ଶ୍ରୀଯୁକ୍ତ ରାହୁଳ ଗାନ୍ଧୀ ଜୀ ଙ୍କ ଉଦବୋଧନ ଦେଉଛନ୍ତି1
- #ହା ଏ ନ ନୀ ତର ନୀ ଲି ସା ଢ଼ୀ ଝ କ ମକ1
- ମାଲାକାନଗିରି, (ରାମ କୃଷ୍ଣ ଚୌଧୁରୀ): ଭୂଦାନ ଆନ୍ଦୋଳନର ସ୍ମୃତି ଓ ତାହାର ମୂଲ୍ୟବୋଧକୁ ଉଜାଗର କରିବା ପାଇଁ ଆଜି ମାଲାକାନଗିରି ଜିଲ୍ଲାର କୃଷିୱାଡା ଗ୍ରାମରେ ସଦଭାବନା ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଯାତ୍ରାରେ ରମେଶ ଭାଇ, ରାଜେନ୍ଦ୍ର ଭାଇ, ରାକେଶ ଭାଇ, ଜାଲେନ୍ଦ୍ର ସେବକରାମ, ନରେନ୍ଦ୍ର ଭାଇ ଓ କୋପା କୁଞ୍ଜମ ସହ ଅନେକ ସମାଜସେବୀ ଓ ସ୍ଥାନୀୟ ଗ୍ରାମବାସୀ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଯାତ୍ରା ମାଧ୍ୟମରେ ସମାଜରେ ସମତା, ସହଯୋଗ ଓ ସାମ୍ପ୍ରଦାୟିକ ସମ୍ମିଳନର ବାର୍ତ୍ତା ପ୍ରସାରିତ କରାଯାଇଥିଲା। ଏହି ଅବସରରେ ଭୂଦାନ ଆନ୍ଦୋଳନର ପ୍ରବର୍ତ୍ତକ ଆଚାର୍ଯ୍ୟ ବିନୋବା ଭାଭେଙ୍କ ଆଦର୍ଶ ଓ ସମାଜ ପ୍ରତି ତାଙ୍କ ଅମୂଲ୍ୟ ଅବଦାନକୁ ସ୍ମରଣ କରାଯାଇଥିଲା। ଅଂଶଗ୍ରହୀମାନେ କହିଥିଲେ ଯେ, ଏପରି ସଦଭାବନା ଯାତ୍ରା ମାଧ୍ୟମରେ ସମାଜରେ ଶାନ୍ତି, ଏକତା ଓ ଭାଇଚାରାର ଭାବନା ଆହୁରି ସୁଦୃଢ଼ ହେବ।4
- Post by Pramodkumar Jena1