Shuru
Apke Nagar Ki App…
କିରିକୁଟିରେ କୋଳସି ଯାତ୍ରା ଅନୁଷ୍ଠିତ କରାଗଲା ଆଜି ଆରମ୍ଭ ହୋଇଥିବା ଦେଖନ୍ତୁ କିରିକୁଟି କୋଳସି ଯାତ୍ରା ---- ଆଗକୁ ଦେଖନ୍ତୁ
Magal nayak
କିରିକୁଟିରେ କୋଳସି ଯାତ୍ରା ଅନୁଷ୍ଠିତ କରାଗଲା ଆଜି ଆରମ୍ଭ ହୋଇଥିବା ଦେଖନ୍ତୁ କିରିକୁଟି କୋଳସି ଯାତ୍ରା ---- ଆଗକୁ ଦେଖନ୍ତୁ
More news from ଓଡ଼ିଶା and nearby areas
- 🌹🌹🌹🌹🌹🌹🌹🌹🌹🌹1
- Post by Rabindra Mandal1
- ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡ: କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ୍, ଗୁମର ଖୋଲିଲା ମୁଖ୍ୟ ଅଭିଯୁକ୍ତ ଗୋପାଳପୁରର ଚର୍ଚ୍ଚିତ ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କ ଅପହରଣ ଓ ହତ୍ୟା ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଆଜି ମୁଖ୍ୟ ଅଭିଯୁକ୍ତ କାଳୁ ପ୍ରଧାନ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ଗୋପାଳପୁର ପୋଲିସ୍। ରିମାଣ୍ଡରେ ଥିବା ଅଭିଯୁକ୍ତମାନେ କିପରି ସୁଧୀରଙ୍କୁ ଅପହରଣ କରିଥିଲେ ଏବଂ କେଉଁଠାରେ ହତ୍ୟା କରିଥିଲେ, ସେ ନେଇ ସମସ୍ତ ତଥ୍ୟ ପୋଲିସ ଆଗରେ ବଖାଣିଛନ୍ତି। ଆଜି ଭୋର ସମୟରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଭିଯୁକ୍ତ କାଳୁ ପ୍ରଧାନକୁ ଭାବିନାରାୟଣପୁର ସ୍ଥିତ ସେହି ପଡ଼ିଆକୁ ନିଆଯାଇଥିଲା, ଯେଉଁଠାରେ ସୁଧୀର ପ୍ରତିଦିନ ଭଲିବଲ୍ ଖେଳନ୍ତି। ସେଠାରୁ ତାଙ୍କୁ କିପରି ଏକ କାର୍ରେ ଜବରଦସ୍ତ ଉଠାଇ ନିଆଯାଇଥିଲା, ତାର ଡେମୋ ଦେଖାଇଛି ଅଭିଯୁକ୍ତ। ଏହାପରେ ହତ୍ୟାକାଣ୍ଡ ଘଟାଯାଇଥିବା ସ୍ଥାନ ଓ ମୃତଦେହ ଫିଙ୍ଗା ଯାଇଥିବା ସ୍ଥାନରେ ମଧ୍ୟ ପୋଲିସ୍ ତଦନ୍ତ କରିଛି।1
- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ବିଶ୍ଵ ବୌଦ୍ଧିକ ସମ୍ପତି ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଚାଟିକଣା ସ୍ଥିତ ଡ଼ଙ୍ଗରିଆ କନ୍ଧ ମାନେ ଯୋଗଦେଇ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ସାଲ୍ ପ୍ରଦର୍ଶନ କରିଥିଲେ । ଏବଂ ଏହି ଅବସରରେ ଫୁଟାସିଂ ଅଞ୍ଚଳର ଲାଞ୍ଜିଆ ସଉରା ମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଚିତ୍ରକଳା ଇଡିତାଲ୍ ପ୍ରଦର୍ଶିତ ହୋଇଥିଲା ।1
- କଳାହାଣ୍ଡି:ନାରୀ ଶକ୍ତି ବନ୍ଦନ କେ ନେଇ କରି କାଣା କହୁଛନ ବିଜେପି ନେତ୍ରୀ ।1
- Post by Sonepur news khulasa1
- ୩୩ ବର୍ଷ ପରେ ପୁଣି ଫେରୁଛି 'ବଲ୍ଲୁ' : ସଞ୍ଜୟ ଦତ୍ତଙ୍କ 'ଖଳନାୟକ ୨'ର ବଡ଼ ଘୋଷଣା 'ବାବା' ତଥା ସଞ୍ଜୁ ବାବାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର। ୧୯୯୩ ମସିହାରେ ବଡ଼ ପରଦାରେ ଧମାଲ କରିଥିବା ସୁପରହିଟ୍ ଚଳଚ୍ଚିତ୍ର 'ଖଳନାୟକ'ର ଦ୍ୱିତୀୟ ଭାଗ ବା 'Khalnayak Returns' ଖୁବଶୀଘ୍ର ଆସିବାକୁ ଯାଉଛି। ନିକଟରେ ସଞ୍ଜୟ ଦତ୍ତ ନିଜେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଟିଜର ଉନ୍ମୋଚନ କରି ଏହି ମେଗା ମୁଭି ବିଷୟରେ ସୂଚନା ଦେଇଛନ୍ତି।1
- କାର ଧକ୍କା ବାଇକ ଅରୋହି ମୃତ । ମୃତକ ଜଣକ ହେଲେ ବୋୖଦ୍ଧ ଥାନା ବୁରଗୁରା ଗ୍ରାମର ବୀରକିଶୋର ଖଟୁଆ । ବିରକିଶୋର ଘରୁ ବୋୖଦ୍ଧ ଯିବା ରାସ୍ତାରେ କନକପୁର ଗ୍ରାମ ନିକଟରେ ଘଟିଥିଲା ଦୁର୍ଘଟଣା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କାର ଟି ଦୁର୍ଘଟଣା ଘଟାଇ ଫେରାର ମାରିଛି ।1
- ବରଯାତ୍ରୀ ବସ ଦୁର୍ଘଟଣାରେ ୨୬ ଆହତ । ବୌଦ୍ଧ ଜିଲ୍ଲାରୁ ବରାତି ସାରି ଫେରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହାଦେବପାଳି ଫାଣ୍ଡି କର୍ତ୍ତଙ୍ଗ ଛକ ନିକଟରେ ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇ ୨୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି। ଆହତମାନଙ୍କୁ ବିନିକା ଡାକ୍ତରଖାନା ଓ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି ।1