logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବକ୍ସି ଶିରିପୂର୍ ଠାରେ ମା ମାଝୀ ଗୋରୀ ଙ୍କ ଝାମୁଯାତ୍ରା ଅନୁଷ୍ଠିତ ବକ୍ସି ଶିରୁପୂର୍ ଠାରେ ମା ମାଝୀ ଗୋରୀ ଙ୍କ ଝାମୁଯାତ୍ରା ଅନୁଷ୍ଠିତ। ରିପୋର୍ଟର ନରୋତ୍ତମ ପାଢ଼ ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ ହାଟ ମୁନିଗୁଡା ପଞ୍ଚାୟତ ର ବାକ୍ସି ସିରିପୁର ଠାରେ ମା ମାଝୀ ଗୋରୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାବିତ୍ର ବାସନ୍ତୀଙ୍କ ନବ ରାତ୍ରି ପୂଜା ୧୨ ଦିନ ଧରି ଚାଲି ଆସିଛି ଆଜି ସେଶ ଦିନ ରେ ମା ଙ୍କ ଅଗ୍ନି ପରୀକ୍ଷା ଦେଇଥାନ୍ତି। ଏହି ଯାତ୍ରା ଟି ଆଜିକୁ ୨୧ ବର୍ଷ ହେବ ଚାଲି ଆସିଛି। ସେବକ ମାନେ ଓ ଭକ୍ତ ମାନେ ମନ ଦୁଃଖ ଏତି କି ଯେ ମା ଙ୍କ ପାଇ ସ୍ଵତନ୍ତ୍ର ଆସନ ବା ମନ୍ଦୀର ଖଣ୍ଡେ ହୋଇଥିଲେ ଭକ୍ତ ମାନେ ସବୁଦିନ ପୁଜା ଅର୍ଚ୍ଚନା କରିପାରି ଥାନ୍ତେ। ବିଗତ ଦିନ ମାନଙ୍କରେ ବିଧାୟକ ମାନେ କଥା ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ କାରୀ ହୋଇପରିଲା ନହି । ଏହି କାର୍ଯ୍ୟ କର୍ମ ଟି କୁ ନିଜସ୍ଵ ଇଚ୍ଛା ଶକ୍ତି ଓ ଭକ୍ତ ମାନଙ୍କ ସହୋଜଗ ରେ ଛାଲି ଆସୁଛି।ଅରକ୍ଷିତ ରଣା, ପ୍ରସାନ୍ତ ରଣା, ବ୍ରଜ ରଣା, ୠଷି ରଣା, ଅଜିତ ରଣା, ଉମାକାନ୍ତ ନାୟକ, କନ୍ତରୀ ଡମ୍ବରୁଧର ପୁଜା ରି,ସୁରେଶ ମାଲିଦୋର, ନିର୍ମଳ ଗୋଡ଼, ମୁଖ୍ୟ ସେବକp କମଳା, ପିତାମ୍ବର ସାରାକା, କୀର୍ତ୍ତି ଚନ୍ଦ୍ର ଗୌଡ଼, ଯଦୁମଣି ବୋଇଟରୁ, ନିରଞ୍ଜନ ଗୌଡ଼ ବିଜେପି ରାଜ୍ୟ obc ମୂର୍ଚ୍ଛା ରାମ ବେହେରା, ବାଦଲ କୁମାର ରଣା, ରମେଶ ଗୌଡ଼, ମେଘ ନାଦ ଖିଲାଡ଼ି ଉପସ୍ଥିତ ରହି ଥିଲେ ଓ ଗ୍ରାମ ବାସୀ ବୃନ୍ଦ୍ ଓ ୧୦୦୦ରୁ ଉର୍ଦ୍ଧ୍ବ ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳିଛି। ରାୟଗଡା ଜିଲ୍ଲା ପ୍ରତିନିଧି ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ

6 hrs ago
user_Narattam Kumar padhy
Narattam Kumar padhy
ବିଷମାକଟକ, ରାୟଗଡା, ଓଡ଼ିଶା•
6 hrs ago

ବକ୍ସି ଶିରିପୂର୍ ଠାରେ ମା ମାଝୀ ଗୋରୀ ଙ୍କ ଝାମୁଯାତ୍ରା ଅନୁଷ୍ଠିତ ବକ୍ସି ଶିରୁପୂର୍ ଠାରେ ମା ମାଝୀ ଗୋରୀ ଙ୍କ ଝାମୁଯାତ୍ରା ଅନୁଷ୍ଠିତ। ରିପୋର୍ଟର ନରୋତ୍ତମ ପାଢ଼ ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ ହାଟ ମୁନିଗୁଡା ପଞ୍ଚାୟତ ର ବାକ୍ସି ସିରିପୁର ଠାରେ ମା ମାଝୀ ଗୋରୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାବିତ୍ର ବାସନ୍ତୀଙ୍କ ନବ ରାତ୍ରି ପୂଜା ୧୨ ଦିନ ଧରି ଚାଲି ଆସିଛି

ଆଜି ସେଶ ଦିନ ରେ ମା ଙ୍କ ଅଗ୍ନି ପରୀକ୍ଷା ଦେଇଥାନ୍ତି। ଏହି ଯାତ୍ରା ଟି ଆଜିକୁ ୨୧ ବର୍ଷ ହେବ ଚାଲି ଆସିଛି। ସେବକ ମାନେ ଓ ଭକ୍ତ ମାନେ ମନ ଦୁଃଖ ଏତି କି ଯେ ମା ଙ୍କ ପାଇ ସ୍ଵତନ୍ତ୍ର ଆସନ ବା ମନ୍ଦୀର ଖଣ୍ଡେ ହୋଇଥିଲେ ଭକ୍ତ ମାନେ ସବୁଦିନ ପୁଜା ଅର୍ଚ୍ଚନା କରିପାରି ଥାନ୍ତେ। ବିଗତ ଦିନ ମାନଙ୍କରେ ବିଧାୟକ

ମାନେ କଥା ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ କାରୀ ହୋଇପରିଲା ନହି । ଏହି କାର୍ଯ୍ୟ କର୍ମ ଟି କୁ ନିଜସ୍ଵ ଇଚ୍ଛା ଶକ୍ତି ଓ ଭକ୍ତ ମାନଙ୍କ ସହୋଜଗ ରେ ଛାଲି ଆସୁଛି।ଅରକ୍ଷିତ ରଣା, ପ୍ରସାନ୍ତ ରଣା, ବ୍ରଜ ରଣା, ୠଷି ରଣା, ଅଜିତ ରଣା, ଉମାକାନ୍ତ ନାୟକ, କନ୍ତରୀ ଡମ୍ବରୁଧର ପୁଜା ରି,ସୁରେଶ ମାଲିଦୋର, ନିର୍ମଳ ଗୋଡ଼, ମୁଖ୍ୟ ସେବକp

କମଳା, ପିତାମ୍ବର ସାରାକା, କୀର୍ତ୍ତି ଚନ୍ଦ୍ର ଗୌଡ଼, ଯଦୁମଣି ବୋଇଟରୁ, ନିରଞ୍ଜନ ଗୌଡ଼ ବିଜେପି ରାଜ୍ୟ obc ମୂର୍ଚ୍ଛା ରାମ ବେହେରା, ବାଦଲ କୁମାର ରଣା, ରମେଶ ଗୌଡ଼, ମେଘ ନାଦ ଖିଲାଡ଼ି ଉପସ୍ଥିତ ରହି ଥିଲେ ଓ ଗ୍ରାମ ବାସୀ ବୃନ୍ଦ୍ ଓ ୧୦୦୦ରୁ ଉର୍ଦ୍ଧ୍ବ ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳିଛି। ରାୟଗଡା ଜିଲ୍ଲା ପ୍ରତିନିଧି ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ

More news from ଓଡ଼ିଶା and nearby areas
  • Post by Narattam Kumar padhy
    4
    Post by Narattam Kumar padhy
    user_Narattam Kumar padhy
    Narattam Kumar padhy
    ବିଷମାକଟକ, ରାୟଗଡା, ଓଡ଼ିଶା•
    6 hrs ago
  • ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେ ଆଜି ଦଣ୍ଡ ନାଚ ଅନୁଷ୍ଠିତ ହୋଇଯାଇଛି
    1
    ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେ ଆଜି ଦଣ୍ଡ ନାଚ ଅନୁଷ୍ଠିତ ହୋଇଯାଇଛି
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    4 hrs ago
  • ଦେଖନ୍ତୁ ମାଁ ମାଟି ପାଇଁ ଲଢେଇ କରୁଛନ୍ତି ଆପଣ ମାନଙ୍କୁ ଭାଇ ଭଉଣୀ ମାନେ ରାୟଗଡ଼ା ଜିଲ୍ଲା କଳାହାଣ୍ଡି ର
    1
    ଦେଖନ୍ତୁ ମାଁ ମାଟି ପାଇଁ ଲଢେଇ କରୁଛନ୍ତି ଆପଣ ମାନଙ୍କୁ ଭାଇ ଭଉଣୀ ମାନେ ରାୟଗଡ଼ା ଜିଲ୍ଲା କଳାହାଣ୍ଡି ର
    user_Baleswar Naik
    Baleswar Naik
    Thuamul Rampur, Kalahandi•
    6 hrs ago
  • Post by HABIL DONGRI
    1
    Post by HABIL DONGRI
    user_HABIL DONGRI
    HABIL DONGRI
    ଦାସମନ୍ତପୁର, କୋରାପୁଟ, ଓଡ଼ିଶା•
    46 min ago
  • 🤭🙂🙄🥺🥺🙄🙄🙄🙄🙄
    1
    🤭🙂🙄🥺🥺🙄🙄🙄🙄🙄
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    13 hrs ago
  • Post by Tikeswar Bhaisal
    1
    Post by Tikeswar Bhaisal
    user_Tikeswar Bhaisal
    Tikeswar Bhaisal
    ଧରମଗଡ଼, କଳାହାଣ୍ଡି, ଓଡ଼ିଶା•
    10 hrs ago
  • ଜୟପାଟଣା ବ୍ଲକ ସରକାରି ବାବୁ ଙ୍କ ମନମାନି କାର୍ଯ୍ୟ । ଜନତାଙ୍କୁ ଅଣଦେଖା କାହିଁକି? Anc- ଦୀପତଳ ଅନ୍ଧାର ସଦୃଶ୍ୟ କହିଲେ ଅତୁପ୍ତ ହେବ ନାହିଁ ଜୟପାଟଣା ଲାଖ ଲଚା ପଡ଼ା ବା ଦାସ ପଡ଼ା ର ସମସ୍ୟା । ପଞ୍ଚାୟତ ସମିତି ଅତିନିକଟବର୍ଟି ଏହି ପଡ଼ା କିନ୍ତୁ ସରକାରୀ ସୁବିଧାରୁ ବଞ୍ଚିତ । ଜନତା ଙ୍କୁ ଲୁଚେଇ ଛପେଇ ନିଜର ମନମାନି କାର୍ଯ୍ୟ କରୁଥିବା ର କାରଣ କଣ ? ପ୍ରଶାସନ ନିରବ ଦ୍ରଷ୍ଟା କାହିଁକି? ଜୟପାଟଣା ଦାସ ପଡ଼ା ର ସମସ୍ୟା ଉପରେ ପହଞ୍ଚିପାରୁନାହିଁ କି ପ୍ରଶାସନ ? ନା ଜାଣିଶୁଣି ଅଣଦେଖା କରୁଛି ତାହା ଜବାବ୍ ମାଗୁଛି ଜନତା। ନା ରହିଛି ଭଲ ରାସ୍ତା ଟିଏ , ନା ରହିଛି ଭଲ ଡ୍ରେନ୍ , ନା ଜଳୁଛି ଷ୍ଟ୍ରିଟ୍ ଲାଇଟ୍, ଏକ ପୋଖରୀ ଥାଇ ନଥିଲା ସଦୃଶ୍ୟ , ପୋଖରୀ ଟିଏ ପଙ୍କ ଉଦ୍ଧାର କିମ୍ବା କୌଣସି ପ୍ରକାରର ସ୍ୱଚ୍ଛତା ପାଇଁ ପ୍ରଶାସନ ଙ୍କ ଦୃଷ୍ଟି ନାହିଁ । ଅବ୍ୟବସ୍ଥା ଘେରରେ ଅଙ୍ଗନୱାଡି କେନ୍ଦ୍ର ଶୌଚାଳୟ। ଅନ୍ୟପଟେ ପାଣ୍ଠି ଉପରେ ପାଣ୍ଠି ଅଯଥା କାର୍ଯ୍ୟ କରି ଚାଲିଛି ପ୍ରଶାସନ । ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ରହିଛନ୍ତି ,କିନ୍ତୁ ଏପଟେ ଜନତାଙ୍କ ପାଇଁ ଭଲ ରାସ୍ତା ଖଣ୍ଡେ ନଥିବା ବେଳେ ଅନ୍ୟ ପଟେ ବିକଶିତ ଓଡ଼ିଶା ପାଣ୍ଠି ତରଫରୁ ୩ ଲକ୍ଷ୍ୟ ୫୦ ହଜାର ଟଙ୍କା ର ଫେବର୍ ବ୍ଲକ୍ ରାସ୍ତା ନିର୍ମାଣ ହୋଇଥିବା ଦୃଶ୍ୟ ସାମ୍ନା କୁ ଆସିଛି। ଏଭଳି ଅଞ୍ଚଳରେ ବିକାଶ ନାମରେ ହରିଲୁଟ ଚାଲିଛି । ଖାଲି ସେତିକି ନୁହଁ ଜୟପାଟଣା PWD ରାସ୍ତା ଠାରୁ ଶିବମନ୍ଦିର ରାସ୍ତା ନିର୍ମାଣ ରେ ମଧ୍ୟ ପାଣ୍ଠି ଉପରେ ପାଣ୍ଠି ଅର୍ଥ ଖର୍ଚ୍ଚ ଚାଲିଛି । SFC ୨୦୨୪-୨୫ ରେ ୧ ଲକ୍ଷ୍ୟ ଟଙ୍କା , SFC ୨୦୨୫-୨୬ ରେ ୧ ଲକ୍ଷ୍ୟ ୫୦ ହଜାର ଟଙ୍କା ଏବଂ ୨୦୨୬ ମସିହା ରେ ଆହୁରି କଂକ୍ରିଟ କାର୍ଯ୍ୟ ହୋଇଛି କିନ୍ତୁ କୌଣସି ସୂଚନା ଫଳକ ବୋର୍ଡ ନାହିଁ, ଖାଲି PWD ରାସ୍ତା ଠାରୁ ଶିବ ମନ୍ଦିର ରାସ୍ତା ସୂଚନା ଫଳକ ବୋର୍ଡ ନୁହଁ ଏଭଳି ଅନେକ କାର୍ଯ୍ୟ ର ସୂଚନା ଫଳକ ବୋର୍ଡ ଦିଆଯାଉନଥିବା ଦୃଶ୍ୟ ସାମ୍ନା କୁ ଆସିଛି। ହସ୍ପିଟାଲ ପୋଡ଼ା କଂକ୍ରିଟ ରାସ୍ତା ର ମଧ୍ୟ କୌଣସି ସୂଚନା ଫଳକ ବୋର୍ଡ ନାହିଁ। କଳାହାଣ୍ଡି ଜିଲ୍ଲା ଜୟପାଟଣା ପଞ୍ଚାୟତ ସମିତି ରେ ଚାଲିଛି ଏଭଳି କାର୍ଯ୍ୟ । ଯାହା ସରକାରୀ ନିୟମ ବାହାରେ , ଗୋଷ୍ଠି ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ଥିବା ବେଳେ ଅଞ୍ଚଳ ପାଇଁ କେତେ ପରିମାଣ ର ପାଣ୍ଠି ଆସିଥିଲା ଏବଂ କେତେ ଅର୍ଥ କେଉଁ ଜାଗାରେ ବ୍ୟୟ ହେଲା ତାହା ପ୍ରଶ୍ନବାଚୀ ଉଠିଛି। ଖବର ପ୍ରକାଶ ପରେ ପ୍ରଶାସନ କେତେ ଯେ ତତ୍ପରତା ତାହା ଦେଖିବାକୁ ବାକି ରହିଲା। କଳାହାଣ୍ଡି ରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ
    4
    ଜୟପାଟଣା ବ୍ଲକ ସରକାରି ବାବୁ ଙ୍କ ମନମାନି କାର୍ଯ୍ୟ  । ଜନତାଙ୍କୁ ଅଣଦେଖା କାହିଁକି?
Anc- ଦୀପତଳ ଅନ୍ଧାର ସଦୃଶ୍ୟ କହିଲେ ଅତୁପ୍ତ ହେବ ନାହିଁ ଜୟପାଟଣା ଲାଖ ଲଚା ପଡ଼ା ବା ଦାସ ପଡ଼ା ର ସମସ୍ୟା । ପଞ୍ଚାୟତ ସମିତି ଅତିନିକଟବର୍ଟି ଏହି ପଡ଼ା କିନ୍ତୁ ସରକାରୀ ସୁବିଧାରୁ ବଞ୍ଚିତ । 
ଜନତା ଙ୍କୁ ଲୁଚେଇ ଛପେଇ ନିଜର ମନମାନି କାର୍ଯ୍ୟ କରୁଥିବା ର କାରଣ କଣ ? ପ୍ରଶାସନ ନିରବ ଦ୍ରଷ୍ଟା କାହିଁକି? ଜୟପାଟଣା ଦାସ ପଡ଼ା ର ସମସ୍ୟା ଉପରେ ପହଞ୍ଚିପାରୁନାହିଁ କି ପ୍ରଶାସନ ? ନା ଜାଣିଶୁଣି ଅଣଦେଖା କରୁଛି ତାହା  ଜବାବ୍ ମାଗୁଛି ଜନତା।
ନା ରହିଛି ଭଲ ରାସ୍ତା ଟିଏ , ନା ରହିଛି ଭଲ ଡ୍ରେନ୍ , ନା ଜଳୁଛି ଷ୍ଟ୍ରିଟ୍ ଲାଇଟ୍,  ଏକ ପୋଖରୀ ଥାଇ ନଥିଲା ସଦୃଶ୍ୟ ,  ପୋଖରୀ ଟିଏ  ପଙ୍କ ଉଦ୍ଧାର କିମ୍ବା କୌଣସି ପ୍ରକାରର ସ୍ୱଚ୍ଛତା ପାଇଁ ପ୍ରଶାସନ ଙ୍କ ଦୃଷ୍ଟି ନାହିଁ ।  ଅବ୍ୟବସ୍ଥା ଘେରରେ ଅଙ୍ଗନୱାଡି କେନ୍ଦ୍ର ଶୌଚାଳୟ। ଅନ୍ୟପଟେ ପାଣ୍ଠି ଉପରେ ପାଣ୍ଠି ଅଯଥା କାର୍ଯ୍ୟ କରି ଚାଲିଛି ପ୍ରଶାସନ । ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ରହିଛନ୍ତି ,କିନ୍ତୁ ଏପଟେ ଜନତାଙ୍କ ପାଇଁ ଭଲ  ରାସ୍ତା ଖଣ୍ଡେ ନଥିବା ବେଳେ ଅନ୍ୟ ପଟେ   ବିକଶିତ ଓଡ଼ିଶା ପାଣ୍ଠି ତରଫରୁ ୩ ଲକ୍ଷ୍ୟ ୫୦ ହଜାର ଟଙ୍କା ର ଫେବର୍ ବ୍ଲକ୍ ରାସ୍ତା ନିର୍ମାଣ ହୋଇଥିବା ଦୃଶ୍ୟ ସାମ୍ନା କୁ ଆସିଛି। ଏଭଳି ଅଞ୍ଚଳରେ ବିକାଶ ନାମରେ ହରିଲୁଟ ଚାଲିଛି । ଖାଲି ସେତିକି ନୁହଁ ଜୟପାଟଣା PWD ରାସ୍ତା ଠାରୁ ଶିବମନ୍ଦିର ରାସ୍ତା ନିର୍ମାଣ ରେ ମଧ୍ୟ ପାଣ୍ଠି ଉପରେ ପାଣ୍ଠି ଅର୍ଥ ଖର୍ଚ୍ଚ ଚାଲିଛି । SFC ୨୦୨୪-୨୫ ରେ ୧ ଲକ୍ଷ୍ୟ ଟଙ୍କା , SFC ୨୦୨୫-୨୬ ରେ ୧ ଲକ୍ଷ୍ୟ ୫୦ ହଜାର ଟଙ୍କା ଏବଂ ୨୦୨୬ ମସିହା ରେ ଆହୁରି କଂକ୍ରିଟ କାର୍ଯ୍ୟ ହୋଇଛି କିନ୍ତୁ କୌଣସି ସୂଚନା ଫଳକ ବୋର୍ଡ ନାହିଁ, ଖାଲି  PWD ରାସ୍ତା ଠାରୁ ଶିବ ମନ୍ଦିର ରାସ୍ତା ସୂଚନା ଫଳକ ବୋର୍ଡ ନୁହଁ ଏଭଳି ଅନେକ କାର୍ଯ୍ୟ ର ସୂଚନା ଫଳକ ବୋର୍ଡ ଦିଆଯାଉନଥିବା ଦୃଶ୍ୟ ସାମ୍ନା କୁ ଆସିଛି। ହସ୍ପିଟାଲ ପୋଡ଼ା କଂକ୍ରିଟ ରାସ୍ତା ର ମଧ୍ୟ କୌଣସି ସୂଚନା ଫଳକ ବୋର୍ଡ ନାହିଁ। କଳାହାଣ୍ଡି ଜିଲ୍ଲା ଜୟପାଟଣା ପଞ୍ଚାୟତ ସମିତି ରେ ଚାଲିଛି ଏଭଳି  କାର୍ଯ୍ୟ । ଯାହା ସରକାରୀ ନିୟମ ବାହାରେ , ଗୋଷ୍ଠି ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ଥିବା ବେଳେ ଅଞ୍ଚଳ ପାଇଁ କେତେ ପରିମାଣ ର ପାଣ୍ଠି ଆସିଥିଲା ଏବଂ କେତେ ଅର୍ଥ କେଉଁ ଜାଗାରେ ବ୍ୟୟ ହେଲା ତାହା ପ୍ରଶ୍ନବାଚୀ ଉଠିଛି। ଖବର ପ୍ରକାଶ ପରେ ପ୍ରଶାସନ କେତେ ଯେ ତତ୍ପରତା ତାହା ଦେଖିବାକୁ ବାକି ରହିଲା।       କଳାହାଣ୍ଡି ରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ
    user_ରିତେଶ ମୁଣ୍ଡ କୋକସରା ମେଡ଼ିଆ
    ରିତେଶ ମୁଣ୍ଡ କୋକସରା ମେଡ଼ିଆ
    Press advisory Kokasara, Kalahandi•
    11 hrs ago
  • ବକ୍ସି ଶିରୁପୂର୍ ଠାରେ ମା ମାଝୀ ଗୋରୀ ଙ୍କ ଝାମୁଯାତ୍ରା ଅନୁଷ୍ଠିତ। ରିପୋର୍ଟର ନରୋତ୍ତମ ପାଢ଼ ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ ହାଟ ମୁନିଗୁଡା ପଞ୍ଚାୟତ ର ବାକ୍ସି ସିରିପୁର ଠାରେ ମା ମାଝୀ ଗୋରୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାବିତ୍ର ବାସନ୍ତୀଙ୍କ ନବ ରାତ୍ରି ପୂଜା ୧୨ ଦିନ ଧରି ଚାଲି ଆସିଛି ଆଜି ସେଶ ଦିନ ରେ ମା ଙ୍କ ଅଗ୍ନି ପରୀକ୍ଷା ଦେଇଥାନ୍ତି। ଏହି ଯାତ୍ରା ଟି ଆଜିକୁ ୨୧ ବର୍ଷ ହେବ ଚାଲି ଆସିଛି। ସେବକ ମାନେ ଓ ଭକ୍ତ ମାନେ ମନ ଦୁଃଖ ଏତି କି ଯେ ମା ଙ୍କ ପାଇ ସ୍ଵତନ୍ତ୍ର ଆସନ ବା ମନ୍ଦୀର ଖଣ୍ଡେ ହୋଇଥିଲେ ଭକ୍ତ ମାନେ ସବୁଦିନ ପୁଜା ଅର୍ଚ୍ଚନା କରିପାରି ଥାନ୍ତେ। ବିଗତ ଦିନ ମାନଙ୍କରେ ବିଧାୟକ ମାନେ କଥା ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ କାରୀ ହୋଇପରିଲା ନହି । ଏହି କାର୍ଯ୍ୟ କର୍ମ ଟି କୁ ନିଜସ୍ଵ ଇଚ୍ଛା ଶକ୍ତି ଓ ଭକ୍ତ ମାନଙ୍କ ସହୋଜଗ ରେ ଛାଲି ଆସୁଛି।ଅରକ୍ଷିତ ରଣା, ପ୍ରସାନ୍ତ ରଣା, ବ୍ରଜ ରଣା, ୠଷି ରଣା, ଅଜିତ ରଣା, ଉମାକାନ୍ତ ନାୟକ, କନ୍ତରୀ ଡମ୍ବରୁଧର ପୁଜା ରି,ସୁରେଶ ମାଲିଦୋର, ନିର୍ମଳ ଗୋଡ଼, ମୁଖ୍ୟ ସେବକp କମଳା, ପିତାମ୍ବର ସାରାକା, କୀର୍ତ୍ତି ଚନ୍ଦ୍ର ଗୌଡ଼, ଯଦୁମଣି ବୋଇଟରୁ, ନିରଞ୍ଜନ ଗୌଡ଼ ବିଜେପି ରାଜ୍ୟ obc ମୂର୍ଚ୍ଛା ରାମ ବେହେରା, ବାଦଲ କୁମାର ରଣା, ରମେଶ ଗୌଡ଼, ମେଘ ନାଦ ଖିଲାଡ଼ି ଉପସ୍ଥିତ ରହି ଥିଲେ ଓ ଗ୍ରାମ ବାସୀ ବୃନ୍ଦ୍ ଓ ୧୦୦୦ରୁ ଉର୍ଦ୍ଧ୍ବ ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳିଛି। ରାୟଗଡା ଜିଲ୍ଲା ପ୍ରତିନିଧି ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ
    4
    ବକ୍ସି ଶିରୁପୂର୍ ଠାରେ ମା ମାଝୀ ଗୋରୀ ଙ୍କ ଝାମୁଯାତ୍ରା ଅନୁଷ୍ଠିତ।
ରିପୋର୍ଟର ନରୋତ୍ତମ ପାଢ଼
ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ ହାଟ ମୁନିଗୁଡା ପଞ୍ଚାୟତ ର ବାକ୍ସି ସିରିପୁର  ଠାରେ  ମା ମାଝୀ ଗୋରୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାବିତ୍ର ବାସନ୍ତୀଙ୍କ ନବ ରାତ୍ରି ପୂଜା ୧୨ ଦିନ ଧରି ଚାଲି ଆସିଛି ଆଜି ସେଶ ଦିନ ରେ ମା ଙ୍କ ଅଗ୍ନି ପରୀକ୍ଷା ଦେଇଥାନ୍ତି। ଏହି ଯାତ୍ରା ଟି ଆଜିକୁ ୨୧ ବର୍ଷ ହେବ ଚାଲି ଆସିଛି। ସେବକ ମାନେ ଓ ଭକ୍ତ ମାନେ ମନ ଦୁଃଖ ଏତି କି ଯେ ମା ଙ୍କ ପାଇ ସ୍ଵତନ୍ତ୍ର  ଆସନ ବା ମନ୍ଦୀର ଖଣ୍ଡେ ହୋଇଥିଲେ ଭକ୍ତ ମାନେ ସବୁଦିନ ପୁଜା ଅର୍ଚ୍ଚନା କରିପାରି ଥାନ୍ତେ। ବିଗତ ଦିନ ମାନଙ୍କରେ  ବିଧାୟକ ମାନେ କଥା ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ କାରୀ ହୋଇପରିଲା ନହି । ଏହି କାର୍ଯ୍ୟ କର୍ମ ଟି କୁ  ନିଜସ୍ଵ   ଇଚ୍ଛା ଶକ୍ତି ଓ ଭକ୍ତ ମାନଙ୍କ ସହୋଜଗ ରେ ଛାଲି ଆସୁଛି।ଅରକ୍ଷିତ ରଣା, ପ୍ରସାନ୍ତ ରଣା, ବ୍ରଜ ରଣା, ୠଷି ରଣା, ଅଜିତ ରଣା, ଉମାକାନ୍ତ ନାୟକ, କନ୍ତରୀ ଡମ୍ବରୁଧର ପୁଜା ରି,ସୁରେଶ ମାଲିଦୋର, ନିର୍ମଳ ଗୋଡ଼, ମୁଖ୍ୟ ସେବକp କମଳା, ପିତାମ୍ବର ସାରାକା, କୀର୍ତ୍ତି ଚନ୍ଦ୍ର ଗୌଡ଼, ଯଦୁମଣି ବୋଇଟରୁ,  ନିରଞ୍ଜନ ଗୌଡ଼ ବିଜେପି ରାଜ୍ୟ obc ମୂର୍ଚ୍ଛା  ରାମ ବେହେରା, ବାଦଲ କୁମାର ରଣା, ରମେଶ ଗୌଡ଼, ମେଘ ନାଦ ଖିଲାଡ଼ି ଉପସ୍ଥିତ ରହି ଥିଲେ ଓ ଗ୍ରାମ ବାସୀ ବୃନ୍ଦ୍ ଓ ୧୦୦୦ରୁ ଉର୍ଦ୍ଧ୍ବ ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳିଛି। ରାୟଗଡା ଜିଲ୍ଲା ପ୍ରତିନିଧି ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ
    user_Narattam Kumar padhy
    Narattam Kumar padhy
    ବିଷମାକଟକ, ରାୟଗଡା, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.