Shuru
Apke Nagar Ki App…
କୋରାପୁଟ ଜିଲ୍ଲା ବାର୍ ଆସୋସିଏସନ୍ର ସଭାପତି ଭାବେ ବିଜୟ ଜେନା ଦେଓ ଶପଥ ପାଠ ଗ୍ରହଣ କରିଛନ୍ତି। ସଂଗଠନର ଉନ୍ନତି ଓ ସୁଦୃଢ଼ ପରିଚାଳନା ପାଇଁ ସମସ୍ତ ସଦସ୍ୟଙ୍କ ସମ୍ପୂର୍ଣ୍ଣ ସହଯୋଗ ଅତ୍ୟାବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି। କୋରାପୁଟ ଜିଲ୍ଲା ବାର୍ ଆସୋସିଏସନ୍ର ସଭାପତି ଭାବେ ବିଜୟ ଜେନା ଦେଓ ଶପଥ ପାଠ ଗ୍ରହଣ କରିଛନ୍ତି। ସଂଗଠନର ଉନ୍ନତି ଓ ସୁଦୃଢ଼ ପରିଚାଳନା ପାଇଁ ସମସ୍ତ ସଦସ୍ୟଙ୍କ ସମ୍ପୂର୍ଣ୍ଣ ସହଯୋଗ ଅତ୍ୟାବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।
UD MEDIA NEWS
କୋରାପୁଟ ଜିଲ୍ଲା ବାର୍ ଆସୋସିଏସନ୍ର ସଭାପତି ଭାବେ ବିଜୟ ଜେନା ଦେଓ ଶପଥ ପାଠ ଗ୍ରହଣ କରିଛନ୍ତି। ସଂଗଠନର ଉନ୍ନତି ଓ ସୁଦୃଢ଼ ପରିଚାଳନା ପାଇଁ ସମସ୍ତ ସଦସ୍ୟଙ୍କ ସମ୍ପୂର୍ଣ୍ଣ ସହଯୋଗ ଅତ୍ୟାବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି। କୋରାପୁଟ ଜିଲ୍ଲା ବାର୍ ଆସୋସିଏସନ୍ର ସଭାପତି ଭାବେ ବିଜୟ ଜେନା ଦେଓ ଶପଥ ପାଠ ଗ୍ରହଣ କରିଛନ୍ତି। ସଂଗଠନର ଉନ୍ନତି ଓ ସୁଦୃଢ଼ ପରିଚାଳନା ପାଇଁ ସମସ୍ତ ସଦସ୍ୟଙ୍କ ସମ୍ପୂର୍ଣ୍ଣ ସହଯୋଗ ଅତ୍ୟାବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।
More news from ଓଡ଼ିଶା and nearby areas
- କୋରାପୁଟ ଜିଲ୍ଲା ବାର୍ ଆସୋସିଏସନ୍ର ସଭାପତି ଭାବେ ବିଜୟ ଜେନା ଦେଓ ଶପଥ ପାଠ ଗ୍ରହଣ କରିଛନ୍ତି। ସଂଗଠନର ଉନ୍ନତି ଓ ସୁଦୃଢ଼ ପରିଚାଳନା ପାଇଁ ସମସ୍ତ ସଦସ୍ୟଙ୍କ ସମ୍ପୂର୍ଣ୍ଣ ସହଯୋଗ ଅତ୍ୟାବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।1
- କୁଡମୁଲ ଗ୍ରାମରେ ଆଦିବାସୀ ପରମ୍ପରାରେ ମାଁ ମାଉଲି ଯାତ୍ରା ତଥା ପୋଢମରା ଯାତ୍ରା ଅନୁଷ୍ଠିତ ହୋଇଯାଇଛି1
- କୋଟପାଡ଼ରେ କାଳବୈଶାଖୀର ତାଣ୍ଡବ l କାଳବୈଶାଖୀ ପ୍ରଭାଵରେ କୋଟପାଡ଼ରେ ପ୍ରବଳ ବର୍ଷା l #Kalingatv #kotpad #kalabaisakhi #heavyrain #rain #କାଳବୈଶାଖୀ #koraput #Odisha1
- ଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଟିକିରି ପକ୍ଷରୁ ବିଦ୍ୟାଳୟ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ1
- ଦେଖନ୍ତୁ 🙏🙏🙏1
- ସ୍ଲୋଗ-ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ବେଳେ ବଞ୍ଚାଇଦେଲେ ତିନି ସହପାଠୀ।ପ୍ରଧାନ ଶିକ୍ଷକ ନିର୍ଯ୍ୟାତନା ସହି ନପାରି କରୁଥିଲେ ଆତ୍ମହତ୍ୟା ଉଦ୍ୟମ। ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ବେଳେ ବଞ୍ଚାଇଦେଲେ ତିନି ସହପାଠୀ।ପ୍ରଧାନ ଶିକ୍ଷକ ନିର୍ଯ୍ୟାତନା ସହି ନପାରି କରୁଥିଲେ ଆତ୍ମହତ୍ୟା ଉଦ୍ୟମ। ନ୍ୟାୟ ପାଇବା ପାଇଁ ଜିଲ୍ଲାପାଳ ଙ୍କ ଦ୍ୱାରାସ୍ତ ହେଲେ ମାଲକାନଗିରି ଜିଲ୍ଲାର ବଡ଼ବେଲ 4 ଛାତ୍ରୀ।ମାଲକାନଗିରି ଜିଲ୍ଲା ବଡ଼ବେଲ ଆବାସିକ ସେବାଶ୍ରମ ବିଦ୍ୟାଳୟରେ ରେ ପ୍ରଧାନ ଶିକ୍ଷକ ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଛାତ୍ରୀ । ଛାତ୍ରୀ ମାନଙ୍କୁ ନିର୍ଯ୍ୟାତନା, ଖରାପ ବ୍ୟବହାର ଏବଂ ମାଡ଼ ମାରୁଥିବା ନେଇ ପ୍ରଧାନ ଶିକ୍ଷକ ଙ୍କ ବିରୋଧ ରେ ଅଭିଯୋଗ ହୋଇଛି। ନବମ ଶ୍ରେଣୀ ଛାତ୍ରୀ ଙ୍କୁ ପ୍ରଧାନ ଶିକ୍ଷକ ଙ୍କ ନିର୍ଯ୍ୟାତନା ନେଇ ମଧ୍ୟ ଅଭିଯୋଗ ହୋଇଛି । ତେଣୁ ଛାତ୍ରୀ ଜଣକ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା କହିଛନ୍ତି।ତେବେ ସ୍ଵଭାଗ୍ୟ ବଶତଃ ଅନ୍ୟ ଛାତ୍ରୀ ଏହା ଦେଖି ଉଦ୍ଧାର କରିଥିଲେ। ଏନେଇ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସଶୀର୍କେ ଙ୍କୁ ଅଭିଯୋଗ କରିଛନ୍ତି ବଡ଼ବେଲ ସେବାଶ୍ରମ ର 4 ଜଣ ଛାତ୍ରୀ। ଏହି ଘଟଣା କୁ ନେଇ ତଦନ୍ତ କରି ସତ୍ୟାସତ୍ୟ ଜାଣିବା ପରେ ଦୋଷୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ମଙ୍ଗଳ ଅଧିକାରୀ ସୁମନ୍ତ କୁମାର ମାଝୀ କହିଛନ୍ତି।4
- ଜୟପାଟଣା ବ୍ଲକ ସରକାରି ବାବୁ ଙ୍କ ମନମାନି କାର୍ଯ୍ୟ । ଜନତାଙ୍କୁ ଅଣଦେଖା କାହିଁକି? Anc- ଦୀପତଳ ଅନ୍ଧାର ସଦୃଶ୍ୟ କହିଲେ ଅତୁପ୍ତ ହେବ ନାହିଁ ଜୟପାଟଣା ଲାଖ ଲଚା ପଡ଼ା ବା ଦାସ ପଡ଼ା ର ସମସ୍ୟା । ପଞ୍ଚାୟତ ସମିତି ଅତିନିକଟବର୍ଟି ଏହି ପଡ଼ା କିନ୍ତୁ ସରକାରୀ ସୁବିଧାରୁ ବଞ୍ଚିତ । ଜନତା ଙ୍କୁ ଲୁଚେଇ ଛପେଇ ନିଜର ମନମାନି କାର୍ଯ୍ୟ କରୁଥିବା ର କାରଣ କଣ ? ପ୍ରଶାସନ ନିରବ ଦ୍ରଷ୍ଟା କାହିଁକି? ଜୟପାଟଣା ଦାସ ପଡ଼ା ର ସମସ୍ୟା ଉପରେ ପହଞ୍ଚିପାରୁନାହିଁ କି ପ୍ରଶାସନ ? ନା ଜାଣିଶୁଣି ଅଣଦେଖା କରୁଛି ତାହା ଜବାବ୍ ମାଗୁଛି ଜନତା। ନା ରହିଛି ଭଲ ରାସ୍ତା ଟିଏ , ନା ରହିଛି ଭଲ ଡ୍ରେନ୍ , ନା ଜଳୁଛି ଷ୍ଟ୍ରିଟ୍ ଲାଇଟ୍, ଏକ ପୋଖରୀ ଥାଇ ନଥିଲା ସଦୃଶ୍ୟ , ପୋଖରୀ ଟିଏ ପଙ୍କ ଉଦ୍ଧାର କିମ୍ବା କୌଣସି ପ୍ରକାରର ସ୍ୱଚ୍ଛତା ପାଇଁ ପ୍ରଶାସନ ଙ୍କ ଦୃଷ୍ଟି ନାହିଁ । ଅବ୍ୟବସ୍ଥା ଘେରରେ ଅଙ୍ଗନୱାଡି କେନ୍ଦ୍ର ଶୌଚାଳୟ। ଅନ୍ୟପଟେ ପାଣ୍ଠି ଉପରେ ପାଣ୍ଠି ଅଯଥା କାର୍ଯ୍ୟ କରି ଚାଲିଛି ପ୍ରଶାସନ । ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ରହିଛନ୍ତି ,କିନ୍ତୁ ଏପଟେ ଜନତାଙ୍କ ପାଇଁ ଭଲ ରାସ୍ତା ଖଣ୍ଡେ ନଥିବା ବେଳେ ଅନ୍ୟ ପଟେ ବିକଶିତ ଓଡ଼ିଶା ପାଣ୍ଠି ତରଫରୁ ୩ ଲକ୍ଷ୍ୟ ୫୦ ହଜାର ଟଙ୍କା ର ଫେବର୍ ବ୍ଲକ୍ ରାସ୍ତା ନିର୍ମାଣ ହୋଇଥିବା ଦୃଶ୍ୟ ସାମ୍ନା କୁ ଆସିଛି। ଏଭଳି ଅଞ୍ଚଳରେ ବିକାଶ ନାମରେ ହରିଲୁଟ ଚାଲିଛି । ଖାଲି ସେତିକି ନୁହଁ ଜୟପାଟଣା PWD ରାସ୍ତା ଠାରୁ ଶିବମନ୍ଦିର ରାସ୍ତା ନିର୍ମାଣ ରେ ମଧ୍ୟ ପାଣ୍ଠି ଉପରେ ପାଣ୍ଠି ଅର୍ଥ ଖର୍ଚ୍ଚ ଚାଲିଛି । SFC ୨୦୨୪-୨୫ ରେ ୧ ଲକ୍ଷ୍ୟ ଟଙ୍କା , SFC ୨୦୨୫-୨୬ ରେ ୧ ଲକ୍ଷ୍ୟ ୫୦ ହଜାର ଟଙ୍କା ଏବଂ ୨୦୨୬ ମସିହା ରେ ଆହୁରି କଂକ୍ରିଟ କାର୍ଯ୍ୟ ହୋଇଛି କିନ୍ତୁ କୌଣସି ସୂଚନା ଫଳକ ବୋର୍ଡ ନାହିଁ, ଖାଲି PWD ରାସ୍ତା ଠାରୁ ଶିବ ମନ୍ଦିର ରାସ୍ତା ସୂଚନା ଫଳକ ବୋର୍ଡ ନୁହଁ ଏଭଳି ଅନେକ କାର୍ଯ୍ୟ ର ସୂଚନା ଫଳକ ବୋର୍ଡ ଦିଆଯାଉନଥିବା ଦୃଶ୍ୟ ସାମ୍ନା କୁ ଆସିଛି। ହସ୍ପିଟାଲ ପୋଡ଼ା କଂକ୍ରିଟ ରାସ୍ତା ର ମଧ୍ୟ କୌଣସି ସୂଚନା ଫଳକ ବୋର୍ଡ ନାହିଁ। କଳାହାଣ୍ଡି ଜିଲ୍ଲା ଜୟପାଟଣା ପଞ୍ଚାୟତ ସମିତି ରେ ଚାଲିଛି ଏଭଳି କାର୍ଯ୍ୟ । ଯାହା ସରକାରୀ ନିୟମ ବାହାରେ , ଗୋଷ୍ଠି ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ଥିବା ବେଳେ ଅଞ୍ଚଳ ପାଇଁ କେତେ ପରିମାଣ ର ପାଣ୍ଠି ଆସିଥିଲା ଏବଂ କେତେ ଅର୍ଥ କେଉଁ ଜାଗାରେ ବ୍ୟୟ ହେଲା ତାହା ପ୍ରଶ୍ନବାଚୀ ଉଠିଛି। ଖବର ପ୍ରକାଶ ପରେ ପ୍ରଶାସନ କେତେ ଯେ ତତ୍ପରତା ତାହା ଦେଖିବାକୁ ବାକି ରହିଲା। କଳାହାଣ୍ଡି ରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ4
- ନିର୍ବାଚନ ଏକ ପ୍ରକ୍ରିୟା ମାତ୍ର, କିନ୍ତୁ ସଂଗଠନର ଉନ୍ନତି ଓ ଭଲ କାର୍ଯ୍ୟ ପାଇଁ ସମସ୍ତେ ଏକତ୍ର ହୋଇ କାମ କରିବା ଆବଶ୍ୟକ। ସଭାପତିଙ୍କ ସହିତ ସଦା ସାଙ୍ଗରେ ରହି ସଂଗଠନକୁ ଆଗକୁ ନେବାରେ ସମ୍ପୂର୍ଣ୍ଣ ସହଯୋଗ କରିବୁ ବୋଲି ମତ ପ୍ରକାଶ କଲେ ବରିଷ୍ଟ ଆଇନଜୀବି ବିରେଶ ପଟ୍ଟନାୟକ।1