Shuru
Apke Nagar Ki App…
ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ବିଶ୍ଵ ବୌଦ୍ଧିକ ସମ୍ପତି ଦିବସ ପାଳିତ ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ବିଶ୍ଵ ବୌଦ୍ଧିକ ସମ୍ପତି ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଚାଟିକଣା ସ୍ଥିତ ଡ଼ଙ୍ଗରିଆ କନ୍ଧ ମାନେ ଯୋଗଦେଇ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ସାଲ୍ ପ୍ରଦର୍ଶନ କରିଥିଲେ । ଏବଂ ଏହି ଅବସରରେ ଫୁଟାସିଂ ଅଞ୍ଚଳର ଲାଞ୍ଜିଆ ସଉରା ମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଚିତ୍ରକଳା ଇଡିତାଲ୍ ପ୍ରଦର୍ଶିତ ହୋଇଥିଲା ।
ବିଭୁ ପ୍ରସାଦ ଶତପଥୀ
ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ବିଶ୍ଵ ବୌଦ୍ଧିକ ସମ୍ପତି ଦିବସ ପାଳିତ ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ବିଶ୍ଵ ବୌଦ୍ଧିକ ସମ୍ପତି ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଚାଟିକଣା ସ୍ଥିତ ଡ଼ଙ୍ଗରିଆ କନ୍ଧ ମାନେ ଯୋଗଦେଇ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ସାଲ୍ ପ୍ରଦର୍ଶନ କରିଥିଲେ । ଏବଂ ଏହି ଅବସରରେ ଫୁଟାସିଂ ଅଞ୍ଚଳର ଲାଞ୍ଜିଆ ସଉରା ମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଚିତ୍ରକଳା ଇଡିତାଲ୍ ପ୍ରଦର୍ଶିତ ହୋଇଥିଲା ।
More news from ଓଡ଼ିଶା and nearby areas
- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ବିଶ୍ଵ ବୌଦ୍ଧିକ ସମ୍ପତି ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଚାଟିକଣା ସ୍ଥିତ ଡ଼ଙ୍ଗରିଆ କନ୍ଧ ମାନେ ଯୋଗଦେଇ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ସାଲ୍ ପ୍ରଦର୍ଶନ କରିଥିଲେ । ଏବଂ ଏହି ଅବସରରେ ଫୁଟାସିଂ ଅଞ୍ଚଳର ଲାଞ୍ଜିଆ ସଉରା ମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଚିତ୍ରକଳା ଇଡିତାଲ୍ ପ୍ରଦର୍ଶିତ ହୋଇଥିଲା ।1
- Post by Rabindra Mandal1
- Post by Ansubhai Pandey1
- ଆସନ୍ତୁ କାଲି ବହୁଜନ ସମାଜ ପାର୍ଟି ତରଫରୁ କଂସାରିଗୁଡା ଠାରେ ବିଶାଳ ବହୁଜନ ସମାବେଶ1
- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ: ଅଳ୍ପକେ ବର୍ତ୍ତିଲେ ଟ୍ରମ୍ପ, ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ସନ୍ଦିଗ୍ଧ ଅଟକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ଥରେ ହତ୍ୟା ଉଦ୍ୟମ କରାଯାଇଛି। ଶନିବାର ରାତିରେ (ଏପ୍ରିଲ ୨୫, ୨୦୨୬) ୱାଶିଂଟନର ହିଲଟନ୍ ହୋଟେଲରେ ଆୟୋଜିତ 'ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟସ୍ ଡିନର' କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ତେବେ ସୁରକ୍ଷା କର୍ମୀଙ୍କ ତତ୍ପରତା ଯୋଗୁଁ ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି।1
- କିରିକୁଟି କୋଳସି ଯାତ୍ରା ---- ଆଗକୁ ଦେଖନ୍ତୁ3
- ନିମାପଡା ବ୍ଲକ ର ଅରିଷଣ୍ଢ ପଞ୍ଚାୟତ ର ୯ ନମ୍ବର ୱାର୍ଡ ର ବାରିକ ସାହି ଠାରେଥିବା ନଳକୂପ ଟି ଦୀର୍ଘ 5 ମାସ ହେବ ଅଚଳ ହୋଇ ପଡ଼ିରହିଛି। ପାଞ୍ଚ ମାସ ପୂର୍ବେ ନଳକୂପଟି ଠିକ ରେ ଚାଲିଥିଲା। ବାରିକ ସାହି ରାସ୍ତା ର ଉନ୍ନତି କରଣ ହେଲା ବେଳେ ଠିକାଦାର ନଳକୂପ ଥିବା ସ୍ଥାନ ରେ ମାଟି ଅଳିଆ ଅବର୍ଜନା ପକାଇ ଦେଇଛନ୍ତି, ଯାହାଫଳରେ ଜନସାଧାରଣ ନଳକୂପ ପାଣି ବ୍ୟବହାର କରିପାରିଲେ ନାହିଁ। ଗ୍ରାମବାସୀ ମାନେ ବାରମ୍ବାର ସରପଞ୍ଚ ଙ୍କୁ ଜଣାଇଲେ ମଧ୍ୟ ସରପଞ୍ଚ ନଳକୂପ ମରାମତି କରିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। କାରଣ ନିର୍ବାଚନ ସମୟରେ ଏହି ସାହି ର ଭୋଟ ଦତା ସରପଞ୍ଚ ଙ୍କୁ ଭୋଟ ଦେଇ ନ ଥିବା ହେତୁ ନଳକୂପ ମରାମତି ରେ ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ନଳକୂପ ମରାମତି କଲେ ପିଇବା ପାଣି ଅଭାବ ରେ ଛଟପଟ ହେଉଥିବା ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି। ନିମାପଡା ରୁ ଦିପୁରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର1
- ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡ: କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ୍, ଗୁମର ଖୋଲିଲା ମୁଖ୍ୟ ଅଭିଯୁକ୍ତ ଗୋପାଳପୁରର ଚର୍ଚ୍ଚିତ ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କ ଅପହରଣ ଓ ହତ୍ୟା ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଆଜି ମୁଖ୍ୟ ଅଭିଯୁକ୍ତ କାଳୁ ପ୍ରଧାନ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ଗୋପାଳପୁର ପୋଲିସ୍। ରିମାଣ୍ଡରେ ଥିବା ଅଭିଯୁକ୍ତମାନେ କିପରି ସୁଧୀରଙ୍କୁ ଅପହରଣ କରିଥିଲେ ଏବଂ କେଉଁଠାରେ ହତ୍ୟା କରିଥିଲେ, ସେ ନେଇ ସମସ୍ତ ତଥ୍ୟ ପୋଲିସ ଆଗରେ ବଖାଣିଛନ୍ତି। ଆଜି ଭୋର ସମୟରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଭିଯୁକ୍ତ କାଳୁ ପ୍ରଧାନକୁ ଭାବିନାରାୟଣପୁର ସ୍ଥିତ ସେହି ପଡ଼ିଆକୁ ନିଆଯାଇଥିଲା, ଯେଉଁଠାରେ ସୁଧୀର ପ୍ରତିଦିନ ଭଲିବଲ୍ ଖେଳନ୍ତି। ସେଠାରୁ ତାଙ୍କୁ କିପରି ଏକ କାର୍ରେ ଜବରଦସ୍ତ ଉଠାଇ ନିଆଯାଇଥିଲା, ତାର ଡେମୋ ଦେଖାଇଛି ଅଭିଯୁକ୍ତ। ଏହାପରେ ହତ୍ୟାକାଣ୍ଡ ଘଟାଯାଇଥିବା ସ୍ଥାନ ଓ ମୃତଦେହ ଫିଙ୍ଗା ଯାଇଥିବା ସ୍ଥାନରେ ମଧ୍ୟ ପୋଲିସ୍ ତଦନ୍ତ କରିଛି।1