logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କଳାହାଣ୍ଡି:ନାରୀ ଶକ୍ତି ବନ୍ଦନ କେ ନେଇ କରି କାଣା କହୁଛନ ବିଜେପି ନେତ୍ରୀ ।

2 hrs ago
user_Bharat Bishi
Bharat Bishi
ସଦର, କଳାହାଣ୍ଡି, ଓଡ଼ିଶା•
2 hrs ago

କଳାହାଣ୍ଡି:ନାରୀ ଶକ୍ତି ବନ୍ଦନ କେ ନେଇ କରି କାଣା କହୁଛନ ବିଜେପି ନେତ୍ରୀ ।

More news from ଓଡ଼ିଶା and nearby areas
  • କୋଶଲି ଭାଷା କୁ ସମ୍ବିଧାନ ର ଅଷ୍ଟମ ଶ୍ରେଣୀ ରେ ସ୍ଥାନିତ ଦାବି ନେଇ ନୂଆ ଯୋଜନା.. ଜନଗଣନା କୁ ଟାର୍ଗେଟ କରିବ କୋଶଲି ଭାଷା ସୁରକ୍ଷା ସମିତି.. ଟିଟିଲାଗଡ଼ ରେ ରାଜ୍ୟ ସ୍ତରୀୟ କୋଶଲି ଭାଷା ସମ୍ମେଳନ ଅନୁଷ୍ଠିତ.. ଟିଟିଲାଗଡ଼.. ଟିଟିଲାଗଡ଼ ସହର ନିକଟସ୍ଥ ହୋଟେଲ ଡ଼ି ଏନ ରିସର୍ଟ ପରିସରରେ ରାଜ୍ୟ ସ୍ତରୀୟ କୋଶଲି ଭାଷା ସମ୍ମେଳନ ଆୟୋଜିତ ହୋଇଯାଇଛି l ପ୍ରସିଦ୍ଧ କୋଶଲି ଗବେଷକ ତଥା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି ରହିଥିବା ବେଳେ ଡ଼ଃ ଦୋଳଗୋବିନ୍ଦ ବିଶି,ମୁଖ୍ୟ ବକ୍ତା ଭାବରେ ରହିଥିଲେ l ସମ୍ମାନିତ ଅତିଥି ଭାବରେ ସି ଏ, ଯମୁନା ପ୍ରସାଦ ଗୋୟଲ, ସୁଶୀଲ କୁମାର ଗୁରୁ, ଲୋହିତଷ ଯୋଶୀ, ସଂଜୟ କୁମାର ମିଶ୍ର, ଡ଼ଃ ପରମେଶ୍ୱର ମୁଣ୍ଡ, ଗୋରେଖ ନାଥ ସାହୁ ପ୍ରମୁଖ ମଂଚାସୀନ ରହିଥିଲେ l ଏହି ଅବସରରେ ବିଭିନ୍ନ ବକ୍ତା ମାନେ କୋଶଲି ଭାଷା କୁ ସମ୍ବିଧାନ ର ଅଷ୍ଟମ ସୁଚି ରେ ସ୍ଥାନାନ୍ତରିତ କରିବାକୁ କୋଶଲି ଭାଷା ସୁରକ୍ଷା ସମିତି ଗତ ପାଞ୍ଚ ଦଶନ୍ଧି ଧରି ସଂଘର୍ଷ କରି ଆସୁଥିବା ବେଳେ ଅନେକ ସମୟରେ କେନ୍ଦ୍ର ସରକାର ଙ୍କ ଦୃଷ୍ଟି ଆକର୍ଷଣ କରି ସାରିଛି l ହେଲେ ସମ୍ବଲପୁର ର କିଛି ନ୍ୟସ୍ତ ସ୍ୱାର୍ଥ ଲୋକଙ୍କ ପାଇଁ ପଶ୍ଚିମ ଓଡିଶା ର ଦୁଇ କୋଟି କୋଶଲି ଲୋକଙ୍କ ଉପରେ ବିଶ୍ୱାସଘାତ ଭଳି କାର୍ଯ୍ୟ କରିବା ଯୋଗୁଁ ଆଜିବି କୋଶଲି ଭାଷା ନିଜ ହକ ପାଇଁ ସଂଘର୍ଷ କରୁଛି ବୋଳି ବକ୍ତା ମାନେ ପ୍ରକାଶ କରିଥିଲେ l ଆଗକୁ କୋଶଲି ଭାଷା ସମ୍ବିଧାନ ର ଅଷ୍ଟମ ଶ୍ରେଣୀରେ ଲିପିବଦ୍ଧ କରିବାକୁ ହେଲେ ଜାରି ରହିଥିବା ଜନଗଣନା କୁ ଟାର୍ଗେଟ କରାଯିବ ବୋଳି ନିଷ୍ପତି ନେଇଛି କୋଶଲି ଭାଷା ସୁରକ୍ଷା ସମିତି l ପ୍ରତି ଗାଁ ର ପ୍ରତି ପରିବାର ଲୋକେ ନିଜ ଭାଷା କୋଶଲି ଭାଷା ନେଇ ପରିଚୟ ଦେବାକୁ ଆହ୍ୱାନ କରାଯାଇଛି l ଶିଶୁ ଯେଉଁ ଭାଷା ପ୍ରଥମେ ନିଜ ମାଙ୍କ ଠାରୁ ଗ୍ରହଣ କରିଥାଏ ସେହି ଭାଷା ହିଁ କୋଶଲି ଭାଷା, ଆମ ନିଜ ଭାଷା ବୋଳି ଜଗଦାନନ୍ଦ ଛୁରିଆ, ଡ଼ଃ ଦୋଳଗୋବିନ୍ଦ ବିଶି ପ୍ରମୁଖ କହିବା ସହିତ ଅନ୍ତିମ ସୋପାନ ଯାଏଁ ସଂଗ୍ରାମ ଜାରି ରହିଥିବ ବୋଳି ପ୍ରକାଶ କରିଛନ୍ତି l ଏହି ଅବସରରେ ଅନେକ କୋଶଲି ଲେଖକ ପ୍ରକାଶକ ମାନଙ୍କୁ ସମ୍ମାନିତ କରାଯାଇଥିଲା l ଗବେଷକ ଗୋରେଖନାଥ ସାହୁ, କବି ହେମନ୍ତ ଦୀପ, କୃଷ୍ଣ ଚନ୍ଦ୍ର ବାରିକ, ରବୀନ୍ଦ୍ର କୁମାର ଖମାରି, ପ୍ରଭାସିନୀ ଯୋଶୀ, କବି ସନ୍ଦୀପ କଅଁର, ଅଖୋଜ କୁମାର ସାଙ୍ଗ, ନିଶାର ଅହମ୍ମଦ, ଜ୍ୟୋତି ପ୍ରକାଶ ଗଡ଼ତ୍ୟା, ଗଜେନ୍ଦ୍ର ବାଗ ଆଦି ପ୍ରକାଶକ ତଥା ଲେଖକ ମାନଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ମାନିତ କରିଥିବା ବେଳେ ସୁରତା ସମ୍ମାନ ରେ ଜିତେନ୍ଦ୍ର ନାଥ ପଟ୍ଟନାୟକ, ନବୀନ ବିଶ୍ଵବନ୍ଧୁ, ପରମେଶ୍ୱର ମୁଣ୍ଡ, ସୁଶୀଲ କୁମାର ଗୁରୁ, ଯଗେଶ୍ୱର ବିଶି ଙ୍କୁ ସମ୍ମାନିତ କରାଯାଇଛି l ଠିକ ସେହିପରି ବିଭିନ୍ନ କୋଶଲି ଅନୁଷ୍ଠାନ ର ସଂଗଠକ ମାନଙ୍କୁ ସମ୍ମାନିତ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ସତ୍ୟବ୍ରତ ପଣ୍ଡା ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ର ଅଧ୍ୟକ୍ଷ ଭିକାରି ଚରଣ ମିଶ୍ର, ସଭାପତି ଦିଲୀପ ପଶାୟତ, ସୁଶାନ୍ତ ମାଝୀ ସହଯୋଗ କରିଥିଲେ l
    4
    କୋଶଲି ଭାଷା କୁ ସମ୍ବିଧାନ ର ଅଷ୍ଟମ ଶ୍ରେଣୀ ରେ ସ୍ଥାନିତ ଦାବି ନେଇ ନୂଆ ଯୋଜନା..
ଜନଗଣନା କୁ ଟାର୍ଗେଟ କରିବ କୋଶଲି ଭାଷା ସୁରକ୍ଷା ସମିତି..
ଟିଟିଲାଗଡ଼ ରେ ରାଜ୍ୟ ସ୍ତରୀୟ କୋଶଲି ଭାଷା ସମ୍ମେଳନ ଅନୁଷ୍ଠିତ..
ଟିଟିଲାଗଡ଼..
ଟିଟିଲାଗଡ଼ ସହର ନିକଟସ୍ଥ ହୋଟେଲ ଡ଼ି ଏନ ରିସର୍ଟ ପରିସରରେ ରାଜ୍ୟ ସ୍ତରୀୟ କୋଶଲି ଭାଷା ସମ୍ମେଳନ ଆୟୋଜିତ ହୋଇଯାଇଛି l ପ୍ରସିଦ୍ଧ କୋଶଲି ଗବେଷକ ତଥା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି ରହିଥିବା ବେଳେ ଡ଼ଃ ଦୋଳଗୋବିନ୍ଦ ବିଶି,ମୁଖ୍ୟ ବକ୍ତା ଭାବରେ ରହିଥିଲେ l ସମ୍ମାନିତ ଅତିଥି ଭାବରେ ସି ଏ, ଯମୁନା ପ୍ରସାଦ ଗୋୟଲ, ସୁଶୀଲ କୁମାର ଗୁରୁ, ଲୋହିତଷ ଯୋଶୀ, ସଂଜୟ କୁମାର ମିଶ୍ର, ଡ଼ଃ ପରମେଶ୍ୱର ମୁଣ୍ଡ, ଗୋରେଖ ନାଥ ସାହୁ ପ୍ରମୁଖ ମଂଚାସୀନ ରହିଥିଲେ l ଏହି ଅବସରରେ ବିଭିନ୍ନ ବକ୍ତା ମାନେ କୋଶଲି ଭାଷା କୁ ସମ୍ବିଧାନ ର ଅଷ୍ଟମ ସୁଚି ରେ ସ୍ଥାନାନ୍ତରିତ କରିବାକୁ କୋଶଲି ଭାଷା ସୁରକ୍ଷା ସମିତି ଗତ ପାଞ୍ଚ ଦଶନ୍ଧି ଧରି ସଂଘର୍ଷ କରି ଆସୁଥିବା ବେଳେ ଅନେକ ସମୟରେ କେନ୍ଦ୍ର ସରକାର ଙ୍କ ଦୃଷ୍ଟି ଆକର୍ଷଣ କରି ସାରିଛି l ହେଲେ ସମ୍ବଲପୁର ର କିଛି ନ୍ୟସ୍ତ ସ୍ୱାର୍ଥ ଲୋକଙ୍କ ପାଇଁ ପଶ୍ଚିମ ଓଡିଶା ର ଦୁଇ କୋଟି କୋଶଲି ଲୋକଙ୍କ ଉପରେ ବିଶ୍ୱାସଘାତ ଭଳି କାର୍ଯ୍ୟ କରିବା ଯୋଗୁଁ ଆଜିବି କୋଶଲି ଭାଷା ନିଜ ହକ ପାଇଁ ସଂଘର୍ଷ କରୁଛି ବୋଳି ବକ୍ତା ମାନେ ପ୍ରକାଶ କରିଥିଲେ l ଆଗକୁ କୋଶଲି ଭାଷା ସମ୍ବିଧାନ ର ଅଷ୍ଟମ ଶ୍ରେଣୀରେ ଲିପିବଦ୍ଧ କରିବାକୁ ହେଲେ ଜାରି ରହିଥିବା ଜନଗଣନା କୁ ଟାର୍ଗେଟ କରାଯିବ ବୋଳି ନିଷ୍ପତି ନେଇଛି କୋଶଲି ଭାଷା ସୁରକ୍ଷା ସମିତି l ପ୍ରତି ଗାଁ ର ପ୍ରତି ପରିବାର ଲୋକେ ନିଜ ଭାଷା କୋଶଲି ଭାଷା ନେଇ ପରିଚୟ ଦେବାକୁ ଆହ୍ୱାନ କରାଯାଇଛି l ଶିଶୁ ଯେଉଁ ଭାଷା ପ୍ରଥମେ ନିଜ ମାଙ୍କ ଠାରୁ ଗ୍ରହଣ କରିଥାଏ ସେହି ଭାଷା ହିଁ କୋଶଲି ଭାଷା, ଆମ ନିଜ ଭାଷା ବୋଳି ଜଗଦାନନ୍ଦ ଛୁରିଆ, ଡ଼ଃ ଦୋଳଗୋବିନ୍ଦ ବିଶି ପ୍ରମୁଖ କହିବା ସହିତ ଅନ୍ତିମ ସୋପାନ ଯାଏଁ ସଂଗ୍ରାମ ଜାରି ରହିଥିବ ବୋଳି ପ୍ରକାଶ କରିଛନ୍ତି l ଏହି ଅବସରରେ ଅନେକ କୋଶଲି ଲେଖକ ପ୍ରକାଶକ ମାନଙ୍କୁ ସମ୍ମାନିତ କରାଯାଇଥିଲା l ଗବେଷକ ଗୋରେଖନାଥ ସାହୁ, କବି ହେମନ୍ତ ଦୀପ, କୃଷ୍ଣ ଚନ୍ଦ୍ର ବାରିକ, ରବୀନ୍ଦ୍ର କୁମାର ଖମାରି, ପ୍ରଭାସିନୀ ଯୋଶୀ, କବି ସନ୍ଦୀପ କଅଁର, ଅଖୋଜ କୁମାର ସାଙ୍ଗ, ନିଶାର ଅହମ୍ମଦ, ଜ୍ୟୋତି ପ୍ରକାଶ ଗଡ଼ତ୍ୟା, ଗଜେନ୍ଦ୍ର ବାଗ ଆଦି ପ୍ରକାଶକ ତଥା ଲେଖକ ମାନଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ମାନିତ କରିଥିବା ବେଳେ ସୁରତା ସମ୍ମାନ ରେ ଜିତେନ୍ଦ୍ର ନାଥ ପଟ୍ଟନାୟକ, ନବୀନ ବିଶ୍ଵବନ୍ଧୁ, ପରମେଶ୍ୱର ମୁଣ୍ଡ, ସୁଶୀଲ କୁମାର ଗୁରୁ, ଯଗେଶ୍ୱର ବିଶି ଙ୍କୁ ସମ୍ମାନିତ କରାଯାଇଛି l ଠିକ ସେହିପରି ବିଭିନ୍ନ କୋଶଲି ଅନୁଷ୍ଠାନ ର ସଂଗଠକ ମାନଙ୍କୁ ସମ୍ମାନିତ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ସତ୍ୟବ୍ରତ ପଣ୍ଡା ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ର ଅଧ୍ୟକ୍ଷ ଭିକାରି ଚରଣ ମିଶ୍ର, ସଭାପତି ଦିଲୀପ ପଶାୟତ, ସୁଶାନ୍ତ ମାଝୀ ସହଯୋଗ କରିଥିଲେ l
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    40 min ago
  • ଖଡ଼ିଆଳ ମହୋ୍ସବ ୨୦୨୬ ର ଝଲକ, ଦେଖନ୍ତୁ.............
    1
    ଖଡ଼ିଆଳ ମହୋ୍ସବ ୨୦୨୬ ର ଝଲକ, ଦେଖନ୍ତୁ.............
    user_HEMANTA KUMAR BEHERA
    HEMANTA KUMAR BEHERA
    Video Creator ଖରିଆର, ନୂଆପଡ଼ା, ଓଡ଼ିଶା•
    11 hrs ago
  • ନିମାପଡା ବ୍ଲକ ର ଅରିଷଣ୍ଢ ପଞ୍ଚାୟତ ର ୯ ନମ୍ବର ୱାର୍ଡ ର ବାରିକ ସା‌ହି ଠାରେଥିବା ନଳକୂପ ଟି ଦୀର୍ଘ 5 ମାସ ହେବ ଅଚଳ ହୋଇ ପଡ଼ିରହିଛି। ପାଞ୍ଚ ମାସ ପୂର୍ବେ ନଳକୂପଟି ଠିକ ରେ ଚାଲିଥିଲା। ବାରିକ ସାହି ରାସ୍ତା ର ଉନ୍ନତି କରଣ ହେଲା ବେଳେ ଠିକାଦାର ନଳକୂପ ଥିବା ସ୍ଥାନ ରେ ମାଟି ଅଳିଆ ଅବର୍ଜନା ପକାଇ ଦେଇଛନ୍ତି, ଯାହାଫଳରେ ଜନସାଧାରଣ ନଳକୂପ ପାଣି ବ୍ୟବହାର କରିପାରିଲେ ନାହିଁ। ଗ୍ରାମବାସୀ ମାନେ ବାରମ୍ବାର ସରପଞ୍ଚ ଙ୍କୁ ଜଣାଇଲେ ମଧ୍ୟ ସରପଞ୍ଚ ନଳକୂପ ମରାମତି କରିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। କାରଣ ନିର୍ବାଚନ ସମୟରେ ଏହି ସାହି ର ଭୋଟ ଦତା ସରପଞ୍ଚ ଙ୍କୁ ଭୋଟ ଦେଇ ନ ଥିବା ହେତୁ ନଳକୂପ ମରାମତି ରେ ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ନଳକୂପ ମରାମତି କଲେ ପିଇବା ପାଣି ଅଭାବ ରେ ଛଟପଟ ହେଉଥିବା ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି। ନିମାପଡା ରୁ ଦିପୁରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
    1
    ନିମାପଡା ବ୍ଲକ ର 
ଅରିଷଣ୍ଢ ପଞ୍ଚାୟତ ର ୯ ନମ୍ବର ୱାର୍ଡ ର ବାରିକ ସା‌ହି ଠାରେଥିବା ନଳକୂପ ଟି ଦୀର୍ଘ 5 ମାସ ହେବ ଅଚଳ ହୋଇ ପଡ଼ିରହିଛି। ପାଞ୍ଚ ମାସ ପୂର୍ବେ ନଳକୂପଟି ଠିକ ରେ ଚାଲିଥିଲା। ବାରିକ ସାହି ରାସ୍ତା ର ଉନ୍ନତି କରଣ ହେଲା ବେଳେ ଠିକାଦାର ନଳକୂପ ଥିବା ସ୍ଥାନ ରେ ମାଟି ଅଳିଆ ଅବର୍ଜନା ପକାଇ ଦେଇଛନ୍ତି, ଯାହାଫଳରେ ଜନସାଧାରଣ ନଳକୂପ ପାଣି ବ୍ୟବହାର କରିପାରିଲେ ନାହିଁ। ଗ୍ରାମବାସୀ ମାନେ ବାରମ୍ବାର ସରପଞ୍ଚ ଙ୍କୁ ଜଣାଇଲେ ମଧ୍ୟ ସରପଞ୍ଚ ନଳକୂପ ମରାମତି କରିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। କାରଣ ନିର୍ବାଚନ ସମୟରେ ଏହି ସାହି ର ଭୋଟ ଦତା ସରପଞ୍ଚ ଙ୍କୁ ଭୋଟ ଦେଇ ନ ଥିବା ହେତୁ ନଳକୂପ ମରାମତି ରେ ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ନଳକୂପ ମରାମତି କଲେ ପିଇବା ପାଣି ଅଭାବ ରେ ଛଟପଟ ହେଉଥିବା  ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି।
ନିମାପଡା ରୁ ଦିପୁରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    17 hrs ago
  • ଆସନ୍ତୁ କାଲି ବହୁଜନ ସମାଜ ପାର୍ଟି ତରଫରୁ କଂସାରିଗୁଡା ଠାରେ ବିଶାଳ ବହୁଜନ ସମାବେଶ
    1
    ଆସନ୍ତୁ କାଲି ବହୁଜନ ସମାଜ ପାର୍ଟି  ତରଫରୁ କଂସାରିଗୁଡା ଠାରେ   
ବିଶାଳ ବହୁଜନ ସମାବେଶ
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    38 min ago
  • Post by MSP TV (Reporter:-MiHiR)
    1
    Post by MSP TV (Reporter:-MiHiR)
    user_MSP TV (Reporter:-MiHiR)
    MSP TV (Reporter:-MiHiR)
    Dabugan, Nabarangpur, Odisha, India ଡାବୁଗାନ, ନବରଙ୍ଗପୁର, ଓଡ଼ିଶା•
    15 hrs ago
  • Bharat deshre Duita 🏧 rahuchhe Hele gute Atm re paisha bhari heba Bahar kari nei hua // Anil Mugri Bhim army Jay Bhim sangathan balangir
    1
    Bharat deshre Duita 🏧 rahuchhe Hele gute Atm re paisha bhari heba Bahar kari nei hua // Anil Mugri Bhim army Jay Bhim sangathan balangir
    user_ମୋର୍ ଅଧିକାର
    ମୋର୍ ଅଧିକାର
    ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    17 hrs ago
  • Post by Rajes Argus news
    1
    Post by Rajes Argus news
    user_Rajes Argus news
    Rajes Argus news
    କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    35 min ago
  • କିରିକୁଟି କୋଳସି ଯାତ୍ରା ---- ଆଗକୁ ଦେଖନ୍ତୁ
    3
    କିରିକୁଟି କୋଳସି ଯାତ୍ରା ---- ଆଗକୁ ଦେଖନ୍ତୁ
    user_Magal nayak
    Magal nayak
    ଦାରିଙ୍ଗବାଡି, କନ୍ଧମାଳ, ଓଡ଼ିଶା•
    13 hrs ago
  • ନୂଆପଡ଼ା ଜିଲ୍ଲା ବିଜେପି ପକ୍ଷରୁ ମହିଳା ଶକ୍ତି ବନ୍ଦନ୍ ବିଲକୁ ସମର୍ଥନ ଏବଂ ବିରୋଧୀ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ବିରୋଧରେ ମହିଳାମାନେ ରାଜରାସ୍ତାରେ I
    1
    ନୂଆପଡ଼ା ଜିଲ୍ଲା ବିଜେପି ପକ୍ଷରୁ ମହିଳା ଶକ୍ତି ବନ୍ଦନ୍  ବିଲକୁ ସମର୍ଥନ ଏବଂ ବିରୋଧୀ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ବିରୋଧରେ ମହିଳାମାନେ ରାଜରାସ୍ତାରେ I
    user_Hareram karuan
    Hareram karuan
    ସାମ୍ବାଦିକ Nuapada, Odisha•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.